Bible

2 Samuel 15 - WEB (Oriya)

1 It happened after this, that Absalom prepared him a chariot and horses, and fifty men to run before him.ଏହାପରେ ଅବଶାଲୋମ ଗୋଟିଏ ରଥ ଓ ଅଶ୍ବମାନ ପାଇଲା। ଆଉ ସେ ଯେତବେେଳେ ଘୋଡାଗାଡି ଆରୋହଣ କଲା, ପଗ୍ଭଶ ଜଣ ଲୋକ ତା' ସମ୍ମକ୍ସ୍ଟଖକକ୍ସ୍ଟ ଦୌଡି ଆସିଲେ।

2 Absalom rose up early, and stood beside the way of the gate: and it was so, that when any man had a suit which should come to the king for judgment, then Absalom called to him, and said, Of what city are you? He said, Your servant is of one of the tribes of Israel.ଅବଶା ଲୋମ ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଉଠି ରାଜ ଦ୍ବାରର ପଥପାଶର୍‌ବ ରେ ଆସି ଠିଆ ହକ୍ସ୍ଟଏ। ଯେତବେେଳେ କୌଣସି ଲୋକ ରାଜାଙ୍କ ନିକଟକକ୍ସ୍ଟ ବିଗ୍ଭର ନ୍ଯାଯ ପାଇବା ପାଇଁ ଆସିଲେ, ଅବଶା ଲୋମ ତାଙ୍କୁ ପ୍ରଥମେ ପଗ୍ଭରିଲା, ତୁମ୍ଭେ କେଉଁ ନଗରରକ୍ସ୍ଟ ଆସିଛ? ସେ ଲୋକ ଉତ୍ତର ଦଲୋ, ମୁ ଇଶ୍ରାୟେଲର ଏହି ଗୋଷ୍ଠୀଯ ଲୋକ ଅଟେ।

3 Absalom said to him, Behold, your matters are good and right; but there is no man deputized of the king to hear you.ଲୋକର ୟକ୍ସ୍ଟକ୍ତି ଶକ୍ସ୍ଟଣିଲା ପରେ ଅବଶା ଲୋମ ତାକକ୍ସ୍ଟ କହିଥାନ୍ତା, ତୁମ୍ଭେ ଠିକ୍ କହକ୍ସ୍ଟଛ, ତୁମ୍ଭର କଥା ଯଥାର୍ଥ ଅଟେ। କିନ୍ତୁ ରାଜା ତକ୍ସ୍ଟମ୍ଭ କଥା ଶକ୍ସ୍ଟଣିବେ ନାହିଁ।

4 Absalom said moreover, Oh that I were made judge in the land, that every man who has any suit or cause might come to me, and I would do him justice!ଅବଶା ଲୋମ କ ହେ, ଆଃ, ମୁ ଯଦି ଦେଶର ବିଗ୍ଭର କର୍ତ୍ତାରୂପେ ନିୟକ୍ସ୍ଟକ୍ତି ହକ୍ସ୍ଟଅନ୍ତି ଏବଂ ଯଦି କୌଣସି ଲୋକ ମାେ ପାଖକକ୍ସ୍ଟ ତା'ର ସମସ୍ଯା କହିବାକକ୍ସ୍ଟ ଆସିଥାନ୍ତି, ତାହା ହେଲ ମୁ ତାକକ୍ସ୍ଟ ସାହାୟ୍ଯ କରିଥାନ୍ତି ଓ ଯଥାର୍ଥ ଶାସନ ଦଇେଥାନ୍ତି।

5 It was so, that when any man came near to do him obeisance, he put forth his hand, and took hold of him, and kissed him.ଯଦି କହେି ତାକକ୍ସ୍ଟ ପ୍ରଣାମ କରିବାକୁ ଆ ସେ ତବେେ ସେ ତାକକ୍ସ୍ଟ ଧରି ଚକ୍ସ୍ଟମ୍ବନ କରୁଥିଲେ।

6 In this manner Absalom did to all Israel who came to the king for judgment: so Absalom stole the hearts of the men of Israel.ଇଶ୍ରାୟେଲୀୟ ଯେତେ ଲୋକ ବିଗ୍ଭର ପାଇଁ ରାଜାଙ୍କ ନିକଟକକ୍ସ୍ଟ ଆସନ୍ତି, ଅବଶା ଲୋମ ସେ ସମସ୍ତଙ୍କ ପ୍ରତି ଏହି ପ୍ରକାର ବ୍ଯବହାର ପ୍ରଦର୍ଶନ କରନ୍ତି। ଏହିପରି ଭାବରେ ସେ ଇଶ୍ରାୟେଲ ଲୋକମାନଙ୍କର ହୃଦଯକକ୍ସ୍ଟ ଜଯ କଲେ।

7 It happened at the end of forty years, that Absalom said to the king, please let me go and pay my vow, which I have vowed to Yahweh, in Hebron.ଏହିପରି ଗ୍ଭରି ବର୍ଷ ପରେ ଅବଶାଲୋମ ରାଜା ଦାଉଦଙ୍କକ୍ସ୍ଟ କହିଲେ, ଦୟାକରି ମାେତେ ହିବ୍ରୋଣକକ୍ସ୍ଟ ମାରେ ଶପଥ ପକ୍ସ୍ଟରଣ କରିବା ପାଇଁ ୟିବାକକ୍ସ୍ଟ ଦିଅନ୍ତକ୍ସ୍ଟ।

8 For your servant vowed a vow while I abode at Geshur in Syria, saying, If Yahweh shall indeed bring me again to Jerusalem, then I will serve Yahweh.ଅବଶା ଲୋମ କହିଲେ, ମୁ ଅରାମର ଗଶୂର ରେ ଥିବା ସମୟରେ ଏକ ଶପଥ କରିଥିଲି ଯେ, 'ଯଦି ରାଜା ମାେତେ ଯିରୁଶାଲମକୁ ଫରେି ଆସିବାକକ୍ସ୍ଟ କହନ୍ତି ତବେେ ମୁ ସଦାପ୍ରଭୁଙ୍କର ସବୋ କରିବି।'

9 The king said to him, Go in peace. So he arose, and went to Hebron.ରାଜା ତାଙ୍କୁ କହିଲେ, ତୁମ୍ଭେ ଶାନ୍ତି ରେ ୟାଅ।

10 But Absalom sent spies throughout all the tribes of Israel, saying, As soon as you hear the sound of the trumpet, then you shall say, Absalom is king in Hebron.ଅବଶା ଲୋମ ଇଶ୍ରାୟେଲର ଗ୍ଭରିଆଡେ ଲୋକ ପଠାଇ ଥିଲେ, ତୁମ୍ଭମାନେେ ତୂରୀଧ୍ବନି ଶକ୍ସ୍ଟଣିବା ମାତ୍ ରେ ତୁମ୍ଭମାନେେ ଘାଷେଣା କର ଅବଶାଲୋମ ହିବ୍ରୋଣର ରାଜା ହାଇେଛନ୍ତି।'

11 With Absalom went two hundred men out of Jerusalem, who were invited, and went in their simplicity; and they didn't know anything.ଯେଉଁ 200 ଲୋକ ଅବଶା ଲୋମ ଦ୍ବାରା ନିମନ୍ତ୍ରିତ ହାଇେଥିଲେ, ସମାନେେ ତାଙ୍କ ସହିତ ୟିରକ୍ସ୍ଟଶାଲମ ପରିତ୍ଯାଗ କଲେ। ସମାନେେ ଜାଣି ନଥିଲେ କ'ଣ ତାଙ୍କର ଯୋଜନା।

12 Absalom sent for Ahithophel the Gilonite, David's counselor, from his city, even from Giloh, while he was offering the sacrifices. The conspiracy was strong; for the people increased continually with Absalom.ଯେତବେେଳେ ଅବଶା ଲୋମ ବଳିଦାନ ଉତ୍ସର୍ଗ କଲେ, ସେ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀଯ ଅହୀଥୋଫଲକକ୍ସ୍ଟ ତାହାର ନଗର ଗୀଲୋରକ୍ସ୍ଟ ଡକାଇଲେ। ତହିଁରେ ଚକ୍ରାନ୍ତ ଦକ୍ସ୍ଟଢ ହେଲା, କାରଣ ଅବଶାଲୋମର ସପକ୍ଷର ଲୋକମାନେ ବହକ୍ସ୍ଟତ ବୃଦ୍ଧି ପାଇଲେ।

13 There came a messenger to David, saying, The hearts of the men of Israel are after Absalom.ଏହାପରେ ଜଣେ ଦୂତ ଦାଉଦଙ୍କ ନିକଟକକ୍ସ୍ଟ ଆସି କହିଲା, ଇଶ୍ରାୟେଲ ଲୋକମାନଙ୍କର ମନ ଅବଶା ଲୋମଙ୍କ ଉପରେ ଅଛି।

14 David said to all his servants who were with him at Jerusalem, Arise, and let us flee; for else none of us shall escape from Absalom: make speed to depart, lest he overtake us quickly, and bring down evil on us, and strike the city with the edge of the sword.ଏଥି ରେ ଦାଉଦ ତାଙ୍କ ସହିତ ଥିବା ସମସ୍ତ ଦାସ ଯେଉଁମାନେ ୟିରକ୍ସ୍ଟଶାଲମ ରେ ଥିଲେ ତାଙ୍କୁ କହିଲେ ଯେ, ଆମ୍ଭମାନେେ ଏଠାରକ୍ସ୍ଟ ପଳାଇବା, ନଚେତ୍ ଅବଶା ଲୋମ ଆମକକ୍ସ୍ଟ କାହାରିକକ୍ସ୍ଟ ଛାଡିବ ନାହିଁ। ଆଉ ସେ ଆମ୍ଭମାନଙ୍କୁ ଧ୍ବଂସ କରିବ ଓ ୟିରକ୍ସ୍ଟଶାଲମର ସମସ୍ତ ଲୋକଙ୍କକ୍ସ୍ଟ ହତ୍ଯା କରିବ।

15 The king's servants said to the king, Behold, your servants are ready to do whatever my lord the king shall choose.ରାଜାଙ୍କର କର୍ମଗ୍ଭରୀମାନେ ଦାଉଦ ରାଜାଙ୍କକ୍ସ୍ଟ କହିଲେ, ଆପଣ ଯାହା କହିବେ ଆମ୍ଭେ ତାହା କରିବାକୁ ପ୍ରସ୍ତକ୍ସ୍ଟତ ଅଛକ୍ସ୍ଟ।

16 The king went forth, and all his household after him. The king left ten women, who were concubines, to keep the house.ତାଙ୍କର ଘର ଜଗିବା ପାଇଁ ଦଶଜଣ ଉପପତ୍ନୀଙ୍କକ୍ସ୍ଟ ଛାଡି ଅନ୍ୟ ସମସ୍ତେ ସେ ସ୍ଥାନରକ୍ସ୍ଟ ପଳାଯନ କଲେ।

17 The king went forth, and all the people after him; and they stayed in Beth Merhak.ରାଜା ଗ୍ଭଲି ଗଲେ ଓ ତାଙ୍କ ପେଛ ପେଛ ସମସ୍ତ ଲୋକ ଗଲେ। ସମାନେେ ଶଷେ ମକ୍ସ୍ଟଣ୍ତ ରେ ଥିବା ଗୃହ ରେ ଅଟକି ଗଲେ।

18 All his servants passed on beside him; and all the Cherethites, and all the Pelethites, and all the Gittites, six hundred men who came after him from Gath, passed on before the king.ପକ୍ସ୍ଟଣି ତାଙ୍କର ସମସ୍ତ କର୍ମଗ୍ଭରୀ ଅଗ୍ରସର ହେଲେ। ଗାଥ ନଗରରକ୍ସ୍ଟ ତାଙ୍କ ପେଛ ପେଛ ଯେଉଁ 600 ଲୋକ ଆସିଥିଲେ, ସମାନେେ ସମସ୍ତେ କରେଥୀଯ, ପଲେଥୀଯ ଓ ଗାଥୀଯ ଲୋକ ଥିଲେ। ସମାନେେ ସମସ୍ତେ ରାଜାଙ୍କର ଆଗ ରେ ପାର ହାଇେ ଗଲେ।

19 Then said the king to Ittai the Gittite, Why go you also with us? return, and abide with the king: for you are a foreigner, and also an exile; [return] to your own place.ସେତବେେଳେ ରାଜା ଗାଥୀଯ ଇତ୍ତଯକକ୍ସ୍ଟ କହିଲେ, ତୁମ୍ଭମାନେେ କାହିଁକି ଆମ୍ଭମାନଙ୍କ ସଙ୍ଗ ରେ ଯାଉଛ? ଫରେିୟାଅ, ରାଜାଙ୍କ ସହିତ ରହିୟାଅ। କାରଣ ତୁମ୍ଭେ ତ ଜଣେ ବିଦେଶୀ। ତୁମ୍ଭେ ମଧ୍ଯ ନିର୍ବାସିତ ଲୋକ, ତୁମ୍ଭେ ନିଜ ସ୍ଥାନକକ୍ସ୍ଟ ଫରେିୟାଅ।

20 Whereas you came but yesterday, should I this day make you go up and down with us, seeing I go where I may? return you, and take back your brothers; mercy and truth be with you.ତୁମ୍ଭମାନେେ ଏବେ ମାେ ସହିତ ୟୋଗ ଦଇେଛ, କିହିଁକି ମୁ ତୁମ୍ଭମାନଙ୍କୁ ଏସ୍ଥାନରକ୍ସ୍ଟ ସେସ୍ଥାନକକ୍ସ୍ଟ ଏଣେ ତଣେେ ବକ୍ସ୍ଟଲାଇବି? ଆମ୍ଭମାନେେ ୟକ୍ସ୍ଟଆଡେ ପାରିବକ୍ସ୍ଟ ସିଆଡେ ୟିବକ୍ସ୍ଟ। ତୁମ୍ଭେ ତ କାଲି ଆସିଲ, ଆଜି କ'ଣ ଆମ୍ଭେ ତୁମ୍ଭକୁ ନଇେ ଏଣେ ତଣେେ ସାଙ୍ଗ ରେ ବକ୍ସ୍ଟଲାଇବା? ଫରେିୟାଅ ଓ ତକ୍ସ୍ଟମ୍ଭ ଭାଇମାନଙ୍କୁ ମଧ୍ଯ ତକ୍ସ୍ଟମ୍ଭ ସହିତ ନିଅ। ଦୟା ଓ ସତ୍ଯତା ତୁମ୍ଭର ସହବର୍ତ୍ତୀ ହେଉ।

21 Ittai answered the king, and said, As Yahweh lives, and as my lord the king lives, surely in what place my lord the king shall be, whether for death or for life, even there also will your servant be.ଏଥି ରେ ଇତ୍ତଯ ରାଜାଙ୍କକ୍ସ୍ଟ ଉତ୍ତର ଦଇେ କହିଲା, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ମାରେପ୍ରଭକ୍ସ୍ଟ ମହାରାଜା ଜୀବିତ ଥିବା ପ୍ରମାଣେ, ମୁ ଆପଣଙ୍କ ସହିତ ରହିବି। ମୁ ଆପଣଙ୍କର ଦାସ। ଜୀବନ ରେ ବା ମୃତକ୍ସ୍ଟ୍ଯ ରେ ମୁ ଆପଣଙ୍କ ସହିତ ରହିବି।

22 David said to Ittai, Go and pass over. Ittai the Gittite passed over, and all his men, and all the little ones who were with him.ଦାଉଦ ଇତ୍ତଯକକ୍ସ୍ଟ କହିଲେ, ତବେେ ୟାଅ, ଅଗ୍ରସର ହକ୍ସ୍ଟଅ।

23 All the country wept with a loud voice, and all the people passed over: the king also himself passed over the brook Kidron, and all the people passed over, toward the way of the wilderness.ସମସ୍ତ ଲୋକ ଉଚ୍ଚ ସ୍ବର ରେ ଚିତ୍କାର କଲେ। ରାଜା ମଧ୍ଯ କିଦ୍ରୋଣ ନଦୀ ପାର ହାଇଗେଲେ ଓ ସମସ୍ତ ଲୋକ ନଦୀ ପାର ହାଇେ ମରକ୍ସ୍ଟଭୂମିରେ ପ୍ରବେଶ କଲେ।

24 Behold, Zadok also [came], and all the Levites with him, bearing the ark of the covenant of God; and they set down the ark of God; and Abiathar went up, until all the people had done passing out of the city.ସାଦୋକ ଓ ସମସ୍ତ ଲବେୀୟ ପରମେଶ୍ବରଙ୍କ ନିଯମ-ସିନ୍ଦକ୍ସ୍ଟକ ନଇେ ଆସିଲେ। ୟିରକ୍ସ୍ଟଶାଲମ ନଗର ରେ ସମାନେେ ପରମେଶ୍ବରଙ୍କର ପବିତ୍ର ନିଯମ-ସିନ୍ଦକ୍ସ୍ଟକ ସ୍ଥାପନ କଲେ। ସମସ୍ତ ଲୋକ ବାହାର ହାଇେ ଆସିବା ପର୍ୟ୍ଯନ୍ତ ଅବିଯାଥର ପ୍ରାର୍ଥନା କଲେ

25 The king said to Zadok, Carry back the ark of God into the city: if I shall find favor in the eyes of Yahweh, he will bring me again, and show me both it, and his habitation:ରାଜା ଦାଉଦ ସାଦୋକକକ୍ସ୍ଟ କହିଲେ, ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଯିରୁଶାଲମକୁ ଫରୋଇ ନିଅ। ଯଦି ସଦାପ୍ରଭୁ ମାେ ଉପରେ ପ୍ରତି ହକ୍ସ୍ଟଅନ୍ତି, ତବେେ ସଦାପ୍ରଭୁ ମାେତେ ଯିରୁଶାଲମକୁ ଫରୋଇ ଆଣିବେ ଓ ତାଙ୍କର ମନ୍ଦିର ଦେଖିବାର ସକ୍ସ୍ଟ ଯୋଗ ମାେତେ ଦବେେ।

26 but if he say thus, I have no delight in you; behold, here am I, let him do to me as seems good to him.କିନ୍ତୁ ଯଦି ସଦାପ୍ରଭୁ ମାେ ଉପରେ ସଦଯ ନକ୍ସ୍ଟହଁନ୍ତି ବୋଲି କହନ୍ତି, ତବେେ ସେ ଯାହା ଗ୍ଭହିଁବେ ମାେ ଉପରେ ତାହା କରି ପାରିବେ।

27 The king said also to Zadok the priest, "Aren't you a seer? Return into the city in peace, and your two sons with you, Ahimaaz your son, and Jonathan the son of Abiathar.ରାଜା ଯାଜକ ସାଦୋକକକ୍ସ୍ଟ କହିଲେ, ତୁମ୍ଭେ ଜଣେ ସିଦ୍ଧ ପୁରୁଷ। ତୁମ୍ଭେ ଓ ତକ୍ସ୍ଟମ୍ଭ ସହିତ ତୁମ୍ଭର ପକ୍ସ୍ଟତ୍ର ଅହୀମାସ୍ ଓ ଅବିଯାଥରର ପକ୍ସ୍ଟତ୍ର ଯୋନାଥନ ନିରାପଦ ରେ ନଗରକକ୍ସ୍ଟ ଫରେିୟାଅ।

28 Behold, I will stay at the fords of the wilderness, until word comes from you to inform me."ତୁମ୍ଭମାନଙ୍କ ଠାରକ୍ସ୍ଟ ମାେ ପାଖକକ୍ସ୍ଟ ତଥ୍ଯ ବାର୍ତ୍ତା ଆସିବା ପର୍ୟ୍ଯନ୍ତ ଯେଉଁଠା ରେ ମରକ୍ସ୍ଟଭୂମିକକ୍ସ୍ଟ ୟିବା ପାଇଁ ନଦୀ ପାରି ହକ୍ସ୍ଟଅନ୍ତି ସଠାେରେ ମୁ ଅପେକ୍ଷା କରି ରହିବି।

29 Zadok therefore and Abiathar carried the ark of God again to Jerusalem: and they abode there.ଏଣୁ ସାଦୋକ ଓ ଅବିଯାଥର ପକ୍ସ୍ଟନର୍ବାର ଯିରୁଶାଲମକୁ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଗଲେ ଓ ସମାନେେ ସଠାେରେ ରହିଲେ।

30 David went up by the ascent of the [Mount of] Olives, and wept as he went up; and he had his head covered, and went barefoot: and all the people who were with him covered every man his head, and they went up, weeping as they went up.ଦାଉଦ ଜୈତକ୍ସ୍ଟନ ପର୍ବତ ଉପରକକ୍ସ୍ଟ ଚଢି଼ଲେ ଓ ସେ କାନ୍ଦକ୍ସ୍ଟଥିଲେ, ସେ ତାଙ୍କର ମକ୍ସ୍ଟଣ୍ତକକ୍ସ୍ଟ ଘୋଡାଇ ଦଇେ ଖାଲି ପାଦ ରେ ଗ୍ଭଲକ୍ସ୍ଟଥିଲେ।

31 One told David, saying, Ahithophel is among the conspirators with Absalom. David said, Yahweh, please turn the counsel of Ahithophel into foolishness.ଜଣେ ଲୋକ ଦାଉଦଙ୍କକ୍ସ୍ଟ କହିଲେ, ଅବଶା ଲୋମଙ୍କର ଚକ୍ରାନ୍ତକାରୀମାନଙ୍କ ସହିତ ଅହୀଥୋଫଲ ଅଛି। ତା'ପରେ ଦାଉଦ ପ୍ରାର୍ଥନା କଲେ, ହେ ମାରେ ସଦାପ୍ରଭୁ, ଦୟାକରି ଅହୀଥୋଫଲର ଉପଦେଶକକ୍ସ୍ଟ ଅଦରକାରୀ କର।

32 It happened that when David had come to the top [of the ascent], where God was worshiped, behold, Hushai the Archite came to meet him with his coat torn, and earth on his head.ଦାଉଦ ପର୍ବତର ଉପରି ଭାଗକକ୍ସ୍ଟ ଆସିଲେ, ଯେଉଁଠା ରେ ସେ ସଦାପ୍ରଭୁଙ୍କୁ ଉପାସନା କରୁଥିଲେ। ଉଠାଣୀର ଶୃଙ୍ଗ ନିକଟରେ ଦାଉଦ ପହଁଞ୍ଚି ଦେଖିଲେ ଅର୍କୀଯ ହଶଯ ନିଜର ଚିରାଜାମା ପିନ୍ଧି ଓ ମସ୍ତକରେ ମୂର୍ତ୍ତିକା ଦଇେ ତାଙ୍କୁ ଭଟେିବା ପାଇଁ ଉପସ୍ଥିତ ହେଲା।

33 David said to him, If you pass on with me, then you will be a burden to me:ସେଥି ରେ ଦାଉଦ ତାଙ୍କୁ କହିଲେ, ତୁମ୍ଭେ ଯଦି ମାେ ସହିତ ଅଗ୍ରସର ହକ୍ସ୍ଟଅ, ତବେେ ତୁମ୍ଭେ ମାରେ ଭାର ସଦୃଶ ହବେ।

34 but if you return to the city, and tell Absalom, I will be your servant, O king; as I have been your father's servant in time past, so will I now be your servant; then will you defeat for me the counsel of Ahithophel.କିନ୍ତୁ ତୁମ୍ଭେ ଯଦି ଯିରୁଶାଲମକୁ ଫରେିୟାଅ, ତୁମ୍ଭେ ଅହୀଥୋଫଲର ଉପଦେଶକକ୍ସ୍ଟ ହତାଶ କରିପାର। ତବେେ ଅବଶା ଲୋମକକ୍ସ୍ଟ କକ୍ସ୍ଟହ, ' ହେ ମହାରାଜ, ମୁ ଆପଣଙ୍କର ଦାସ ଅଟେ, ମୁ ଆପଣଙ୍କର ପିତାଙ୍କର ସବୋ କଲି, ବର୍ତ୍ତମାନ ମୁ ଆପଣଙ୍କର ସବୋ କରିବି।'

35 Don't you have Zadok and Abiathar the priests there with you? therefore it shall be, that whatever thing you shall hear out of the king's house, you shall tell it to Zadok and Abiathar the priests.ସଠାେରେ ତକ୍ସ୍ଟମ୍ଭ ସହିତ ଯାଜକ ସାଦୋକ ଓ ଅବିଯାଥର ଅଛନ୍ତି। ଏଣୁ ତୁମ୍ଭେ ରାଜଗୃହରକ୍ସ୍ଟ ଯାହା ସବୁ ଶକ୍ସ୍ଟଣିବ, ତାହା ସାଦୋକ ଓ ଅବିଯାଥର ଯାଜକକକ୍ସ୍ଟ ଜଣାଇବ।

36 Behold, they have there with them their two sons, Ahimaaz, Zadok's son, and Jonathan, Abiathar's son; and by them you shall send to me everything that you shall hear.ସଠାେରେ ସମାନଙ୍କେ ସଙ୍ଗେ ସମାନଙ୍କେର ଦକ୍ସ୍ଟଇ ପକ୍ସ୍ଟତ୍ର, ସାଦୋକର ପକ୍ସ୍ଟତ୍ର ଅହୀମାସ ଓ ଅବିଯାଥର ପକ୍ସ୍ଟତ୍ର ଯୋନାଥନ ଅଛନ୍ତି, ତୁମ୍ଭମାନେେ ଯାହା ଯାହା ଶକ୍ସ୍ଟଣିବ, ସେସବୁ କଥା ସମାନଙ୍କେ ହାତ ରେ ମାେ ପାଖକକ୍ସ୍ଟ ଖବର ଦବେ।

37 So Hushai, David's friend, came into the city; and Absalom came into Jerusalem.ତା'ପରେ ଦାଉଦଙ୍କର ବନ୍ଧକ୍ସ୍ଟ ହଶଯ ନଗରକକ୍ସ୍ଟ ଆସିଲା ଏବଂ ଅବଶା ଲୋମ ମଧ୍ଯ ୟିରକ୍ସ୍ଟଶାଲମ ରେ ପହନ୍ଚିଲେ।

Oriya Bible