2 Samuel 12:12
ତୁମ୍ଭେ ବତ୍ଶବୋ ସହିତ ଗୋପନ ରେ ଶଯନ କଲ, କିନ୍ତୁ ମୁ ତୁମ୍ଭକୁ ଦଣ୍ତ ଦବେି ସମସ୍ତ ଇଶ୍ରାୟେଲଙ୍କ ସମ୍ମକ୍ସ୍ଟଖ ରେ ଯେପରି ସମସ୍ତ ଲୋକ ଏହା ଦେଖି ପାରିବେ।'
2 Samuel 12:12 in Other Translations
King James Version (KJV)
For thou didst it secretly: but I will do this thing before all Israel, and before the sun.
American Standard Version (ASV)
For thou didst it secretly: but I will do this thing before all Israel, and before the sun.
Bible in Basic English (BBE)
You did it secretly; but I will do this thing before all Israel and in the light of the sun.
Darby English Bible (DBY)
For thou didst [it] secretly; but I will do this thing before all Israel and before the sun.
Webster's Bible (WBT)
For thou didst it secretly: but I will do this thing before all Israel, and before the sun.
World English Bible (WEB)
For you did it secretly, but I will do this thing before all Israel, and before the sun.'"
Young's Literal Translation (YLT)
for thou hast done `it' in secret, and I do this thing before all Israel, and before the sun.'
| For | כִּ֥י | kî | kee |
| thou | אַתָּ֖ה | ʾattâ | ah-TA |
| didst | עָשִׂ֣יתָ | ʿāśîtā | ah-SEE-ta |
| it secretly: | בַסָּ֑תֶר | bassāter | va-SA-ter |
| but I | וַֽאֲנִ֗י | waʾănî | va-uh-NEE |
| will do | אֶֽעֱשֶׂה֙ | ʾeʿĕśeh | eh-ay-SEH |
| אֶת | ʾet | et | |
| this | הַדָּבָ֣ר | haddābār | ha-da-VAHR |
| thing | הַזֶּ֔ה | hazze | ha-ZEH |
| before | נֶ֥גֶד | neged | NEH-ɡed |
| all | כָּל | kāl | kahl |
| Israel, | יִשְׂרָאֵ֖ל | yiśrāʾēl | yees-ra-ALE |
| and before | וְנֶ֥גֶד | wĕneged | veh-NEH-ɡed |
| the sun. | הַשָּֽׁמֶשׁ׃ | haššāmeš | ha-SHA-mesh |
Cross Reference
2 Samuel 16:22
ଏହାପରେ ଲୋକମାନେ ଅବଶା ଲୋମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ଲଗାଇଲେ, ତା'ପରେ ଅବଶା ଲୋମ ନିଜ ପିତାର ଉପପତ୍ନୀମାନଙ୍କ ସହିତ ସହବାସ କଲା। ସମସ୍ତ ଇଶ୍ରାୟେଲୀୟମାନେ ଏହା ଦେଖିଲେ।
2 Samuel 11:4
ଦାଉଦ ବତ୍ଶବୋକକ୍ସ୍ଟ ଡାକିବା ପାଇଁ ଦୂତ ପଠାଇଲେ ଏବଂ ଯେତବେେଳେ ସେ ଆସିଲେ। ସହେି ସ୍ତ୍ରୀ ସହିତ ଶଯନ କଲେ। ସେ ସମୟରେ ସହେି ସ୍ତ୍ରୀ ଲୋକଟି ଋତକ୍ସ୍ଟସ୍ନାନ କରିଥିଲା। ତେଣୁ ସେ ନିଜର ଗୃହକକ୍ସ୍ଟ ଫରେିଗଲା।
Ecclesiastes 12:14
ପରମେଶ୍ବର ପ୍ରେତ୍ୟକକ କର୍ମ, ପୁଣି ଭଲ କି ମନ୍ଦ ପ୍ରେତ୍ୟକକ ଗୁପ୍ତ ବିଷଯ ବିଚାର ରେ ଆଣିବେ।
Luke 12:1
ହଜାର ହଜାର ଲୋକ ଆସି ଜମା ହାଇଗେଲେ। ଲୋକେ ଜଣେ ଜଣକୁ ମାଡି ପକାଉ ଥିଲେ। ଲୋକମାନଙ୍କୁ କହିବା ପୂର୍ବରୁ ଯୀଶୁ ପ୍ରଥମେ ନିଜ ଶିଷ୍ଯମାନଙ୍କୁ କହିଲେ, ଫାରୂଶୀମାନଙ୍କ ଖମୀରଠାରୁ ଦୂର ରେ ରୁହ। ମାେ କହିବାର ଅଭିପ୍ରାୟ ହେଉଛି ଯେ, ସମାନେେ କପଟୀ।
1 Corinthians 4:5
ଅତଏବ, ଠିକ୍ ସମୟ ନ ଆସିବା ପର୍ୟ୍ଯନ୍ତ ଅର୍ଥାତ୍ ପୁନରାଗମନ ପର୍ୟ୍ଯନ୍ତ, କୌଣସି କଥାର ବିଚାର କରିବା ଅନୁଚିତ। ସେ ଅନ୍ଧକାର ରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତ ରେ ଥିବା ଗୁପ୍ତ ଉଦ୍ଦେଶ୍ଯ ଗୁଡ଼ିକୁ ପ୍ରକାଶ କରିବେ। ସେତବେେଳେ ପରମେଶ୍ବର ପ୍ରେତ୍ୟକକଙ୍କୁ ଯାହାର ପ୍ରାପ୍ଯ ପ୍ରଶଂସା ତାହା ପ୍ରଦାନ କରିବେ।