2 Peter 3 - YLT (Oriya)
1 This, now, beloved, a second letter to you I write, in both which I stir up your pure mind in reminding `you',ମାେ ମିତ୍ରଗଣ, ଏହି ଦ୍ବିତୀୟ ପତ୍ର ମୁଁ ତୁମ୍ଭକୁ ଲେଖୁଅଛି। ତୁମ୍ଭକୁ କେତଗେୁଡ଼ିଏ ବିଷୟ ମନେ ପକାଇ ଦବୋ ଲାଗି ମୁଁ ଦୁଇଟି ପତ୍ର ଲେଖିଛି।
2 to be mindful of the sayings said before by the holy prophets, and of the command of us the apostles of the Lord and Saviour,ପବିତ୍ର ଭବିଷ୍ଯଦ୍ ବକ୍ତାମାନେ ଅତୀତ ରେ ଯାହା କିଛି କହି ଯାଇଛନ୍ତି ମୁଁ ଚା ହେଁ ଯେ, ସଗେୁଡ଼ିକୁ ତୁମ୍ଭମାନେେ ମନେ ପକାଅ। ଆମ୍ଭର ପ୍ରଭୁ ଓ ତ୍ରାଣକର୍ତ୍ତା ଯେଉଁ ଆଜ୍ଞା ଦଇେଛନ୍ତି, ସଗେୁଡ଼ିକୁ ମଧ୍ଯ ମନେ ପକାଅ। ତୁମ୍ଭମାନଙ୍କ ପ୍ ରରେିତମାନଙ୍କ ମାଧ୍ଯମ ରେ ସେ ଆମ୍ଭକୁ ଏହି ଆଜ୍ଞା ଦଇେଥିଲେ।
3 this first knowing, that there shall come in the latter end of the days scoffers, according to their own desires going on,ପ୍ରଥମେ, ଶଷେ ଦିନଗୁଡ଼ିକରେ କ'ଣ କ'ଣ ଘଟିବ, ସଗେୁଡ଼ିକ ବୁଝିବା ତୁମ୍ଭର ଦରକାର। ଲୋକେ ତୁମ୍ଭକୁ ପରିହାସ କରିବେ। ସମାନେେ ନିଜ ଇଚ୍ଛା ରେ ମନ୍ଦ କାର୍ୟ୍ଯ କରି ଜୀବନଧାରଣ କରିବେ।
4 and saying, `Where is the promise of his presence? for since the fathers did fall asleep, all things so remain from the beginning of the creation;'ସମାନେେ କହିବେ, ଯୀଶୁ ପୁନର୍ବାର ଆସିବା ପାଇଁ କହିଥିଲେ। ସେ କାହାନ୍ତି ? ଆମ୍ଭର ପିତାମାନେ ମରିଛନ୍ତି। କିନ୍ତୁ ଜଗତ ସୃଷ୍ଟି ହେଲା ବଳେୁ ସହେିପରି ଭାବରେ ଚାଲିଛି।
5 for this is unobserved by them willingly, that the heavens were of old, and the earth out of water and through water standing together by the word of God,ସୁଦୂର ଅତୀତ ରେ କ'ଣ ଘଟିଥିଲା, ସମାନେେ ତାହା ମନେ ପକାଇବା ପାଇଁ ଇଚ୍ଛା କରନ୍ତି ନାହିଁ। ଆକାଶମଣ୍ଡଳ ଥିଲା, ପରମେଶ୍ବର ପାଣିରୁ ଓ ପାଣି ଦ୍ବାରା ଜଗତକୁ ସୃଷ୍ଟି କଲେ। ପରମେଶ୍ବରଙ୍କ ବାକ୍ଯ ଦ୍ବାରା ଏହା ସାଧିତ ହେଲା।
6 through which the then world, by water having been deluged, was destroyed;ତାହା ପରେ ସହେି ସଂସାର ପ୍ରଳୟଙ୍କାରୀ ବନ୍ଯା ଜଳ ଦ୍ବାରା ନଷ୍ଟ ହାଇଗେଲା।
7 and the present heavens and the earth, by the same word are treasured, for fire being kept to a day of judgment and destruction of the impious men.ମାତ୍ର ପରମେଶ୍ବରଙ୍କ ସହେି ବାକ୍ଯ ଦ୍ବାରା ଆକାଶମଣ୍ଡଳ ଓ ବର୍ତ୍ତମାନର ଜଗତ ରହିଅଛି। ଆକାଶମଣ୍ଡଳ ଓ ପୃଥିବୀ ଅଗ୍ନି ଦ୍ବାରା ବିନଷ୍ଟ ହବୋ ନିମନ୍ତେ ରକ୍ଷିତ ଅଛି। ପରମେଶ୍ବରଙ୍କ ସମସ୍ତ ବିରୋଧୀ ଲୋକମାନେ ପୁଣି ଆକାଶମଣ୍ଡଳ ଓ ପୃଥିବୀ ନଷ୍ଟ ହବୋ ନିମନ୍ତେ ବିଚାର ଦିନ ପର୍ୟ୍ଯନ୍ତ ସୁରକ୍ଷିତ ଥିବେ।
8 And this one thing let not be unobserved by you, beloved, that one day with the Lord `is' as a thousand years, and a thousand years as one day;ପ୍ରିୟ ମିତ୍ରଗଣ, କିନ୍ତୁ ଏହି ବିଶଷେ କଥା ଭୁଲ ନାହିଁ, ପରମେଶ୍ବରଙ୍କ ଲାଗି ଗୋଟିଏ ଦିନ ହଜାର ବର୍ଷ ଭଳି ଓ ହଜାର ବର୍ଷ ଗୋଟିଏ ଦିନ ଭଳି ଅଟେ।
9 the Lord is not slow in regard to the promise, as certain count slowness, but is long-suffering to us, not counselling any to be lost but all to pass on to reformation,ଯଦିଓ କିଛି ଲୋକେ ଏହାକୁ ଡରେି ବୋଲି ଭାବୁଛନ୍ତି, ତଥାପି ପରମେଶ୍ବର ନିଜ ପ୍ରତିଜ୍ଞା ପୂରଣ କରିବା ରେ ଡ଼ରେି କରିବେ ନାହିଁ। ବରଂ ପରମେଶ୍ବର ତୁମ୍ଭ ପ୍ରତି ର୍ଧୈୟ୍ଯବାନ ହେଉଛନ୍ତି। ପରମେଶ୍ବର କୌଣସି ଲୋକ ନଷ୍ଟ ହେଉ ବୋଲି ଚାହାଁନ୍ତି ନାହିଁ। ପରମେଶ୍ବର ଚାହାଁନ୍ତି ଯେ ପ୍ରେତ୍ୟକକ ଲୋକ ନିଜର ହୃଦୟ ପରିବର୍ତ୍ତନ କରୁ ଓ ପାପ କରିବାକୁ କ୍ଷାନ୍ତ ହେଉ।
10 and it will come -- the day of the Lord -- as a thief in the night, in which the heavens with a rushing noise will pass away, and the elements with burning heat be dissolved, and earth and the works in it shall be burnt up.କିନ୍ତୁ ଚୋର ଆସିବା ଦିନପରି, ପ୍ରଭୁଙ୍କ ଆସିବା ଦିନଟି ପ୍ରେତ୍ୟକକଙ୍କୁ ଆଶ୍ଚର୍ୟ୍ଯ କରିବ। ଭୟଙ୍କର ଗର୍ଜନ ସହିତ ଆକାଶମଣ୍ଡଳ ଅଦୃଶ୍ଯ ହାଇୟିବେ। ଆକାଶମଣ୍ଡଳର ସମସ୍ତ ବସ୍ତୁ ଅଗ୍ନି ରେ ଧ୍ବଂସ ହାଇଯେିବ। ଜଗତ ଏହାର ସମସ୍ତ ବିଷୟ ସହିତ ଜଳି ୟିବ।
11 All these, then, being dissolved, what kind of persons doth it behove you to be in holy behaviours and pious acts?ମୁଁ କହିଲା ଭଳି, ଏପରି ଭାବରେ ସବୁ କିଛି ନଷ୍ଟ ହାଇଯେିବ। ଅତଏବ, ତୁମ୍ଭେ କିପରି ଲୋକ ହବୋ ଉଚିତ ? ତୁମ୍ଭେ ପବିତ୍ର ଜୀବନଯାପନ କରି ପରମେଶ୍ବରଙ୍କ ସବୋ କରିବା ଉଚିତ।
12 waiting for and hasting to the presence of the day of God, by which the heavens, being on fire, shall be dissolved, and the elements with burning heat shall melt;ପ୍ରଭୁଙ୍କ ଦିନଟି ଆସିବା ପାଇଁ ତୁମ୍ଭେ ଅପେକ୍ଷା ରେ ରହିବା ଉଚିତ। ସହେି ଦିନ ଆସିଲେ ଅଗ୍ନି ଦ୍ବାରା ଆକାଶ ନଷ୍ଟ ହାଇେ ୟିବ ଓ ଆକାଶ ରେ ଥିବା ସବୁ ମୌଳିକ ବସ୍ତୁଗୁଡ଼ିକ ଉତ୍ତାପରେ ତରଳି ୟିବ।
13 and for new heavens and a new earth according to His promise we do wait, in which righteousness doth dwell;କିନ୍ତୁ ପରମେଶ୍ବର ଆମ୍ଭକୁ ଗୋଟିଏ ପ୍ରତିଶ୍ରୁତି ଦଇେଛନ୍ତି। ଆମ୍ଭମାନେେ ତାହାଙ୍କ ପ୍ରତିଜ୍ଞାନୁସା ରେ ଏକ ନୂତନ ଆକାଶମଣ୍ଡଳ ଓ ନୂତନ ଜଗତର ଅପେକ୍ଷା ରେ ଅଛୁ। ତାହା ଧାର୍ମିକତାର ବାସସ୍ଥଳୀ ହବେ।
14 wherefore, beloved, these things waiting for, be diligent, spotless and unblameable, by Him to be found in peace,ପ୍ରିୟ ମିତ୍ରଗଣ, ଏହି ଘଟଣା ଘଟିବା ପାଇଁ ଆମ୍ଭେ ଅପେକ୍ଷା ରେ ଅଛୁ। ଅତଏବ ପାପ ଓ ଦୋଷ ନ କରିବା ପାଇଁ କଠାେର ପରିଶ୍ରମ କର। ପରମେଶ୍ବରଙ୍କ ସହିତ ଶାନ୍ତି ରେ ରହିବାକୁ ଚେଷ୍ଟା କର।
15 and the long-suffering of our Lord count ye salvation, according as also our beloved brother Paul -- according to the wisdom given to him -- did write to you,ପ୍ରଭୁ ର୍ଧୈୟ୍ଯବାନ ବୋଲି ଆମ୍ଭେ ରକ୍ଷା ପାଇଛୁ, ଏହା ମନରେଖ। ପରମେଶ୍ବରଙ୍କ ପ୍ରଦତ୍ତ ଜ୍ଞାନ ବଳ ରେ ଆମ୍ଭର ପ୍ରିୟ ଭାଇ ପାଉଲ ତୁମ୍ଭକୁ ଲେଖିଲା ବେଳେ ସେ ସହେି କଥା କହିଥିଲେ।
16 as also in all the epistles, speaking in them concerning these things, among which things are certain hard to be understood, which the untaught and unstable do wrest, as also the other Writings, unto their own destruction.ନିଜର ସମସ୍ତ ପତ୍ରଗୁଡ଼ିକରେ ପାଉଲ ଏହିକଥା ଲେଖନ୍ତି। େ ବେଳବେଳେ ପାଉଲଙ୍କ ପତ୍ର ରେ କେତକେ କଥା ବୁଝିବା ପାଇଁ କଷ୍ଟକର ହୁଏ। େକେତେଲାକ ସହେି କଥାଗୁଡ଼ିକୁ ଭୁଲ ଭାବରେ ବ୍ଯାଖ୍ଯା କରନ୍ତି। ସମାନେେ ମୂର୍ଖ ଓ ବିଶ୍ବାସ ରେ ଦୁର୍ବଳ। ସହେି ଲୋକମାନେ ଅନ୍ୟ ଶାସ୍ତ୍ରଗୁଡ଼ିକୁ342 ମଧ୍ଯ ଭୁଲଭାବେ ବୁଝାଇଥାନ୍ତି। କିନ୍ତୁ ଏପରି କରିବା ଦ୍ବାରା ସମାନେେ ନିଜର ଅନିଷ୍ଟ କରୁଛନ୍ତି।
17 Ye, then, beloved, knowing before, take heed, lest, together with the error of the impious being led away, ye may fall from your own stedfastness,ପ୍ରିୟ ମିତ୍ରଗଣ, ତୁମ୍ଭେ ଏହି ବିଷୟ ରେ ଆଗରୁ ଜାଣ। ଅତଏବ ସାବଧାନ ରୁହ। ସହେି ମନ୍ଦ ଲୋକମାନେ କରୁଥିବା ମନ୍ଦକାର୍ୟ୍ଯ ଦ୍ବାରା ତୁମ୍ଭେ ନିଜକୁ ପ୍ରଭାବିତ ହବୋକୁ ଦିଅ ନାହିଁ। ନିଜ ଦୃଢ଼ ବିଶ୍ବାସରୁ ବିଚଳିତ ନ ହବୋ ପାଇଁ ସାବଧାନ ରୁହ।
18 and increase ye in grace, and in the knowledge of our Lord and Saviour Jesus Christ; to him `is' the glory both now, and to the day of the age! Amen.କିନ୍ତୁ ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନ ଓ ଅନୁଗ୍ରହ ରେ ବୃଦ୍ଧି ପାଅ। ତାହାଙ୍କର ମହିମା ବର୍ତ୍ତମାନ ଓ ସଦାସର୍ବଦା ରହିଥାଉ। ଆମେନ୍।
Oriya Bible