Bible

2 Kings 8:21 Image in Oriya

ତା'ପରେ ୟିହୋରାମ ଓ ତାଙ୍କର ସମସ୍ତ ରଥ ସାଯୀରକୁ ୟାତ୍ରା କଲେ। ଇଦୋମୀଯ ସୈନ୍ଯମାନେ ସମାନଙ୍କେୁ ଚତୁର୍ଦ୍ଦିଗରୁ ଘରେିଗଲେ। ୟିହୋରାମ ଓ ତାଙ୍କର ସନୋଧ୍ଯକ୍ଷମାନେ ସମାନଙ୍କେୁ ଆକ୍ରମଣ କଲେ। ସେଥି ରେ ଶତୃମାନେ ପ୍ରାଣଭୟ ରେ ଦୌଡି ପଳାଯନ କଲେ। ମାତ୍ର ୟିହୋରାମଙ୍କର ସମସ୍ତ ସୈନ୍ଯ ନିଜ ନିଜ ତମ୍ବୁକୁ ଫରେି ଆସିଲେ।

ତା'ପରେୟିହୋରାମତାଙ୍କରସମସ୍ତରଥସାଯୀରକୁୟାତ୍ରାକଲେ।ଇଦୋମୀଯସୈନ୍ଯମାନେସମାନଙ୍କେୁଚତୁର୍ଦ୍ଦିଗରୁଘରେିଗଲେ।ୟିହୋରାମତାଙ୍କରସନୋଧ୍ଯକ୍ଷମାନେସମାନଙ୍କେୁଆକ୍ରମଣକଲେ।ସେଥିରେଶତୃମାନେପ୍ରାଣଭୟରେଦୌଡିପଳାଯନକଲେ।ମାତ୍ରୟିହୋରାମଙ୍କରସମସ୍ତସୈନ୍ଯନିଜନିଜତମ୍ବୁକୁଫରେିଆସିଲେ।
Click consecutive words to select a phrase. Click again to deselect.

2 Kings 8:21 Picture in Oriya