2 Kings 8

fullscreen1 ଇଲୀଶାୟ ଯେଉଁ ସ୍ତ୍ରୀର ମୃତ ପୁତ୍ର ପୁନର୍ଜୀବିତ କରିଥିଲେ, ସହେି ସ୍ତ୍ରୀକୁ କହିଲେ, ତୁମ୍ଭେ ଓ ତୁମ୍ଭର ପରିବାର ୟାଇ ଅନ୍ୟ ଦେଶ ରେ ବାସ କରିବା ଉଚିତ୍। କାରଣ ସଦାପ୍ରଭୁ ଏହି ଦେଶ ରେ ଦୁର୍ଭିକ୍ଷ ପାଇଁ ଆଜ୍ଞା କରିଅଛନ୍ତି। ପୁଣି ଏହି ଦୁର୍ଭିକ୍ଷ ସାତବର୍ଷ ପାଇଁ ଏହି ଦେଶ ରେ ରହିବ।

fullscreen2 ପରମେଶ୍ବରଙ୍କ ଲୋକଙ୍କର ବାକ୍ଯାନୁସା ରେ ସେ ସ୍ତ୍ରୀ ଲୋକଟି ଆପଣା ପରିବାର ସହିତ ୟାଇ ପ୍ରବାସ ପଲେଷ୍ଟୀୟମାନଙ୍କ ଦେଶ ରେ ସାତବର୍ଷ ବାସ କଲା।

fullscreen3 ପୁଣି ସାତବର୍ଷ ସମାପ୍ତି ପରେ ସେ ସ୍ତ୍ରୀ ଲୋକ ପଲେଷ୍ଟୀୟମାନଙ୍କ ଦେଶରୁ ଫରେି ଆସିଲା।

fullscreen4 ସହେି ସମୟରେ ରାଜା ପରମେଶ୍ବରଙ୍କ ଲୋକଙ୍କର ଦାସ ଗି ହଜେୀ ସହିତ କଥାବାର୍ତ୍ତା କରୁଥିଲେ। ସେ ଗି ହଜେୀକୁ କହିଲେ, ମୁଁ ବିନଯ କରୁଛି, ଇଲୀଶାୟ ଯେଉଁ ମହାନ୍ କାର୍ୟ୍ଯମାନ କରିଛନ୍ତି ମାେତେ ଜଣାଅ।

fullscreen5 ଇଲୀଶାୟ କିପରି ମୃତ ଲୋକକୁ ପୁର୍ନଃଜୀବିତ କରିଥିଲେ, ଏହା ଗି ହଜେୀ ରାଜାଙ୍କୁ କହିବା ବେଳେ, ଦେଖ! ଯେଉଁ ସ୍ତ୍ରୀର ପୁତ୍ରକୁ ଇଲୀଶାୟ ପୁର୍ନଃଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ପାଖକୁ ଆପଣା ଘର ଓ ଜମି ଫରେି ପାଇବାକୁ ଗୁହାରି ନିମନ୍ତେ ପହଞ୍ଚିଲା। ଗି ହଜେୀ କହିଲେ, ହେ ମାରେ ମହାଶୟ ମହାରାଜ! ଏ ହେଉଛି ସହେି ସ୍ତ୍ରୀ ଯାହାର ପୁତ୍ରକୁ ଇଲୀଶାୟ ପୁନଃଜୀବିତ କରିଥିଲେ।

fullscreen6 ରାଜା ସ୍ତ୍ରୀ ଲୋକଟିକୁ ଆସିବାର କାରଣ ପଗ୍ଭରିବାରୁ ସ୍ତ୍ରୀ ଲୋକଟି ସମସ୍ତ କଥା କହିଲା,

1 Then spake Elisha unto the woman, whose son he had restored to life, saying, Arise, and go thou and thine household, and sojourn wheresoever thou canst sojourn: for the Lord hath called for a famine; and it shall also come upon the land seven years.

2 And the woman arose, and did after the saying of the man of God: and she went with her household, and sojourned in the land of the Philistines seven years.

3 And it came to pass at the seven years’ end, that the woman returned out of the land of the Philistines: and she went forth to cry unto the king for her house and for her land.

4 And the king talked with Gehazi the servant of the man of God, saying, Tell me, I pray thee, all the great things that Elisha hath done.

5 And it came to pass, as he was telling the king how he had restored a dead body to life, that, behold, the woman, whose son he had restored to life, cried to the king for her house and for her land. And Gehazi said, My lord, O king, this is the woman, and this is her son, whom Elisha restored to life.

6 And when the king asked the woman, she told him. So the king appointed unto her a certain officer, saying, Restore all that was hers, and all the fruits of the field since the day that she left the land, even until now.

2 Kings 8 in Tamil and English

1 ଇଲୀଶାୟ ଯେଉଁ ସ୍ତ୍ରୀର ମୃତ ପୁତ୍ର ପୁନର୍ଜୀବିତ କରିଥିଲେ, ସହେି ସ୍ତ୍ରୀକୁ କହିଲେ, ତୁମ୍ଭେ ଓ ତୁମ୍ଭର ପରିବାର ୟାଇ ଅନ୍ୟ ଦେଶ ରେ ବାସ କରିବା ଉଚିତ୍। କାରଣ ସଦାପ୍ରଭୁ ଏହି ଦେଶ ରେ ଦୁର୍ଭିକ୍ଷ ପାଇଁ ଆଜ୍ଞା କରିଅଛନ୍ତି। ପୁଣି ଏହି ଦୁର୍ଭିକ୍ଷ ସାତବର୍ଷ ପାଇଁ ଏହି ଦେଶ ରେ ରହିବ।
Then spake Elisha unto the woman, whose son he had restored to life, saying, Arise, and go thou and thine household, and sojourn wheresoever thou canst sojourn: for the Lord hath called for a famine; and it shall also come upon the land seven years.

2 ପରମେଶ୍ବରଙ୍କ ଲୋକଙ୍କର ବାକ୍ଯାନୁସା ରେ ସେ ସ୍ତ୍ରୀ ଲୋକଟି ଆପଣା ପରିବାର ସହିତ ୟାଇ ପ୍ରବାସ ପଲେଷ୍ଟୀୟମାନଙ୍କ ଦେଶ ରେ ସାତବର୍ଷ ବାସ କଲା।
And the woman arose, and did after the saying of the man of God: and she went with her household, and sojourned in the land of the Philistines seven years.

3 ପୁଣି ସାତବର୍ଷ ସମାପ୍ତି ପରେ ସେ ସ୍ତ୍ରୀ ଲୋକ ପଲେଷ୍ଟୀୟମାନଙ୍କ ଦେଶରୁ ଫରେି ଆସିଲା।
And it came to pass at the seven years’ end, that the woman returned out of the land of the Philistines: and she went forth to cry unto the king for her house and for her land.

4 ସହେି ସମୟରେ ରାଜା ପରମେଶ୍ବରଙ୍କ ଲୋକଙ୍କର ଦାସ ଗି ହଜେୀ ସହିତ କଥାବାର୍ତ୍ତା କରୁଥିଲେ। ସେ ଗି ହଜେୀକୁ କହିଲେ, ମୁଁ ବିନଯ କରୁଛି, ଇଲୀଶାୟ ଯେଉଁ ମହାନ୍ କାର୍ୟ୍ଯମାନ କରିଛନ୍ତି ମାେତେ ଜଣାଅ।
And the king talked with Gehazi the servant of the man of God, saying, Tell me, I pray thee, all the great things that Elisha hath done.

5 ଇଲୀଶାୟ କିପରି ମୃତ ଲୋକକୁ ପୁର୍ନଃଜୀବିତ କରିଥିଲେ, ଏହା ଗି ହଜେୀ ରାଜାଙ୍କୁ କହିବା ବେଳେ, ଦେଖ! ଯେଉଁ ସ୍ତ୍ରୀର ପୁତ୍ରକୁ ଇଲୀଶାୟ ପୁର୍ନଃଜୀବିତ କରିଥିଲେ, ସେ ସ୍ତ୍ରୀ ରାଜାଙ୍କ ପାଖକୁ ଆପଣା ଘର ଓ ଜମି ଫରେି ପାଇବାକୁ ଗୁହାରି ନିମନ୍ତେ ପହଞ୍ଚିଲା। ଗି ହଜେୀ କହିଲେ, ହେ ମାରେ ମହାଶୟ ମହାରାଜ! ଏ ହେଉଛି ସହେି ସ୍ତ୍ରୀ ଯାହାର ପୁତ୍ରକୁ ଇଲୀଶାୟ ପୁନଃଜୀବିତ କରିଥିଲେ।
And it came to pass, as he was telling the king how he had restored a dead body to life, that, behold, the woman, whose son he had restored to life, cried to the king for her house and for her land. And Gehazi said, My lord, O king, this is the woman, and this is her son, whom Elisha restored to life.

6 ରାଜା ସ୍ତ୍ରୀ ଲୋକଟିକୁ ଆସିବାର କାରଣ ପଗ୍ଭରିବାରୁ ସ୍ତ୍ରୀ ଲୋକଟି ସମସ୍ତ କଥା କହିଲା,
And when the king asked the woman, she told him. So the king appointed unto her a certain officer, saying, Restore all that was hers, and all the fruits of the field since the day that she left the land, even until now.