2 Kings 4
17 ସ୍ତ୍ରୀ ଲୋକଟି ଗର୍ଭବତୀ ହେଲା। ଇଲୀଶାୟ ତାଙ୍କୁ କହିଲାପରି, ପର ବସନ୍ତ ଋତୁ ରେ ସେ ଏକ ପୁତ୍ରକୁ ଜନ୍ମ କଲା।
18 ପିଲାଟି ବଢିବାକୁ ଲାଗିଲା। ଦିନେ ସେ କ୍ଷତକେୁ ୟାଇ ଲୋକମାନେ ଓ ତା'ର ପିତା ଶସ୍ଯ କାଟୁଥିଲା ବେଳେ ତାଙ୍କ ନିକଟକୁ ଗଲା।
19 ପିଲାଟି ତା'ର ପିତାକୁ କହିଲା, ଓଃ, ମାେ ମୁଣ୍ତ ମାେ ମୁଣ୍ତ।
20 ଦାସ ପିଲାଟିକୁ ତା'ର ମାତା ନିକଟକୁ ନଇଗେଲା। ପିଲାଟି ତା'ର ମାତା କୋଳ ରେ ମଧ୍ଯାହ୍ନ ପର୍ୟ୍ଯନ୍ତ ରହି ମରିଗଲା।
17 And the woman conceived, and bare a son at that season that Elisha had said unto her, according to the time of life.
18 And when the child was grown, it fell on a day, that he went out to his father to the reapers.
19 And he said unto his father, My head, my head. And he said to a lad, Carry him to his mother.
20 And when he had taken him, and brought him to his mother, he sat on her knees till noon, and then died.
2 Kings 4 in Tamil and English
17 ସ୍ତ୍ରୀ ଲୋକଟି ଗର୍ଭବତୀ ହେଲା। ଇଲୀଶାୟ ତାଙ୍କୁ କହିଲାପରି, ପର ବସନ୍ତ ଋତୁ ରେ ସେ ଏକ ପୁତ୍ରକୁ ଜନ୍ମ କଲା।
And the woman conceived, and bare a son at that season that Elisha had said unto her, according to the time of life.
18 ପିଲାଟି ବଢିବାକୁ ଲାଗିଲା। ଦିନେ ସେ କ୍ଷତକେୁ ୟାଇ ଲୋକମାନେ ଓ ତା'ର ପିତା ଶସ୍ଯ କାଟୁଥିଲା ବେଳେ ତାଙ୍କ ନିକଟକୁ ଗଲା।
And when the child was grown, it fell on a day, that he went out to his father to the reapers.
19 ପିଲାଟି ତା'ର ପିତାକୁ କହିଲା, ଓଃ, ମାେ ମୁଣ୍ତ ମାେ ମୁଣ୍ତ।
And he said unto his father, My head, my head. And he said to a lad, Carry him to his mother.
20 ଦାସ ପିଲାଟିକୁ ତା'ର ମାତା ନିକଟକୁ ନଇଗେଲା। ପିଲାଟି ତା'ର ମାତା କୋଳ ରେ ମଧ୍ଯାହ୍ନ ପର୍ୟ୍ଯନ୍ତ ରହି ମରିଗଲା।
And when he had taken him, and brought him to his mother, he sat on her knees till noon, and then died.