2 Kings 3

fullscreen8 ୟିହୋରାମଙ୍କୁ ଯିହାଶାଫେଟ୍ ପଚାରିଲେ, ଆମ୍ଭମାନେେ କେଉଁ ପଥରେ ୟିବା?

fullscreen9 ତହୁଁ ଇଶ୍ରାୟେଲର ରାଜା ଯିହୁଦାର ରାଜା ଓ ଇଦୋମର ରାଜା ଏକତ୍ର ସାତଦିନ ଧରି ୟାତ୍ରା କଲେ। ସମାନଙ୍କେର ସୈନ୍ଯମାନଙ୍କ ପାଇଁ ଓ ପଶୁମାନଙ୍କ ପାଇଁ କୌଣସି ଜଳ ନଥିଲା।

fullscreen10 ଶଷେ ରେ ଇଶ୍ରାୟେଲର ରାଜା ଯିହାରୋମ୍ କହିଲେ, ହାୟ, ସଦାପ୍ରଭୁ ମାୟୋବ ହସ୍ତ ରେ ସମର୍ପଣ କରିବାକୁ ଆମ୍ଭ ତିନିଜଣଙ୍କୁ ଏକତ୍ର ଡାକିଛନ୍ତି।

fullscreen11 ମାତ୍ର ଯିହାଶାଫେଟ୍ କହିଲେ, ସଦାପ୍ରଭୁଙ୍କର ଏପରି କହେି ଭବିଷ୍ଯଦ୍ବକ୍ତା କ'ଣ ଏଠା ରେ ନାହାଁନ୍ତି ଯାହାଙ୍କୁ ଦଇେ ଆମ୍ଭେ ସଦାପ୍ରଭୁଙ୍କର ଅନୁସନ୍ଧାନ କରିପାରୁ?

fullscreen12 ତହୁଁ ଯିହାଶାଫେଟ୍ କହିଲେ, ସଦାପ୍ରଭୁଙ୍କ ବାକ୍ଯ ତାଙ୍କ ପାଖ ରେ ଅଛି।

fullscreen13 ଏଥି ରେ ଇଲୀଶାୟ ଇଶ୍ରାୟେଲର ରାଜା ଯିହାରୋମ୍ଙ୍କୁ କହିଲେ, ମାେ ପାଖ ରେ ତୁମ୍ଭର କି କାମ ଅଛି? ତୁମ୍ଭେ ତୁମ୍ଭର ପିତା ମାତାଙ୍କର ଭବିଷ୍ଯଦ୍ବକ୍ତାଙ୍କ ନିକଟକୁ ୟାଅ।

fullscreen14 ପୁଣି ଇଲୀଶାୟ କହିଲେ, ମୁଁ ଯିହୁଦାର ରାଜା ଯିହାଶାଫେଟ୍ଙ୍କୁ ସମ୍ମାନ କରେ ଓ ମୁଁ, ସଦାପ୍ରଭୁ ସର୍ବଶକ୍ତିମଯଙ୍କର ସବୋ କରେ। ମୁଁ ସଦାପ୍ରଭୁଙ୍କ ଜୀବିତ ପ୍ରମାଣେ ପ୍ରତିଜ୍ଞା କରୁଛି, କବଳେ ୟିହୋଶାଫଟ୍ଙ୍କ ସକାେଶ ମୁଁ ଏଠାକୁ ଆସିଲି। ଯଦି ଯିହାଶାଫେଟ୍ ଏଠି ନଥାନ୍ତେ ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ଅବଜ୍ଞା କରିଥାନ୍ତି। ମୁଁ ତୁମ୍ଭ ଆଡେ ସମ୍ପୁର୍ଣ୍ଣ ଦୃଷ୍ଟି ପକାଇ ନଥାନ୍ତି।

fullscreen15 ତଥାପି ଜଣେ ବୀଣାବାଦକକୁ ଆଣ।

fullscreen16 ତା'ପରେ ଇଲୀଶାୟ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ଏହି ଉପତ୍ୟକା ରେ ଗାତମାନ ଖୋଳ।

fullscreen17 ସଦାପ୍ରଭୁ ଏହା ମଧ୍ଯ କହନ୍ତି, ତୁମ୍ଭମାନେେ ବାଯୁ ଦେଖିବ ନାହିଁ କି ବୃଷ୍ଟି ଦେଖିବ ନାହିଁ, ମାତ୍ର ଉପତ୍ୟକାଟି ଜଳ ରେ ପରିପୂର୍ଣ୍ଣ ହବେ। ତବେେ ତୁମ୍ଭମାନେେ ଓ ତୁମ୍ଭମାନଙ୍କର ସମସ୍ତ ଗୋମଷୋଦି ପଶୁମାନେ ଜଳପାନ କରିବେ।

fullscreen18 ଏହି କାର୍ୟ୍ଯ ସଦାପ୍ରଭୁଙ୍କ ପାଇଁ କରିବା ଅତି ସହଜ। ସେ ମଧ୍ଯ ମାୟୋବୀଯମାନଙ୍କୁ ତୁମ୍ଭମାନଙ୍କ ହସ୍ତ ରେ ପରାସ୍ତ କରାଇବେ।

fullscreen19 ତୁମ୍ଭମାନେେ ପ୍ରେତ୍ୟକକ ପାଚୀର ବେଷ୍ଟିତ ସୁଦୃଢ ଓ ଉତ୍ତମ ନଗରଗୁଡିକୁ ଧ୍ବଂସ କରିବ। ପ୍ରେତ୍ୟକକ ଉତ୍ତମ ବୃକ୍ଷଗୁଡିକୁ କାଟି ପକାଇବ। ନିର୍ଝରଗୁଡିକର ଜଳକୁ ଅଟକାଇ ଓ ପ୍ରେତ୍ୟକକ ଉତ୍ତମ ଭୂମି ଖଣ୍ତକୁ ପଥର ଫୋପାଡି ବିନାଶ କରିବ।

fullscreen20 ଏହାପରେ ପ୍ରାତଃକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଇଦୋମର ପଥ ଦଇେ ଜଳ ଆସିଲା ଏବଂ ଉପତ୍ୟକାକୁ ଜଳପୂର୍ଣ୍ଣ କଲା।

fullscreen21 ମାଯାେବୀଯମାନେ ଶୁଣିଲେ ଯେ ରାଜାମାନେ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଛନ୍ତି। ତେଣୁ ସମାନେେ ସମସ୍ତେ ଏପରିକି ଅତ୍ଯଧିକ ବୃଦ୍ଧମାନେ ମଧ୍ଯ ସାଞ୍ଜୁ ପରିଧାନ କରି ଏକତ୍ରିତ ହେଲେ ଓ ୟୁଦ୍ଧ ପାଇଁ ସୀମାନ୍ତ ରେ ଅପେକ୍ଷା କରି ରହିଲେ।

fullscreen22 ମାୟୋବୀଯମାନେ ପ୍ରଭାତ ରେ ଉଠିଲା ବେଳେ ସହେି ସମୟରେ ସୂର୍ୟ୍ଯ ଜଳ ଉପରେ ଚମୁକୁ ଥିଲା। ସମାନେେ ଏହାକୁ ସମାନଙ୍କେର ରକ୍ତ ତୁଲ୍ଯ ରଙ୍ଗପରି ଦେଖିଲେ।

fullscreen23 ମାଯାେବୀଯମାନେ କହିଲେ, ରକ୍ତକୁ ଦେଖ, ରାଜାମାନେ ପରସ୍ପର ମଧିଅରେ ବୁଦ୍ଧ କରି ବିନଷ୍ଟ ହାଇେଛନ୍ତି। ସମାନେେ ପରସ୍ପର ମଧିଅରେ ୟୁଦ୍ଧକରି ସମାନଙ୍କେର ଯୋଦ୍ଧାମାନଙ୍କୁ ବଧ କରିଛନ୍ତି। ଗ୍ଭଲ ଏବଂ ସହେି ମୃତ ଶରୀରରୁ ମୂଲ୍ଯବାନ ଜିନିଷମାନ ଲୁଟିବା।

fullscreen24 ଯେତବେେଳେ ମାୟୋବୀଯମାନେ ଇଶ୍ରାୟେଲୀୟମାନଙ୍କ ଶିବିର ରେ ପହନ୍ଚିଲେ, ଇଶ୍ରାୟେଲୀୟମାନେ ସମାନଙ୍କେୁ ଆକ୍ରମଣ କଲେ। ସମାନେେ ୟୁଦ୍ଧ ଭୂମିରୁ ପଳାଯନ କଲେ। ଇଶ୍ରାୟେଲୀୟ ଲୋକମାନେ ସମାନଙ୍କେୁ ଘଉଡାଇ ଦଇେ ମାୟୋବ ଭିତରୁ ପ୍ରବେଶ କଲେ।

fullscreen25 ଇଶ୍ରାୟେଲର ସନୋ ନଗରଟିକୁ ଧ୍ବଂସ କରି ଦେଲେ। ପ୍ରେତ୍ୟକକ ଉତ୍ତମ ଭୂମିଖଣ୍ତ ରେ ପ୍ରସ୍ତରଦ୍ବାରା ପୂର୍ଣ୍ଣ କଲେ। ସମାନେେ ଜଳ ନିର୍ଝରଗୁଡିକୁ ବୁଜି ଦେଲେ। ଉତ୍ତମ ବୃକ୍ଷଗୁଡିକୁ କାଟି ପକାଇଲେ, ଇଶ୍ରାୟେଲୀୟମାନେ କୀର୍ ହରେସରୁର ସମସ୍ତ ପଥରେ ୟୁଦ୍ଧ କଲେ। ସମାନେେ ଏହାର ଚତୁର୍ଦ୍ଦିଗ ରେ ଘରେିଗଲେ ଓ ଏହା ଉପରେ ମଧ୍ଯ ଆକ୍ରମଣ କଲେ।

fullscreen26 ପୁଣି ମାଯାେବର ରାଜା ଦେଖିଲେ ଯେ ୟୁଦ୍ଧ ତାଙ୍କ ପାଇଁ ଅତି ଅସହ୍ଯ ହେଲା। ତେଣୁ ସେ ନିଷ୍ପତ୍ତି କଲେ, ଇଦୋମର ରାଜାଙ୍କୁ ହତ୍ଯାକରି ସମାନଙ୍କେ ଦ୍ବାରା ଭଙ୍ଗାୟିବା, ସେ ତାଙ୍କର 700 ଖଡ୍ଗଧାରୀ ସୈନ୍ଯ ସହିତ ଏହା କରିବାକୁ ଚେଷ୍ଟା କଲେ। କିନ୍ତୁ ସେ ତାହା ଭାଙ୍ଗିପାରିଲେ ନାହିଁ।

8 And he said, Which way shall we go up? And he answered, The way through the wilderness of Edom.

9 So the king of Israel went, and the king of Judah, and the king of Edom: and they fetched a compass of seven days’ journey: and there was no water for the host, and for the cattle that followed them.

10 And the king of Israel said, Alas! that the Lord hath called these three kings together, to deliver them into the hand of Moab!

11 But Jehoshaphat said, Is there not here a prophet of the Lord, that we may inquire of the Lord by him? And one of the king of Israel’s servants answered and said, Here is Elisha the son of Shaphat, which poured water on the hands of Elijah.

12 And Jehoshaphat said, The word of the Lord is with him. So the king of Israel and Jehoshaphat and the king of Edom went down to him.

13 And Elisha said unto the king of Israel, What have I to do with thee? get thee to the prophets of thy father, and to the prophets of thy mother. And the king of Israel said unto him, Nay: for the Lord hath called these three kings together, to deliver them into the hand of Moab.

14 And Elisha said, As the Lord of hosts liveth, before whom I stand, surely, were it not that I regard the presence of Jehoshaphat the king of Judah, I would not look toward thee, nor see thee.

15 But now bring me a minstrel. And it came to pass, when the minstrel played, that the hand of the Lord came upon him.

16 And he said, Thus saith the Lord, Make this valley full of ditches.

17 For thus saith the Lord, Ye shall not see wind, neither shall ye see rain; yet that valley shall be filled with water, that ye may drink, both ye, and your cattle, and your beasts.

18 And this is but a light thing in the sight of the Lord: he will deliver the Moabites also into your hand.

19 And ye shall smite every fenced city, and every choice city, and shall fell every good tree, and stop all wells of water, and mar every good piece of land with stones.

20 And it came to pass in the morning, when the meat offering was offered, that, behold, there came water by the way of Edom, and the country was filled with water.

21 And when all the Moabites heard that the kings were come up to fight against them, they gathered all that were able to put on armour, and upward, and stood in the border.

22 And they rose up early in the morning, and the sun shone upon the water, and the Moabites saw the water on the other side as red as blood:

23 And they said, This is blood: the kings are surely slain, and they have smitten one another: now therefore, Moab, to the spoil.

24 And when they came to the camp of Israel, the Israelites rose up and smote the Moabites, so that they fled before them: but they went forward smiting the Moabites, even in their country.

25 And they beat down the cities, and on every good piece of land cast every man his stone, and filled it; and they stopped all the wells of water, and felled all the good trees: only in Kir-haraseth left they the stones thereof; howbeit the slingers went about it, and smote it.

26 And when the king of Moab saw that the battle was too sore for him, he took with him seven hundred men that drew swords, to break through even unto the king of Edom: but they could not.

2 Kings 3 in Tamil and English

8 ୟିହୋରାମଙ୍କୁ ଯିହାଶାଫେଟ୍ ପଚାରିଲେ, ଆମ୍ଭମାନେେ କେଉଁ ପଥରେ ୟିବା?
And he said, Which way shall we go up? And he answered, The way through the wilderness of Edom.

9 ତହୁଁ ଇଶ୍ରାୟେଲର ରାଜା ଯିହୁଦାର ରାଜା ଓ ଇଦୋମର ରାଜା ଏକତ୍ର ସାତଦିନ ଧରି ୟାତ୍ରା କଲେ। ସମାନଙ୍କେର ସୈନ୍ଯମାନଙ୍କ ପାଇଁ ଓ ପଶୁମାନଙ୍କ ପାଇଁ କୌଣସି ଜଳ ନଥିଲା।
So the king of Israel went, and the king of Judah, and the king of Edom: and they fetched a compass of seven days’ journey: and there was no water for the host, and for the cattle that followed them.

10 ଶଷେ ରେ ଇଶ୍ରାୟେଲର ରାଜା ଯିହାରୋମ୍ କହିଲେ, ହାୟ, ସଦାପ୍ରଭୁ ମାୟୋବ ହସ୍ତ ରେ ସମର୍ପଣ କରିବାକୁ ଆମ୍ଭ ତିନିଜଣଙ୍କୁ ଏକତ୍ର ଡାକିଛନ୍ତି।
And the king of Israel said, Alas! that the Lord hath called these three kings together, to deliver them into the hand of Moab!

11 ମାତ୍ର ଯିହାଶାଫେଟ୍ କହିଲେ, ସଦାପ୍ରଭୁଙ୍କର ଏପରି କହେି ଭବିଷ୍ଯଦ୍ବକ୍ତା କ'ଣ ଏଠା ରେ ନାହାଁନ୍ତି ଯାହାଙ୍କୁ ଦଇେ ଆମ୍ଭେ ସଦାପ୍ରଭୁଙ୍କର ଅନୁସନ୍ଧାନ କରିପାରୁ?
But Jehoshaphat said, Is there not here a prophet of the Lord, that we may inquire of the Lord by him? And one of the king of Israel’s servants answered and said, Here is Elisha the son of Shaphat, which poured water on the hands of Elijah.

12 ତହୁଁ ଯିହାଶାଫେଟ୍ କହିଲେ, ସଦାପ୍ରଭୁଙ୍କ ବାକ୍ଯ ତାଙ୍କ ପାଖ ରେ ଅଛି।
And Jehoshaphat said, The word of the Lord is with him. So the king of Israel and Jehoshaphat and the king of Edom went down to him.

13 ଏଥି ରେ ଇଲୀଶାୟ ଇଶ୍ରାୟେଲର ରାଜା ଯିହାରୋମ୍ଙ୍କୁ କହିଲେ, ମାେ ପାଖ ରେ ତୁମ୍ଭର କି କାମ ଅଛି? ତୁମ୍ଭେ ତୁମ୍ଭର ପିତା ମାତାଙ୍କର ଭବିଷ୍ଯଦ୍ବକ୍ତାଙ୍କ ନିକଟକୁ ୟାଅ।
And Elisha said unto the king of Israel, What have I to do with thee? get thee to the prophets of thy father, and to the prophets of thy mother. And the king of Israel said unto him, Nay: for the Lord hath called these three kings together, to deliver them into the hand of Moab.

14 ପୁଣି ଇଲୀଶାୟ କହିଲେ, ମୁଁ ଯିହୁଦାର ରାଜା ଯିହାଶାଫେଟ୍ଙ୍କୁ ସମ୍ମାନ କରେ ଓ ମୁଁ, ସଦାପ୍ରଭୁ ସର୍ବଶକ୍ତିମଯଙ୍କର ସବୋ କରେ। ମୁଁ ସଦାପ୍ରଭୁଙ୍କ ଜୀବିତ ପ୍ରମାଣେ ପ୍ରତିଜ୍ଞା କରୁଛି, କବଳେ ୟିହୋଶାଫଟ୍ଙ୍କ ସକାେଶ ମୁଁ ଏଠାକୁ ଆସିଲି। ଯଦି ଯିହାଶାଫେଟ୍ ଏଠି ନଥାନ୍ତେ ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ଅବଜ୍ଞା କରିଥାନ୍ତି। ମୁଁ ତୁମ୍ଭ ଆଡେ ସମ୍ପୁର୍ଣ୍ଣ ଦୃଷ୍ଟି ପକାଇ ନଥାନ୍ତି।
And Elisha said, As the Lord of hosts liveth, before whom I stand, surely, were it not that I regard the presence of Jehoshaphat the king of Judah, I would not look toward thee, nor see thee.

15 ତଥାପି ଜଣେ ବୀଣାବାଦକକୁ ଆଣ।
But now bring me a minstrel. And it came to pass, when the minstrel played, that the hand of the Lord came upon him.

16 ତା'ପରେ ଇଲୀଶାୟ କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ଏହି ଉପତ୍ୟକା ରେ ଗାତମାନ ଖୋଳ।
And he said, Thus saith the Lord, Make this valley full of ditches.

17 ସଦାପ୍ରଭୁ ଏହା ମଧ୍ଯ କହନ୍ତି, ତୁମ୍ଭମାନେେ ବାଯୁ ଦେଖିବ ନାହିଁ କି ବୃଷ୍ଟି ଦେଖିବ ନାହିଁ, ମାତ୍ର ଉପତ୍ୟକାଟି ଜଳ ରେ ପରିପୂର୍ଣ୍ଣ ହବେ। ତବେେ ତୁମ୍ଭମାନେେ ଓ ତୁମ୍ଭମାନଙ୍କର ସମସ୍ତ ଗୋମଷୋଦି ପଶୁମାନେ ଜଳପାନ କରିବେ।
For thus saith the Lord, Ye shall not see wind, neither shall ye see rain; yet that valley shall be filled with water, that ye may drink, both ye, and your cattle, and your beasts.

18 ଏହି କାର୍ୟ୍ଯ ସଦାପ୍ରଭୁଙ୍କ ପାଇଁ କରିବା ଅତି ସହଜ। ସେ ମଧ୍ଯ ମାୟୋବୀଯମାନଙ୍କୁ ତୁମ୍ଭମାନଙ୍କ ହସ୍ତ ରେ ପରାସ୍ତ କରାଇବେ।
And this is but a light thing in the sight of the Lord: he will deliver the Moabites also into your hand.

19 ତୁମ୍ଭମାନେେ ପ୍ରେତ୍ୟକକ ପାଚୀର ବେଷ୍ଟିତ ସୁଦୃଢ ଓ ଉତ୍ତମ ନଗରଗୁଡିକୁ ଧ୍ବଂସ କରିବ। ପ୍ରେତ୍ୟକକ ଉତ୍ତମ ବୃକ୍ଷଗୁଡିକୁ କାଟି ପକାଇବ। ନିର୍ଝରଗୁଡିକର ଜଳକୁ ଅଟକାଇ ଓ ପ୍ରେତ୍ୟକକ ଉତ୍ତମ ଭୂମି ଖଣ୍ତକୁ ପଥର ଫୋପାଡି ବିନାଶ କରିବ।
And ye shall smite every fenced city, and every choice city, and shall fell every good tree, and stop all wells of water, and mar every good piece of land with stones.

20 ଏହାପରେ ପ୍ରାତଃକାଳୀନ ବଳିଦାନ ଉତ୍ସର୍ଗ କରିବା ସମୟରେ ଇଦୋମର ପଥ ଦଇେ ଜଳ ଆସିଲା ଏବଂ ଉପତ୍ୟକାକୁ ଜଳପୂର୍ଣ୍ଣ କଲା।
And it came to pass in the morning, when the meat offering was offered, that, behold, there came water by the way of Edom, and the country was filled with water.

21 ମାଯାେବୀଯମାନେ ଶୁଣିଲେ ଯେ ରାଜାମାନେ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଛନ୍ତି। ତେଣୁ ସମାନେେ ସମସ୍ତେ ଏପରିକି ଅତ୍ଯଧିକ ବୃଦ୍ଧମାନେ ମଧ୍ଯ ସାଞ୍ଜୁ ପରିଧାନ କରି ଏକତ୍ରିତ ହେଲେ ଓ ୟୁଦ୍ଧ ପାଇଁ ସୀମାନ୍ତ ରେ ଅପେକ୍ଷା କରି ରହିଲେ।
And when all the Moabites heard that the kings were come up to fight against them, they gathered all that were able to put on armour, and upward, and stood in the border.

22 ମାୟୋବୀଯମାନେ ପ୍ରଭାତ ରେ ଉଠିଲା ବେଳେ ସହେି ସମୟରେ ସୂର୍ୟ୍ଯ ଜଳ ଉପରେ ଚମୁକୁ ଥିଲା। ସମାନେେ ଏହାକୁ ସମାନଙ୍କେର ରକ୍ତ ତୁଲ୍ଯ ରଙ୍ଗପରି ଦେଖିଲେ।
And they rose up early in the morning, and the sun shone upon the water, and the Moabites saw the water on the other side as red as blood:

23 ମାଯାେବୀଯମାନେ କହିଲେ, ରକ୍ତକୁ ଦେଖ, ରାଜାମାନେ ପରସ୍ପର ମଧିଅରେ ବୁଦ୍ଧ କରି ବିନଷ୍ଟ ହାଇେଛନ୍ତି। ସମାନେେ ପରସ୍ପର ମଧିଅରେ ୟୁଦ୍ଧକରି ସମାନଙ୍କେର ଯୋଦ୍ଧାମାନଙ୍କୁ ବଧ କରିଛନ୍ତି। ଗ୍ଭଲ ଏବଂ ସହେି ମୃତ ଶରୀରରୁ ମୂଲ୍ଯବାନ ଜିନିଷମାନ ଲୁଟିବା।
And they said, This is blood: the kings are surely slain, and they have smitten one another: now therefore, Moab, to the spoil.

24 ଯେତବେେଳେ ମାୟୋବୀଯମାନେ ଇଶ୍ରାୟେଲୀୟମାନଙ୍କ ଶିବିର ରେ ପହନ୍ଚିଲେ, ଇଶ୍ରାୟେଲୀୟମାନେ ସମାନଙ୍କେୁ ଆକ୍ରମଣ କଲେ। ସମାନେେ ୟୁଦ୍ଧ ଭୂମିରୁ ପଳାଯନ କଲେ। ଇଶ୍ରାୟେଲୀୟ ଲୋକମାନେ ସମାନଙ୍କେୁ ଘଉଡାଇ ଦଇେ ମାୟୋବ ଭିତରୁ ପ୍ରବେଶ କଲେ।
And when they came to the camp of Israel, the Israelites rose up and smote the Moabites, so that they fled before them: but they went forward smiting the Moabites, even in their country.

25 ଇଶ୍ରାୟେଲର ସନୋ ନଗରଟିକୁ ଧ୍ବଂସ କରି ଦେଲେ। ପ୍ରେତ୍ୟକକ ଉତ୍ତମ ଭୂମିଖଣ୍ତ ରେ ପ୍ରସ୍ତରଦ୍ବାରା ପୂର୍ଣ୍ଣ କଲେ। ସମାନେେ ଜଳ ନିର୍ଝରଗୁଡିକୁ ବୁଜି ଦେଲେ। ଉତ୍ତମ ବୃକ୍ଷଗୁଡିକୁ କାଟି ପକାଇଲେ, ଇଶ୍ରାୟେଲୀୟମାନେ କୀର୍ ହରେସରୁର ସମସ୍ତ ପଥରେ ୟୁଦ୍ଧ କଲେ। ସମାନେେ ଏହାର ଚତୁର୍ଦ୍ଦିଗ ରେ ଘରେିଗଲେ ଓ ଏହା ଉପରେ ମଧ୍ଯ ଆକ୍ରମଣ କଲେ।
And they beat down the cities, and on every good piece of land cast every man his stone, and filled it; and they stopped all the wells of water, and felled all the good trees: only in Kir-haraseth left they the stones thereof; howbeit the slingers went about it, and smote it.

26 ପୁଣି ମାଯାେବର ରାଜା ଦେଖିଲେ ଯେ ୟୁଦ୍ଧ ତାଙ୍କ ପାଇଁ ଅତି ଅସହ୍ଯ ହେଲା। ତେଣୁ ସେ ନିଷ୍ପତ୍ତି କଲେ, ଇଦୋମର ରାଜାଙ୍କୁ ହତ୍ଯାକରି ସମାନଙ୍କେ ଦ୍ବାରା ଭଙ୍ଗାୟିବା, ସେ ତାଙ୍କର 700 ଖଡ୍ଗଧାରୀ ସୈନ୍ଯ ସହିତ ଏହା କରିବାକୁ ଚେଷ୍ଟା କଲେ। କିନ୍ତୁ ସେ ତାହା ଭାଙ୍ଗିପାରିଲେ ନାହିଁ।
And when the king of Moab saw that the battle was too sore for him, he took with him seven hundred men that drew swords, to break through even unto the king of Edom: but they could not.