2 Kings 23:7 in Oriya

Oriya Oriya Bible 2 Kings 2 Kings 23 2 Kings 23:7

2 Kings 23:7
ତା'ପରେ ଯୋଶିୟଯ ରାଜା ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ସଦୋମୀମାନଙ୍କ ଗୃହ ସବୁ ଭାଙ୍ଗି ପକାଇଲେ। ସ୍ତ୍ରୀଲୋକମାନେ ଏହି ଗୃହଗୁଡିକ ବ୍ଯବହାର କଲେ ଓ ଆଶରରେ ସମ୍ମାନ ପାଇଁ େଛାଟ ଛାଉଣୀର ପରଦା ନିର୍ମାଣ କଲେ ଏବଂ ସଗେୁଡିକୁ ମଧ୍ଯ ଭାଙ୍ଗି ଦିଆଗଲା।

2 Kings 23:62 Kings 232 Kings 23:8

2 Kings 23:7 in Other Translations

King James Version (KJV)
And he brake down the houses of the sodomites, that were by the house of the LORD, where the women wove hangings for the grove.

American Standard Version (ASV)
And he brake down the houses of the sodomites, that were in the house of Jehovah, where the women wove hangings for the Asherah.

Bible in Basic English (BBE)
And he had the houses pulled down of those who were used for sex purposes in the house of the Lord, where women were making robes for the Asherah.

Darby English Bible (DBY)
And he broke down the houses of the sodomites, which were in the house of Jehovah, where the women wove tents for the Asherah.

Webster's Bible (WBT)
And he broke down the houses of the sodomites that were by the house of the LORD, where the women wove hangings for the grove.

World English Bible (WEB)
He broke down the houses of the sodomites, that were in the house of Yahweh, where the women wove hangings for the Asherah.

Young's Literal Translation (YLT)
And he breaketh down the houses of the whoremongers that `are' in the house of Jehovah, where the women are weaving houses for the shrine.

And
he
brake
down
וַיִּתֹּץ֙wayyittōṣva-yee-TOHTS

אֶתʾetet
houses
the
בָּתֵּ֣יbottêboh-TAY
of
the
sodomites,
הַקְּדֵשִׁ֔יםhaqqĕdēšîmha-keh-day-SHEEM
that
אֲשֶׁ֖רʾăšeruh-SHER
house
the
by
were
בְּבֵ֣יתbĕbêtbeh-VATE
of
the
Lord,
יְהוָ֑הyĕhwâyeh-VA
where
אֲשֶׁ֣רʾăšeruh-SHER

הַנָּשִׁ֗יםhannāšîmha-na-SHEEM
women
the
אֹֽרְג֥וֹתʾōrĕgôtoh-reh-ɡOTE
wove
שָׁ֛םšāmshahm
hangings
בָּתִּ֖יםbottîmboh-TEEM
for
the
grove.
לָֽאֲשֵׁרָֽה׃lāʾăšērâLA-uh-shay-RA

Cross Reference

Ezekiel 16:16
ଏବଂ ତୁମ୍ଭେ ଆପଣା ବସ୍ତ୍ରର କିଛି ଅଂଶ ନଇେ ଆପଣା ପାଇଁ ନାନା ରଙ୍ଗ ରେ ଭୂଷିତ ଉଚ୍ଚସ୍ଥଳୀ ନିର୍ମାଣ କଲ ଓ ତହିଁ ଉପ ରେ ବ୍ଯଭିଚାରିଣୀ କର୍ମ କଲ। ଏପରି କାର୍ୟ୍ଯ ଘଟିବା ଉଚିତ୍ ନୁହେଁ।

1 Kings 15:12
ଆସା ପୁରୁଷ ବେଶ୍ଯାମାନଙ୍କୁ ସେ ଦେଶରୁ ତଡି ଦେଲେ ଓ ନିଜର ପୂର୍ବ ପୁରୁଷମାନଙ୍କ ଦ୍ବାରା ନିର୍ମିତ ମୂର୍ତ୍ତୀସବୁ ଦୂର କରି ଦେଲେ।

1 Kings 14:24
ଆଉ ମଧ୍ଯ ସେ ଭୂମିରେ ପୁରୁଷ ବେଶ୍ଯା ଥିଲେ। ଯିହୁଦାର ଲୋକମାନେ କୁକର୍ମ କଲେ, ଠିକ୍ ସହେି କୁକର୍ମ ସଠାେରେ ବାସ କରୁଥିବା ଲୋକମାନେ ମଧ୍ଯ କରୁଥିଲେ। ତେଣୁ ପରମେଶ୍ବର ସହେି ଜାତିଠାରୁ ଭୂମି ଛଡାଇ ଏବଂ ଏହା ଇଶ୍ରାୟେଲୀୟମାନଙ୍କୁ ଦଇେଥିଲେ।

Exodus 35:25
ଦକ୍ଷ ସ୍ତ୍ରୀଲୋକମାନେ ନିଜ ନିଜ ହସ୍ତ ରେ ସୂତା କାଟି ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଆଣିଲେ।

Romans 1:26
ସେଥିପାଇଁ ପରମେଶ୍ବର ସମାନଙ୍କେୁ ସହେି ଲଜ୍ଜାଜନକ କାର୍ୟ୍ଯ କରିବା ପାଇଁ ଛାଡ଼ି ଦେଲେ।

Hosea 2:13
ସେ ବାଲ୍ଙ୍କୁ ସବୋ କରୁଥିଲା। ତେଣୁ ଆମ୍ଭେ ତାକୁ ଦଣ୍ତ ଦବୋ। ସେ ବାଲଙ୍କୁ ଧୂପ ଦେଉଥିଲା। ସେ ଭଲ ପୋଷାକ ପରିଧାନ କରୁଥିଲା ଓ ତା'ର ଅଳଙ୍କାର, ନାକରେ ଗହଣା ପିନ୍ଧି ସହେି ମିଥ୍ଯା ପ୍ ରମେିକମାନଙ୍କ ନିକଟକୁ ଯାଉଥିଲା ଏବଂ ଆମ୍ଭଙ୍କୁ ଭୁଲିୟାଇଥିଲା। ସଦାପ୍ରଭୁ ଏହା କହିଲେ।

Ezekiel 8:14
ତା'ପ ରେ ପରମେଶ୍ବର ମାେତେ ସଦାପ୍ରଭୁଙ୍କ ମନ୍ଦିରର ଉତ୍ତର ଦିଗସ୍ଥ ଦ୍ବାରର ପ୍ରବେଶ ସ୍ଥାନ ନିକଟକୁ ନେଲେ। ସଠାେ ରେ ମୁଁ ଦେଖିଲି ସ୍ତ୍ରୀ ଲୋକମାନେ ବସି ଭଣ୍ଡ ଦବେତା ତମ୍ମୁଷ ପାଇଁ କ୍ରନ୍ଦନ କରୁଅଛନ୍ତି।

2 Chronicles 34:33
ଇଶ୍ରାୟେଲର ଲୋକମାନଙ୍କ ନିକଟରେ ଅନକେ ଦେଶର ଦବୋଦବେୀ ମୂର୍ତ୍ତିମାନ ଥିଲା। କିନ୍ତୁ ଯୋଶିୟ ସହେିସବୁ ଭୟଙ୍କର ମୂର୍ତ୍ତିଗୁଡ଼ିକୁ ଧ୍ବଂସ କରି ଦେଲେ। ଯୋଶିୟଯ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କର ସବୋ କରାଇଲେ। ଯୋଶିୟଯ ଜୀବିତ ଥିବା ପର୍ୟ୍ଯନ୍ତ ଲୋକମାନେ ସଦାପ୍ରଭୁ, ସୋମନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ବରଙ୍କର ସବୋ କଲେ।

1 Kings 22:46
ୟିହୋଶାଫଟ୍ ତାଙ୍କ ପିତା ଆସାଙ୍କ ସମୟରେ ଯେଉଁ ପୁରୁଷ ବେଶ୍ଯାମାନେ ଥିଲେ ସମାନଙ୍କେୁ ସେ ଦେଶରୁ ତଡି ଦେଲେ।

Genesis 19:4
ସହେି ଦୁଇଜଣ ଅତିଥି ବିଛଣାକୁ ୟିବା ପୂର୍ବରୁ, ସଦୋମର ସମସ୍ତ ଲୋକ ୟୁବା ଏବଂ ବୃଦ୍ଧ ପ୍ରେତ୍ୟକକ ଜଣ କୌଣସି ବ୍ଯତିକ୍ରମ ନଥାଇ ଆସିଲେ ଏବଂ ଲୋଟଙ୍କ ଘରକୁ ଘରେିଗଲେ। ତା'ପରେ ସମାନେେ ଲୋଟଙ୍କୁ ଚିତ୍କାର କରି କହିଲେ,