2 Kings 2

fullscreen11 ଏହିପରି ସେ ଦୁ ହେଁ ଏକତ୍ର କଥାବାର୍ତ୍ତା ହାଇେ ଯାଉଥିବା ବେଳେ ହଠାତ୍ ଏକ ଅଗ୍ନିମଯ ରଥ ଓ ଅଗ୍ନିମଯ ଅଶ୍ବମାନ ଉପସ୍ଥିତ ହେଲେ ଏବଂ ସେ ଦୁହିଁଙ୍କୁ ପୃଥକ୍ କଲେ। ତା'ପରେ ଏଲିଯ ଘୂର୍ଣ୍ଣିବାଯୁ ରେ ସ୍ବର୍ଗାରୋହଣ କଲେ।

fullscreen12 ଇଲୀଶାୟ ତାହା ଦେଖି ଉଚ୍ଚ ସ୍ବର ରେ ରୋଦନ କରି କହିଲେ, ହେ ମାରେ ପିତା! ହେ ମାରେପିତା! ହେ ଇଶ୍ରାୟେଲର ରଥ ଓ ତହିଁର ଅଶ୍ବାରୋହୀଗଣ!

fullscreen13 ଏଲିଯଙ୍କ କୋଟ ଭୂମିରେ ପଡିଲାମାତ୍ ରେ ଇଲୀଶାୟ ତାକୁ ଉଠାଇ ନେଲେ। ତା'ପରେ ସେ ୟର୍ଦ୍ଦନ ନଦୀ ତୀର ରେ ଛିଡା ହାଇେ ପାଣିକୁ ଆଘାତ କରି କହିଲେ, ଏଲିଯଙ୍କର ପରମେଶ୍ବର, ସଦାପ୍ରଭୁ କେଉଁଠା ରେ ଅଛନ୍ତି?

fullscreen14 ଇଲୀଶାୟ ଜଳକୁ ଆଘାତ କରନ୍ତେ, ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହାଇଗେଲା ଏବଂ ଇଲୀଶାୟ ନଦୀ ପାର ହେଲେ।

11 And it came to pass, as they still went on, and talked, that, behold, there appeared a chariot of fire, and horses of fire, and parted them both asunder; and Elijah went up by a whirlwind into heaven.

12 And Elisha saw it, and he cried, My father, my father, the chariot of Israel, and the horsemen thereof. And he saw him no more: and he took hold of his own clothes, and rent them in two pieces.

13 He took up also the mantle of Elijah that fell from him, and went back, and stood by the bank of Jordan;

14 And he took the mantle of Elijah that fell from him, and smote the waters, and said, Where is the Lord God of Elijah? and when he also had smitten the waters, they parted hither and thither: and Elisha went over.

2 Kings 2 in Tamil and English

11 ଏହିପରି ସେ ଦୁ ହେଁ ଏକତ୍ର କଥାବାର୍ତ୍ତା ହାଇେ ଯାଉଥିବା ବେଳେ ହଠାତ୍ ଏକ ଅଗ୍ନିମଯ ରଥ ଓ ଅଗ୍ନିମଯ ଅଶ୍ବମାନ ଉପସ୍ଥିତ ହେଲେ ଏବଂ ସେ ଦୁହିଁଙ୍କୁ ପୃଥକ୍ କଲେ। ତା'ପରେ ଏଲିଯ ଘୂର୍ଣ୍ଣିବାଯୁ ରେ ସ୍ବର୍ଗାରୋହଣ କଲେ।
And it came to pass, as they still went on, and talked, that, behold, there appeared a chariot of fire, and horses of fire, and parted them both asunder; and Elijah went up by a whirlwind into heaven.

12 ଇଲୀଶାୟ ତାହା ଦେଖି ଉଚ୍ଚ ସ୍ବର ରେ ରୋଦନ କରି କହିଲେ, ହେ ମାରେ ପିତା! ହେ ମାରେପିତା! ହେ ଇଶ୍ରାୟେଲର ରଥ ଓ ତହିଁର ଅଶ୍ବାରୋହୀଗଣ!
And Elisha saw it, and he cried, My father, my father, the chariot of Israel, and the horsemen thereof. And he saw him no more: and he took hold of his own clothes, and rent them in two pieces.

13 ଏଲିଯଙ୍କ କୋଟ ଭୂମିରେ ପଡିଲାମାତ୍ ରେ ଇଲୀଶାୟ ତାକୁ ଉଠାଇ ନେଲେ। ତା'ପରେ ସେ ୟର୍ଦ୍ଦନ ନଦୀ ତୀର ରେ ଛିଡା ହାଇେ ପାଣିକୁ ଆଘାତ କରି କହିଲେ, ଏଲିଯଙ୍କର ପରମେଶ୍ବର, ସଦାପ୍ରଭୁ କେଉଁଠା ରେ ଅଛନ୍ତି?
He took up also the mantle of Elijah that fell from him, and went back, and stood by the bank of Jordan;

14 ଇଲୀଶାୟ ଜଳକୁ ଆଘାତ କରନ୍ତେ, ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହାଇଗେଲା ଏବଂ ଇଲୀଶାୟ ନଦୀ ପାର ହେଲେ।
And he took the mantle of Elijah that fell from him, and smote the waters, and said, Where is the Lord God of Elijah? and when he also had smitten the waters, they parted hither and thither: and Elisha went over.