2 Kings 15
8 ଯିହୁଦା ରେ ଅସରିଯଙ୍କର ରାଜତ୍ବର ଅଠତିରିଶ୍ ବର୍ଷ ରେ ୟାରବିଯଯାମଙ୍କ ପୁତ୍ର ଜିଖରିଯ ଶମରିଯା ରେ ଇଶ୍ରାୟେଲ ଉପରେ ଛଅ ମାସ ଶାସନ କଲେ।
9 ୟିଖରିଯ ଆପଣା ପୂର୍ବପୁରୁଷଙ୍କ ପରି କୁକର୍ମମାନ କରି ଚାଲିଲେ। ଯେଉଁଗୁଡିକ ସଦାପ୍ରଭୁଙ୍କ ଦୃଷ୍ଟି ରେ ଭୂଲ୍ ବୋଲି ବିବଚେିତ ହୁଏ। ନବାଟଙ୍କ ପୁତ୍ର ୟାରବିଯାମ ୟିଏ ଇଶ୍ରାୟେଲକୁ ଯେଉଁ ପାପ କରାଇଥିଲେ ସେ ସହେି ପାପ ପଥରୁ ବିମୁଖ ହେଲେ ନାହିଁ।
10 ଆଉ ୟାବେଶଙ୍କ ପୁତ୍ର ଶଲ୍ଲମ ୟିଖରିଯଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ତାଙ୍କୁ ସମସ୍ତଙ୍କ ସମ୍ମୁଖ ରେ ବଧ କଲେ ଓ ନୂତନ ରୂପେ ରାଜା ହେଲେ।
11 ଜିଖରିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ, ପରାକ୍ରମ ଇଶ୍ରାୟେଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
12 ଏହିପରି ଭାବରେ ସଦାପ୍ରଭୁଙ୍କ ବାକ୍ଯ ସତ୍ଯ ହେଲା। ସେ ଯହେୂଙ୍କୁ କହିଥିଲେ ତାଙ୍କର ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଇଶ୍ରାୟେଲର ସିଂହାସନ ରେ ଉପବିଷ୍ଟ ହବେେ, ତାହା ସହେିପରି ଘଟିଲା।
8 In the thirty and eighth year of Azariah king of Judah did Zachariah the son of Jeroboam reign over Israel in Samaria six months.
9 And he did that which was evil in the sight of the Lord, as his fathers had done: he departed not from the sins of Jeroboam the son of Nebat, who made Israel to sin.
10 And Shallum the son of Jabesh conspired against him, and smote him before the people, and slew him, and reigned in his stead.
11 And the rest of the acts of Zachariah, behold, they are written in the book of the chronicles of the kings of Israel.
12 This was the word of the Lord which he spake unto Jehu, saying, Thy sons shall sit on the throne of Israel unto the fourth generation. And so it came to pass.
2 Kings 15 in Tamil and English
8 ଯିହୁଦା ରେ ଅସରିଯଙ୍କର ରାଜତ୍ବର ଅଠତିରିଶ୍ ବର୍ଷ ରେ ୟାରବିଯଯାମଙ୍କ ପୁତ୍ର ଜିଖରିଯ ଶମରିଯା ରେ ଇଶ୍ରାୟେଲ ଉପରେ ଛଅ ମାସ ଶାସନ କଲେ।
In the thirty and eighth year of Azariah king of Judah did Zachariah the son of Jeroboam reign over Israel in Samaria six months.
9 ୟିଖରିଯ ଆପଣା ପୂର୍ବପୁରୁଷଙ୍କ ପରି କୁକର୍ମମାନ କରି ଚାଲିଲେ। ଯେଉଁଗୁଡିକ ସଦାପ୍ରଭୁଙ୍କ ଦୃଷ୍ଟି ରେ ଭୂଲ୍ ବୋଲି ବିବଚେିତ ହୁଏ। ନବାଟଙ୍କ ପୁତ୍ର ୟାରବିଯାମ ୟିଏ ଇଶ୍ରାୟେଲକୁ ଯେଉଁ ପାପ କରାଇଥିଲେ ସେ ସହେି ପାପ ପଥରୁ ବିମୁଖ ହେଲେ ନାହିଁ।
And he did that which was evil in the sight of the Lord, as his fathers had done: he departed not from the sins of Jeroboam the son of Nebat, who made Israel to sin.
10 ଆଉ ୟାବେଶଙ୍କ ପୁତ୍ର ଶଲ୍ଲମ ୟିଖରିଯଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ତାଙ୍କୁ ସମସ୍ତଙ୍କ ସମ୍ମୁଖ ରେ ବଧ କଲେ ଓ ନୂତନ ରୂପେ ରାଜା ହେଲେ।
And Shallum the son of Jabesh conspired against him, and smote him before the people, and slew him, and reigned in his stead.
11 ଜିଖରିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ, ପରାକ୍ରମ ଇଶ୍ରାୟେଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
And the rest of the acts of Zachariah, behold, they are written in the book of the chronicles of the kings of Israel.
12 ଏହିପରି ଭାବରେ ସଦାପ୍ରଭୁଙ୍କ ବାକ୍ଯ ସତ୍ଯ ହେଲା। ସେ ଯହେୂଙ୍କୁ କହିଥିଲେ ତାଙ୍କର ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଇଶ୍ରାୟେଲର ସିଂହାସନ ରେ ଉପବିଷ୍ଟ ହବେେ, ତାହା ସହେିପରି ଘଟିଲା।
This was the word of the Lord which he spake unto Jehu, saying, Thy sons shall sit on the throne of Israel unto the fourth generation. And so it came to pass.