2 Corinthians 6:5
ଆମ୍ଭକୁ ମାଡ଼ ଦିଆଯାଏ, କାରାଗାର ରେ ରଖାଯାଏ। ଲୋକେ ଆମ୍ଭ ବିରୁଦ୍ଧ ରେ ଉଠନ୍ତି। ଆମ୍ଭେ କଠାେର ପରିଶ୍ରମ କରୁ, େ ବେଳବେଳେ ଆମ୍ଭେ ଅନିଦ୍ରା ରହୁ, ଓ ଭୋକଉପାସ ରେ ରହୁ।
2 Corinthians 6:5 in Other Translations
King James Version (KJV)
In stripes, in imprisonments, in tumults, in labours, in watchings, in fastings;
American Standard Version (ASV)
in stripes, in imprisonments, in tumults, in labors, in watchings, in fastings;
Bible in Basic English (BBE)
In blows, in prisons, in attacks, in hard work, in watchings, in going without food;
Darby English Bible (DBY)
in stripes, in prisons, in riots, in labours, in watchings, in fastings,
World English Bible (WEB)
in beatings, in imprisonments, in riots, in labors, in watchings, in fastings;
Young's Literal Translation (YLT)
in stripes, in imprisonments, in insurrections, in labours, in watchings, in fastings,
| In | ἐν | en | ane |
| stripes, | πληγαῖς | plēgais | play-GASE |
| in | ἐν | en | ane |
| imprisonments, | φυλακαῖς | phylakais | fyoo-la-KASE |
| in | ἐν | en | ane |
| tumults, | ἀκαταστασίαις | akatastasiais | ah-ka-ta-sta-SEE-ase |
| in | ἐν | en | ane |
| labours, | κόποις | kopois | KOH-poos |
| in | ἐν | en | ane |
| watchings, | ἀγρυπνίαις | agrypniais | ah-gryoo-PNEE-ase |
| in | ἐν | en | ane |
| fastings; | νηστείαις | nēsteiais | nay-STEE-ase |
Cross Reference
2 Corinthians 11:23
ସମାନେେ କ'ଣ କବଳେ ଇଶ୍ରାୟେଲୀୟ ? ମୁଁ ମଧ୍ଯ। ସମାନେେ କ'ଣ କବଳେ ଅବ୍ରହାମଙ୍କ ବଂଶଧାରୀ ? ମୁଁ ମଧ୍ଯ। ସମାନେେ କ'ଣ କବଳେ ଖ୍ରୀଷ୍ଟଙ୍କ ସବେକ ? ମୁଁ ମଧ୍ଯ ମୁଁ କ'ଣ ପାଗଳ ସେଥିପାଇଁ ଏପରି ଦର୍ପ କରୁଛି ? ସମାନଙ୍କେ ତୁଳନା ରେ ମୁଁ ଅଧିକ କଠାେର ପରିଶ୍ରମ କରିଛି। ମୁଁ ଥରକୁ ଥର କାରାବରଣ କରିଛି। ମାେତେ ଥରକୁ ଥର ମାଡ଼ ମରାଯାଇଛି। ଅନକେ ଥର ମୁଁ ମୃତ୍ଯୁର ସନ୍ନିକଟ ହାଇେଛି।
2 Corinthians 11:27
ମୁଁ କଠାେର ପରିଶ୍ରମ କରି କ୍ଲାନ୍ତିପୂର୍ଣ୍ଣ ଜୀବନ ଯାପନ କରିଛି। ଅନକେ ଥର ମୁଁ ଶୋଇ ନାହିଁ। ମୁଁ ଅନାହାର ମଧ୍ଯ ଦଇେ ଗତି କରିଛି। ଅନକେ ଥର ମାେ ପାଖ ରେ ଖାଇବାକୁ କିଛି ନ ଥାଏ। ଲୁଗାପଟା ବିନା ଥଣ୍ଡା ରେ ମୁଁ ରହିଛି।
Acts 19:23
ସେସମୟରେ 'ପରମେଶ୍ବରଙ୍କ ପଥ' ବିଷୟ ରେ ଗୋଟିଏ ବଡ଼ ଧରଣର ଆନ୍ ଦୋଳନ ହେଲା।
Acts 17:5
କିନ୍ତୁ ଅବିଶ୍ବାସୀ ଯିହୂଦୀୟମାନେ ଈର୍ଷାପରାୟଣ ହାଇେ ବଜାରରୁ ଦୁଷ୍ଟ ଲୋକଙ୍କ ମଧ୍ଯରୁ ଗୋଟିଏ ଦଳ ଏକାଠି କଲେ ଓ ନଗର ରେ ଗଣ୍ଡଗୋଳ ସୃଷ୍ଟିକେଲ। ସମାନେେ ନଗର ରେ ଉପଦ୍ରବ କରି ଯାସୋନଙ୍କ ଘର ଉପରେ ଆକ୍ରମଣ କଲେ। ସମାନେେ ପାଉଲ ଓ ଶୀଲାଙ୍କୁ ଲୋକମାନଙ୍କ ଆଗକୁ ଧରି ଆଣିବା ପାଇଁ ଚେ଼ଷ୍ଟା କଲେ।
2 Corinthians 1:8
ଭାଇ ଓ ଭଉଣୀମାନେ ! ଏସିଆ ଦେଶ ରେ ଆମ୍ଭେ ଯେଉଁ ଯାତନା ସହିଲୁ ଆମ୍ଭେ ଚାହୁଁ ଯେପରି ସହେି ବିଷୟ ରେ ତୁମ୍ଭମାନେେ ମଧ୍ଯ ଜାଣ। ଆମ୍ଭମାନେେ ଭାରାକ୍ରାନ୍ତ ହାଇେ ପଡ଼ିଲୁ। ଏପରିକି ଏହା ଏତେ ଅଧିକ ଥିଲା ଯେ, ଆମ୍ଭମାନେେ ଜୀବନର ସମସ୍ତ ଆଶା ହରାଇଥିଲୁ। ସହେି ଭାର ଆମ୍ଭମାନଙ୍କର ବହନ କରିବା ଶକ୍ତିଠାରୁ ଅଧିକ ଥିଲା।
1 Corinthians 15:10
କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ମୁଁ ଆଜି ଏହା ହାଇପୋରିଛି। ମାେ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହାଇେ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ ରରେିତଙ୍କ ତୁଳନା ରେ କଠାେର ପରିଶ୍ରମ କରିଛି। ମୁଁ ପ୍ରକୃତ ରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ଏହା କରିପାରିଛି।
1 Corinthians 7:5
ନିଜର ଅଧିକାରରୁ ପରସ୍ପରକୁ ବଞ୍ଚିତ କର ନାହିଁ। କିନ୍ତୁ ତୁମ୍ଭେ ଦୁ ହେଁ ପ୍ରାର୍ଥନା ରେ ନିଜକୁ ଉତ୍ସର୍ଗ କରିବା ପାଇଁ ଏକମତ ହାଇେ ଅଳ୍ପ ସମୟ ପାଇଁ ପୃଥକ ହୁଅ। ତା' ପରେ ପୁନର୍ବାର ଏକାଠି ହୁଅ, ଯା'ଦ୍ବାରା ଶୟତାନ ତୁମ୍ଭମାନଙ୍କ ଦୁର୍ବଳତାର ସୁଯୋଗ ନଇେ ତୁମ୍ଭମାନଙ୍କୁ ପ୍ରଲୋଭିତ କରିପାରିବ ନାହିଁ।
1 Corinthians 4:11
ଏପରିକି ବର୍ତ୍ତମାନ ସୁଦ୍ଧା ଆମ୍ଭେ ଭୋକ ଓ ଶୋଷ ରେ ଅଛୁ, ଓ ବସ୍ତ୍ରହୀନ ଅଟୁ। ଆମ୍ଭକୁ ଅଧିକାଂଶ ସମୟରେ ପ୍ରହାର କରାଯାଇଛି। ଆମ୍ଭର ଘର ନାହିଁ।
Acts 28:30
ପାଉଲ ଦୁଇ ବର୍ଷ ପର୍ୟ୍ଯନ୍ତ ନିଜର ଭଡ଼ା ଘ ରେ ରହିଲେ।
Acts 28:16
ତା'ପରେ ଆମ୍ଭେ ରୋମ ଗଲୁ, ପାଉଲଙ୍କୁ ରୋମ ରେ ଏକାକୀ ରହିବା ପାଇଁ ଅନୁମତି ମିଳିଲା। କିନ୍ତୁ ତାହାଙ୍କ ପାଖ ରେ ଜଣେ ସୈନିକ ସବୁବେଳେ ଜଗି ରହିଲା।
Acts 26:29
ପାଉଲ ଉତ୍ତର ଦେଲେ, ପରମେଶ୍ବର କରନ୍ତୁ, ଶୀଘ୍ର ବା ବିଳମ୍ବ ରେ ହେଉ, ଆପଣ ଓ ଅନ୍ୟ ସମସ୍ତେ, ମାେ କଥା ଶୁଣି, ପରିତ୍ରାଣ ପାଆନ୍ତୁ ଓ କୌଣସି ବନ୍ଧନ ବିନା ମାେ ପରି ହୁଅନ୍ତୁ।
Acts 26:10
ଏ ଭଳି କରୁଥିବା ବେଳେ ମୁଁ ୟିରୂଶାଲମ ରେ ପରମେଶ୍ବରଙ୍କର ଅନକେ ଲୋକଙ୍କୁ ବନ୍ଦୀ କରି କାରାଗାର ରେ ରଖିଥିଲି। ଯୀଶୁଙ୍କ ଅନୁସରଣକାରୀଙ୍କୁ ଯେତବେେଳେ ମୃତ୍ଯୁଦଣ୍ଡ ଦିଆଯାଉଥିଲା, ସେତବେେଳେ ମୁଁ ମଧ୍ଯ ଏହା ଠିକ୍ ବୋଲି ଭାବି ସେଥି ରେ ପୂର୍ଣ୍ଣ ସମ୍ମତ ହାଇେଥିଲି। ମୁଁ ପରମେଶ୍ବରଙ୍କର ଅନକେ ଲୋକମାନଙ୍କୁ ଧରି ଆଣି କାରାଗାର ରେ ବନ୍ଦୀ କରି ରଖୁଥିଲି, କାରଣ ଏପରି କରିବା ନିମନ୍ତେ ମୁଁ ମହାୟାଜକମାନଙ୍କଠାରୁ କ୍ଷମତା ପାଇଥିଲି। ମୁଁ ସମାନଙ୍କେୁ ସମାଜ ଗୃହ ସବୁ ରେ ଦଣ୍ତ ଦଇେଥିଲି।
Ephesians 3:1
ଅତଏବ, ମୁଁ ପାଉଲ, ତୁମ୍ଭ ଅଣୟିହୁଦୀମାନଙ୍କ ଲାଗି ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ ଅଟେ।
Philippians 1:13
ସମଗ୍ର ପ୍ରହରୀ ଦଳ ଓ ଅନ୍ୟ ଲୋକମାନେ ଜାଣନ୍ତି ଯେ ମୁଁ ଖ୍ରୀଷ୍ଟଙ୍କ ଜଣେ ବିଶ୍ବାସୀ ହାଇେଥିବାରୁ ବନ୍ଦୀଘ ରେ ରଖାଯାଇଛି।
1 Thessalonians 2:9
ଭାଇ ଓ ଭଉଣୀମାନେ! ତୁମ୍ଭମାନେେ ମନେ ପକାଅ ଯେ, ଆମ୍ଭେ କେତେ କଠିନ ପରିଶ୍ରମ କରିଛୁ। ଆମ୍ଭେ ଦିନରାତି କାମ କରିଛୁ। ଆମ୍ଭମାନେେ ପରମେଶ୍ବରଙ୍କ ସୁସମାଚାର ପ୍ରଚାର କଲା ବେଳେ, ତୁମ୍ଭମାନେେ ଆମ୍ଭକୁ କିଛି ଦଇେ ଭାରାକ୍ରାନ୍ତ ହୁଅ, ସେ କଥା ଆମ୍ଭେ ଚାହିଁଲୁ ନାହିଁ।
Revelation 2:10
ତୁମ୍ଭ ପାଇଁ ଯେଉଁସବୁ ଦୁଃଖ ଆସୁଛି, ସେଥିପାଇଁ ଭୟ କର ନାହିଁ। ମୁଁ ଜାଣେ, ତୁମ୍ଭମାନଙ୍କ ଭିତରୁ କେତେ ଜଣଙ୍କୁ ଶୟତାନ କାରାଗାର ରେ ରଖିବ। ସେ ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଏପରି କରିବ। ତୁମ୍ଭମାନେେ ଦଶଦିନ ପର୍ୟ୍ଯନ୍ତ ଦୁଃଖକଷ୍ଟ ସହିବ। କିନ୍ତୁ ବିଶ୍ବସ୍ତ ରୁହ, କାରଣ ତୁମ୍ଭକୁ ହୁଏତ ମୃତ୍ଯୁବରଣ କରିବାକୁ ପଡ଼ିପା ରେ। ତୁମ୍ଭେ ଯଦି ବିଶ୍ବସ୍ତ ରହିବ, ତବେେ ମୁଁ ତୁମ୍ଭକୁ ଜୀବନରୂପକ ମୁକୁଟ ଦବେି।
Hebrews 13:23
ଆମ୍ଭ ଭାଇ ତୀମଥି ବନ୍ଦୀଗୃହରୁ ମୁକ୍ତ ହାଇେ ଅଛନ୍ତି, ଏହା ତୁମ୍ଭମାନେେ ଜାଣ ବୋଲି ମାରେ ଇଚ୍ଛା। ଯଦି ସେ ମାେ ପାଖକୁ ଶୀଘ୍ର ଆସନ୍ତି, ତା' ହେଲେ ଆମ୍ଭେ ଦୁ ହେଁ ତୁମ୍ଭମାନଙ୍କ ଦଖାେ କରିବାକୁ ଆସିବୁ।
Hebrews 13:17
ତୁମ୍ଭମାନଙ୍କର ନେତାମାନଙ୍କର ଆଜ୍ଞାପାଳନ କର। ସମାନଙ୍କେର ଅଧୀନ ରେ ରୁହ। ସମାନେେ ତୁମ୍ଭମାନଙ୍କ ପାଇଁ ଉତ୍ତରଦାଯୀ। ଅତଏବ, ସମାନେେ ସବୁବେଳେ ତୁମ୍ଭମାନଙ୍କର ଆତ୍ମାର ରକ୍ଷା ପାଇଁ ଜଗି ଥାଆନ୍ତି। ସମାନଙ୍କେର ଆଜ୍ଞାପାଳନ କର ଯେପରି ଏହି କାମଟି ସମାନେେ ଖୁସି ମନ ରେ କରିବେ, ଦୁଃଖ ରେ ନୁହେଁ। ସମାନଙ୍କେର କାମ କଠିନ ହେଲେ, ତା'ଦ୍ବାରା ତୁମ୍ଭମାନଙ୍କର କୌଣସି ଲାଭ ହବେ ନାହିଁ।
Hebrews 11:36
କେତେ ଲୋକ ହାସ୍ଯର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘ ରେ ରଖା ଗଲେ।
2 Timothy 4:5
କିନ୍ତୁ ତୁମ୍ଭେ ସର୍ବଦା ନିଜକୁ ସଂୟମ କର। କ୍ଲେଶ ଆସିଲେ ସଗେୁଡିକୁ ଗ୍ରହଣ କର। ସୁସମାଗ୍ଭର ପ୍ରଗ୍ଭର କାମ କରି ଗ୍ଭଲିଥାଅ। ପରମେଶ୍ବରଙ୍କ ଜଣେ ସବେକ ଭାବରେ ସମସ୍ତ କର୍ତ୍ତବ୍ଯ କରୁଥାଅ।
2 Timothy 2:9
ଏହି ସୁସମାଚାର ମୁଁ ଲୋକଙ୍କୁ ଶୁଣାଏ। ସହେି ସୁସମାଚାର କହିଥିବାରୁ ମୁଁ ଯାତନା ଭୋଗ କରୁଛି। ଏପରିକି ଜଣେ ଅପରାଧୀ ଭଳି ମୁଁ ଶିକୁଳି ରେ ବନ୍ଧା ମଧ୍ଯ ହାଇେଛି।
2 Timothy 1:8
ଅତଏବ ଲୋକମାନଙ୍କୁ ଆମ୍ଭ ପ୍ରଭୁ ଯୀଶୁଙ୍କ ବିଷୟ ରେ କହିବା ପାଇଁ ଲଜ୍ଜାବୋଧ କର ନାହିଁ। ମୁଁ ପ୍ରଭୁଙ୍କ ପାଇଁ ବନ୍ଦୀ ହାଇେ ରହିଛି ମାେ ପାଇଁ ମଧ୍ଯ ଲଜ୍ଜା ବୋଧ କରେ ନାହିଁ। କିନ୍ତୁ ମାେ ସହିତ ସୁସମାଚାର ପାଇଁ କଷ୍ଟ ସହ୍ଯ କର। ତାହା କରିବା ପାଇଁ ପରମେଶ୍ବର ଆମ୍ଭକୁ ଶକ୍ତି ଦିଅନ୍ତି।
1 Timothy 4:10
ଏଥିପାଇଁ ଆମ୍ଭେ କାମ ଓ ସଂଘର୍ଷ କରୁଛୁ ; ଆମ୍ଭେ ଜୀବିତ ପରମେଶ୍ବରଙ୍କଠା ରେ ଭରସା ରଖିଥାଉ। ସେ ସମସ୍ତ ଲୋକଙ୍କର ଏବଂ ବିଶଷେ ଭାବରେ, ଯେଉଁ ଲୋକମାନେ ତାହାଙ୍କୁ ବିଶ୍ବାସ କରନ୍ତି ସମାନଙ୍କେର ତ୍ରାଣକର୍ତ୍ତା।
Acts 24:27
କିନ୍ତୁ ଏହିପରି ଦୁଇ ବର୍ଷ ବିତିଗଲାପରେ ପର୍କିୟ ଫେଷ୍ଟ ରାଜ୍ଯପାଳ ହେଲେ। ଫଲେୀକ୍ସ୍ ଆଉ ରାଜ୍ଯପାଳ ପଦ ରେ ରହିଲେ ନାହିଁ। ତେଣୁ ଫଲେୀକ୍ସ୍ ଯିହୂଦୀୟମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଉଲଙ୍କୁ ବନ୍ଦୀ ଅବସ୍ଥା ରେ କାରାଗାର ରେ ରଖି ଚ଼ାଲିଗଲେ।
Acts 23:35
ରାଜ୍ଯପାଳ କହିଲେ, ତୁମ୍ଭର ଅଭିଯୋଗକାରୀମାନେ ଏଠା ରେ ପହଞ୍ଚିବା ପରେ, ମୁଁ ତୁମ୍ଭ ବିଷୟ ରେ ଶୁଣିବି। ସେ ପାଉଲଙ୍କୁ ହରେୋଦଙ୍କର ପ୍ରାସାଦ ରେ ରଖିବା ପାଇଁ ଆଦେଶ ଦେଲେ।
Matthew 14:10
ସେ କାରାଗାର ରେ ଯୋହନଙ୍କ ମୁଣ୍ଡକାଟ କରିବା ପାଇଁ ଲୋକ ପଠାଇଲେ।
Matthew 14:3
ଏହି ସମୟ ପୂର୍ବରୁ େ ହରୋଦ ଯୋହନଙ୍କୁ ବନ୍ଦୀ କରି ଶିକୁଳି ରେ ବାନ୍ଧି କାରାଗାର ରେ ନିକ୍ଷପେ କରିଥିଲେ। ସେ େ ହରୋଦିଆଙ୍କ ଅନୁ ରୋଧକ୍ରମେ ଏକଥା କରିଥିଲେ। ହରେୋଦିଆ ହରେୋଦଙ୍କ ଭାଇ ଫିଲିପ୍ପଙ୍କ ସ୍ତ୍ରୀ ଥିଲେ।
Matthew 9:15
ଯୀଶୁ ସମାନଙ୍କେୁ କହିଲେ, ବର ଯେପର୍ୟ୍ଯନ୍େତ ବରଯାତ୍ରୀମାନଙ୍କ ସହିତ ଥିବ, ସେ ପର୍ୟ୍ଯନ୍ତ ବରଯାତ୍ରୀମାନେ ଦୁଃଖ କରିବେ କି? କିନ୍ତୁ ଦିନ ଆସିବ ବରକୁ ତାହାଙ୍କଠାରୁ ଛଡଇେ ନିଆୟିବ। ସେତବେେଳେ ବରଯାତ୍ରୀମାନେ ଦୁଃଖୀ ହବେେ। ତାପରେ ସମାନେେ ଉପବାସ କରିବେ।
Ezekiel 3:17
ହେ ମନୁଷ୍ଯ ପୁତ୍ର, ଆମ୍ଭେ ଇଶ୍ରାୟେଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିୟୁକ୍ତ କରିଅଛୁ। ଏଣୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମ ରେ ସମାନଙ୍କେୁ ଚତନୋ ଦିଅ।
Jeremiah 38:6
ଏଣୁ ସମାନେେ ଯିରିମିୟଙ୍କୁ ନଇେ ପ୍ରହରୀ ପ୍ରାଙ୍ଗଣସ୍ଥିତ ମଲିଯ ରାଜପୁତ୍ରର କୂପ ରେ ପକାଇ ଦେଲେ। ସମାନେେ ରଜ୍ଜୁ ରେ ଯିରିମିୟଙ୍କୁ କୂପ ମଧ୍ଯକୁ ଓହ୍ଲାଇ ଦେଲେ। ପୁଣି ସହେି କୂପ ରେ ଜଳ ନ ଥିଲା, କବଳେ ପଙ୍କ ଥିଲା। ଯିରିମିୟ ସହେି ପଙ୍କ ରେ ନିମଗ୍ନ ହେଲେ।
Jeremiah 37:15
ଆଉ ସହେି ଅଧିପତିମାନେ ଯିରିମିୟଙ୍କ ଉପ ରେ ଅତ୍ଯନ୍ତ କ୍ ରୋଧାନ୍ବିତ ହାଇେ ତାଙ୍କୁ ପ୍ରହାର କଲେ ଓ ଯୋନାଥନ୍ ଲେଖକ ଗୃହସ୍ଥିତ କାରାଗାର ରେ ରଖିଲେ। କାରଣ ସମାନେେ ଯୋନାଥନ୍ ଗୃହକୁ କାରାଗାର ରେ ପରିଣତ କରିଥିଲେ।
Jeremiah 33:1
ଆହୁରି ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ବନ୍ଦୀ ଥିଲା ବେଳେ ସଦାପ୍ରଭୁଙ୍କର ବାକ୍ଯ ଦ୍ବିତୀୟ ଥର ତାଙ୍କ ନିକଟରେ ଉପସ୍ଥିତ ହେଲା।
Isaiah 53:5
ମାତ୍ର ସେ ଆମ୍ଭମାନଙ୍କ ପାପ ଏବଂ ଅପରାଧ ନିମନ୍ତେ କ୍ଷତବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଭୁଲ୍ କାର୍ୟ୍ଯ ପାଇଁ ସେ ଚୂର୍ଣ୍ଣ ହେଲେ। ସେ ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତିକୁ ଆପଣାର କରି ଦେଲେ। ତାଙ୍କର କ୍ଷତ ରେ ଆମ୍ଭମାନେେ ଆରୋଗ୍ୟ ଲାଭ କଲୁ।
2 Chronicles 16:10
ହନାନି ଏହିପରି କଥା କହିବାରୁ ଆସା ତାଙ୍କ ଉପରେ କୋର୍ଧ କଲେ। ଆସା ଏତେ ରାଗିଗଲେ ଯେ, ସେ ହାନାନିଙ୍କୁ ବନ୍ଦୀଶାଳା ରେ ନିକ୍ଷପେ କଲେ। ସହେି ସମୟରେ ଆସା ଆଉ କେତଜେଣ ବ୍ଯକ୍ତିଙ୍କ ପ୍ରତି ମଧ୍ଯ ନିଷ୍ଠୁର ଥିଲେ।
1 Kings 22:27
ସମାନଙ୍କେୁ କହିବ ମୁଁ ୟୁଦ୍ଧରୁ ନିରାପଦ ରେ ଫରେିବା ପର୍ୟ୍ଯନ୍ତ ମୀଖାଯକୁ କାରାଗାର ରେ ରଖିବେ ଓ କିଛି ନଦଇେ ରୋଟୀ ଓ ପାଣି ଦବେ।
Mark 13:34
ଏହା ଏହିଭଳି ଘଟଣା, ଯେପରି ଜଣେ ବ୍ଯକ୍ତି କୌଣସି ସ୍ଥାନକୁ ଯାତ୍ରା କଲା ବେଳେ ଚାକରମାନଙ୍କ ଉପରେ ନିଜ ଘରର ଦାଯିତ୍ବ ଛାଡି ଦଇଯୋଏ ଓ ପ୍ରେତ୍ୟକକ ଚାକରକୁ ତାର ନିର୍ଦ୍ଦିଷ୍ଟ କାମ ଦଇେଥାଏ ଏବଂ ଦ୍ବାରପାଳକକୁ ସଦା ବେଳେ ପ୍ରସ୍ତୁତ ହାଇେ ରହିବାକୁ ଅଦେଶ ଦଇେଥାଏ।
Acts 5:18
ସମାନେେ ପ୍ ରରେିତମାନଙ୍କୁ ବନ୍ଦୀକରି କାରାଗାର ରେ ରଖିଲେ।
Acts 23:10
ଧୀ ରଧେୀ ରେ ଗଣ୍ଡଗୋଳ ବଢ଼ି ହିଂସ୍ରକ ହାଇେଉଠିଲା। ସନୋଧ୍ଯକ୍ଷ ଭାବିଲେ, ବୋଧେ ଲୋକେ ପାଉଲଙ୍କୁ ଖଣ୍ଡ ଖଣ୍ଡ କରି ପକାଇବେ। ତେଣୁ ପାଉଲଙ୍କୁ ସମାନଙ୍କେ ନିକଟରୁ ନଇେଆସି ସୈନ୍ଯ ନିବାସ ଭିତରୁ ନଇେ ୟିବା ନିମନ୍ତେ ସୈନିକମାନଙ୍କୁ ଆଦେଶ ଦେଲେ।
Acts 22:23
ସମାନେେ ଚ଼ିତ୍କାର କରି ନିଜ ନିଜ ଲୁଗାପଟା ବାହାର କରି ଫୋପାଡ଼ି ଦେଲେ ଓ ଶୂନ୍ଯକୁ ଧୂଳି ଫୋପାଡ଼ିଲେ।
Acts 21:27
ସାତଦିନ ପୁରି ୟିବା ଦିନ ଏସିଆର କେତକେ ଯିହୂଦୀମାନେ ତାହାଙ୍କୁ ମନ୍ଦିର ରେ ଦେଖିଲେ। ସମାନେେ ସମଗ୍ର ଲୋକଙ୍କୁ ତାହାଙ୍କ ବିରୁଦ୍ଧ ରେ ଉତ୍ତଜେିତ କଲେ ଓ ତାହାଙ୍କୁ ଧରି ପକଇେଲେ।
Acts 20:31
ତେଣୁ ତୁମ୍ଭମାନେେ ସାବଧାନ ହାଇେ ରୁହ। ତୁମ୍ଭମାନେେ ମନେପକାଅ ଯେ, ମୁଁ ତିନି ବର୍ଷ ପର୍ୟ୍ଯନ୍ତ ତୁମ୍ଭମାନଙ୍କ ପାଖ ରେ ରହି ଆଖିର ଲୁହ ରେ ପ୍ରେତ୍ୟକକଙ୍କୁ ଦିନରାତି ସତର୍କ ବାଣୀ ଶୁଣାଇ ଥିଲି।
Acts 18:12
ଗାଲ୍ଲିଯୋନ୍ ଆଖାଯାର ରାଜ୍ଯପାଳ ହେଲେ। ସେ ସମୟରେ ଯିହୂଦୀୟମାନେ ମିଳିତ ଭାବରେ ଚେ଼ଷ୍ଟା କରି ପାଉଲଙ୍କୁ ଆକ୍ରମଣ କଲେ। ସମାନେେ ତାହାଙ୍କୁ ଅଦାଲତାକୁ ନଇଗେଲେ।
Acts 16:23
ସମାନେେ ସମାନଙ୍କେୁ ବହୁତ ମାଡ଼ ମାରିବା ପରେ କାରାଗାର ରେ ବନ୍ଦୀ କଲେ। ସମାନଙ୍କେୁ ସାବଧାନ ରେ ଜଗିବାପାଇଁ କାରାଧ୍ଯକ୍ଷଙ୍କୁ ଆଦେଶ ଦେଲେ।
Acts 14:23
ପାଉଲ ଓ ବର୍ଣ୍ଣବ୍ବା ସମାନଙ୍କେ ପାଇଁ ପ୍ରତି ମଣ୍ଡଳୀ ରେ ପ୍ରାଚ଼ୀନମାନଙ୍କୁ ନିୟୁକ୍ତି ଦେଲେ। ସମାନେେ ଏହି ପ୍ରାଚ଼ୀନମାନଙ୍କ ପାଇଁ ଉପବାସ ଓ ପ୍ରାର୍ଥନା କଲେ। ଏହି ପ୍ରାଚ଼ୀନମାନେ ପ୍ରଭୁ ଯୀଶୁଙ୍କଠା ରେ ବିଶ୍ବାସ କରିଥିଲେ। ତେଣୁ ପାଉଲ ଓ ବର୍ଣ୍ଣବ୍ବା ସମାନଙ୍କେୁ ପ୍ରଭୁଙ୍କ ପାଖ ରେ ସମର୍ପଣ କଲେ।
Acts 14:19
କିନ୍ତୁ ତା'ପରେ କେତକେ ଯିହୂଦୀ ଆନ୍ତିୟଖିଆ ଓ ଇକନିୟରୁ ଆସିଲେ। ସମାନେେ ଲୋକମାନଙ୍କୁ ମତାଇ ପାଉଲଙ୍କୁ ପଥର ମାରିଲେ। ସେ ମରିଗଲଣେି ଭାବି ସମାନେେ ତାହାଙ୍କୁ ନଗର ବାହାରକୁ ଟାଣି ଆଣିଲେ।
Acts 13:3
ତେଣୁ ସମାନେେ ଉପବାସ ଓ ପ୍ରାର୍ଥନା କରିବା ପରେ ବର୍ଣ୍ଣବ୍ବା ଓ ଶାଉଲଙ୍କ ଉପରେ ହସ୍ତାର୍ପଣ କରି ବିଦାୟ କଲେ।
Acts 12:4
ତା'ପରେ େ ହରୋଦ ପିତରଙ୍କୁ ବନ୍ଦୀ କରି କାରାଗାର ରେ ରଖିଲେ। ତାହାଙ୍କୁ ଜଗିବାପାଇଁ ଷୋହଳ ଜଣ ପ୍ରହରୀ ରହିଲେ। େ ହରୋଦଙ୍କ ଉଦ୍ଦେଶ୍ଯ ଥିଲା ନିସ୍ତାର ପର୍ବ ପରେ ସେ ପିତରଙ୍କୁ ଲୋକମାନଙ୍କ ସାମନାକୁ ଆଣିବେ।
Deuteronomy 25:3
ତୁମ୍ଭେ କାହାରିକକ୍ସ୍ଟ ଗ୍ଭଳିଶ ପ୍ରହାରରକ୍ସ୍ଟ ଅଧିକ ଦବନୋହିଁ। ଯଦି ତୁମ୍ଭେ କାହାକକ୍ସ୍ଟ ଗ୍ଭଳିଶ ଥରରକ୍ସ୍ଟ ଅଧିକ ପ୍ରହାର କର ତବେେ ଏହା ଜଣାୟିବ ତକ୍ସ୍ଟମ୍ଭପାଇଁ ତାହାର ଜୀବନ ତକ୍ସ୍ଟଛ ଅଟେ।