2 Corinthians 3

fullscreen7 ମୃତ୍ଯୁଦାୟକ ସବୋର ବ୍ଯବସ୍ଥା ଶିଳା ଲଖାେ ହାଇେ ଥିଲା। ଏହା ପରମେଶ୍ବରଙ୍କ ମହିମା ରେ ପୂର୍ଣ୍ଣ ଥିଲା। ତଦ୍ଦ୍ବାରା ମାଶାଙ୍କେ ଚେ ହରୋ ଏତେ ତଜେସ୍ବୀ ହେଲା ଯେ, ଇଶ୍ରାୟେଲର ଲୋକେ ତାହାଙ୍କ ଚେ ହରୋକୁ ଦେଖି ମଧ୍ଯ ପାରିଲେ ନାହିଁ। ଏହି ତଜେ ପରେ ଲୋପ ପାଇଗଲା।

fullscreen8 ତା ହେଲେ ଆତ୍ମାଙ୍କର ଜୀବନଦାୟକ ସବୋ କେତେ ଅଧିକ ମହିମାୟୁକ୍ତ ନ ହବେ ?

fullscreen9 ଯାହା ଲୋକମାନଙ୍କୁ ଦୋଷୀ ପ୍ରମାଣିତ କରେ ସଭେଳି ସବୋ ରେ ଯଦି ପ୍ରଭୁଙ୍କ ମହିମା ଅଛି ; ତା' ହେଲେ ଯେଉଁ ସବୋ ଲୋକମାନଙ୍କୁ ପରମେଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ଗଣିତ କରେ, ତାହାର ମହିମା ନିଶ୍ଚିତଭାବେ ଅଧିକ ହବେ।

fullscreen10 ପୁରାତନ ସବୋ ରେ ମହିମା ଥିଲା, କିନ୍ତୁ ଅଧିକ ମହିମାୟୁକ୍ତ ନୂତନ ସବୋ ସହିତ ତୁଳନା କଲେ, ସହେି ପ୍ରଥମ ମହିମା କିଛି ନୁହେଁ।

fullscreen11 ଯେଉଁ ସବୋ ଅଦୃଶ୍ଯ ହେଲା, ତାହା ଯଦି ମହିମା ସହିତ ଆସିଥିଲା, ତା' ହେଲେ ଏହି ଅନନ୍ତ କାଳସ୍ଥାଯୀ ସବୋ ଅତ୍ଯଧିକ ମହିମାମୟ ହବୋ ସ୍ବାଭାବିକ।

fullscreen12 ଆମ୍ଭମାନଙ୍କଠା ରେ ଏହି ପ୍ରକାରର ଭରସା ରଖିଥିବା ହତେୁ ଆମ୍ଭେ ଅତି ସାହସୀ।

fullscreen13 ଆମ୍ଭେ ମାଶାଙ୍କେ ଭଳି ନୋହୁଁ। ସେ ନିଜ ମୁଖ ମଣ୍ଡଳ ଉପରେ ଗୋଟିଏ ଆବରଣ ପକାଇଥିଲେ। ଇଶ୍ରାୟେଲର ଲୋକେ ଯେପରି ତାହାଙ୍କ ମୁହଁକୁ ଦେଖି ନ ପାରିବେ ତେଣୁ ମାଶାେ ମୁଖ ଆଚ୍ଛାଦନ କରିଥିଲେ। ତହିଁର ମହିମା କମି କମି ଯାଉଥିଲା, ଓ ଲୋକେ ଏହି ସବୋର ଅନ୍ତ ଦେଖନ୍ତୁ, ମାଶାେ ଏହା ଇଚ୍ଛା କରୁ ନ ଥିଲେ।

fullscreen14 କିନ୍ତୁ ସମାନଙ୍କେର ମନଗୁଡ଼ିକ ଅବରୁଦ୍ଧ ହାଇେ ଯାଇଥିଲା। ଏପରିକି ଆଜି ମଧ୍ଯ ସମାନେେ ଯେତବେେଳେ ପୁରାତନ ଚୁକ୍ତିକୁ ପଢ଼ନ୍ତି ସହେି ଆବରଣଟି ଅର୍ଥକୁ ଲୁଚାଇ ରେଖ। ସେ ଆବରଣ କଢ଼ା ଯାଇ ନାହିଁ। କବଳେ ଖ୍ରୀଷ୍ଟ ଯୀଶୁ ଏହି ଆବରଣ ଦୂର କରିଛନ୍ତି।

fullscreen15 କିନ୍ତୁ ଏପରି କି ଆଜି ଯେତବେେଳେ ଏହି ଲୋକମାନେ ମାଶାଙ୍କେ ନିୟମକୁ ପଢ଼ନ୍ତି, ସହେି ଆବରଣ ହତେୁ ସମାନେେ ଏଥିର ଅର୍ଥ ବୁଝି ପାରନ୍ତି ନାହିଁ।

fullscreen16 କିନ୍ତୁ ଜଣେ ଲୋକ ଯେତବେେଳେ ପରିବର୍ତ୍ତିତ ହୁଏ ଓ ସେ ପ୍ରଭୁଙ୍କ ଅନୁସରଣ କରେ, ସହେି ଆବରଣଟି ବାହାର କରିଦିଆ ଯାଏ।

fullscreen17 ପ୍ରଭୁ ଆତ୍ମା ଅଟନ୍ତି। ଯେଉଁଠା ରେ ପ୍ରଭୁଙ୍କର ଆତ୍ମା ବିଦ୍ଯମାନ, ସହେିଠା ରେ ସ୍ବାଧୀନତା ଅଛି।

7 But if the ministration of death, written and engraven in stones, was glorious, so that the children of Israel could not stedfastly behold the face of Moses for the glory of his countenance; which glory was to be done away:

8 How shall not the ministration of the spirit be rather glorious?

9 For if the ministration of condemnation be glory, much more doth the ministration of righteousness exceed in glory.

10 For even that which was made glorious had no glory in this respect, by reason of the glory that excelleth.

11 For if that which is done away was glorious, much more that which remaineth is glorious.

12 Seeing then that we have such hope, we use great plainness of speech:

13 And not as Moses, which put a veil over his face, that the children of Israel could not stedfastly look to the end of that which is abolished:

14 But their minds were blinded: for until this day remaineth the same veil untaken away in the reading of the old testament; which vail is done away in Christ.

15 But even unto this day, when Moses is read, the veil is upon their heart.

16 Nevertheless when it shall turn to the Lord, the vail shall be taken away.

17 Now the Lord is that Spirit: and where the Spirit of the Lord is, there is liberty.

2 Corinthians 3 in Tamil and English

7 ମୃତ୍ଯୁଦାୟକ ସବୋର ବ୍ଯବସ୍ଥା ଶିଳା ଲଖାେ ହାଇେ ଥିଲା। ଏହା ପରମେଶ୍ବରଙ୍କ ମହିମା ରେ ପୂର୍ଣ୍ଣ ଥିଲା। ତଦ୍ଦ୍ବାରା ମାଶାଙ୍କେ ଚେ ହରୋ ଏତେ ତଜେସ୍ବୀ ହେଲା ଯେ, ଇଶ୍ରାୟେଲର ଲୋକେ ତାହାଙ୍କ ଚେ ହରୋକୁ ଦେଖି ମଧ୍ଯ ପାରିଲେ ନାହିଁ। ଏହି ତଜେ ପରେ ଲୋପ ପାଇଗଲା।
But if the ministration of death, written and engraven in stones, was glorious, so that the children of Israel could not stedfastly behold the face of Moses for the glory of his countenance; which glory was to be done away:

8 ତା ହେଲେ ଆତ୍ମାଙ୍କର ଜୀବନଦାୟକ ସବୋ କେତେ ଅଧିକ ମହିମାୟୁକ୍ତ ନ ହବେ ?
How shall not the ministration of the spirit be rather glorious?

9 ଯାହା ଲୋକମାନଙ୍କୁ ଦୋଷୀ ପ୍ରମାଣିତ କରେ ସଭେଳି ସବୋ ରେ ଯଦି ପ୍ରଭୁଙ୍କ ମହିମା ଅଛି ; ତା' ହେଲେ ଯେଉଁ ସବୋ ଲୋକମାନଙ୍କୁ ପରମେଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ଗଣିତ କରେ, ତାହାର ମହିମା ନିଶ୍ଚିତଭାବେ ଅଧିକ ହବେ।
For if the ministration of condemnation be glory, much more doth the ministration of righteousness exceed in glory.

10 ପୁରାତନ ସବୋ ରେ ମହିମା ଥିଲା, କିନ୍ତୁ ଅଧିକ ମହିମାୟୁକ୍ତ ନୂତନ ସବୋ ସହିତ ତୁଳନା କଲେ, ସହେି ପ୍ରଥମ ମହିମା କିଛି ନୁହେଁ।
For even that which was made glorious had no glory in this respect, by reason of the glory that excelleth.

11 ଯେଉଁ ସବୋ ଅଦୃଶ୍ଯ ହେଲା, ତାହା ଯଦି ମହିମା ସହିତ ଆସିଥିଲା, ତା' ହେଲେ ଏହି ଅନନ୍ତ କାଳସ୍ଥାଯୀ ସବୋ ଅତ୍ଯଧିକ ମହିମାମୟ ହବୋ ସ୍ବାଭାବିକ।
For if that which is done away was glorious, much more that which remaineth is glorious.

12 ଆମ୍ଭମାନଙ୍କଠା ରେ ଏହି ପ୍ରକାରର ଭରସା ରଖିଥିବା ହତେୁ ଆମ୍ଭେ ଅତି ସାହସୀ।
Seeing then that we have such hope, we use great plainness of speech:

13 ଆମ୍ଭେ ମାଶାଙ୍କେ ଭଳି ନୋହୁଁ। ସେ ନିଜ ମୁଖ ମଣ୍ଡଳ ଉପରେ ଗୋଟିଏ ଆବରଣ ପକାଇଥିଲେ। ଇଶ୍ରାୟେଲର ଲୋକେ ଯେପରି ତାହାଙ୍କ ମୁହଁକୁ ଦେଖି ନ ପାରିବେ ତେଣୁ ମାଶାେ ମୁଖ ଆଚ୍ଛାଦନ କରିଥିଲେ। ତହିଁର ମହିମା କମି କମି ଯାଉଥିଲା, ଓ ଲୋକେ ଏହି ସବୋର ଅନ୍ତ ଦେଖନ୍ତୁ, ମାଶାେ ଏହା ଇଚ୍ଛା କରୁ ନ ଥିଲେ।
And not as Moses, which put a veil over his face, that the children of Israel could not stedfastly look to the end of that which is abolished:

14 କିନ୍ତୁ ସମାନଙ୍କେର ମନଗୁଡ଼ିକ ଅବରୁଦ୍ଧ ହାଇେ ଯାଇଥିଲା। ଏପରିକି ଆଜି ମଧ୍ଯ ସମାନେେ ଯେତବେେଳେ ପୁରାତନ ଚୁକ୍ତିକୁ ପଢ଼ନ୍ତି ସହେି ଆବରଣଟି ଅର୍ଥକୁ ଲୁଚାଇ ରେଖ। ସେ ଆବରଣ କଢ଼ା ଯାଇ ନାହିଁ। କବଳେ ଖ୍ରୀଷ୍ଟ ଯୀଶୁ ଏହି ଆବରଣ ଦୂର କରିଛନ୍ତି।
But their minds were blinded: for until this day remaineth the same veil untaken away in the reading of the old testament; which vail is done away in Christ.

15 କିନ୍ତୁ ଏପରି କି ଆଜି ଯେତବେେଳେ ଏହି ଲୋକମାନେ ମାଶାଙ୍କେ ନିୟମକୁ ପଢ଼ନ୍ତି, ସହେି ଆବରଣ ହତେୁ ସମାନେେ ଏଥିର ଅର୍ଥ ବୁଝି ପାରନ୍ତି ନାହିଁ।
But even unto this day, when Moses is read, the veil is upon their heart.

16 କିନ୍ତୁ ଜଣେ ଲୋକ ଯେତବେେଳେ ପରିବର୍ତ୍ତିତ ହୁଏ ଓ ସେ ପ୍ରଭୁଙ୍କ ଅନୁସରଣ କରେ, ସହେି ଆବରଣଟି ବାହାର କରିଦିଆ ଯାଏ।
Nevertheless when it shall turn to the Lord, the vail shall be taken away.

17 ପ୍ରଭୁ ଆତ୍ମା ଅଟନ୍ତି। ଯେଉଁଠା ରେ ପ୍ରଭୁଙ୍କର ଆତ୍ମା ବିଦ୍ଯମାନ, ସହେିଠା ରେ ସ୍ବାଧୀନତା ଅଛି।
Now the Lord is that Spirit: and where the Spirit of the Lord is, there is liberty.