2 Corinthians 2

fullscreen12 ମୁଁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର ପ୍ରଚାର କରିବା ପାଇଁ ତ୍ରୋଯା ନଗରକୁ ଯାଇଥିଲି। ପ୍ରଭୁ ସଠାେରେ ମାେତେ ଭଲ ସୁଯୋଗଟିଏ ଦେଲେ।

fullscreen13 ସଠାେରେ ମାେ ଭାଇ ତିତସକୁ ନ ପାଇ ମୁଁ ମାେ ମନ ରେ ଶାନ୍ତି ହରାଇଲି। ସେଥିପାଇଁ ସମାନଙ୍କେଠାରୁ ବିଦାୟ ନଇେ ମୁଁ ମାକିଦନିଆକୁ ଗଲି।

fullscreen14 ପରମେଶ୍ବର ହେଉଛନ୍ତି ଧନ୍ଯ। ସେ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଆମ୍ଭ ବିଜୟ ଅଭିଯାନ ରେ ସର୍ବଦା ମାର୍ଗ ଦର୍ଶନ କରାନ୍ତି। ଆମ୍ଭ ମାଧ୍ଯମ ରେ ସେ ପ୍ରେତ୍ୟକକ ସ୍ଥାନ ରେ ତାହାଙ୍କ ଜ୍ଞାନର ମଧୁର ସୁଗନ୍ଧି ପ୍ରସାର କରନ୍ତି।

fullscreen15 ଆମ୍ଭର ଉତ୍ସର୍ଗ ବଳି ପରମେଶ୍ବରଙ୍କ ପାଇଁ ହେଉଛି ଏହା : ଯେଉଁ ଲୋକମାନେ ଉଦ୍ଧାର ପାଇଛନ୍ତି ଏବଂ ଯେଉଁମାନେ ପାଇ ନାହାଁନ୍ତି, ସମାନଙ୍କେ ପାଇଁ ଆମ୍ଭମାନେେ ଖ୍ରୀଷ୍ଟଙ୍କ ମଧୁର ସୁଗନ୍ଧି।

fullscreen16 ଯେଉଁମାନେ ନଷ୍ଟ ହାଇେ ଯାଇଛନ୍ତି, ସମାନଙ୍କେ ଲାଗି ଆମ୍ଭମାନେେ ମୃତ୍ଯୁର ଦୁର୍ଗନ୍ଧ ସ୍ବରୂପ ଅଟୁ। କିନ୍ତୁ ଯେଉଁମାନେ ଉଦ୍ଧାର ପାଇଛନ୍ତି, ଆମ୍ଭେ ସମାନଙ୍କେ ଲାଗି ଜୀବନର ସୁଗନ୍ଧି ଅଟୁ। ଅତଏବ ପ୍ରଶ୍ନ ଏହା ଯେ, ଏହି କାମ କରିବା ପାଇଁ କିଏ ସମର୍ଥ ?

12 Furthermore, when I came to Troas to preach Christ’s gospel, and a door was opened unto me of the Lord,

13 I had no rest in my spirit, because I found not Titus my brother: but taking my leave of them, I went from thence into Macedonia.

14 Now thanks be unto God, which always causeth us to triumph in Christ, and maketh manifest the savour of his knowledge by us in every place.

15 For we are unto God a sweet savour of Christ, in them that are saved, and in them that perish:

16 To the one we are the savour of death unto death; and to the other the savour of life unto life. And who is sufficient for these things?

2 Corinthians 2 in Tamil and English

12 ମୁଁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର ପ୍ରଚାର କରିବା ପାଇଁ ତ୍ରୋଯା ନଗରକୁ ଯାଇଥିଲି। ପ୍ରଭୁ ସଠାେରେ ମାେତେ ଭଲ ସୁଯୋଗଟିଏ ଦେଲେ।
Furthermore, when I came to Troas to preach Christ’s gospel, and a door was opened unto me of the Lord,

13 ସଠାେରେ ମାେ ଭାଇ ତିତସକୁ ନ ପାଇ ମୁଁ ମାେ ମନ ରେ ଶାନ୍ତି ହରାଇଲି। ସେଥିପାଇଁ ସମାନଙ୍କେଠାରୁ ବିଦାୟ ନଇେ ମୁଁ ମାକିଦନିଆକୁ ଗଲି।
I had no rest in my spirit, because I found not Titus my brother: but taking my leave of them, I went from thence into Macedonia.

14 ପରମେଶ୍ବର ହେଉଛନ୍ତି ଧନ୍ଯ। ସେ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଆମ୍ଭ ବିଜୟ ଅଭିଯାନ ରେ ସର୍ବଦା ମାର୍ଗ ଦର୍ଶନ କରାନ୍ତି। ଆମ୍ଭ ମାଧ୍ଯମ ରେ ସେ ପ୍ରେତ୍ୟକକ ସ୍ଥାନ ରେ ତାହାଙ୍କ ଜ୍ଞାନର ମଧୁର ସୁଗନ୍ଧି ପ୍ରସାର କରନ୍ତି।
Now thanks be unto God, which always causeth us to triumph in Christ, and maketh manifest the savour of his knowledge by us in every place.

15 ଆମ୍ଭର ଉତ୍ସର୍ଗ ବଳି ପରମେଶ୍ବରଙ୍କ ପାଇଁ ହେଉଛି ଏହା : ଯେଉଁ ଲୋକମାନେ ଉଦ୍ଧାର ପାଇଛନ୍ତି ଏବଂ ଯେଉଁମାନେ ପାଇ ନାହାଁନ୍ତି, ସମାନଙ୍କେ ପାଇଁ ଆମ୍ଭମାନେେ ଖ୍ରୀଷ୍ଟଙ୍କ ମଧୁର ସୁଗନ୍ଧି।
For we are unto God a sweet savour of Christ, in them that are saved, and in them that perish:

16 ଯେଉଁମାନେ ନଷ୍ଟ ହାଇେ ଯାଇଛନ୍ତି, ସମାନଙ୍କେ ଲାଗି ଆମ୍ଭମାନେେ ମୃତ୍ଯୁର ଦୁର୍ଗନ୍ଧ ସ୍ବରୂପ ଅଟୁ। କିନ୍ତୁ ଯେଉଁମାନେ ଉଦ୍ଧାର ପାଇଛନ୍ତି, ଆମ୍ଭେ ସମାନଙ୍କେ ଲାଗି ଜୀବନର ସୁଗନ୍ଧି ଅଟୁ। ଅତଏବ ପ୍ରଶ୍ନ ଏହା ଯେ, ଏହି କାମ କରିବା ପାଇଁ କିଏ ସମର୍ଥ ?
To the one we are the savour of death unto death; and to the other the savour of life unto life. And who is sufficient for these things?