2 Corinthians 12
1 ମୁଁ ଗର୍ବ କରି ଚାଲି ଥିବି। ଏହା ଦ୍ବାରା କିଛି ଲାଭ ନାହିଁ, କିନ୍ତୁ ମୁଁ ପ୍ରଭୁଙ୍କ ପ୍ରଦତ୍ତ 'ଦର୍ଶନ' ଓ 'ପ୍ରତ୍ଯାଦେଶ' ବିଷୟ ରେ କହିବି।
2 ମୁଁ ଚଉଦ ବର୍ଷ ପୂର୍ବରୁ ଘଟି ଥିବା ଗୋଟିଏ ଘଟଣା କହୁଛି। ଜଣେ ଖ୍ରୀଷ୍ଟ ରେ ଥିବା ଲୋକକୁ ମୁଁ ଜାଣେ (ସ୍ବଦହେ ରେ କି ଦହରହେିତ ହାଇେ, ତାହା ମୁଁ ଜାଣେ ନାହିଁ, ପରମେଶ୍ବର ଜାଣନ୍ତି) ଯାହାଙ୍କୁ ତୃତୀୟ ସ୍ବର୍ଗକୁ ନିଆଗଲା।
3 ମୁଁ ଜାଣେ ତାହାଙ୍କୁ ପାରଦୀଶକୁ ନିଆଗଲା। (ସ୍ବଦହେ ରେ କି ଦହରହେିତ ହାଇେ, ତାହା ମୁଁ ଜାଣେ ନାହିଁ, ପରମେଶ୍ବର ଜାଣନ୍ତି)।
4 ସେ ଏପରି ଶୁଣିବାକୁ ପାଇଲେ ୟହା ସେ ବୁଝଇେ ପାରିଲେ ନାହିଁ। ସେ କିଛି ବିଷୟ ଶୁଣିଲେ,
5 ଯାହା କୌଣସି ବ୍ଯକ୍ତିକୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମୁଁ ଏହିଭଳି ଲୋକ ପାଇଁ ଗର୍ବ କରିବାକୁ ଇଚ୍ଛା କରୁଛି, କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ, ମାତ୍ର ମାହେର ଦୁର୍ବଳତା ରେ ରଦର୍ପ କରିବି।
6 ଯଦିଓ ମୁଁ ନିଜ ଉପରେ ଗର୍ବ କରିବାକୁ ଚାହିଁଲି ତଥାପି ମୁଁ ମୂର୍ଖ ନୁହେଁ, କାରଣ ମୁଁ ସତ୍ଯକଥା କ ହେ। କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ କାରଣ ଲୋକେ ମାେ ବିଷୟ ରେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ତା ଠାରୁ ଅଧିକ ବୋଲି ମାେତେ ଭାବନ୍ତୁ, ଏହା ମୁଁ ଇଚ୍ଛା କରେ ନାହିଁ।
7 ମାେତେ ଦିଆଯାଇଥିବା ଆଶ୍ଚର୍ୟ୍ଯଜନକ ପ୍ରତ୍ଯାଦେଶଗୁଡ଼ିକ ପାଇଁ କାଳେ ମୁଁ ଅତ୍ଯଧିକ ଗର୍ବ କରିବି, ସେଥିପାଇଁ ମାେତେ ଶରୀର ରେ ୟନ୍ତ୍ରଣାଦାୟକ ଏକ କଣ୍ଟକ ଦିଆ ହେଲା। ଶୟତାନର ଦୂତ ସ୍ବରୂପେ ଏହା ମାେତେ ଦିଆଯାଇଛି ଓ ମୁଁ ଯେପରିକି ଅଧିକ ଗର୍ବ ନ କରେ। ମାେତେ ମାଡ଼ ମାରିବା ପାଇଁ ସେଥିପାଇଁ ତାହାକୁ ପଠାଯାଇଛି।
8 ମୁଁ ପ୍ରଭୁଙ୍କୁ ତିନି ଥର ପ୍ରାର୍ଥନା କଲି ଯେ ସେ ଏହି କଣ୍ଟକଟିକୁ ମାେ ଠାରୁ ଦୂ ରଇେ ଦିଅନ୍ତୁ।
9 କିନ୍ତୁ ପ୍ରଭୁ ମାେତେ କହିଲେ, ତୁମ୍ଭ ପାଇଁ ମାରେ ଅନୁଗ୍ରହ ୟଥେଷ୍ଟ। ଯେତବେେଳେ ତୁମ୍ଭେ ଦୁର୍ବଳ, ସେତବେେଳେ ମାରେ ଶକ୍ତି ତୁମ୍ଭଠା ରେ ପରିପୂର୍ଣ୍ଣତା ଭାବେ ଦଖାେ ଦିଏ। ଅତଏବ ମୁଁ ମାରେ ଦୁର୍ବଳତା ପାଇଁ ଗର୍ବ ଅନୁଭବ କରିବା ରେ ଆନନ୍ଦ ପାଏ। ଏହା ଦ୍ବାରା ଖ୍ରୀଷ୍ଟଙ୍କର ଶକ୍ତି ମାେ ଠା ରେ ରହିଥିବ।
10 ଅତଏବ ମାେ ଠା ରେ ଦୁର୍ବଳତା ଥିଲେ ମୁଁ ଆନନ୍ଦିତ ହୁଏ। କବଳେ ଖ୍ରୀଷ୍ଟଙ୍କ ସକାେଶ ଯେତବେେଳେ ମୁଁ ଅପମାନିତ ହୁଏ, ମୁଁ କଠିନ ସମୟ ଦଇେ ଗତି କରେ, ଯେତବେେଳେ ମାରେ କଷ୍ଟ ଥାଏ ବା ଯେତବେେଳେ ମାରେ ସମସ୍ଯା ଥାଏ, ସେତବେେଳେ ମୁଁ ଆନନ୍ଦ କରେ। ଯେତବେେଳେ ମୁଁ ଦୁର୍ବଳ, ସେତବେେଳେ ମୁଁ ପ୍ରକୃତ ରେ ଅତି ସବଳ, ଏଥିପାଇଁ ଅତିଶୟ ଆନନ୍ଦ କରେ।
1 It is not expedient for me doubtless to glory. I will come to visions and revelations of the Lord.
2 I knew a man in Christ above fourteen years ago, (whether in the body, I cannot tell; or whether out of the body, I cannot tell: God knoweth;) such an one caught up to the third heaven.
3 And I knew such a man, (whether in the body, or out of the body, I cannot tell: God knoweth;)
4 How that he was caught up into paradise, and heard unspeakable words, which it is not lawful for a man to utter.
5 Of such an one will I glory: yet of myself I will not glory, but in mine infirmities.
6 For though I would desire to glory, I shall not be a fool; for I will say the truth: but now I forbear, lest any man should think of me above that which he seeth me to be, or that he heareth of me.
7 And lest I should be exalted above measure through the abundance of the revelations, there was given to me a thorn in the flesh, the messenger of Satan to buffet me, lest I should be exalted above measure.
8 For this thing I besought the Lord thrice, that it might depart from me.
9 And he said unto me, My grace is sufficient for thee: for my strength is made perfect in weakness. Most gladly therefore will I rather glory in my infirmities, that the power of Christ may rest upon me.
10 Therefore I take pleasure in infirmities, in reproaches, in necessities, in persecutions, in distresses for Christ’s sake: for when I am weak, then am I strong.
2 Corinthians 12 in Tamil and English
1 ମୁଁ ଗର୍ବ କରି ଚାଲି ଥିବି। ଏହା ଦ୍ବାରା କିଛି ଲାଭ ନାହିଁ, କିନ୍ତୁ ମୁଁ ପ୍ରଭୁଙ୍କ ପ୍ରଦତ୍ତ 'ଦର୍ଶନ' ଓ 'ପ୍ରତ୍ଯାଦେଶ' ବିଷୟ ରେ କହିବି।
It is not expedient for me doubtless to glory. I will come to visions and revelations of the Lord.
2 ମୁଁ ଚଉଦ ବର୍ଷ ପୂର୍ବରୁ ଘଟି ଥିବା ଗୋଟିଏ ଘଟଣା କହୁଛି। ଜଣେ ଖ୍ରୀଷ୍ଟ ରେ ଥିବା ଲୋକକୁ ମୁଁ ଜାଣେ (ସ୍ବଦହେ ରେ କି ଦହରହେିତ ହାଇେ, ତାହା ମୁଁ ଜାଣେ ନାହିଁ, ପରମେଶ୍ବର ଜାଣନ୍ତି) ଯାହାଙ୍କୁ ତୃତୀୟ ସ୍ବର୍ଗକୁ ନିଆଗଲା।
I knew a man in Christ above fourteen years ago, (whether in the body, I cannot tell; or whether out of the body, I cannot tell: God knoweth;) such an one caught up to the third heaven.
3 ମୁଁ ଜାଣେ ତାହାଙ୍କୁ ପାରଦୀଶକୁ ନିଆଗଲା। (ସ୍ବଦହେ ରେ କି ଦହରହେିତ ହାଇେ, ତାହା ମୁଁ ଜାଣେ ନାହିଁ, ପରମେଶ୍ବର ଜାଣନ୍ତି)।
And I knew such a man, (whether in the body, or out of the body, I cannot tell: God knoweth;)
4 ସେ ଏପରି ଶୁଣିବାକୁ ପାଇଲେ ୟହା ସେ ବୁଝଇେ ପାରିଲେ ନାହିଁ। ସେ କିଛି ବିଷୟ ଶୁଣିଲେ,
How that he was caught up into paradise, and heard unspeakable words, which it is not lawful for a man to utter.
5 ଯାହା କୌଣସି ବ୍ଯକ୍ତିକୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମୁଁ ଏହିଭଳି ଲୋକ ପାଇଁ ଗର୍ବ କରିବାକୁ ଇଚ୍ଛା କରୁଛି, କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ, ମାତ୍ର ମାହେର ଦୁର୍ବଳତା ରେ ରଦର୍ପ କରିବି।
Of such an one will I glory: yet of myself I will not glory, but in mine infirmities.
6 ଯଦିଓ ମୁଁ ନିଜ ଉପରେ ଗର୍ବ କରିବାକୁ ଚାହିଁଲି ତଥାପି ମୁଁ ମୂର୍ଖ ନୁହେଁ, କାରଣ ମୁଁ ସତ୍ଯକଥା କ ହେ। କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ କାରଣ ଲୋକେ ମାେ ବିଷୟ ରେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ତା ଠାରୁ ଅଧିକ ବୋଲି ମାେତେ ଭାବନ୍ତୁ, ଏହା ମୁଁ ଇଚ୍ଛା କରେ ନାହିଁ।
For though I would desire to glory, I shall not be a fool; for I will say the truth: but now I forbear, lest any man should think of me above that which he seeth me to be, or that he heareth of me.
7 ମାେତେ ଦିଆଯାଇଥିବା ଆଶ୍ଚର୍ୟ୍ଯଜନକ ପ୍ରତ୍ଯାଦେଶଗୁଡ଼ିକ ପାଇଁ କାଳେ ମୁଁ ଅତ୍ଯଧିକ ଗର୍ବ କରିବି, ସେଥିପାଇଁ ମାେତେ ଶରୀର ରେ ୟନ୍ତ୍ରଣାଦାୟକ ଏକ କଣ୍ଟକ ଦିଆ ହେଲା। ଶୟତାନର ଦୂତ ସ୍ବରୂପେ ଏହା ମାେତେ ଦିଆଯାଇଛି ଓ ମୁଁ ଯେପରିକି ଅଧିକ ଗର୍ବ ନ କରେ। ମାେତେ ମାଡ଼ ମାରିବା ପାଇଁ ସେଥିପାଇଁ ତାହାକୁ ପଠାଯାଇଛି।
And lest I should be exalted above measure through the abundance of the revelations, there was given to me a thorn in the flesh, the messenger of Satan to buffet me, lest I should be exalted above measure.
8 ମୁଁ ପ୍ରଭୁଙ୍କୁ ତିନି ଥର ପ୍ରାର୍ଥନା କଲି ଯେ ସେ ଏହି କଣ୍ଟକଟିକୁ ମାେ ଠାରୁ ଦୂ ରଇେ ଦିଅନ୍ତୁ।
For this thing I besought the Lord thrice, that it might depart from me.
9 କିନ୍ତୁ ପ୍ରଭୁ ମାେତେ କହିଲେ, ତୁମ୍ଭ ପାଇଁ ମାରେ ଅନୁଗ୍ରହ ୟଥେଷ୍ଟ। ଯେତବେେଳେ ତୁମ୍ଭେ ଦୁର୍ବଳ, ସେତବେେଳେ ମାରେ ଶକ୍ତି ତୁମ୍ଭଠା ରେ ପରିପୂର୍ଣ୍ଣତା ଭାବେ ଦଖାେ ଦିଏ। ଅତଏବ ମୁଁ ମାରେ ଦୁର୍ବଳତା ପାଇଁ ଗର୍ବ ଅନୁଭବ କରିବା ରେ ଆନନ୍ଦ ପାଏ। ଏହା ଦ୍ବାରା ଖ୍ରୀଷ୍ଟଙ୍କର ଶକ୍ତି ମାେ ଠା ରେ ରହିଥିବ।
And he said unto me, My grace is sufficient for thee: for my strength is made perfect in weakness. Most gladly therefore will I rather glory in my infirmities, that the power of Christ may rest upon me.
10 ଅତଏବ ମାେ ଠା ରେ ଦୁର୍ବଳତା ଥିଲେ ମୁଁ ଆନନ୍ଦିତ ହୁଏ। କବଳେ ଖ୍ରୀଷ୍ଟଙ୍କ ସକାେଶ ଯେତବେେଳେ ମୁଁ ଅପମାନିତ ହୁଏ, ମୁଁ କଠିନ ସମୟ ଦଇେ ଗତି କରେ, ଯେତବେେଳେ ମାରେ କଷ୍ଟ ଥାଏ ବା ଯେତବେେଳେ ମାରେ ସମସ୍ଯା ଥାଏ, ସେତବେେଳେ ମୁଁ ଆନନ୍ଦ କରେ। ଯେତବେେଳେ ମୁଁ ଦୁର୍ବଳ, ସେତବେେଳେ ମୁଁ ପ୍ରକୃତ ରେ ଅତି ସବଳ, ଏଥିପାଇଁ ଅତିଶୟ ଆନନ୍ଦ କରେ।
Therefore I take pleasure in infirmities, in reproaches, in necessities, in persecutions, in distresses for Christ’s sake: for when I am weak, then am I strong.