Skip to content
CHRIST SONGS .IN
TAMIL CHRISTIAN SONGS .IN
  • Lyrics
  • Chords
  • Bible
  • /
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z

Index
  • A
  • B
  • C
  • D
  • E
  • F
  • G
  • H
  • I
  • J
  • K
  • L
  • M
  • N
  • O
  • P
  • Q
  • R
  • S
  • T
  • U
  • V
  • W
  • X
  • Y
  • Z
2 Corinthians 11 KJV ASV BBE DBY WBT WEB YLT

2 Corinthians 11 in Oriya WBT Compare Webster's Bible

2 Corinthians 11

1 ତୁମ୍ଭମାନେେ ମାହେର ଟକିଏ ମୂର୍ଖତା ସହି ନଇେଥିଲେ ଭଲ ହାଇେଥାନ୍ତା। କିନ୍ତୁ ତୁମ୍ଭେ ସତ ରେ ମାେ ପ୍ରତି ସହିଷ୍ଣୁ ଅଛ।

2 ମୁଁ ତୁମ୍ଭ ପ୍ରତି ଇର୍ଷା କରିଲି, ଏହା ପରମେଶ୍ବରଙ୍କ ଦତ୍ତ ମନୋଭାବ। ମୁଁ ପ୍ରତିଜ୍ଞା କରିଥିଲି ଯେ, ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପବିତ୍ର ସତୀକନ୍ଯା ହବୋ ପାଇଁ ତାହାଙ୍କଠା ରେ ସମର୍ପିତ କରିବି।

3 ସେ କବଳେ ତୁମ୍ଭମାନଙ୍କର ସ୍ବାମୀ ହବେେ। କିନ୍ତୁ ମୁଁ ଭୟ କରୁଛି ଯେ, ଯେପରି ହବ୍ବା ସର୍ପର ପ୍ରବଞ୍ଚନା ଦ୍ବାରା ପ୍ରଭାବିତ ହାଇେଥିଲା, ସହେି ଭଳି ତୁମ୍ଭମାନଙ୍କ ମନ ମଧ୍ଯ ଖ୍ରୀଷ୍ଟଙ୍କ ପ୍ରତି ସତ୍ଯ ଓ ପବିତ୍ର ସମର୍ପଣ ଠାରୁ ଦୂରକୁ ଚାଲି ୟିବ।

4 କାରଣ ଆମ୍ଭେ ଯେଉଁ ଯୀଶୁଙ୍କ ପ୍ରଚାର କରିଛୁ, ତାହାଠାରୁ ଭିନ୍ନ କଥା କହେି ଯୀଶୁଙ୍କର ବିଷୟ ରେ ପ୍ରଚାର କଲେ, ଅଥବା ଆମ୍ଭଠାରୁ ଯେଉଁ ପବିତ୍ର ଆତ୍ମା ବା ସୁସମାଚାର ବିଷୟ ରେ ତୁମ୍ଭମାନେେ ଶୁଣିଛ, ତା'ଠାରୁ ଭିନ୍ନ ଅନ୍ୟ ଆତ୍ମା ବା ସୁସମାଚାର ବିଷୟ ରେ ଯେତବେେଳେ ସମାନେେ କୁହନ୍ତି, ସେତବେେଳେ ତୁମ୍ଭମାନେେ ର୍ଧୈୟ୍ଯ ପୂର୍ବକ ସମାନଙ୍କେ ଠାରୁ ଶୁଣୁଛ।

5 ମୁଁ ଭାବୁ ନାହିଁ ଯେ, ସହେି ମହାନ ପ୍ ରରେିତମାନେ ମାେ ଠାରୁ କୌଣସି ଗୁଣ ରେ ଅଧିକ।

6 ଏହା ସତ୍ଯ ଯେ ମୁଁ ପ୍ରଶିକ୍ଷିତ ବକ୍ତା ନୁହେଁ, କିନ୍ତୁ ମାରେ ଜ୍ଞାନ ଅଛି। ଆମ୍ଭେ ଏହି କଥାଟିକୁ ତୁମ୍ଭମାନଙ୍କୁ ସବୁ ପ୍ରକାର ରେ ସୂକ୍ଷ୍ମ ଭାବରେ ଦଖାଇେ ଦଇେଛୁ।

7 ମୁଁ ତୁମ୍ଭମାନଙ୍କୁ ବିନା ମୂଲ୍ଯ ରେ ପରମେଶ୍ବରଙ୍କ ସୁସମାଚାର ଦଇେଛି। ତୁମ୍ଭମାନଙ୍କୁ ମହତପୂର୍ଣ୍ଣ କରିବା ପାଇଁ ମୁଁ ନମ୍ର ହାଇେ ଯାଇଥିଲି। ତୁମ୍ଭମାନେେ କ'ଣ ଭାବୁଛ ଯେ ମୁଁ ଭୁଲ କରିଥିଲି ?

8 ମୁଁ ତୁମ୍ଭମାନଙ୍କ ସବୋକାର୍ୟ୍ଯ ପାଇଁ ଅନ୍ୟ ମଣ୍ଡଳୀମାନଙ୍କ ଠାରୁ ଅର୍ଥ (ବା ସମାନେେ ଦରିଦ୍ର ହେଲେ ମଧ୍ଯ ସମାନଙ୍କେଠାରୁ ଅର୍ଥ ଗ୍ରହଣ କରିବା) ଗ୍ରହଣ କରିଛି।

9 ତୁମ୍ଭମାନଙ୍କ ସହିତ ଥିବା ବେଳେ, ମାରେ ଆବଶ୍ଯକତା ଗୁଡ଼ିକ ପାଇଁ ମୁଁ ତୁମ୍ଭମାନଙ୍କୁ ହଇରାଣ କରି ନାହିଁ। ଯେଉଁ ଭାଇମାନେ ମାକିଦନିଆରୁ ଆସିଥିଲେ ସମାନେେ ମାରେ ସମସ୍ତ ଆବଶ୍ଯକତା ଗୁଡ଼ିକୁ ପୂରଣ କଲେ। ମୁଁ କୌଣସି ପ୍ରକାର ତୁମ୍ଭମାନଙ୍କ ଉପରେ ବୋଝ ହାଇେ ନାହିଁ ଓ ଭବିଷ୍ଯତ ରେ ମଧ୍ଯ କଦାପି ହବେି ନାହିଁ।

10 ମୁଁ ଯୀଶୁ ଖ୍ରୀଷ୍ଟଙ୍କଠା ରେ ଥାଇ ସତ୍ଯକହୁଛି, ସହେି ବିଷୟ ରେ ଗର୍ବ ପୂର୍ବକ କହିବା ପାଇଁ ମାେତେ ସମଗ୍ର ଆଖାଯା ରେ କହେି ଅଟକାଇ ପାରିବ ନାହିଁ।

11 ମୁଁ କାହିଁକି ତୁମ୍ଭମାନଙ୍କ ପାଇଁ ବୋଝ ହେଉ ନାହିଁ ? ଏହା କ'ଣ ଏଥିପାଇଁ ଯେ ମୁଁ ତୁମ୍ଭମାନଙ୍କୁ ଭଲ ପାଏ ନାହିଁ ? ନା, ପରମେଶ୍ବର ଜାଣନ୍ତି ଯେ, ମୁଁ ତୁମ୍ଭମାନଙ୍କୁ ଭଲ ପାଏ।

12 ମୁଁ ଯାହା କରୁଛି, ତାହା କରି ଚାଲି ଥିବି। ସହେି ଲୋକମାନଙ୍କର ଗର୍ବ କରିବା ପାଇଁ ଯେପରି କୌଣସି କାରଣ ରହିବ ନାହିଁ, ସେଥିପାଇଁ ମୁଁ ଏପରି କରିଚାଲିଥିବି।

13 ସମାନେେ ସବୁବେଳେ ଦେଖଇବାକୁ ଚେଷ୍ଟା କରନ୍ତି ଯେ, ଯେଉଁ କାରଣ ପାଇଁ ଆମ୍ଭେ ଗର୍ବ କରୁଛୁ, ସମାନେେ ମଧ୍ଯ ସେଥିପାଇଁ ଗର୍ବ କରନ୍ତି। ସମାନେେ ଭଣ୍ଡ ପ୍ ରରେିତ। ସମାନେେ ପ୍ରତାରକ। ଲୋକେ ଯେପରି ସମାନଙ୍କେୁ ଖ୍ରୀଷ୍ଟଙ୍କର ପ୍ ରରେିତ ବୋଲି ଭାବିବେ, ଏଥିପାଇଁ ସମାନେେ ନିଜର ବେଶ ବଦଳାଇଥାନ୍ତି।

14 ଏହା ଆମ୍ଭକୁ ଆଶ୍ଚର୍ୟ୍ଯ ଲାଗୁ ନାହିଁ। କାରଣ ଏପରି କି ଶୟତାନ ନିଜେ ମଧ୍ଯ ତଜେସ୍ବୀ ସ୍ବର୍ଗଦୂତର ରୂପ ଧାରଣ କରେ।

15 ଅତଏବ, ତା'ର ସବେକମାନେ ଯଦି ଧାର୍ମିକତାର ସବେକରୂପ ଧାରଣ କରନ୍ତି, ଏହା କ'ଣ ଆଶ୍ଚର୍ୟ୍ଯର କଥା ? କିନ୍ତୁ ଶଷେ ରେ ସମାନେେ ତାଙ୍କ କର୍ମ ପାଇଁ ଅବଶ୍ଯ ଦଣ୍ଡ ପାଇବେ।

16 ମୁଁ ପୁନର୍ବାର କହୁଛି, କହେି ମାେତେ ମୂର୍ଖ ବୋଲି ଭାବିବା ଉଚିତ ନୁହେଁ। କିନ୍ତୁ ଯଦି ତୁମ୍ଭମାନେେ ମାେତେ ମୂର୍ଖ ବୋଲି ଭାବ, ତା ହେଲେ ମୂର୍ଖକୁ ଗ୍ରହଣ କଲାଭଳି ମାେତେ ଗ୍ରହଣ କର।

17 ତା ହେଲେ ମୁଁ ମଧ୍ଯ ସାମାନ୍ଯ ଗର୍ବ କରି ପାରିବି। ଯେପରି ପ୍ରଭୁ କହିଥାନ୍ତେ, ଯେପରି ମୁଁ କହୁ ନାହିଁ। ମୁଁ ଜଣେ ମୂର୍ଖ ଭଳି ଗର୍ବ କରେ।

18 ଅନକେ ଲୋକ ତାହାଙ୍କର ସାଂସାରିକ ଜୀବନ ପାଇଁ ଗର୍ବ କରନ୍ତି, ସହେି ଭଳି ମୁଁ ମଧ୍ଯ ଗର୍ବ କରୁଛି।

19 ତୁମ୍ଭମାନେେ ଜ୍ଞାନୀ ହାଇେଥିବାରୁ ଖୁସି ରେ ମୂର୍ଖମାନଙ୍କ ପ୍ରତି ସହନଶୀଳ ହୁଅ।

20 କାରଣ ତୁମ୍ଭମାନେେ ତୁମ୍ଭକୁ ଦାସ ଭଳି ବ୍ଯବହାର କରୁଥିବା, ଫାନ୍ଦ ରେ ପକାଇ ଧରୁଥିବା, ନିଜକୁ ତୁମ୍ଭମାନଙ୍କଠାରୁ ବଡ଼ ବୋଲି କହୁଥିବା ଓ ତୁମ୍ଭମାନଙ୍କ ଗାଲ ରେ ଚାପୁଡ଼ା ମାରୁଥିବା ଲୋକମାନଙ୍କ ପ୍ରତି ସହନଶୀଳ ହାଇେଛ।

21 ଏହା କହିବା ମାେ ପାଇଁ ଲଜ୍ଜାଜନକ। କିନ୍ତୁ ତୁମ୍ଭମାନଙ୍କ ପ୍ରତି ଏପରି କରିବା ଦୃଷ୍ଟିରୁ ଆମ୍ଭମାନେେ ଅତି ଦୁର୍ବଳ ହାଇଯୋଇଛୁ।

22 ସମାନେେ କବଳେ କ'ଣ ଏବ୍ରୀ ? ମୁଁ ମଧ୍ଯ।

23 ସମାନେେ କ'ଣ କବଳେ ଇଶ୍ରାୟେଲୀୟ ? ମୁଁ ମଧ୍ଯ। ସମାନେେ କ'ଣ କବଳେ ଅବ୍ରହାମଙ୍କ ବଂଶଧାରୀ ? ମୁଁ ମଧ୍ଯ। ସମାନେେ କ'ଣ କବଳେ ଖ୍ରୀଷ୍ଟଙ୍କ ସବେକ ? ମୁଁ ମଧ୍ଯ ମୁଁ କ'ଣ ପାଗଳ ସେଥିପାଇଁ ଏପରି ଦର୍ପ କରୁଛି ? ସମାନଙ୍କେ ତୁଳନା ରେ ମୁଁ ଅଧିକ କଠାେର ପରିଶ୍ରମ କରିଛି। ମୁଁ ଥରକୁ ଥର କାରାବରଣ କରିଛି। ମାେତେ ଥରକୁ ଥର ମାଡ଼ ମରାଯାଇଛି। ଅନକେ ଥର ମୁଁ ମୃତ୍ଯୁର ସନ୍ନିକଟ ହାଇେଛି।

24 ମୁଁ ୟିହୁଦୀମାନଙ୍କ ଠାରୁ ପାଞ୍ଚ ଥର ରେ ଅଣଚାଳିଶି ଥର ଚାବୁକ ମାଡ଼ ଖାଇଛି।

25 ମୁଁ ତିନିଥର ବତେ ମାଡ଼ ଖାଇଛି, ଥରେ ପଥର ଆଘାତ ସହିଛି। ଏହା ଛଡ଼ା ମୁଁ ତିନି ଥର ଜାହାଜ ଭାଙ୍ଗିବା ବେଳେ ସେଥି ରେ ଥିଲି, ତା'ମଧ୍ଯରୁ ଥରେ ରାତି ଓ ତା ଆର ଦିନ ଯାକ ସମୁଦ୍ର ରେ ପଡ଼ି ରହିଥିଲି।

26 ମୁଁ ଅନକେ ଥର ଯାତ୍ରା କରିଛି। ଏହି ଯାତ୍ରା ମାନଙ୍କ ରେ ନଦୀ ରେ ଲୁଣ୍ଠନକାରୀମାନଙ୍କଠାରୁ ମାରେନିଜ ଲୋକମାନଙ୍କଠାରୁ, ଅଣଯିହୂଦୀ ମାନଙ୍କଠାରୁ ମୁଁ ବିପଦ ରେ ଥିଲି। ନଗର ମାନଙ୍କ ରେ, ନିର୍ଜନ ସ୍ଥାନ ଗୁଡ଼ିକରେ, ଏବଂ ସମୁଦ୍ର ରେ, ମଧ୍ଯ ମୁଁ ବିପଦ ରେ ପଡ଼ିଥିଲି। ଯେଉଁଲୋକମାନେ ମିଛ ରେ ଭାଇ ବୋଲାଉ ଥିଲେ ସମାନଙ୍କେ ପାଇଁ ମୁଁ ବିପଦ ରେ ପଡ଼ିଥିଲି।

27 ମୁଁ କଠାେର ପରିଶ୍ରମ କରି କ୍ଲାନ୍ତିପୂର୍ଣ୍ଣ ଜୀବନ ଯାପନ କରିଛି। ଅନକେ ଥର ମୁଁ ଶୋଇ ନାହିଁ। ମୁଁ ଅନାହାର ମଧ୍ଯ ଦଇେ ଗତି କରିଛି। ଅନକେ ଥର ମାେ ପାଖ ରେ ଖାଇବାକୁ କିଛି ନ ଥାଏ। ଲୁଗାପଟା ବିନା ଥଣ୍ଡା ରେ ମୁଁ ରହିଛି।

28 ଆହୁରି ମଧ୍ଯ ଅନକେ ଗୁଡ଼ିଏ ସମସ୍ଯା ଦଇେ ମୁଁ ଗତି କରିଛି। ତହିଁ ମଧ୍ଯରୁ ଗୋଟିଏ ହେଲା ସମସ୍ତ ମଣ୍ଡଳୀ ମାନଙ୍କର ଚିନ୍ତା, ପ୍ରତିଦିନ ସହେି ଚିନ୍ତା ରେ ମୁଁ ରହୁଛି।

29 ଯଦି ଜଣେ କହେି ଦୁର୍ବଳ, ମୁଁ ମଧ୍ଯ ଦୁର୍ବଳ। ଯଦି କୌଣସି ଲୋକ ପାପରେ ଚାଲିବା ନିମନ୍ତେ ପ୍ରବୃତ୍ତ ହୁଏ, ତବେେ ମୁଁ ଅନ୍ତର ମଧ୍ଯରୁ ୟନ୍ତ୍ରଣା ଅନୁଭବ କରେ।

30 ଯଦି ମାରେ ଦର୍ପ (ଗର୍ବ) କରିବା କଥା, ତା' ହେଲେ ମୁଁ ମାେ ନିଜର ଦୁର୍ବଳତା ଗୁଡ଼ିକ ପାଇଁ ଗର୍ବ କରିବି।

31 ପରମେଶ୍ବର ଜାଣନ୍ତି ଯେ, ମୁଁ ମିଥ୍ଯା କହୁ ନାହିଁ। ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା।

32 ସେ ସର୍ବଦା ପ୍ରଶଂସିତ ହବୋ କଥା। ମୁଁ ଯେତବେେଳେ ଦମ୍ମସକଠାେ ରେ ଥିଲି, ଅରିତ଼ସ୍ ରାଜାଙ୍କ ରାଜ୍ଯପାଳ ନଗରର ଚାରି ପଟେ ପ୍ରହରୀମାନଙ୍କୁ ରଖି ମାେତେ ବନ୍ଦୀ କରିବା ପାଇଁ ଚେଷ୍ଟା କରିଥିଲେ।

33 କିନ୍ତୁ ସହର ପାଚରେୀ ରେ ଥିବା ଗୋଟିଏ ଝରକା ବାଟ ଦଇେ, ଗୋଟିଏ ବାକ୍ସ ରେ ବସାଇ ମାେତେ କେତକେ ବନ୍ଧୁମାନଙ୍କ ଦ୍ବାରା ବାହାରକୁ ଓହ୍ଲାଇ ନିଆ ୟିବାରୁ ମୁଁ ରାଜ୍ଯପାଳଙ୍କ ହାତରୁ ରକ୍ଷା ପାଇ ଗଲି।

  • Tamil
  • Hindi
  • Malayalam
  • Telugu
  • Kannada
  • Gujarati
  • Punjabi
  • Bengali
  • Oriya
  • Nepali

By continuing to browse the site, you are agreeing to our use of cookies.

Close