2 Corinthians 10:1 in Oriya

Oriya Oriya Bible 2 Corinthians 2 Corinthians 10 2 Corinthians 10:1

2 Corinthians 10:1
ମୁଁ ପାଉଲ, ଖ୍ରୀଷ୍ଟଙ୍କ ପରି ମୁଁ ମୃଦୁଭାବରେ ତୁମ୍ଭମାନଙ୍କୁ ନିବଦନେ କରେ। କେତକେ ଲୋକ କୁହନ୍ତି, ମୁଁ ତୁମ୍ଭ ମଧିଅରେ ଥିଲା ବେଳେ ନମ୍ର ଥାଏ କିନ୍ତୁ ଦୂର ରେ ଥିଲା ବେଳେ ସାହସୀ ବା ନିର୍ଭୟ ଅଟେ।

2 Corinthians 102 Corinthians 10:2

2 Corinthians 10:1 in Other Translations

King James Version (KJV)
Now I Paul myself beseech you by the meekness and gentleness of Christ, who in presence am base among you, but being absent am bold toward you:

American Standard Version (ASV)
Now I Paul myself entreat you by the meekness and gentleness of Christ, I who in your presence am lowly among you, but being absent am of good courage toward you:

Bible in Basic English (BBE)
Now I, Paul, myself make request to you by the quiet and gentle behaviour of Christ, I who am poor in spirit when with you, but who say what is in my mind to you without fear when I am away from you:

Darby English Bible (DBY)
But I myself, Paul, entreat you by the meekness and gentleness of the Christ, who, as to appearance, [when present] [am] mean among you, but absent am bold towards you;

World English Bible (WEB)
Now I Paul, myself, entreat you by the humility and gentleness of Christ; I who in your presence am lowly among you, but being absent am of good courage toward you.

Young's Literal Translation (YLT)
And I, Paul, myself, do call upon you -- through the meekness and gentleness of the Christ -- who in presence, indeed `am' humble among you, and being absent, have courage toward you,

Now
Αὐτὸςautosaf-TOSE
I
δὲdethay
Paul
ἐγὼegōay-GOH
myself
ΠαῦλοςpaulosPA-lose
beseech
παρακαλῶparakalōpa-ra-ka-LOH
you
ὑμᾶςhymasyoo-MAHS
by
διὰdiathee-AH
the
τῆςtēstase
meekness
πρᾳότητοςpraotētospra-OH-tay-tose
and
καὶkaikay
gentleness
ἐπιεικείαςepieikeiasay-pee-ee-KEE-as
of

τοῦtoutoo
Christ,
Χριστοῦchristouhree-STOO
who
ὃςhosose
in
κατὰkataka-TA
presence
πρόσωπονprosōponPROSE-oh-pone
am

μὲνmenmane
base
ταπεινὸςtapeinosta-pee-NOSE
among
ἐνenane
you,
ὑμῖνhyminyoo-MEEN
but
ἀπὼνapōnah-PONE
being
absent
δὲdethay
am
bold
θαῤῥῶtharrhōthahr-ROH
toward
εἰςeisees
you:
ὑμᾶς·hymasyoo-MAHS

Cross Reference

2 Corinthians 10:10
କେତକେ ଲୋକ କୁହନ୍ତି ପାଉଲଙ୍କ ପତ୍ରଗୁଡ଼ିକ ଶକ୍ତିସମ୍ପନ୍ନ ଓ ମହତ୍ବପୂର୍ଣ୍ଣ କିନ୍ତୁ ଯେତବେେଳେ ସେ ଆମ୍ଭ ସହିତ ଥାଆନ୍ତି ସେ ଦୁର୍ବଳ ଓ ତାଙ୍କର କଥା ଗୁଡ଼ିକ ଏତେ ପ୍ରଭାବଶାଳୀ ହୁଏ ନାହିଁ।

Matthew 11:29
ମାରେ କାର୍ୟ୍ଯଭାର ତୁମ୍ଭେ ଗ୍ରହଣ କର। ମାଠାରୁେ ଶିଖ। କାରଣ ମୁଁ ଆତ୍ମା ରେ ସରଳ ଓ ନମ୍ର ତାଣୁ ତୁମ୍ଭେ ନିଜ ଅତ୍ମା ରେ ବିଶ୍ରାମ ପାଇବ।

Galatians 5:2
ଶୁଣ ! ମୁଁ ପାଉଲ କହୁଛି, ଯଦି ତୁମ୍ଭମାନେେ ସୁନ୍ନତ ହାଇେ ବ୍ଯବସ୍ଥା ନିକଟକୁ ଫରେି ୟିବ, ତା ହେଲେ ଖ୍ରୀଷ୍ଟ ତୁମ୍ଭମାନଙ୍କ ପାଇଁ ଲାଭଦାୟକ ହବେେ ନାହିଁ।

Romans 12:1
ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ବରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭମାନେେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ବରୂପ ପରମେଶ୍ବରଙ୍କୁ ଅର୍ପଣ କର।ଏହା କବଳେ ତାହାଙ୍କୁ ସମର୍ପିତ ହବେ। ଏହା ପରମେଶ୍ବରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ଆତ୍ମୀକ ଉପାସନା ଅଟେ।

Zechariah 9:9
ହେ ସିୟୋନର କନ୍ଯା ଆନନ୍ଦ କର! ହେ ୟିରୁଶାଲମର କନ୍ଯା, ଚିତ୍କାର କର! ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। ସେ ଧାର୍ମିକ ରାଜା ଓ ସେ ଜଯଲାଭ କରିଛନ୍ତି। ସେ ଅତ୍ଯନ୍ତ ନମ୍ର। ସେ ଏକ ୟୁବ ଗଧ ଉପ ରେ ବସି ଆସୁଛନ୍ତି।

1 Corinthians 2:3
ଏଣୁ ମୁଁ ଦୁର୍ବଳ ଓ ଭୟ ରେ ଥରି ଥରି ସଠାେକୁ ଆସିଥିଲି।

2 Corinthians 12:7
ମାେତେ ଦିଆଯାଇଥିବା ଆଶ୍ଚର୍ୟ୍ଯଜନକ ପ୍ରତ୍ଯାଦେଶଗୁଡ଼ିକ ପାଇଁ କାଳେ ମୁଁ ଅତ୍ଯଧିକ ଗର୍ବ କରିବି, ସେଥିପାଇଁ ମାେତେ ଶରୀର ରେ ୟନ୍ତ୍ରଣାଦାୟକ ଏକ କଣ୍ଟକ ଦିଆ ହେଲା। ଶୟତାନର ଦୂତ ସ୍ବରୂପେ ଏହା ମାେତେ ଦିଆଯାଇଛି ଓ ମୁଁ ଯେପରିକି ଅଧିକ ଗର୍ବ ନ କରେ। ମାେତେ ମାଡ଼ ମାରିବା ପାଇଁ ସେଥିପାଇଁ ତାହାକୁ ପଠାଯାଇଛି।

2 Corinthians 13:2
ମୁଁ ଯେତବେେଳେ ତୁମ୍ଭମାନଙ୍କ ସହିତ ଦ୍ବିତୀୟ ଥର ପାଇଁ ଯାଇଥିଲି, ମୁଁ ପାପୀମାନଙ୍କୁ ସତର୍କ କରି ଦଇେଥିଲି। ମୁଁ ଏବେ ତୁମ୍ଭମାନଙ୍କଠାରୁ ଦୂର ରେ ଅଛି ଓ ଅନ୍ୟ ପାପୀ ଲୋକମାନଙ୍କୁ ସତର୍କ କରି ଦେଉଛି ଯେ ଯେତବେେଳେ ମୁଁ ତୁମ୍ଭମାନଙ୍କ ପାଖକୁ ୟିବି, ତୁମ୍ଭମାନଙ୍କ ପାପ ପାଇଁ ଦଣ୍ଡ ଦବେି।

Galatians 4:13
ତୁମ୍ଭମାନେେ ମାେ ପାଇଁ ଖୁବ୍ ଭଲ ଥିଲ। ତୁମ୍ଭମାନେେ ମନେ ପକାଅ, ମୁଁ ପ୍ରଥମ ଥର ତୁମ୍ଭମାନଙ୍କ ପାଖକୁ ଆସି ଥିଲି। ଯେ ହତେୁ ମୁଁ ଅସୁସ୍ଥ ଥିଲି। ସେ ସମୟରେ ମୁଁ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିଲି।

Ephesians 4:1
ମୁଁ ପ୍ରଭୁଙ୍କର ହାଇେ ଥିବାରୁ କାରାଗାର ରେ ବନ୍ଦୀରୂପେ ଅଛି। ତୁମ୍ଭମାନଙ୍କୁ ପରମେଶ୍ବର ନିଜ ଲୋକ ବୋଲି ବାଛିଛନ୍ତି। ଅତଏବ ପରମେଶ୍ବରଙ୍କ ଲୋକମାନେ ଯେଉଁଭଳି ଜୀବନଯାପନ କରିବା ଉଚିତ୍, ତୁମ୍ଭମାନେେ ସହେିଭଳି ଜୀବନଯାପନ କର।

2 Thessalonians 3:17
ମୁଁ (ପାଉଲ), ସେ ନିଜ ହାତ ରେ ଲେଖିଥିବା ଏହି ପତ୍ର ମାେ ଦସ୍ତଖତ କରି ସମାପ୍ତ କରୁଛି। ପତ୍ରଗୁଡ଼ିକ ମାରେ ବୋଲି ଜଣାଇ ଦବୋ ପାଇଁ ମୁଁ ମାରେ ସମସ୍ତ ପତ୍ର ରେ ଦସ୍ତଖତ କରିଛି। ମାେ ଲେଖିବାର ଢ଼ଙ୍ଗ ଏହିପରି।

Philemon 1:9
କିନ୍ତୁ ମୁଁ ତୁମ୍ଭକୁ ପ୍ ରମେ ରେ ନିବଦନେ କରିବାକୁ ଇଚ୍ଛା କରେ। ମୁଁ ପାଉଲ, ବୁଢ଼ା ହାଇେ ଗଲିଣି ଓ ଖ୍ରୀଷ୍ଟଯୀଶୁଙ୍କ ପାଇଁ ବନ୍ଦୀ ହାଇେଛି।

1 Peter 2:11
ପ୍ରିୟ ମିତ୍ରଗଣ, ତୁମ୍ଭମାନେେ ଏହି ଜଗତ ରେ ବିଦେଶୀ ଓ ପ୍ରବାସୀ ଲୋକ ଭାବରେ ଅଛ। ଅତଏବ ତୁମ୍ଭମାନଙ୍କର ଶରୀର ଇଚ୍ଛା କରୁଥିବା ମନ୍ଦ କାମଗୁଡ଼ିକରୁ ଦୂର ରେ ରୁହ। ଏହି କାମଗୁଡ଼ିକ ତୁମ୍ଭ ଆତ୍ମା ବିରୁଦ୍ଧ ରେ ସଂଘର୍ଷ କରନ୍ତି।

1 Peter 2:22
ସେ କୌଣସି ପାପ କରି ନ ଥିଲେ ଓ କୌଣସି ମିଛ କଥା ମୁହଁ ରେ ଉଚ୍ଚାରଣ କରି ନ ଥିଲେ। ୟିଶାଇୟ 53:9

Revelation 1:9
ଯୀଶୁଙ୍କ ଦୁଃଖ ଭୋଗ ରାଜ୍ଯ ଓ ର୍ଧୈୟ୍ଯ ରେ ତୁମ୍ଭମାନଙ୍କର ସହଭାଗୀ ଭାଇ ମୁଁ ଯୋହନ, ପରମେଶ୍ବରଙ୍କ ବାକ୍ଯ ପ୍ରଚାର ଓ ଯୀଶୁଙ୍କର ସାକ୍ଷୀ ହବୋ ହତେୁ ନିର୍ବାସିତ ହାଇେ ପାତ୍ମ ଦ୍ବୀପରେ ଥିଲି କାରଣ ମୁଁ ପରମେଶ୍ବରଙ୍କର ବାକ୍ଯ ପ୍ରଚାର କଲି। ମୁଁ ଯୀଶୁଙ୍କ ବିଷୟ ରେ ସାକ୍ଷ୍ଯ ଦଲେି।

2 Corinthians 12:5
ଯାହା କୌଣସି ବ୍ଯକ୍ତିକୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମୁଁ ଏହିଭଳି ଲୋକ ପାଇଁ ଗର୍ବ କରିବାକୁ ଇଚ୍ଛା କରୁଛି, କିନ୍ତୁ ମୁଁ ନିଜ ପାଇଁ ଗର୍ବ କରିବି ନାହିଁ, ମାତ୍ର ମାହେର ଦୁର୍ବଳତା ରେ ରଦର୍ପ କରିବି।

2 Corinthians 11:30
ଯଦି ମାରେ ଦର୍ପ (ଗର୍ବ) କରିବା କଥା, ତା' ହେଲେ ମୁଁ ମାେ ନିଜର ଦୁର୍ବଳତା ଗୁଡ଼ିକ ପାଇଁ ଗର୍ବ କରିବି।

2 Corinthians 11:21
ଏହା କହିବା ମାେ ପାଇଁ ଲଜ୍ଜାଜନକ। କିନ୍ତୁ ତୁମ୍ଭମାନଙ୍କ ପ୍ରତି ଏପରି କରିବା ଦୃଷ୍ଟିରୁ ଆମ୍ଭମାନେେ ଅତି ଦୁର୍ବଳ ହାଇଯୋଇଛୁ।

Isaiah 42:3
ଏପରିକି ସେ ଗୋଟିଏ ଛଚୋନଳ ଭାଙ୍ଗିବେ ନାହିଁ, ଏପରିକି ଗୋଟିଏ ନିଷ୍ଠୁର ବଳିତା ଲିଭାଇବେ ନାହିଁ। ସେ ନ୍ଯାଯ ବିଚାର କରିବେ ଓ ସତ୍ଯ ଉଦ୍ଘାଟନ କରିବେ।

Matthew 12:19
ସେ ୟୁକ୍ତି କହିବେ ନାହିଁ କି ପାଟିତୁଣ୍ଡ କରିବେ ନାହିଁ। ଲୋକେ ଗଳିର ତାହାଙ୍କ କଥା ଶୁଣିବେ ନାହିଁ।

Matthew 21:5
ସିୟୋନ ନଗରୀକୁ କୁହ: ' ଦେଖ, ତୁମ୍ଭର ରାଜା ତୁମ୍ଭ ପାଖକୁ ଆସୁଛନ୍ତି। ସେ ନମ୍ର ଓ ସେ ଗୋଟିଏ ଗଧ ଉପରେ ଚ଼ଢ଼ି ଆସୁଛନ୍ତି। ହଁ, ଗୋଟିଏ ଗଧଛୁଆ ଉପରେ ଚ଼ଢ଼ିଛନ୍ତି, ସହେି ଛୁଆ ଏକ ସ୍ତନ୍ଯପାଯୀ ଗଧରୁ ଜନ୍ମ ହାଇେଛି।'ଜିଖରିୟ 9:9

Acts 8:32
ସେ ଶାସ୍ତ୍ରର ପାଠ କରିଥିବା ଅଂଶ ଏହା ଥିଲା:

Romans 10:20
ଏହା ପରେ ୟିଶାଇୟ ନିର୍ଭୟ ହାଇେ କହନ୍ତି:

Romans 15:15
କିନ୍ତୁ ପୁନର୍ବାର ମନେ ପକାଇବା ପାଇଁ ମୁଁ ଖୋଲାଖାଲିେ ଭାବେ କେତକେ ବିଷୟ ରେ ଲେଖିଥିଲି। ପରମେଶ୍ବରଙ୍କ ଠାରୁ ବିଶଷେ ଅନୁଗ୍ରହଦାନ ପାଇଥିବାରୁ, ମୁଁ ଏପରି କଲି।

1 Corinthians 4:10
ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୂର୍ଖ ହାଇେଛୁ। କିନ୍ତୁ ତୁମ୍ଭମାନେେ ନିଜକୁ ଖ୍ରୀଷ୍ଟଙ୍କଠା ରେ ବୁଦ୍ଧିମାନ୍ ବୋଲି ଭାବୁଛ। ଆମ୍ଭେ ଦୁର୍ବଳ, ତୁମ୍ଭମାନେେ ନିଜକୁ ବଳବାନ ମନେ କରୁଛ। ଲୋକେ ତୁମ୍ଭମାନଙ୍କୁ ସମ୍ମାନ ଦିଅନ୍ତି କିନ୍ତୁ ଆମ୍ଭମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ।

1 Corinthians 16:21
ମୁଁ ପାଉଲ, ନିଜ ହାତ ରେ ତୁମ୍ଭମାନଙ୍କୁ ନମସ୍କାର ଲେଖି ଜଣାଉଛି।

2 Corinthians 3:12
ଆମ୍ଭମାନଙ୍କଠା ରେ ଏହି ପ୍ରକାରର ଭରସା ରଖିଥିବା ହତେୁ ଆମ୍ଭେ ଅତି ସାହସୀ।

2 Corinthians 5:20
ସେ ଆମ୍ଭ ମାଧ୍ଯମ ରେ ପୃଥିବୀର ଲୋକମାନଙ୍କୁ ଡ଼ାକୁଛନ୍ତି। ଯେତବେେଳେ ଆମ୍ଭେ ତୁମ୍ଭମାନଙ୍କୁ ପରମେଶ୍ବରଙ୍କ ସହିତ ପୁନର୍ମିଳିତ ହବୋ ପାଇଁ ଅନୁ ରୋଧ କରୁ,

2 Corinthians 6:1
ଆମ୍ଭମାନେେ ପରମେଶ୍ବରଙ୍କ ସହିତ କାମ କରୁଥିବା ହତେୁ ତୁମ୍ଭମାନଙ୍କୁ ବିନତି କରୁ ଯେ, ପରମେଶ୍ବରଙ୍କ ଠାରୁ ଯେଉଁ ଅନୁଗ୍ରହ ତୁମ୍ଭମାନେେ ପାଇଛ, ତାହା ଯେପରି ବ୍ଯର୍ଥ ନ ଯାଏ।

2 Corinthians 7:4
ତୁମ୍ଭମାନଙ୍କ ବିଷୟ ରେ ମାରେ ଏହି ଦୃଢ଼ବୋଧ ଅଛି। ମୁଁ ତୁମ୍ଭ ପାଇଁ ବହୁତ ଗର୍ବିତ। ତୁମ୍ଭମାନେେ ମାେତେ ଅଧିକ ଉତ୍ସାହ ଦଇେଥାଅ। ସେଥିପାଇଁ ସମସ୍ତ ଯାତନା ଭିତ ରେ ମଧ୍ଯ ମାରେ ଆନନ୍ଦ କହିଲେ ନ ସ ରେ।

2 Corinthians 10:2
ମୁଁ ତୁମ୍ଭମାନଙ୍କୁ ଅନୁନୟ କରେ ଯେ, ଯେତବେେଳେ ମୁଁ ତୁମ୍ଭମାନଙ୍କ ସହିତ ଅଛି, ସେତବେେଳେ ସଭେଳି ସାହସିକତା ଦଖାଇବୋକୁ ମାେ ଉପରେ ଚାପ ପକାଇବ ନାହିଁ। ଯେଉଁମାନେ ଭାବନ୍ତି ଯେ ଆମ୍ଭେ ଜାଗତିକ ଜୀବନଯାପନ କରୁଛୁ ମୁଁ ସମାନଙ୍କେ ପ୍ରତି ସାହସୀ ହବେି।

2 Corinthians 10:7
ତୁମ୍ଭମାନଙ୍କ ଆଗ ରେ ଥିବା ତଥ୍ଯ ଗୁଡ଼ିକୁ ଦେଖ। ଯଦି ଜଣେ ନିଶ୍ଚିତ ଭାବରେ ଅନୁଭବ କରେ ଯେ, ସେ ଖ୍ରୀଷ୍ଟଙ୍କର ଅଟେ, ତାହାହେଲେ ସେ ଏହା ମଧ୍ଯ ଜାଣି ରଖିବା ଉଚିତ ଯେ ଆମ୍ଭେ ମଧ୍ଯ ତାହାରି ଭଳି ସମ ଭାବରେ ଖ୍ରୀଷ୍ଟଙ୍କର ଅଟୁ।

Psalm 45:4
ତୁମ୍ଭେ ଆଶ୍ଚର୍ୟ୍ଯ ଦିଶୁଛ। ୟାଅ ନ୍ଯାଯ ଓ ଧର୍ମପାଇଁ ୟୁଦ୍ଧରେ ବିଜଯୀ ହୁଅ। ତୁମ୍ଭର ଶକ୍ତିଶାଳୀ ଦକ୍ଷିଣ ବାହୁ ଅଦ୍ଭୁତ କାର୍ୟ୍ଯ କରିବାକୁ ପ୍ରଶିକ୍ଷିତ।