Bible

2 Chronicles 4 - DBY (Oriya)

1 And he made a brazen altar: its length was twenty cubits, and its breadth twenty cubits, and its height ten cubits.ଶଲୋମନ ଏକ ୟଜ୍ଞବଦେୀ ନିର୍ମାଣ ନିମନ୍ତେ ପିତ୍ତଳ ବ୍ଯବହାର କଲେ। ସହେି ପିତ୍ତଳର ବଦେୀଟି କୋଡ଼ିଏ ହାତ ଲମ୍ବା କୋଡ଼ିଏ ହାତ ଚଉଡ଼ା ଏବଂ ଦଶ ହାତ ଉଚ୍ଚତା ବିଶିଷ୍ଟ ଥିଲା।

2 And he made the sea, molten, ten cubits from brim to brim, round all about; and its height was five cubits; and a line of thirty cubits encompassed it round about.ଏହାପରେ ଶଲୋମନ ତରଳ କଂସା ରେ ଏକ ବୃହତ୍ କୁଣ୍ଡ ନିର୍ମାଣ କଲେ। ଏହି ବୃହତ୍ କୁଣ୍ଡଟି ଗୋଲାକାର ଥିଲା ଏବଂ ଏହାର ଏକ ବିନ୍ଦୁରୁ ଏହାର ଠିକ୍ ବିପରୀତ ବିନ୍ଦୁ ପର୍ୟ୍ଯନ୍ତ ଦଶ ହାତ ର୍ଦୈଘ୍ଯ ବିଶିଷ୍ଟ ଥିଲା। ଏହାର ଉଚ୍ଚତା ପାଞ୍ଚ ହାତ ଏବଂ ଏହାର ପରିଧି ତିରିଶ ହାତ ଥିଲା।

3 And under it was the similitude of oxen, encompassing it round about, ten in a cubit enclosing the sea round about, two rows of oxen, cast when it was cast.ଏହି ବୃହତ୍ ପିତ୍ତଳର କୁଣ୍ଡର ତଳ ପାଶର୍‌ବର ଚତୁର୍ଦ୍ଦିଗ ରେ ଷଣ୍ଢର ପ୍ରତିମୂର୍ତ୍ତିସବୁ ଶୋଭା ପାଉଥିଲା। କୁଣ୍ଡର ଚତୁଃପାଶର୍‌ବ ରେ ଦଶ ହାତ ପର୍ୟ୍ଯନ୍ତ ଦୁଇ ଧାଡ଼ି ରେ ସଗେୁଡ଼ିକ ଥିଲା। କୁଣ୍ଡକୁ ଗଢ଼ାୟିବା ସମୟରେ ଏହି ଷଣ୍ଢ ପ୍ରତିମୂର୍ତ୍ତିଟିକୁ ତରଳଇେ ଠିକ୍ ସ୍ଥାନ ରେ ବ ସଇେ ଦିଆୟଇଥିଲା।

4 It stood upon twelve oxen, three looking toward the north, and three looking toward the west, and three looking toward the south, and three looking toward the east; and the sea was above upon them, and all their hinder parts were inward.ବାରଟି ବୃହତ୍ ଷଣ୍ଢର ପ୍ରତିମୂର୍ତ୍ତି ଉପରେ ଏହି ବୃହତ୍ ପିତ୍ତଳର କୁଣ୍ଡମକୁ ରଖାୟାଇଥିଲା। ତିନୋଟି ଷଣ୍ଢ ଉତ୍ତର ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ପଶ୍ଚିମ ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ଦକ୍ଷିଣ ଦିଗକୁ ମୁହଁ କରିଥିଲେ। ତିନୋଟି ଷଣ୍ଢ ପୂର୍ବ ଦିଗକୁ ମୁହଁ କରିଥିଲେ। ଏକ ବୃହତ୍ ପିତ୍ତଳ କୁଣ୍ତକୁ ଏହି ଷଣ୍ଢଗୁଡ଼ିକ ଉପରେ ରଖା ୟାଇଥିଲା। ସବୁ ଷଣ୍ଢଗୁଡ଼ିକ ବାହାର ଆଡ଼କୁ ମୁହଁ କରି ଛିଡ଼ା ହାଇେଥିଲେ।

5 And its thickness was a hand-breadth, and its brim like the work of the brim of a cup, with lily-blossoms; in capacity it held three thousand baths.ଏହି ବୃହତ୍ ପିତ୍ତଳ କୁଣ୍ଡଟି 3 ,000 ମହଣ ମାଟଇେେ ବିଶିଷ୍ଟ ଥିଲା। ବୃହତ୍ କୁଣ୍ଡର ଧାରଗୁଡ଼ିକ କପର ଧାରପରି ଥିଲା। ତାହାର ଧାର କଇଁ ଫୁଲଭଳି ଦଖାଯାେଉଥିଲା। ଏହା ଅଣସ୍ତରି କିଲୋଲିଟର ପାଣି ଧରି ରଖିପାରୁଥିଲା।

6 And he made ten lavers, and put five on the right and five on the left, to wash in them: they rinsed in them what they prepared for the burnt-offering; and the sea was for the priests to wash in.ଶଲୋମନ ଦଶଟି ପ୍ରକ୍ଷାଳନ ପାତ୍ର ନିର୍ମାଣ କଲେ। ସେ ପାଞ୍ଚଟି ପ୍ରକ୍ଷାଳନ ପାତ୍ର ସହେି ବୃହତ୍ କୁଣ୍ତର ଦକ୍ଷିଣ ପାଶର୍‌ବ ରେ ଏବଂ ଅନ୍ୟ ପାଞ୍ଚଟି ପ୍ରକ୍ଷାଳନ ପାତ୍ର ତାହାର ବାମ ପାଶର୍‌ବ ରେ ରଖିଲେ। ହାମବେଳିକୁ ଉତ୍ସର୍ଗ କରିବା ପରେ ଧୋଇବ ନିମନ୍ତେ ଏହି ଦଶଟି ପ୍ରକ୍ଷାଳନ ପାତ୍ର ବ୍ଯବହାର କରାୟାଏ। ମାତ୍ର ବୃହତ୍ ପିତ୍ତଳ କୁଣ୍ଡ ରେ କବଳେ ଯାଜକମାନେ ପ୍ରକ୍ଷାଳନ କରିବେ।

7 And he made ten candlesticks of gold according to the ordinance respecting them, and set them in the temple, five on the right hand and five on the left.ସମାନଙ୍କେର ନିର୍ଦ୍ଦେଶଗୁଡ଼ିକୁ ଅନୁସରଣ କରି ଶଲୋମନ ସୁନାର ଦଶଟି ବତୀଦଣ୍ଡ ନିର୍ମାଣ କଲେ। ସହେି ବତୀଦଣ୍ଡଗୁଡ଼ିକ ମନ୍ଦିର ରେ ଖଞ୍ଜାଗଲା। ପ୍ରେତ୍ୟକକ ଦକ୍ଷିଣ ଓ ବାମ ପାଶର୍‌ବ ରେ ପାଞ୍ଚଟି ବତୀଦଣ୍ଡ ଖଞ୍ଜା ହେଲା।

8 And he made ten tables, and placed them in the temple, five on the right hand and five on the left. And he made a hundred golden bowls.ଶଲୋମନ ଦଶଟି ମଜେ ତିଆରି କରି ମନ୍ଦିର ରେ ରଖିଲେ। ମନ୍ଦିରର ଉଭୟ ଦକ୍ଷିଣ ଓ ବାମ ପାଶର୍‌ବ ରେ ପାଞ୍ଚଟି କରି ମଜେ ରଖାଗଲା। ଆଉ 100ଟି େଛାଟ ପ୍ରକ୍ଷାଳନ ପାତ୍ର ତିଆରି କରିବା ନିମନ୍ତେ ଶଲୋମନ ସୁନା ବ୍ଯବହାର କଲେ।

9 And he made the court of the priests, and the great court, and doors for the court, and overlaid the doors thereof with bronze.ଶଲୋମନ ଯାଜକମାନଙ୍କ ପାଇଁ ବୃହତ୍ ପ୍ରାଙ୍ଗଣ ନିର୍ମାଣ କଲେ। ସେ ବୃହତ୍ ପ୍ରାଙ୍ଗଣ ନିମନ୍ତେ ଦ୍ବାର ନିର୍ମାଣ କଲେ ଏବଂ ସଗେୁଡ଼ିକୁ ପିତ୍ତଳ ରେ ଆଚ୍ଛାଦନ କଲେ।

10 And he set the sea on the right side eastward, over against the south.ଏହାପରେ ସେ ସହେି ବୃହତ୍ ପିତ୍ତଳ କୁଣ୍ଡଟିକୁ ମନ୍ଦିରର ଦକ୍ଷିଣ ପାଶର୍‌ବ ରେ ସ୍ଥାପନ କଲେ, ଯେଉଁଟାକି ମନ୍ଦିରର ଦକ୍ଷିଣପୂର୍ବ କଣ ରେ ଥିଲା।

11 And Huram made the pots and the shovels and the bowls. So Huram ended doing the work that he made for king Solomon in the house of God:ହୂରମ ପାତ୍ର, ବଲଚୋ ଓ ବସେିନ୍ସବୁ ନିର୍ମାଣ କଲେ। ଏହିପରି ହୂରମ୍ ପରମେଶ୍ବରଙ୍କୁ ମନ୍ଦିର ରେ ରାଜା ଶ ଲୋମନଙ୍କ ନିମନ୍ତେ ନିଜର କାର୍ୟ୍ଯ ଶଷେ କଲେ।

12 two pillars, and the globes and the capitals on the top of the pillars, two; and the two networks, to cover the two globes of the capitals which were on the top of the pillars;ହୂରମ ଦୁଇଟି ସ୍ତମ୍ଭ ଏବଂ ଦୁଇଟି ସ୍ତମ୍ଭର ଉପରିସ୍ଥ ଭାଗ ରେ ବିରାଟ କୁଣ୍ଡର ନିର୍ମାଣ କରିଥିଲେ। ଆହୁରି ହୂରମ ଏହି ଦୁଇଟି ସ୍ତମ୍ଭର ଉପରେ ଥିବା ଦୁଇଟି ବିରାଟ କୁଣ୍ଡକୁ ଘାଡ଼ୋଇବା ନିମନ୍ତେ କାରୁକାର୍ୟ୍ଯ ପୂର୍ଣ୍ଣ ଜାଲି ତିଆରି କରିଥିଲେ।

13 and the four hundred pomegranates for the two networks, two rows of pomegranates for one network, to cover the two globes of the capitals which were upon the pillars.ଏହି ଦୁଇଟି କାରୁକାର୍ୟ୍ଯ ପୂର୍ଣ୍ଣ ଜାଲି ଘୋଡ଼ଣୀ ନିମନ୍ତେ ହୂରମ 400ଟି ଡାଳିମ୍ବ ଆକୃତି ତିଆରି କରିଥିଲେ। ପ୍ରେତ୍ୟକକ ଜାଲି ନିମନ୍ତେ ଦୁଇଧାଡ଼ି ଡାଳିମ୍ବ ଖଞ୍ଜା ୟାଇଥିଲା ଦୁଇଟି ସ୍ତମ୍ଭର ଉପର ଭାଗ ରେ ଥିବା ବୃହତ୍ କୁଣ୍ଡକୁ ଏହି ଜାଲି ଦୁଇଟି ଘାଡ଼ୋଇ ଥିଲା।

14 And he made the bases, and he made the lavers on the bases;ଆହୁରି ହୂରମ ଦଶଟି ଦଣ୍ଡ ନିର୍ମାଣ କରିଥିଲେ ଏବଂ ଏହିସବୁ ଦଶଟି ଦଣ୍ଡକୁ କୁଣ୍ଡ ରେ ଖଞ୍ଜିଥିଲେ।

15 one sea, and the twelve oxen under it.ହୂରମ ବିରାଟ ପିତ୍ତଳ କୁଣ୍ଡ ଓ ତା'ର ତଳେ ବାରଟି ଷଣ୍ଢ ତିଆରି କରିଥିଲେ।

16 And the pots, and the shovels, and the forks, and all their instruments did Huram Abiv make king Solomon for the house of Jehovah, of bright brass.ପରମେଶ୍ବରଙ୍କର ମନ୍ଦିର ପାଇଁ ରାଜା ଶଲୋମନଙ୍କ ନିମନ୍ତେ ସମସ୍ତ ବସ୍ତୁ ଏବଂ ପାତ୍ରସବୁ କରଚୁଲି ଓ କଣ୍ଟା ଚାମୁଚ ହୂରମ ତିଆରି କରିଥିଲେ। ଏହି ସମସ୍ତ ଜିନିଷଗୁଡ଼ିକ ସ୍ବଚ୍ଛ ପିତ୍ତଳ ରେ ନିର୍ମିତ ହାଇେଥିଲା।

17 In the plain of the Jordan did the king cast them, in the clay-ground between Succoth and Zeredathah.ରାଜା ଶଲୋମନ ଏହିସବୁ ବସ୍ତୁକୁ ମାଟି କାଦୁଅର ଛାଞ୍ଚ ରେ ଢ଼ାଳିଲେ। ସୁକ୍କୋତ ଓ ସ ରଦୋ ସହରର ମଧ୍ଯବର୍ତ୍ତୀ ୟର୍ଦ୍ଦନ ଉପତ୍ୟକା ରେ ଏହି ଛାଞ୍ଚଗୁଡ଼ିକ ତିଆରି ହାଇେଥିଲା।

18 And Solomon made all these vessels in great number; for the weight of the brass was not ascertained.ଶଲୋମନ ଏହିପରି ଅନକେ ଜିନିଷ ଏତେ ପରିମାଣ ରେ ତିଆରି କରିଥିଲେ ଯେ ଏଥି ରେ ବ୍ଯବହୃତ ପିତ୍ତଳର ଓଜନ ମାପିବା ପାଇଁ କହେି ଚେଷ୍ଟା କଲେ ନାହିଁ।

19 And Solomon made all the vessels that were [in] the house of God: the golden altar; and the tables whereon was the shewbread;ଶଲୋମନ ପରମେଶ୍ବରଙ୍କ ମନ୍ଦିର ରେ ବ୍ଯବହାର ନିମନ୍ତେ ସବୁପାତ୍ର ତିଆରି କରିଥିଲେ। ଶଲୋମନ ଏକ ସ୍ବର୍ଣ୍ଣ ୟଜ୍ଞବଦେୀ ନିର୍ମାଣ କଲେ। ଉପସ୍ଥିତ ରୋଟୀକୁ ଅର୍ପଣ କରିବା ନିମନ୍ତେ ଏକ ମଜେ ନିର୍ମାଣ କଲେ।

20 and the candlesticks with their lamps to burn according to the ordinance before the oracle, of pure gold;ଶଲୋମନ ଦୀପ ଓ ଦୀପବଳୀ ସବୁ ଶୁଦ୍ଧ ସୁନା ରେ ତିଆରି କରାଇଲେ। ମନ୍ଦିର ଭିତ ରେ ଥିବା ମହାପବିତ୍ର ସ୍ଥଳର ସମ୍ମୁଖ ରେ ନିଯମାନୁୟାଯୀ ଜ଼ଳାୟିବା ନିମନ୍ତେ ଦୀପଗୁଡ଼ିକ ରଖାୟାଇଥିଲା।

21 and the flowers, and the lamps, and the tongs, of gold (it was perfect gold);ପୁଷ୍ପ, ଦୀପ ଓ ଚିମୁଟାସବୁ ନିର୍ମାଣ କରିବା ନିମନ୍ତେ ଶଲୋମନ ଶୁଦ୍ଧସୁନା ବ୍ଯବହାର କରିଥିଲେ।

22 and the knives, and the bowls, and the cups, and the censers, of pure gold; and the entrance of the house, the inner folding-doors thereof for the most holy place, and the doors of the house, of the temple, of gold.ଆଉ କତୁରୀ, କୁଣ୍ଡ, ପାତ୍ର ଏବଂ ଧୂପଦାନୀସବୁ ଶଲୋମନ ଶୁଦ୍ଧ ସୁନା ରେ ତିଆରି କଲେ। ମନ୍ଦିରର ଦ୍ବାରସବୁ, ମହାପବିତ୍ର ସ୍ଥଳର ଭିତର ଦ୍ବାରସବୁ ଏବଂ ମୁଖ୍ଯ ଗୃହର ଦ୍ବାରସବୁ ଶଲୋମନ ସୁନା ରେ ତିଆରି କଲେ।

Oriya Bible