2 Chronicles 36:17 Image in Oriya
ତେଣୁ ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବାବିଲର ରାଜାକୁ ଆଣିଲେ। ୟୁବା ଲୋକମାନେ ମନ୍ଦିର ମଧିଅରେ ଥିଲେ ସୁଦ୍ଧା, ବାବିଲର ରାଜା ସମାନଙ୍କେୁ ହତ୍ଯା କଲେ। ସେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ କିଛି ଦୟା କଲେ ନାହିଁ। ବାବିଲର ରାଜା ଉଭୟ ୟୁବା ଓ ବୃଦ୍ଧ ଲୋକମାନଙ୍କୁ ହତ୍ଯା କଲେ। ସେ ପୁରୁଷ ଓ ସ୍ତ୍ରୀଙ୍କୁ ହତ୍ଯା କଲେ। ସେ ରୋଗୀ ଓ ସୁସ୍ଥ ଲୋକଙ୍କୁ ହତ୍ଯା କଲେ, ପରମେଶ୍ବର ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ଉପରେ ନବୂଖଦ୍ନିତ୍ସରଙ୍କୁ ବିଜଯୀ କଲେ।
ତେଣୁପରମେଶ୍ବରଯିହୁଦାଓୟିରୁଶାଲମରଲୋକମାନଙ୍କୁଆକ୍ରମଣକରିବାନିମନ୍ତେବାବିଲରରାଜାକୁଆଣିଲେ।ୟୁବାଲୋକମାନେମନ୍ଦିରମଧିଅରେଥିଲେସୁଦ୍ଧା,ବାବିଲରରାଜାସମାନଙ୍କେୁହତ୍ଯାକଲେ।ସେଯିହୁଦାଓୟିରୁଶାଲମରଲୋକମାନଙ୍କୁକିଛିଦୟାକଲେନାହିଁ।ବାବିଲରରାଜାଉଭୟୟୁବାଓବୃଦ୍ଧଲୋକମାନଙ୍କୁହତ୍ଯାକଲେ।ସେପୁରୁଷଓସ୍ତ୍ରୀଙ୍କୁହତ୍ଯାକଲେ।ସେରୋଗୀଓସୁସ୍ଥଲୋକଙ୍କୁହତ୍ଯାକଲେ,ପରମେଶ୍ବରଯିହୁଦାଓୟିରୁଶାଲମରଲୋକମାନଙ୍କଉପରେନବୂଖଦ୍ନିତ୍ସରଙ୍କୁବିଜଯୀକଲେ।
2 Chronicles 36:17 Picture in Oriya