2 Chronicles 35:4 in Oriya

Oriya Oriya Bible 2 Chronicles 2 Chronicles 35 2 Chronicles 35:4

2 Chronicles 35:4
ତୁମ୍ଭମାନଙ୍କର ପରିବାର ଅନୁୟାଯୀ ମନ୍ଦିରର ସବୋକାର୍ୟ୍ଯ ନିମନ୍ତେ ନିଜକୁ ପ୍ରସ୍ତୁତ କର। ରାଜା ଦାଉଦ ଓ ତାଙ୍କର ପୁତ୍ର ରାଜା ଶ ଲୋମନ ତୁମ୍ଭମାନଙ୍କୁ ଯେଉଁ କାର୍ୟ୍ଯସବୁ କରିବାକୁ ଦଇେଛନ୍ତି, ତାହା କର।

2 Chronicles 35:32 Chronicles 352 Chronicles 35:5

2 Chronicles 35:4 in Other Translations

King James Version (KJV)
And prepare yourselves by the houses of your fathers, after your courses, according to the writing of David king of Israel, and according to the writing of Solomon his son.

American Standard Version (ASV)
And prepare yourselves after your fathers' houses by your courses, according to the writing of David king of Israel, and according to the writing of Solomon his son.

Bible in Basic English (BBE)
And make yourselves ready in your divisions, by your families, as it is ordered in the writings of David, king of Israel, and of Solomon his son;

Darby English Bible (DBY)
and prepare yourselves by your fathers' houses, in your divisions, according to the writing of David king of Israel, and according to the writing of Solomon his son;

Webster's Bible (WBT)
And prepare yourselves by the houses of your fathers after your courses, according to the writing of David king of Israel, and according to the writing of Solomon his son.

World English Bible (WEB)
Prepare yourselves after your fathers' houses by your divisions, according to the writing of David king of Israel, and according to the writing of Solomon his son.

Young's Literal Translation (YLT)
and prepare, by the house of your fathers, according to your courses, by the writing of David king of Israel, and by the writing of Solomon his son,

And
prepare
וְהָכִ֥ונוּwĕhākiwnûveh-ha-HEEV-noo
yourselves
by
the
houses
לְבֵיתlĕbêtleh-VATE
fathers,
your
of
אֲבֽוֹתֵיכֶ֖םʾăbôtêkemuh-voh-tay-HEM
after
your
courses,
כְּמַחְלְקֽוֹתֵיכֶ֑םkĕmaḥlĕqôtêkemkeh-mahk-leh-koh-tay-HEM
writing
the
to
according
בִּכְתָ֗בbiktābbeek-TAHV
of
David
דָּוִיד֙dāwîdda-VEED
king
מֶ֣לֶךְmelekMEH-lek
of
Israel,
יִשְׂרָאֵ֔לyiśrāʾēlyees-ra-ALE
writing
the
to
according
and
וּבְמִכְתַּ֖בûbĕmiktaboo-veh-meek-TAHV
of
Solomon
שְׁלֹמֹ֥הšĕlōmōsheh-loh-MOH
his
son.
בְנֽוֹ׃bĕnôveh-NOH

Cross Reference

2 Chronicles 8:14
ଶଲୋମନ ତାଙ୍କ ପିତା ଦାଉଦଙ୍କର ଦତ୍ତ ନିର୍ଦ୍ଦଶାେବଳିକୁ ପାଳନ କଲେ। ଶଲୋମନ ଯାଜକମାନଙ୍କର ଦଳକୁ ସମାନଙ୍କେର ସବୋକାର୍ୟ୍ଯ ନିମନ୍ତେ ମନୋନୀତ କଲେ। ଶଲୋମନ ଲବେୀୟମାନଙ୍କୁ ମଧ୍ଯ ସମାନଙ୍କେର ସବୋକାର୍ୟ୍ଯ ନିମନ୍ତେ ମନୋନୀତ କଲେ। ଲବେୀୟମାନଙ୍କର କାର୍ୟ୍ଯ ଥିଲା ପ୍ରଶଂସା ଗାନ ରେ ନତେୃତ୍ବ ଦବୋ ଓ ମନ୍ଦିରର ସବୋକାର୍ୟ୍ଯ ନିମନ୍ତେ ଦୈନନ୍ଦିନ ଯେଉଁ ବିଷଯମାନ କରାୟାଏ, ସେଥି ରେ ଯାଜକମାନଙ୍କୁ ସାହାୟ୍ଯ କରିବା। ଆଉ ଶଲୋମନ ଦ୍ବାର ନିକଟରେ ସବୋକାର୍ୟ୍ଯ କରିବା ନିମନ୍ତେ ଦ୍ବାରପାଳମାନଙ୍କୁ ସମାନଙ୍କେର ଦଳ ଅନୁୟାଯୀ ମନୋନୀତ କଲେ। ପରମେଶ୍ବରଙ୍କ ଲୋକ ଦାଉଦ ତାକୁ ଏହା କରିବା ପାଇଁ ନିର୍ଦ୍ଦଶେ ଦଇେଥିଲେ।

1 Chronicles 23:1
ଦାଉଦ ବୃଦ୍ଧ ହେଲେ, ତେଣୁ ସେ ତାଙ୍କର ପୁତ୍ର ଶଲୋମନଙ୍କୁ ଇଶ୍ରାୟେଲର ନୂତନ ରାଜା କଲେ।

1 Chronicles 9:10
ୟିରୁଶାଲମ ରେ ଏହି ଯାଜକମାନେ ବାସ କରୁଥିଲେ : ୟିଦଯିଯ ଯିହାୟୋଦାରରୀବ୍, ୟାଖୀନ୍ ଏବଂ ଅସରିଯ।

1 Chronicles 24:1
ହାରୋଣଙ୍କ ପୁତ୍ରମାନଙ୍କର ଦଳ ଏହି ପ୍ରକାର ଥିଲା : ହାରୋଣଙ୍କ ପୁତ୍ରମାନେ ଥିଲେ ନାଦବ୍, ଅବୀହୂ, ଇଲିଯାସର ଓ ଈଥାମର।

Nehemiah 11:10
ଏହି ଯାଜକମାନେ ଯେଉଁମାନେ ୟିରୁଶାଲମକୁ ୟାତ୍ରା କରିଥିଲେ। ସମାନେେ ହେଲେ, ୟୋଯାରୀବର ପୁତ୍ର ୟିଦଯିଯ, ୟାଖୀନ,