Bible

2 Chronicles 34:4 Image in Oriya

ଲୋକମାନେ ବାଲ୍ ଦବେତାର ୟଜ୍ଞବଦେୀସବୁ ଭାଙ୍ଗି ପକାଇଲେ। ସମାନେେ ଯୋଶିୟଙ୍କ ଉପସ୍ଥିତି ରେ ଏହା କଲେ। ଏହାପରେ ଯୋଶିୟଯ ଲୋକମାନଙ୍କ ସମ୍ମୁଖ ରେ ଦଣ୍ଡାଯମାନ ଉଚ୍ଚ ସୁଗନ୍ଧିଧୂପର ୟଜ୍ଞବଦେୀ ଭାଙ୍ଗି ପକାଇଲେ। ସେ ଖାଦେିତ ମୂର୍ତ୍ତିସବୁ ଓ ଛାଞ୍ଚ ରେ ଢ଼ଳା ମୂର୍ତ୍ତିସବୁ ଭାଙ୍ଗି ପକାଇଲେ। ସେ ସହେି ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଧୂଳି ରେ ପରିଣତ କରି ଦେଲେ। ଏହାପରେ ଯେଉଁ ଲୋକମାନେ ମୂର୍ତ୍ତିଗୁଡ଼ିକ ସମ୍ମୁଖ ରେ ବଳି ଉତ୍ସର୍ଗ କରିଥିଲେ, ଯୋଶିୟଯ ସମାନଙ୍କେ କବର ଉପରେ ସହେି ଗୁଣ୍ଡକୁ ସିଞ୍ଚିଲେ।

ଲୋକମାନେବାଲ୍ଦବେତାରୟଜ୍ଞବଦେୀସବୁଭାଙ୍ଗିପକାଇଲେ।ସମାନେେଯୋଶିୟଙ୍କଉପସ୍ଥିତିରେଏହାକଲେ।ଏହାପରେଯୋଶିୟଯଲୋକମାନଙ୍କସମ୍ମୁଖରେଦଣ୍ଡାଯମାନଉଚ୍ଚସୁଗନ୍ଧିଧୂପରୟଜ୍ଞବଦେୀଭାଙ୍ଗିପକାଇଲେ।ସେଖାଦେିତମୂର୍ତ୍ତିସବୁଛାଞ୍ଚରେଢ଼ଳାମୂର୍ତ୍ତିସବୁଭାଙ୍ଗିପକାଇଲେ।ସେସହେିମୂର୍ତ୍ତିଗୁଡ଼ିକୁଭାଙ୍ଗିଧୂଳିରେପରିଣତକରିଦେଲେ।ଏହାପରେଯେଉଁଲୋକମାନେମୂର୍ତ୍ତିଗୁଡ଼ିକସମ୍ମୁଖରେବଳିଉତ୍ସର୍ଗକରିଥିଲେ,ଯୋଶିୟଯସମାନଙ୍କେକବରଉପରେସହେିଗୁଣ୍ଡକୁସିଞ୍ଚିଲେ।
Click consecutive words to select a phrase. Click again to deselect.

2 Chronicles 34:4 Picture in Oriya