Home Bible 2 Chronicles 2 Chronicles 28 2 Chronicles 28:5 2 Chronicles 28:5 Image ଓଡ଼ିଆ

2 Chronicles 28:5 Image in Oriya

ଆହସ୍ ପାପ କଲେ, ତେଣୁ ସଦାପ୍ରଭୁ ତାଙ୍କର ପରମେଶ୍ବର ଅରାମର ରାଜାଙ୍କ ଦ୍ବାରା ଆହସ୍ଙ୍କୁ ପରାସ୍ତ କଲେ। ଅରାମର ରାଜା ତାଙ୍କର ସୈନ୍ଯଦଳ ଆହସ୍ଙ୍କୁ ପରାସ୍ତ କଲେ ଯିହୁଦାର ଅନକେ ଲୋକଙ୍କୁ ବନ୍ଦୀ କରି ନେଲେ। ଅରାମର ରାଜା ସହେି ବନ୍ଦୀମାନଙ୍କୁ ଦମ୍ମେଶକ ନଗରକୁ ନଇଗେଲେ। ସଦାପ୍ରଭୁ ଇଶ୍ରାୟେଲର ରାଜା ପକହଙ୍କେ ଦ୍ବାରା ମଧ୍ଯ ଆହସ୍ଙ୍କୁ ପରାସ୍ତ କଲେ।
Click consecutive words to select a phrase. Click again to deselect.
2 Chronicles 28:5

ଆହସ୍ ପାପ କଲେ, ତେଣୁ ସଦାପ୍ରଭୁ ତାଙ୍କର ପରମେଶ୍ବର ଅରାମର ରାଜାଙ୍କ ଦ୍ବାରା ଆହସ୍ଙ୍କୁ ପରାସ୍ତ କଲେ। ଅରାମର ରାଜା ଓ ତାଙ୍କର ସୈନ୍ଯଦଳ ଆହସ୍ଙ୍କୁ ପରାସ୍ତ କଲେ ଓ ଯିହୁଦାର ଅନକେ ଲୋକଙ୍କୁ ବନ୍ଦୀ କରି ନେଲେ। ଅରାମର ରାଜା ସହେି ବନ୍ଦୀମାନଙ୍କୁ ଦମ୍ମେଶକ ନଗରକୁ ନଇଗେଲେ। ସଦାପ୍ରଭୁ ଇଶ୍ରାୟେଲର ରାଜା ପକହଙ୍କେ ଦ୍ବାରା ମଧ୍ଯ ଆହସ୍ଙ୍କୁ ପରାସ୍ତ କଲେ।

2 Chronicles 28:5 Picture in Oriya