2 Chronicles 24:18 ରାଜା ଓ ସହେି ନେତାମାନେ ସଦାପ୍ରଭୁ ପରମେଶ୍ବରଙ୍କର ମନ୍ଦିରକୁ ଅଗ୍ରାହ୍ଯ କଲେ। ସମାନଙ୍କେର ପୂର୍ବପୁରୁଷମାନେ ସଦାପ୍ରଭୁ ପରମେଶ୍ବରଙ୍କର ଅନୁଗମନ କରିଥିଲେ। ସମାନେେ ଆଶରୋ ସ୍ତମ୍ଭ ଓ ଅନ୍ୟ ମୂର୍ତ୍ତିଗୁଡ଼ିକୁ ପୂଜା କଲେ। ପରମେଶ୍ବର ଯିହୁଦାର ଓ ୟିରୁଶାଲମର ଲୋକମାନଙ୍କ ଉପରେ କୋର୍ଧ କଲେ, କାରଣ ରାଜା ଓ ସହେି ନେତାମାନେ ଦୋଷୀ ଥିଲେ।
2 Chronicles 24:18 in Other Translations
King James Version (KJV) And they left the house of the LORD God of their fathers, and served groves and idols: and wrath came upon Judah and Jerusalem for this their trespass.
American Standard Version (ASV) And they forsook the house of Jehovah, the God of their fathers, and served the Asherim and the idols: and wrath came upon Judah and Jerusalem for this their guiltiness.
Bible in Basic English (BBE) And they gave up the house of the Lord God of their fathers, and became worshippers of pillars of wood and of the images; and because of this sin of theirs, wrath came on Judah and Jerusalem.
Darby English Bible (DBY) And they forsook the house of Jehovah the God of their fathers, and served the Asherahs and idols; and wrath came upon Judah and Jerusalem for this their trespass.
Webster's Bible (WBT) And they left the house of the LORD God of their fathers, and served groves and idols: and wrath came upon Judah and Jerusalem for this their trespass.
World English Bible (WEB) They forsook the house of Yahweh, the God of their fathers, and served the Asherim and the idols: and wrath came on Judah and Jerusalem for this their guiltiness.
Young's Literal Translation (YLT) and they forsake the house of Jehovah, God of their fathers, and serve the shrines and the idols, and there is wrath upon Judah and Jerusalem for this their guilt.
Read Full Chapter :
2 Chronicles 24
Cross Reference
ଯିହୋଶୂୟ 22:20
ମନରେଖ ସରହରେ ପକ୍ସ୍ଟତ୍ର ଆଖନ, ବର୍ଜିତ ବସ୍ତ୍ର ବିଷଯ ରେ ସତ୍ଯ ଲଂଘନ କରନ୍ତେ ଇଶ୍ରାୟେଲର ସମସ୍ତ ମଣ୍ତଳିକି କୋରଧ ସଦାପ୍ରଭୁଙ୍କର ପଡିଲା, କବଳେ ସହେି ଜଣେ ବ୍ଯକ୍ତି ସଦାପ୍ରଭୁଙ୍କର ନିଯମ ଭଙ୍ଗ କଲା କିନ୍ତୁ ସମସ୍ତ ଇଶ୍ରାୟେଲଗଣ ତା'ର ଦଣ୍ତ ଭୋଗିଲେ। ଆଖନ କବଳେ ତା'ର ପାପ ପାଇଁ ମଲା। ଏବଂ ତା'ର ପାପ ପାଇଁ ବହକ୍ସ୍ଟତ ଲୋକ ମଧ୍ଯ ମୃତକ୍ସ୍ଟ୍ଯବରଣ କଲେ।
ଦିତୀୟ ବଂଶାବଳୀ 19:2
ଦ୍ରଷ୍ଟା ଯହେୂ ଯିହାଶାଫେଟ୍ଙ୍କୁ ଭଟେିବାକୁ ଗଲେ। ଯହେୂଙ୍କର ପିତାଙ୍କର ନାମ ହନାନି ଥିଲା। ଯହେୂ ରାଜା ଯିହାଶାଫେଟ୍କୁ କହିଲେ, ତୁମ୍ଭେ କାହିଁକି ଦୁଷ୍ଟ ଲୋକମାନଙ୍କୁ ସାହାୟ୍ଯ କଲ ? ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ଘୃଣା କରନ୍ତି, ତୁମ୍ଭେ କାହିଁକି ସହେି ଲୋକମାନଙ୍କୁ ପ୍ ରମେ କଲ ? ସେଥିନିମନ୍ତେ ସଦାପ୍ରଭୁ ତୁମ୍ଭ ଉପରେ କୋର୍ଧ କରିଅଛନ୍ତି।
ଦିତୀୟ ବଂଶାବଳୀ 24:4
ପରେ, ଯୋୟାଶ୍ ସଦାପ୍ରଭୁଙ୍କ ମନ୍ଦିରକୁ ପୁନଃନିର୍ମାଣ କରିବା ନିମନ୍ତେ ନିଷ୍ପତ୍ତି ନେଲେ।
ପ୍ରଥମ ରାଜାବଳୀ 14:23
ସମାନେେ ମଧ୍ଯ ପ୍ରେତ୍ୟକକ ଉଚ୍ଚ ପର୍ବତ ରେ ଓ ପ୍ରେତ୍ୟକକ ସବୁଜ ବୃକ୍ଷ ମୂଳ ରେ ନିଜ ନିଜ ପାଇଁ ଉଚ୍ଚସ୍ଥଳୀ, ସ୍ତମ୍ଭ ଓ ଆଶରେୀ ସ୍ତମ୍ଭମାନ ନିର୍ମାଣ କଲେ।
ଦିତୀୟ ବଂଶାବଳୀ 32:25
କିନ୍ତୁ ହିଜକିଯଙ୍କ ହୃଦଯ ଗର୍ବୀ ଥିଲା, ତେଣୁ ସେ ପରମେଶ୍ବରଙ୍କ ମହାଦୟା ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ ନାହିଁ। ଏଥି ନିମନ୍ତେ ପରମେଶ୍ବର ହିଜକିଯ ଓ ଯିହୁଦା ଏବଂ ୟିରୁଶାଲମର ଲୋକଙ୍କ ପ୍ରତି କୋର୍ଧ କଲେ।
ଦିତୀୟ ବଂଶାବଳୀ 28:13
ସହେି ନେତାମାନେ ଇଶ୍ରାୟେଲୀୟ ସୈନ୍ଯମାନଙ୍କୁ କହିଲେ, ଯିହୁଦାର ବନ୍ଦୀମାନଙ୍କୁ ଏଠାକୁ ଆଣ ନାହିଁ। ଯଦି ତୁମ୍ଭମାନେେ ତାହା କରିବ, ତଦ୍ଦ୍ବାରା ଆମ୍ଭମାନଙ୍କୁ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଆହୁରି ଜଘନ୍ଯ ପାପ କରାଇବ। ତାହା ଆମ୍ଭମାନଙ୍କର ପାପ ଓ ଦୋଷକୁ ଆହୁରି ଗୁରୁତ୍ବ କରିଦବେ ଓ ସଦାପ୍ରଭୁ ଇଶ୍ରାୟେଲ ବିରୁଦ୍ଧ ରେ ଭୟଙ୍କର କୋରଧ କରିବେ।
ଦିତୀୟ ବଂଶାବଳୀ 29:8
ତେଣୁ ସଦାପ୍ରଭୁ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ପ୍ରତି ଅତ୍ଯନ୍ତ କୋର୍ଧ କଲେ। ସଦାପ୍ରଭୁ ସମାନଙ୍କେୁ ଦଣ୍ଡିତ କଲେ। ଯିହୁଦା ଓ ୟିରୁଶାଲମର ଲୋକମାନଙ୍କର ସଦାପ୍ରଭୁ ଯାହା ଘଟାଇଲେ, ତାହା ଯେତବେେଳେ ଅନ୍ୟ ଲୋକମାନେ ଦେଖିଲେ, ସମାନେେ ଅତ୍ଯନ୍ତ ଭୟଭୀତ ଓ ହତଚକିତ ହାଇପେଡ଼ିଲେ। ସହେି ଅନ୍ୟ ଦେଶମାନେ ଯିହୁଦାର ଲୋକଙ୍କ ନିମନ୍ତେ ଘୃଣା ଓ ଲଜ୍ଜା ରେ ଆପଣା ଆପଣା ମୁଣ୍ଡ ନୁଆଁଇଲେ। ତୁମ୍ଭମାନେେ ତାହା ସ୍ବଚକ୍ଷୁ ରେ ଦେଖୁଅଛ।
ଦିତୀୟ ବଂଶାବଳୀ 36:14
ଆହୁରି ମଧ୍ଯ ଯାଜକମାନଙ୍କର ନେତାଗଣ ଓ ଯିହୁଦାର ଲୋକମାନେ ଭୟଙ୍କର ପାପ କଲେ ଓ ସଦାପ୍ରଭୁଙ୍କ ନିକଟରେ ଆହୁରି ଅବିଶ୍ବସ୍ତ ହେଲେ। ସମାନେେ ଅନ୍ୟ ଦେଶମାନଙ୍କର ମନ୍ଦ ଦୃଷ୍ଟାନ୍ତକୁ ଅନୁକରଣ କଲେ। ସହେି ନେତାମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଅପବିତ୍ର କଲେ। ସଦାପ୍ରଭୁ ୟିରୁଶାଲମର ମନ୍ଦିରକୁ ପବିତ୍ର କରିଥିଲେ।
ହୋଶେୟ 5:10
ଯିହୁଦାର ନତେୃବୃନ୍ଦ ଗ୍ଭରପରେି ଅନ୍ୟମାନଙ୍କର ସମ୍ପତ୍ତି ଗ୍ଭରେି କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଆମ୍ଭେ ସମାନଙ୍କେ ଉପ ରେ ଆମ୍ଭର କୋରଧକୁ ଜଳ ସଦୃଶ ଢାଳି ଦବୋ।
ଯାତ୍ରା ପୁସ୍ତକ 34:13
ତେଣୁ ସମାନଙ୍କେର ୟଜ୍ଞବଦେୀସବୁ ଧ୍ବଂସ କର। ସମାନଙ୍କେର ସ୍ତମ୍ଭସବୁ ଭାଙ୍ଗିଦିଅ। ସମାନଙ୍କେର ପବିତ୍ର କାଷ୍ଠ ସ୍ତମ୍ଭ ସବୁକାଟି ପକାଇବ।
ସିଫନିୟ 1:4
ସଦାପ୍ରଭୁ କହିଲେ, ଆମ୍ଭେ ଯିହୁଦା ଓ ୟିରୁଶାଲମ ବାସିନ୍ଦାଙ୍କୁ ଦଣ୍ତ ଦବୋ। ଆମ୍ଭେ ସହେି ସ୍ଥାନରୁ ମୂର୍ତ୍ତି ପୂଜକ ଯାଜକଙ୍କୁ ହଟାଇଦବୋ। ଆମ୍ଭେ ବାଲର ଶଷେ ସଙ୍କତକେୁ ହଟାଇ ଦବୋ। ସମସ୍ତ ଲୋକ
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:6
ମିଥ୍ଯାକଥା କହି କହେି ତୁମ୍ଭକୁ ପ୍ରତାରଣା ନ କରୁ। ଏ ବିଷୟ ରେ ସଚତନେ ରୁହ। ଯେଉଁମାନେ ଅବାଧ୍ଯ ହାଇେ ଏ ସମସ୍ତ ମନ୍ଦ କର୍ମ କରନ୍ତି, ସମାନଙ୍କେ ଉପରେ ପରମେଶ୍ବର କୋରଧାନ୍ବିତ ହୁଅନ୍ତି।
ହୋଶେୟ 5:14
କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରଯିମଙ୍କୁ ଆକ୍ରମଣ କରିବା। ୟୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ଯକୁ ଆକ୍ରମଣ କରିବା। ହଁ ଆମ୍ଭେ ସଦାପ୍ରଭୁ, ସମାନଙ୍କେୁ ଖଣ୍ତ ଖଣ୍ତ କରି ଚିରିଦବୋ। ଆମ୍ଭେ ସମାନଙ୍କେୁ ବହୁଦୂରକୁ ନଇୟିବୋ ଏବଂ କହେି ସମାନଙ୍କେୁ ରକ୍ଷା କରିପାରିବେ ନାହିଁ।
ବିଚାରକର୍ତାମାନଙ୍କ ବିବରଣ 5:8
ପରମେଶ୍ବର ନୂତନ ନେତାମାନଙ୍କୁ ନଗର ଦ୍ବାରା ରେ ୟକ୍ସ୍ଟଦ୍ଧ କରିବାକୁ ମନୋନୀତ କଲେ। ସମଗ୍ର ଇଶ୍ରାୟେଲର 40,000 ମଧିଅରେ ଏକ ବର୍ଚ୍ଛା ବା ଢାଲ ଦଖାଗେଲା ନାହିଁ।
ଦିତୀୟ ଶାମୁୟେଲ 24:1
ସଦାପ୍ରଭୁ ପକ୍ସ୍ଟନ୍ନରାଯ ଇଶ୍ରାୟେଲୀୟମାନଙ୍କ ଉପରେ କୋର୍ଧାନ୍ବିତ ହେଲେ। ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ଇଶ୍ରାୟେଲୀୟମାନଙ୍କ ବିରକ୍ସ୍ଟଦ୍ଧ ରେ କାର୍ୟ୍ଯ କରଇେଲେ। ତେଣୁ ଦାଉଦ ଆଦେଶ ଦେଲେ, ୟାଅ, ଇଶ୍ରାୟେଲ ଓ ୟିହକ୍ସ୍ଟଦାକକ୍ସ୍ଟ ଗଣନା କର।
ପ୍ରଥମ ରାଜାବଳୀ 11:4
ଶଲୋମନ ଯେତବେେଳେ ବୃଦ୍ଧ ହେଲେ ତାଙ୍କର ପତ୍ନୀମାନେ ଅନ୍ୟ ଦବେତାଗଣଙ୍କୁ ଅନୁସରଣ କରିବା ପ୍ରଭାବ ପକାଇଲେ। ତାଙ୍କର ପିତା ଦାଉଦଙ୍କ ପରି ସେ ସର୍ବାନ୍ତଃକରଣ ରେ ସଦାପ୍ରଭୁଙ୍କୁ ଅନୁସରଣ କଲେ ନାହିଁ।
ପ୍ରଥମ ରାଜାବଳୀ 14:9
କିନ୍ତୁ ତୁମ୍ଭେ ମହା କୁକର୍ମ ଓ ପାପ କରିଅଛ। ତୁମ୍ଭ ପୂର୍ବର ଶାସକମାନଙ୍କ ଅପେକ୍ଷା ତୁମ୍ଭେ ଅଧିକ ପାପ କଲ। ତୁମ୍ଭେ ମାେତେ ଅନୁସରଣ କରିବା ବନ୍ଦ କଲ, ମାେତେ ବିରକ୍ତି କରିବା ପାଇଁ ନିଜ ସକାେଶ ଅନ୍ୟ ଦବେତାଗଣ ଓ ପ୍ରତିମାମାନ ନିର୍ମାଣ କରିଅଛ ଓ ମାେତେ ତୁମ୍ଭର ପଛକୁ ପକାଇ ଦଇେଛ।
ଦିତୀୟ ବଂଶାବଳୀ 21:13
କିନ୍ତୁ ତୁମ୍ଭେ ଇଶ୍ରାୟେଲର ରାଜାମାନଙ୍କ ପରି ଜୀବନୟାପନ କରିଅଛ। ତୁମ୍ଭେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ପରମେଶ୍ବରଙ୍କ ଇଚ୍ଛାନୁୟାଯୀ କର୍ମ କରିବାରୁ ନିବୃତ୍ତ କରିଅଛ। ଆହାବ ଓ ତାଙ୍କର ପରିବାର ଏହିପରି କରିଥିଲେ। ସମାନେେ ପରମେଶ୍ବରଙ୍କ ପ୍ରତି ଅବିଶ୍ବସ୍ତ ହାଇେଥିଲେ। ତୁମ୍ଭେ ତୁମ୍ଭର ଭ୍ରାତାମାନଙ୍କୁ ହତ୍ଯା କରିଅଛ ଏବଂ ତୁମ୍ଭର ପିତାଙ୍କର ସମସ୍ତ ସତ୍ତିକୁ ନଷ୍ଟ କରିଛ। ତୁମ୍ଭର ଭ୍ରାତାମାନେ ତୁମ୍ଭଠାରୁ ଉତ୍ତମ ଥିଲେ।
ଦିତୀୟ ବଂଶାବଳୀ 33:3
ମନଃଶି ପୁନର୍ବାର ଉଚ୍ଚସ୍ଥାନ ସବୁ ନିର୍ମାଣ କଲେ, ଯେଉଁଗୁଡ଼ିକୁ ତାଙ୍କର ପିତା ହିଜକିଯ ଭାଙ୍ଗି ଦଇେଥିଲେ, ମନଃଶି ବାଲ୍ ଦବେତାଗୁଡ଼ିକ ପାଇଁ ୟଜ୍ଞବଦେୀକୁ ଓ ଆଶରୋ ସ୍ତମ୍ଭମାନ ନିର୍ମାଣ କଲେ। ସେ ତାରାଗଣଙ୍କ ସମ୍ମୁଖ ରେ ମସ୍ତକ ଅବନତ କଲେ ଓ ସହେି ଦଳର ତାରକା ଗୁଡ଼ିକୁ ପୂଜା କଲେ।