Bible

2 Chronicles 19:10 Image in Oriya

ତୁମ୍ଭମାନଙ୍କ ନିକଟକୁ ହତ୍ଯା, ଆଇନ୍ ଅମାନ୍ଯ, ଶାସନ ଓ ଅନ୍ୟ ଆଇନ୍ ସମ୍ପର୍କିତ ମାମଲାମାନ ଆସିବ, ଏହିସବୁ ମାମଲା ଏହି ନଗର ରେ ବାସ କରୁଥିବା ତୁମ୍ଭମାନଙ୍କର ଭ୍ରାତାମାନଙ୍କର ମଧ୍ଯରୁ ହିଁ ଆସିବ। ଏହିସବୁ ମାମଲା ରେ ତୁମ୍ଭମାନେେ ଲୋକମାନଙ୍କୁ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ ନ କରିବା ନିମନ୍ତେ ସତର୍କ କରାଇଦବେ। ଯଦି ତୁମ୍ଭମାନେେ ବିଶ୍ବସ୍ତ ଭାବେ ସବୋ କରିବ ନାହିଁ, ତବେେ ତୁମ୍ଭ ବିରୁଦ୍ଧ ରେ ଓ ତୁମ୍ଭମାନଙ୍କ ଭ୍ରାତାମାନଙ୍କ ବିରୁଦ୍ଧ ରେ ସଦାପ୍ରଭୁଙ୍କ କୋପ ବର୍ତ୍ତିବ। ଏହିପରି କର, ତବେେ ତୁମ୍ଭମାନେେ ଦୋଷୀ ହବେ ନାହିଁ।

ତୁମ୍ଭମାନଙ୍କନିକଟକୁହତ୍ଯା,ଆଇନ୍ଅମାନ୍ଯ,ଶାସନଅନ୍ୟଆଇନ୍ସମ୍ପର୍କିତମାମଲାମାନଆସିବ,ଏହିସବୁମାମଲାଏହିନଗରରେବାସକରୁଥିବାତୁମ୍ଭମାନଙ୍କରଭ୍ରାତାମାନଙ୍କରମଧ୍ଯରୁହିଁଆସିବ।ଏହିସବୁମାମଲାରେତୁମ୍ଭମାନେେଲୋକମାନଙ୍କୁସଦାପ୍ରଭୁଙ୍କବିରୁଦ୍ଧରେପାପକରିବାନିମନ୍ତେସତର୍କକରାଇଦବେ।ଯଦିତୁମ୍ଭମାନେେବିଶ୍ବସ୍ତଭାବେସବୋକରିବନାହିଁ,ତବେେତୁମ୍ଭବିରୁଦ୍ଧରେତୁମ୍ଭମାନଙ୍କଭ୍ରାତାମାନଙ୍କବିରୁଦ୍ଧରେସଦାପ୍ରଭୁଙ୍କକୋପବର୍ତ୍ତିବ।ଏହିପରିକର,ତବେେତୁମ୍ଭମାନେେଦୋଷୀହବେନାହିଁ।
Click consecutive words to select a phrase. Click again to deselect.

2 Chronicles 19:10 Picture in Oriya