2 Chronicles 18:4 in Oriya

Oriya Oriya Bible 2 Chronicles 2 Chronicles 18 2 Chronicles 18:4

2 Chronicles 18:4
ୟିହୋଶାଫଟ୍ ଇଶ୍ରାୟେଲର ରାଜା ଆହୁରି ମଧ୍ଯ କହିଲେ, କିନ୍ତୁ ଆସ ପ୍ରଥମେ, ଆମ୍ଭେ ସଦାପ୍ରଭୁଙ୍କଠାରୁ ଏକ ସନ୍ଦେଶ ଲୋଡ଼ିବା।

2 Chronicles 18:32 Chronicles 182 Chronicles 18:5

2 Chronicles 18:4 in Other Translations

King James Version (KJV)
And Jehoshaphat said unto the king of Israel, Enquire, I pray thee, at the word of the LORD to day.

American Standard Version (ASV)
And Jehoshaphat said unto the king of Israel, Inquire first, I pray thee, for the word of Jehovah.

Bible in Basic English (BBE)
Then Jehoshaphat said to the king of Israel, Let us now get directions from the Lord.

Darby English Bible (DBY)
And Jehoshaphat said to the king of Israel, Inquire, I pray thee, this day of the word of Jehovah.

Webster's Bible (WBT)
And Jehoshaphat said to the king of Israel, Inquire, I pray thee, at the word of the LORD to-day.

World English Bible (WEB)
Jehoshaphat said to the king of Israel, Please inquire first for the word of Yahweh.

Young's Literal Translation (YLT)
And Jehoshaphat saith unto the king of Israel, `Seek, I pray thee, this day, the word of Jehovah.'

And
Jehoshaphat
וַיֹּ֥אמֶרwayyōʾmerva-YOH-mer
said
יְהֽוֹשָׁפָ֖טyĕhôšāpāṭyeh-hoh-sha-FAHT
unto
אֶלʾelel
king
the
מֶ֣לֶךְmelekMEH-lek
of
Israel,
יִשְׂרָאֵ֑לyiśrāʾēlyees-ra-ALE
Inquire,
דְּרָשׁdĕrošdeh-ROHSH
thee,
pray
I
נָ֥אnāʾna
at

כַיּ֖וֹםkayyômHA-yome
the
word
אֶתʾetet
Lord
the
of
דְּבַ֥רdĕbardeh-VAHR
to
day.
יְהוָֽה׃yĕhwâyeh-VA

Cross Reference

1 Samuel 23:2
ଦାଉଦ ସଦାପ୍ରଭୁଙ୍କୁ ପଚାରିଲେ, ମୁ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବି କି?

Jeremiah 21:2
ପଶ୍ହୂର ଓ ସଫନିଯ ଯିରିମିୟଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କର, କାରଣ ବାବିଲର ରାଜା ନବୂଖଦନିତ୍ସର ଆମ୍ଭମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରୁଅଛି। ସଦାପ୍ରଭୁ ଆମ୍ଭମାନଙ୍କ ସପକ୍ଷ ରେ ସମସ୍ତ ଆଶ୍ଚର୍ୟ୍ଯ କ୍ରିଯା କରିପାରନ୍ତି, ଯେପରି ସେ ଅତୀତ ରେ କରିଥିଲେ। ଆଉ ମଧ୍ଯ ସଦାପ୍ରଭୁ ତାଙ୍କୁ ଆକ୍ରମଣରୁ ବିରତ କରାଇବେ ଓ ସେ ପ୍ରସ୍ଥାନ କରିବ।

Psalm 27:4
ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷଯ ପ୍ରାର୍ଥନା କରେ, ୟପରେି ମାରେ ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ, ୟାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ୟ୍ଯକୁ ଦେଖିପାରିବି ଓ ତାଙ୍କ ପ୍ରାସାଦକୁ ଦର୍ଶନ କରିପାରିବି।

2 Chronicles 34:26
କିନ୍ତୁ ଯିହୁଦାର ରାଜାଙ୍କୁ ଏହିକଥା ତୁମ୍ଭର କହିବା ଉଚିତ୍। ସେ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ନିକଟକୁ ପଚାରିବା ନିମନ୍ତେ ପଠାଇଲେ : ତୁମ୍ଭେ କିଛିକ୍ଷଣ ପୂର୍ବେ ଯେଉଁ ବାକ୍ଯ ଶୁଣିଲା, ସେ ବିଷଯ ରେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି :

1 Kings 22:5
କିନ୍ତୁ ମୁଁ ବିନଯ କରୁଛି, ଆମ୍ଭେ ସର୍ବ ପ୍ରଥମେ ସଦାପ୍ରଭୁଙ୍କ ବାକ୍ଯ ପଗ୍ଭରିବା।

2 Samuel 5:23
ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଏବଂ ତା'ପରେ ସଦାପ୍ରଭୁ ତାଙ୍କୁ କହିଲେ, ସଠାେରେ ଆଗକକ୍ସ୍ଟ ୟାଅ ନାହିଁ। ତୁମ୍ଭମାନେେ ସମାନଙ୍କେ ପଛ ରେ ୟାଅ ଏବଂ ତୂତ୍ବୃକ୍ଷ ଆର ପାଶର୍‌ବ ରେ ସମାନଙ୍କେୁ ପଛପଟକ୍ସ୍ଟ ଆକ୍ରମଣ କର।

2 Samuel 5:19
ଦାଉଦ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପଚାରିଲେ, ମାରେପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବା ଉଚିତ୍ କି? ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବା ପାଇଁ ଆପଣ ମାେତେ ସାହାୟ୍ଯ କରିବେ କି?

2 Samuel 2:1
ଏହାପରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରିଲେ, ମୁ କ'ଣ ୟିହକ୍ସ୍ଟଦାର କୌଣସି ଏକ ନଗରକକ୍ସ୍ଟ ନିଯନ୍ତ୍ରଣ କରିବାକୁ ୟିବି?

1 Samuel 23:9
ଦାଉଦ ଜାଣିପାରିଲେ ଶାଉଲ ତାଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଯୋଜନା କରିଛନ୍ତି। ତେଣୁ ଦାଉଦ ଯାଜକ ଅବିଯାଥରକକ୍ସ୍ଟ କହିଲେ, ଏଠାକକ୍ସ୍ଟ ଏଫୋନ୍ ଆଣ।

1 Samuel 23:4
ଦାଉଦ ସଦାପ୍ରଭୁଙ୍କୁ ପକ୍ସ୍ଟନର୍ବାର ପଚାରିଲେ, ତହିଁରେ ସଦାପ୍ରଭୁ ଉତ୍ତର ଦଇେ କହିଲେ, ଉଠ, କିଯୀଲାକକ୍ସ୍ଟ ୟାଅ। କାରଣ, ଆମ୍ଭେ ତୁମ୍ଭର ସହାୟକ ଦବେୀଗଣଙ୍କକ୍ସ୍ଟ ହରାଇବା ପାଇଁ। ଆମ୍ଭେ ପଲେଷ୍ଟୀୟମାନଙ୍କୁ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବା।

Ezekiel 20:3
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲ ପ୍ରାଚୀନବର୍ଗଙ୍କୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ତେଣୁ ତୁମ୍ଭମାନେେ ମାେ ବିଷଯ ରେ ତଦାରଖ କରିବାକୁ ଆସିଅଛ ? ମୁଁ ଜୀବିତ ଥିବା ପର୍ୟ୍ଯନ୍ତ ତୁମ୍ଭମାନଙ୍କୁ କିଛି ପଚାରିବାକୁ ଦବେି ନାହିଁ।'