ଓଡ଼ିଆ
2 Chronicles 11:18 Image in Oriya
ରିହବିଯାମ୍ ମହଲତ୍ଙ୍କୁ ବିବାହ କଲେ। ତାଙ୍କର ପିତା ଥିଲେ ଯିରମୋେତ୍ର। ତାଙ୍କର ମାତା ଥିଲେ ଅବୀହଯିଲ। ଯିରମୋେତ୍ର ଦାଉଦଙ୍କ ପୁତ୍ର ଥିଲେ। ଅବୀହଯିଲ ଇଲିଯାବ୍ଙ୍କ କନ୍ଯା ଥିଲେ। ଇଲିଯାବ୍ ୟିଶୀଙ୍କ ପୁତ୍ର ଥିଲେ।