2 Chronicles 4:21 in Oriya

Oriya Oriya Bible 2 Chronicles 2 Chronicles 4 2 Chronicles 4:21

2 Chronicles 4:21
ପୁଷ୍ପ, ଦୀପ ଓ ଚିମୁଟାସବୁ ନିର୍ମାଣ କରିବା ନିମନ୍ତେ ଶଲୋମନ ଶୁଦ୍ଧସୁନା ବ୍ଯବହାର କରିଥିଲେ।

2 Chronicles 4:202 Chronicles 42 Chronicles 4:22

2 Chronicles 4:21 in Other Translations

King James Version (KJV)
And the flowers, and the lamps, and the tongs, made he of gold, and that perfect gold;

American Standard Version (ASV)
and the flowers, and the lamps, and the tongs, of gold, and that perfect gold;

Bible in Basic English (BBE)
The flowers and the vessels for the lights and the instruments used for them, were all of gold; it was the best gold.

Darby English Bible (DBY)
and the flowers, and the lamps, and the tongs, of gold (it was perfect gold);

Webster's Bible (WBT)
And the flowers, and the lamps, and the tongs, made he of gold, and that perfect gold;

World English Bible (WEB)
and the flowers, and the lamps, and the tongs, of gold, and that perfect gold;

Young's Literal Translation (YLT)
and the flowers, and the lamps, and the tongs of gold -- it `is' the perfection of gold;

And
the
flowers,
וְהַפֶּ֧רַחwĕhapperaḥveh-ha-PEH-rahk
and
the
lamps,
וְהַנֵּר֛וֹתwĕhannērôtveh-ha-nay-ROTE
tongs,
the
and
וְהַמֶּלְקַחַ֖יִםwĕhammelqaḥayimveh-ha-mel-ka-HA-yeem
made
he
of
gold,
זָהָ֑בzāhābza-HAHV
and
that
ה֖וּאhûʾhoo
perfect
מִכְל֥וֹתmiklôtmeek-LOTE
gold;
זָהָֽב׃zāhābza-HAHV

Cross Reference

Exodus 25:31
ଏହାପରେ ତୁମ୍ଭମାନେେ ଏକ ଦୀପ ବୃକ୍ଷ ତିଆରି କରିବ। ଏହା ନିର୍ମଳ ସୁପର୍ଣ୍ଣ ରେ ପିଟା କର୍ମ ରେ ଏହାର ଗଣ୍ଡି ଓ ଶାଖା ନିର୍ମାଣ କର। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।

Exodus 37:20
ଦୀପରୂଖାର ଦଣ୍ଡଟି ରେ ଚାରୋଟୀ ପୁଷ୍ପ ଥିଲା, ସଗେୁଡିକ ଆକୃତି ବାଦାମ ପୁଷ୍ପର ବୃନ୍ତ ଓ ପାଖୁଡା ସଦୃଶ ଥିଲା।

1 Kings 6:18
ସହେି ଗୃହର କାନ୍ଥଗୁଡିକ ଏରସ କାଠର କଳିକା ରେ ଆଚ୍ଛାଦିତ ହେଲା ଓ ପଥର ଦଖାଗେଲାନାହିଁ। ସହେି କାନ୍ଥଗୁଡିକୁ ଆଚ୍ଛାଦନ କରିଥିବା ପଟାଗୁଡିକରେ ଫୁଲ ଓ ଲତାର ଛବି ଖୋଦିତ କରାଗଲା।

1 Kings 6:29
ମୂଖ୍ଯ କଠାେରୀର ଓ ଭିତର କଠାେରୀର କାନ୍ଥଗୁଡିକ ଗ୍ଭରିପାଖ ରେ କିରୁବ ଦୂତଗଣ, ଖଜୁର୍ର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଛବି ଖାଦେିତ ହାଇେଥିଲା।

1 Kings 6:35
ପ୍ରେତ୍ୟକକ କବାଟର ଦୋହରା ଥିଲା ଓ ପ୍ରତି କବାଟରେ କିରୁବ ଦୂତଗଣ, ଖଜୁର୍ର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖାଦେିତ ହାଇେଥିଲା ଓ ସହେି ଖାଦେିତ ଆକୃତିଗୁଡିକୁ ସୁବର୍ଣ୍ଣ ରେ ମଣ୍ତନ କରାଗଲା।

2 Chronicles 4:5
ଏହି ବୃହତ୍ ପିତ୍ତଳ କୁଣ୍ଡଟି 3 ,000 ମହଣ ମାଟଇେେ ବିଶିଷ୍ଟ ଥିଲା। ବୃହତ୍ କୁଣ୍ଡର ଧାରଗୁଡ଼ିକ କପର ଧାରପରି ଥିଲା। ତାହାର ଧାର କଇଁ ଫୁଲଭଳି ଦଖାଯାେଉଥିଲା। ଏହା ଅଣସ୍ତରି କିଲୋଲିଟର ପାଣି ଧରି ରଖିପାରୁଥିଲା।