2 Chronicles 25:23
ଯୋୟାଶ୍ ଯିହୁଦାର ରାଜା ଅମତ୍ସିଯଙ୍କୁ ବୈଥ୍-ଶମେଶ୍ଠା ରେ ଧରିଲେ ଓ ତାଙ୍କୁ ୟିରୁଶାଲମକୁ ନଇଗେଲେ। ଅମତ୍ସିଯଙ୍କ ପିତାଙ୍କ ନାମ ଥିଲା ଯୋୟାଶ୍ ୟୋଯାଶ୍ଙ୍କ ପିତାଙ୍କର ନାମ ଥିଲା ଯିହାୟୋଦାରହସ୍। ଇଶ୍ରାୟେଲର ରାଜା ୟୋଯାଶ ଇଫ୍ରଯିମ ଫାଟକଠାରୁ କଣସ୍ଥିତ ଫାଟକ ପର୍ୟ୍ଯନ୍ତ ୟିରୁଶାଲମର 400 ହାତ ପ୍ରାଚୀରକୁ ଭାଙ୍ଗି ପକାଇଲେ।
2 Chronicles 25:23 in Other Translations
King James Version (KJV)
And Joash the king of Israel took Amaziah king of Judah, the son of Joash, the son of Jehoahaz, at Bethshemesh, and brought him to Jerusalem, and brake down the wall of Jerusalem from the gate of Ephraim to the corner gate, four hundred cubits.
American Standard Version (ASV)
And Joash king of Israel took Amaziah king of Judah, the son of Joash the son of Jehoahaz, at Beth-shemesh, and brought him to Jerusalem, and brake down the wall of Jerusalem from the gate of Ephraim unto the corner gate, four hundred cubits.
Bible in Basic English (BBE)
And Joash, king of Israel, made Amaziah, king of Judah, the son of Joash, the son of Jehoahaz, prisoner at Beth-shemesh, and took him to Jerusalem; and he had the wall of Jerusalem pulled down from the doorway of Ephraim to the doorway in the angle, four hundred cubits.
Darby English Bible (DBY)
And Joash king of Israel took Amaziah king of Judah, the son of Joash the son of Jehoahaz, at Beth-shemesh, and brought him to Jerusalem, and he broke down the wall of Jerusalem from the gate of Ephraim to the corner gate, four hundred cubits.
Webster's Bible (WBT)
And Joash the king of Israel took Amaziah king of Judah, the son of Joash, the son of Jehoahaz, at Beth-shemesh, and brought him to Jerusalem, and broke down the wall of Jerusalem from the gate of Ephraim to the corner gate, four hundred cubits.
World English Bible (WEB)
Joash king of Israel took Amaziah king of Judah, the son of Joash the son of Jehoahaz, at Beth-shemesh, and brought him to Jerusalem, and broke down the wall of Jerusalem from the gate of Ephraim to the corner gate, four hundred cubits.
Young's Literal Translation (YLT)
And Amaziah king of Judah, son of Joash, son of Jehoahaz, hath Joash king of Israel caught in Beth-Shemesh, and bringeth him in to Jerusalem, and breaketh down in the wall of Jerusalem from the gate of Ephraim unto the gate of the corner, four hundred cubits,
| And Joash | וְאֵת֩ | wĕʾēt | veh-ATE |
| the king | אֲמַצְיָ֨הוּ | ʾămaṣyāhû | uh-mahts-YA-hoo |
| of Israel | מֶֽלֶךְ | melek | MEH-lek |
| took | יְהוּדָ֜ה | yĕhûdâ | yeh-hoo-DA |
| Amaziah | בֶּן | ben | ben |
| king | יוֹאָ֣שׁ | yôʾāš | yoh-ASH |
| of Judah, | בֶּן | ben | ben |
| son the | יְהֽוֹאָחָ֗ז | yĕhôʾāḥāz | yeh-hoh-ah-HAHZ |
| of Joash, | תָּפַ֛שׂ | tāpaś | ta-FAHS |
| the son | יוֹאָ֥שׁ | yôʾāš | yoh-ASH |
| Jehoahaz, of | מֶֽלֶךְ | melek | MEH-lek |
| at Beth-shemesh, | יִשְׂרָאֵ֖ל | yiśrāʾēl | yees-ra-ALE |
| brought and | בְּבֵ֣ית | bĕbêt | beh-VATE |
| him to Jerusalem, | שָׁ֑מֶשׁ | šāmeš | SHA-mesh |
| down brake and | וַיְבִיאֵ֙הוּ֙ | waybîʾēhû | vai-vee-A-HOO |
| the wall | יְר֣וּשָׁלִַ֔ם | yĕrûšālaim | yeh-ROO-sha-la-EEM |
| of Jerusalem | וַיִּפְרֹ֞ץ | wayyiprōṣ | va-yeef-ROHTS |
| gate the from | בְּחוֹמַ֣ת | bĕḥômat | beh-hoh-MAHT |
| of Ephraim | יְרֽוּשָׁלִַ֗ם | yĕrûšālaim | yeh-roo-sha-la-EEM |
| to | מִשַּׁ֤עַר | miššaʿar | mee-SHA-ar |
| corner the | אֶפְרַ֙יִם֙ | ʾeprayim | ef-RA-YEEM |
| gate, | עַד | ʿad | ad |
| four | שַׁ֣עַר | šaʿar | SHA-ar |
| hundred | הַפּוֹנֶ֔ה | happône | ha-poh-NEH |
| cubits. | אַרְבַּ֥ע | ʾarbaʿ | ar-BA |
| מֵא֖וֹת | mēʾôt | may-OTE | |
| אַמָּֽה׃ | ʾammâ | ah-MA |
Cross Reference
Nehemiah 8:16
ତହିଁରେ ଲୋକମାନେ ବାହା ରେ ୟାଇ ତାହା ସବୁ ଆଣି ଆପଣା ପାଇଁ ପତ୍ର କୁଟୀର ନିର୍ମାଣ କଲେ। ପ୍ରେତ୍ୟକକ ନିଜ ନିଜ ଗୃହର ଛାତ ଉପରେ ଓ ପ୍ରାଙ୍ଗଣ ରେ ପରମେଶ୍ବରଙ୍କ ଗୃହର ସବୁ ପ୍ରାଙ୍ଗଣ ରେ ଓ ଜଳ ଦ୍ବାର ଛକରେ ଓ ଇଫ୍ରଯିମ ଦ୍ବାର ଛକରେ ଅସ୍ଥାଯୀ କୁଟୀର ନିର୍ମାଣ କଲେ।
2 Chronicles 21:17
ସହେି ଲୋକମାନେ ଯିହୁଦା ଦେଶ ଆକ୍ରମଣ କଲେ। ସମାନେେ ରାଜାଙ୍କ ଗୃହ ରେ ଥିବା ସମସ୍ତ ଧନରତ୍ନ ଲୁଟି ନେଲେ ଓ ଯିହାରୋମ୍ଙ୍କ ପୁତ୍ର ଓ ସ୍ତ୍ରୀଗଣଙ୍କୁ ନଇଗେଲେ। କବଳେ ଯିହାରୋମ୍ଙ୍କ କନିଷ୍ଠ ପୁତ୍ର ରକ୍ଷା ପାଇୟାଇଥିଲା। ଯିହାରୋମ୍ଙ୍କ କନିଷ୍ଠ ପୁତ୍ରର ନାମ ଥିଲା ୟିହୋଯାହସ୍।
Jeremiah 31:38
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଅଛି, ଯେତବେେଳେ ୟିରୁଶାଲମ ନଗର ପୁନର୍ବାର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ନିର୍ମିତ ହବେ। ତା'ପ ରେ ହନନଲେ ଦୁର୍ଗରୁ କଣ ଫାଟକ ପର୍ୟ୍ଯନ୍ତ ତାହା ନିର୍ମିତ ହବେ।
Nehemiah 12:39
ଆଉ ଇଫ୍ରଯିମ ଦ୍ବାର ଓ ପୁରାତନ ଦ୍ବାର ଓ ମତ୍ସ୍ଯଦ୍ବାର ଓ ହନନଲେ ଦୁର୍ଗ ଓ ହମଯ ଦୁର୍ଗ ଦଇେ ମଷେଦ୍ବାର ପର୍ୟ୍ଯନ୍ତ ଗଲୁ। ଆଉ ସମାନେେ ପ୍ରହରୀ ଦ୍ବାର ରେ ଠିଆ ହାଇେ ରହିଲେ।
2 Chronicles 26:9
ଉଷିୟ ୟିରୁଶାଲମର କଣସ୍ଥିତ ଦ୍ବାର, ଉପତ୍ୟକା ଦ୍ବାର ଓ ପ୍ରାଚୀର ବୁଲିୟାଇଥିବା ସ୍ଥାନ ରେ ଉଚ୍ଚ ଦୁର୍ଗମାନ ନିର୍ମାଣ କଲେ। ଉଷିୟ ସହେି ଦୁର୍ଗଗୁଡ଼ିକୁ ଦୃଢ଼ କଲେ।
2 Chronicles 22:1
ୟିରୁଶାଲମର ଲୋକମାନେ ଅହସିଯଙ୍କୁ ୟିହୋରାମ୍ଙ୍କ ସ୍ଥାନ ରେ ନୂତନ ରାଜା ରୂପେ ମନୋନୀତ କଲେ। ଅହସିଯ ଯିହାରୋମ୍ଙ୍କର କନିଷ୍ଠ ପୁତ୍ର ଥିଲେ। ଯେଉଁ ଆରବୀଯ ଲୋକମାନେ ଯିହାରୋମ୍ଙ୍କର ଛାଉଣୀ ଉପରେ ଆକ୍ରମଣ କରିବାକୁ ଆସିଥିଲେ, ସମାନେେ ଯିହାରୋମ୍ଙ୍କର ସମସ୍ତ ଜେଷ୍ଠପୁତ୍ରଙ୍କୁ ବଧ କରିଥିଲେ। ଅତଏବ, ଅହସିଯ ଯିହୁଦା ରେ ରାଜ୍ଯ ଶାସନ କରିବାକୁ ଆରମ୍ଭ କଲେ।
Luke 14:11
ଯେଉଁ ଲୋକ ନିଜକୁ ମହାନ ଭାବେ, ତାକୁ ହୀନ କରି ଦିଆୟିବ। ଯେଉଁ ଲୋକ ନିଜକୁ ହୀନ ଭାବେ, ତାହାକୁ ମହାନ୍ କରାୟିବ।
Obadiah 1:3
ତୁମ୍ଭର ଗର୍ବ ତୁମ୍ଭକୁ ପ୍ରତାରଣା କରିଛି। ତୁମ୍ଭେ ପର୍ବତର ସହେି ଗୁମ୍ଫା ଗୁଡିକରେ ବାସ କର। ତୁମ୍ଭେ ସହେି ଉଚ୍ଚ ସ୍ଥାନ ରେ ରୁହ। ତେଣୁ ତୁମ୍ଭେ ନିଜକୁ କହିଥାଅ, ' ମାେତେ କହେି ଭୂମି ଉପରକୁ ଆଣି ପାରିବେ ନାହିଁ।'
Daniel 4:37
ଏଣୁ ମୁଁ ନବୂଖଦ୍ନିତ୍ସର ସହେି ସ୍ବର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିଯା ସତ୍ଯ ଓ ତାଙ୍କର ପଥ ସବୁ ନ୍ଯାର୍ୟ୍ଯ। ଆଉ ସେ ଗର୍ବୀମାନଙ୍କୁ ବିନଯୀ କରନ୍ତି।
Proverbs 29:23
ଯଦି ଜଣେ ଲୋକ ଗର୍ବୀ ତବେେ ତାହା ତାକୁ ଧ୍ବଂସ କରିବ। ଯଦି ଜଣେ ଲୋକ ବିନମ୍ର, ତବେେ ସମ୍ମାନ ପାଇବ।
Proverbs 16:18
ଅହଙ୍କାର ସର୍ବନାଶର ସମ୍ମୁଖ ରେ ଆ ସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖ ରେ ଆ ସେ।
2 Chronicles 36:10
ବସନ୍ତ ଋତୁ ରେ, ରାଜା ନବୂଖଦ୍ନିତ୍ସର ୟିହୋଯାଖୀନ୍ଙ୍କୁ ଆଣିବା ନିମନ୍ତେ କେତକେ ଭୃତ୍ଯଙ୍କୁ ପଠାଇଲେ। ସମାନେେ ଯିହାୟୋଦାରଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ଯ ଧନ ସମ୍ପତ୍ତିରୁ କିଛି ବାବିଲକୁ ନଇଗେଲେ। ନବୂଖଦ୍ନିତ୍ସରର ସିଦିକିଯଙ୍କୁ ଯିହୁଦା ଓ ୟିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିଯ ଯିହାୟୋଦାରଖୀନ୍ଙ୍କର ଜଣେ ଆତ୍ମୀଯ ଥିଲେ।
2 Chronicles 36:6
ବାବିଲର ରାଜା ନବୂଖଦ୍ନିତ୍ସର ଯିହୁଦାକୁ ଆକ୍ରମଣ କଲେ। ସେ ଯିହାୟୋଦାରକୀମ୍ଙ୍କୁ ବନ୍ଦୀ କରି ନେଲେ ଓ ତାଙ୍କ ଉପରେ ପିତ୍ତଳର ଜଞ୍ଜିର ପକାଇଲେ। ଏହାପରେ ନବୂଖଦ୍ନିତ୍ସର ରାଜା ଯିହାୟୋଦାରକୀମଙ୍କୁ ବାବିଲକୁ ନଇଗେଲେ।
2 Chronicles 33:11
ତେଣୁ ସଦାପ୍ରଭୁ ସୈନ୍ଯବାହିନୀର ସନୋପତିଙ୍କୁ ଆଣିଲେ, ୟିଏକି ଅଶୂରର ରାଜାର ସବୋ କରୁଥିଲେ ଏବଂ ସମାନେେ ଯିହୁଦାକୁ ଆକ୍ରମଣ କଲେ। ସହେି ସନୋପତିମାନେ ମନଃଶିଙ୍କୁ ଧରିଲେ ଓ ତାଙ୍କୁ ବନ୍ଦୀ କରି ନେଲେ। ସମାନେେ ତାଙ୍କ ଶରୀର ରେ ଆଙ୍କୁଡ଼ି ଲଗାଇଲେ ଓ ତାଙ୍କ ହାତ ରେ ପିତ୍ତଳର ଜଞ୍ଜିର ପିନ୍ଧାଇଲେ ଓ ତାଙ୍କୁ ବାବିଲ ଦେଶକୁ ନଇଗେଲେ।
2 Chronicles 22:6
ଯିହାରୋମ୍ ସୁସ୍ଥ ହବୋ ନିମନ୍ତେ ୟିଷ୍ରିଯେଲ୍ ସହରକୁ ଫରେିଗଲେ। ସେ ଅରାମର ରାଜା ହସାଯଲେ ବିରୁଦ୍ଧ ରେ ରାମଃହ ରେ ୟୁଦ୍ଧ କରୁଥିବା ସମୟରେ ଆହତ ହାଇେଥିଲେ।