1 Timothy 6

fullscreen3 ତୁମ୍ଭେ ଲୋକମାନଙ୍କୁ ଏହି ବିଷୟଗୁଡ଼ିକ କରିବା ପାଇଁ ଶିକ୍ଷା ଦବୋ ଓ କହିବା ଉଚିତ। କେତେ ଲୋକ ଭଣ୍ଡ ଶିକ୍ଷା ଦବେେ। ସମାନେେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସତ୍ଯ ଶିକ୍ଷା ସହିତ ଏକମତ ହୁଅନ୍ତି ନାହିଁ। ପରମେଶ୍ବରଙ୍କ ସବୋ କରିବାର ସତମାର୍ଗ ସହିତ ମିଳି ଯାଉଥିବା ଶିକ୍ଷା ସମାନେେ ଗ୍ରହଣ କରନ୍ତି ନାହିଁ ;

fullscreen4 ଯେଉଁ ଲୋକ ଭଣ୍ଡ ଶିକ୍ଷା ଦିଏ, ସେ ଗର୍ବୀ ଓ କିଛି ବୁଝି ନ ଥାଏ। ସହେି ଲୋକ ଶବ୍ଦର ଅର୍ଥକୁ ନଇେ ୟୁକ୍ତି ତର୍କ କରିବା ପାଇଁ ଅତ୍ଯଧିକ ଆଗ୍ରହୀ ହାଇେଥାଏ ଓ ସେ ବାଗ୍ୟୁଦ୍ଧ କରେ। ଏଗୁଡ଼ିକ ଦ୍ବାରା କଳି, ଇର୍ଷା, ଅପମାନ ଓ ସନ୍ଦହେ ଆସିଥାଏ।

fullscreen5 ତାହା ମନ୍ଦ ମନ ଥିବା ଲୋକମାନଙ୍କ ମାଧ୍ଯମ ରେ ସୀମାହୀନ ୟୁକ୍ତିତର୍କ ଆରମ୍ଭ କରେ। କୁତର୍କକୁ ମଧ୍ଯ ତାହା ଆମନ୍ତ୍ରିତ କରେ। ସହେି ଲୋକମାନେ ସତ୍ଯକୁ ହରାଇ ବସିଛନ୍ତି। ସମାନେେ ଭାବନ୍ତି ଯେ ପରମେଶ୍ବରଙ୍କ ସବୋ କରିବା ହେଉଛି ଧନୀ ହବୋର ଏକ ଉପାୟ।

fullscreen6 ଯଦି ଜଣେ ଲୋକ ତା ପାଖ ରେ ଯାହା ଅଛି, ସତେିକି ରେ ସନ୍ତୁଷ୍ଟ ରହେ, ତା ହେଲେ ପ୍ରକୃତ ରେ ପରମେଶ୍ବରଙ୍କ ସବୋ ଦ୍ବାରା ସହେି ଲୋକ ବହୁତ ଧନୀ ହାଇଯୋଏ।

fullscreen7 ପୃଥିବୀକୁ ଆସିଲା ବେଳେ ଆମ୍ଭେ କିଛି ଆଣି ନ ଥିଲୁ ଓ ଯେତବେେଳେ ଆମ୍ଭେ ମରିୟିବା ଏଠାରୁ କିଛି ନଇେ ଯାଇ ପାରିବା ନାହିଁ।

fullscreen8 ଅତଏବ ଯଦି ଆମ୍ଭର ଖାଇବା ଓ ପିନ୍ଧିବା ଜିନିଷ ଅଛି, ଆମ୍ଭେ ସେଥି ରେ ସନ୍ତୁଷ୍ଟ ରହିବା।

fullscreen9 ଯେଉଁମାନେ ଧନୀ ହବୋକୁ ଚାହୁଁଛନ୍ତି, ସମାନେେ ପ୍ରଲୋଭନ ଫାନ୍ଦ ରେ ପଡ଼ି ଯାଆନ୍ତି। ଅନକେ ମୂର୍ଖତାପୂର୍ଣ୍ଣ ଓ ଦୁଃଖ ଦେଉଥିବା ବିଷୟଗୁଡ଼ିକ ପାଇଁ ସମାନେେ ଇଚ୍ଛା ପୋଷଣ କରନ୍ତି। ସଗେୁଡ଼ିକ ଲୋକମାନଙ୍କୁ ନଷ୍ଟ କରି ତଳିତଳାନ୍ତ କରିଦିଏ।

fullscreen10 ଧନର ଲୋଭ ସମସ୍ତ ପ୍ରକାର ମନ୍ଦର କାରଣ। ଅଧିକରୁ ଅଧିକ ଧନ ପାଇବା ଲୋଭ ରେ କେତେ ଲୋକ ସତ୍ଯ ବିଶ୍ବାସକୁ ଛାଡ଼ି ଦଇେଛନ୍ତି। କିନ୍ତୁ ସପରେି କରିବା ଦ୍ବାରା ସମାନେେ ନିଜ ଉପରକୁ ଅନକେ ଦୁଃଖ ଟାଣି ଆଣିଛନ୍ତି।

3 If any man teach otherwise, and consent not to wholesome words, even the words of our Lord Jesus Christ, and to the doctrine which is according to godliness;

4 He is proud, knowing nothing, but doting about questions and strifes of words, whereof cometh envy, strife, railings, evil surmisings,

5 Perverse disputings of men of corrupt minds, and destitute of the truth, supposing that gain is godliness: from such withdraw thyself.

6 But godliness with contentment is great gain.

7 For we brought nothing into this world, and it is certain we can carry nothing out.

8 And having food and raiment let us be therewith content.

9 But they that will be rich fall into temptation and a snare, and into many foolish and hurtful lusts, which drown men in destruction and perdition.

10 For the love of money is the root of all evil: which while some coveted after, they have erred from the faith, and pierced themselves through with many sorrows.

1 Timothy 6 in Tamil and English

3 ତୁମ୍ଭେ ଲୋକମାନଙ୍କୁ ଏହି ବିଷୟଗୁଡ଼ିକ କରିବା ପାଇଁ ଶିକ୍ଷା ଦବୋ ଓ କହିବା ଉଚିତ। କେତେ ଲୋକ ଭଣ୍ଡ ଶିକ୍ଷା ଦବେେ। ସମାନେେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସତ୍ଯ ଶିକ୍ଷା ସହିତ ଏକମତ ହୁଅନ୍ତି ନାହିଁ। ପରମେଶ୍ବରଙ୍କ ସବୋ କରିବାର ସତମାର୍ଗ ସହିତ ମିଳି ଯାଉଥିବା ଶିକ୍ଷା ସମାନେେ ଗ୍ରହଣ କରନ୍ତି ନାହିଁ ;
If any man teach otherwise, and consent not to wholesome words, even the words of our Lord Jesus Christ, and to the doctrine which is according to godliness;

4 ଯେଉଁ ଲୋକ ଭଣ୍ଡ ଶିକ୍ଷା ଦିଏ, ସେ ଗର୍ବୀ ଓ କିଛି ବୁଝି ନ ଥାଏ। ସହେି ଲୋକ ଶବ୍ଦର ଅର୍ଥକୁ ନଇେ ୟୁକ୍ତି ତର୍କ କରିବା ପାଇଁ ଅତ୍ଯଧିକ ଆଗ୍ରହୀ ହାଇେଥାଏ ଓ ସେ ବାଗ୍ୟୁଦ୍ଧ କରେ। ଏଗୁଡ଼ିକ ଦ୍ବାରା କଳି, ଇର୍ଷା, ଅପମାନ ଓ ସନ୍ଦହେ ଆସିଥାଏ।
He is proud, knowing nothing, but doting about questions and strifes of words, whereof cometh envy, strife, railings, evil surmisings,

5 ତାହା ମନ୍ଦ ମନ ଥିବା ଲୋକମାନଙ୍କ ମାଧ୍ଯମ ରେ ସୀମାହୀନ ୟୁକ୍ତିତର୍କ ଆରମ୍ଭ କରେ। କୁତର୍କକୁ ମଧ୍ଯ ତାହା ଆମନ୍ତ୍ରିତ କରେ। ସହେି ଲୋକମାନେ ସତ୍ଯକୁ ହରାଇ ବସିଛନ୍ତି। ସମାନେେ ଭାବନ୍ତି ଯେ ପରମେଶ୍ବରଙ୍କ ସବୋ କରିବା ହେଉଛି ଧନୀ ହବୋର ଏକ ଉପାୟ।
Perverse disputings of men of corrupt minds, and destitute of the truth, supposing that gain is godliness: from such withdraw thyself.

6 ଯଦି ଜଣେ ଲୋକ ତା ପାଖ ରେ ଯାହା ଅଛି, ସତେିକି ରେ ସନ୍ତୁଷ୍ଟ ରହେ, ତା ହେଲେ ପ୍ରକୃତ ରେ ପରମେଶ୍ବରଙ୍କ ସବୋ ଦ୍ବାରା ସହେି ଲୋକ ବହୁତ ଧନୀ ହାଇଯୋଏ।
But godliness with contentment is great gain.

7 ପୃଥିବୀକୁ ଆସିଲା ବେଳେ ଆମ୍ଭେ କିଛି ଆଣି ନ ଥିଲୁ ଓ ଯେତବେେଳେ ଆମ୍ଭେ ମରିୟିବା ଏଠାରୁ କିଛି ନଇେ ଯାଇ ପାରିବା ନାହିଁ।
For we brought nothing into this world, and it is certain we can carry nothing out.

8 ଅତଏବ ଯଦି ଆମ୍ଭର ଖାଇବା ଓ ପିନ୍ଧିବା ଜିନିଷ ଅଛି, ଆମ୍ଭେ ସେଥି ରେ ସନ୍ତୁଷ୍ଟ ରହିବା।
And having food and raiment let us be therewith content.

9 ଯେଉଁମାନେ ଧନୀ ହବୋକୁ ଚାହୁଁଛନ୍ତି, ସମାନେେ ପ୍ରଲୋଭନ ଫାନ୍ଦ ରେ ପଡ଼ି ଯାଆନ୍ତି। ଅନକେ ମୂର୍ଖତାପୂର୍ଣ୍ଣ ଓ ଦୁଃଖ ଦେଉଥିବା ବିଷୟଗୁଡ଼ିକ ପାଇଁ ସମାନେେ ଇଚ୍ଛା ପୋଷଣ କରନ୍ତି। ସଗେୁଡ଼ିକ ଲୋକମାନଙ୍କୁ ନଷ୍ଟ କରି ତଳିତଳାନ୍ତ କରିଦିଏ।
But they that will be rich fall into temptation and a snare, and into many foolish and hurtful lusts, which drown men in destruction and perdition.

10 ଧନର ଲୋଭ ସମସ୍ତ ପ୍ରକାର ମନ୍ଦର କାରଣ। ଅଧିକରୁ ଅଧିକ ଧନ ପାଇବା ଲୋଭ ରେ କେତେ ଲୋକ ସତ୍ଯ ବିଶ୍ବାସକୁ ଛାଡ଼ି ଦଇେଛନ୍ତି। କିନ୍ତୁ ସପରେି କରିବା ଦ୍ବାରା ସମାନେେ ନିଜ ଉପରକୁ ଅନକେ ଦୁଃଖ ଟାଣି ଆଣିଛନ୍ତି।
For the love of money is the root of all evil: which while some coveted after, they have erred from the faith, and pierced themselves through with many sorrows.