1 Timothy 6
11 କିନ୍ତୁ ତୁମ୍ଭେ ଜଣେ ପରମେଶ୍ବରଙ୍କର ଲୋକ। ଅତଏବ ତୁମ୍ଭେ ସହେି ସବୁ ବିଷୟଠାରୁ ଦୂର ରେ ରହିବା କଥା। ଧାର୍ମିକ ଭାବରେ ରହିବା ପାଇଁ ଚେଷ୍ଟା କର, ପରମେଶ୍ବରଙ୍କ ଉପାସନା କର। ତୁମ୍ଭ୍ ଜୀବନ ରେ ବିଶ୍ବାସ, ପ୍ ରମେ, ର୍ଧୈୟ୍ଯ, ଭଦ୍ର ଆଚରଣ କରିବା ପାଇଁ ଚେଷ୍ଟା କର।
12 ବିଶ୍ବାସକୁ ଧରି ରଖିବା ଗୋଟିଏ ଦୌଡ଼ ପ୍ରତିୟୋଗିତା ଭଳି। କୌଣସି ମତେ ସହେି ପ୍ରତିୟୋଗିତା ଜିତିବାକୁ ଚେଷ୍ଟା କର। ଅନନ୍ତଜୀବନ ଧାରଣ କର। ତୁମ୍ଭକୁ ସେଥିପାଇଁ ଡ଼କା ଯାଇଛି। ଅନକେ ଲୋକଙ୍କ ଆଗ ରେ ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ରେ ମହାନ୍ ସତ୍ଯକୁ ସ୍ବୀକାର କରିଛ।
13 ପରମେଶ୍ବର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗ ରେ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ପନ୍ତିୟ ପୀଲାତଙ୍କ ଆଗ ରେ ଠିଆ ହାଇେଥିବା ବେଳେ ଖ୍ରୀଷ୍ଟ ଯୀଶୁ ସହେି ଏକା ମହାନ୍ ସତ୍ଯଟିକୁ ସ୍ବୀକାର କରିଥିଲେ। ଏକମାତ୍ର ପରମେଶ୍ବର ପ୍ରେତ୍ୟକକ ବିଷୟକୁ ଜୀବନ ପ୍ରଦାନ କରନ୍ତି।
14 ଏବେ ମୁଁ ତୁମ୍ଭକୁ କହୁଛି : ତୁମ୍ଭକୁ ଦିଆ ଯାଇଥିବା ଆଦେଶଗୁଡ଼ିକ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କର ପୁନରାଗମନ ପର୍ୟ୍ଯନ୍ତ ସହେି କାମଗୁଡ଼ିକ ନିଭୁର୍ଲ ଭାବରେ ଓ ଅନିନ୍ଦନୀୟ ଭାବରେ କର।
15 ପରମେଶ୍ବର ଉପୟୁକ୍ତ ସମୟ ଆସିଲେ, ତାହା ସାଧନ କରିବେ। ପରମେଶ୍ବର ଏକମାତ୍ର ପରମଧନ୍ଯ ସମ୍ରାଟ୍। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।
16 ପରମେଶ୍ବର ଅମର ଅଟନ୍ତି। ପରମେଶ୍ବର ଏତେ ଉଜ୍ଜ୍ବଳ ପ୍ରକାଶ ମଧିଅରେ ବାସ କରନ୍ତି ଯେ ଲୋକେ ତାହା ପାଖକୁ ଯାଇ ପାରନ୍ତି ନାହିଁ। କହେି କବେେ ହେଲେ ପରମେଶ୍ବରଙ୍କୁ ଦେଖି ନାହିଁ। କହେି କବେେ ହେଲେ ପରମେଶ୍ବରଙ୍କୁ ଦେଖି ନାହିଁ। କହେି କବେେ ପରମେଶ୍ବରଙ୍କୁ ମଧ୍ଯ ଦେଖି ପାରିବେ ନାହିଁ। ପରମେଶ୍ବରଙ୍କ ଗୌରବ ଓ ଶକ୍ତି ଅନନ୍ତକାଳ ପର୍ୟ୍ଯନ୍ତ ପ୍ରକାଶ ପାଉ। ଆମେନ୍।
17 ଏହି ଆଦେଶ ସହେିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀ ରେ ଧନୀ ଅଟନ୍ତି। ସମାନଙ୍କେୁ ଗର୍ବ ନ କରିବା ପାଇଁ କୁହ। ସମାନଙ୍କେୁ କୁହ ଯେ ସମାନେେ ନିଜ ଧନର ନୁହେଁ, ମାତ୍ର ପରମେଶ୍ବରଙ୍କର ଆଶ୍ରୟ ନବୋ ଉଚିତ। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ବର ପ୍ରେତ୍ୟକକ ବସ୍ତୁ ୟଥେଷ୍ଟ ପରିମାଣ ରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରେତ୍ୟକକ ଜିନିଷ ଦିଅନ୍ତି।
18 ଧନୀ ଲୋକମାନଙ୍କୁ କୁହ ଯେ ସମାନେେ ଭଲ କାମ କରନ୍ତୁ। ସମାନଙ୍କେୁ କୁହ ଯେ, ଭଲ କାମ କରିବା ରେ ସମାନେେ ଧନୀ ହୁଅନ୍ତୁ।
19 ସପରେି କରି ସମାନେେ ସ୍ବର୍ଗ ରେ ନିଜ ପାଇଁ ସମ୍ପତ୍ତି ଜମା ରଖିବେ। ସହେି ସମ୍ପତ୍ତି ହେଉଛି ଦୃଢ଼ ମୂଳଦୁଆ ଯାହା ଉପରେ ସମାନଙ୍କେର ଭବିଷ୍ଯତ୍ ଜୀବନ ଠିଆ ହାଇପୋରିବ। ତା' ହେଲେ ସମାନେେ ପ୍ରକୃତ ଜୀବନର ଅଧିକାରୀ ହାଇେ ପାରିବେ।
20 ତୀମଥି, ପରମେଶ୍ବର ତୁମ୍ଭ ଉପରେ ଅନକେ ବିଷୟର ଭାର ଦଇେଛନ୍ତି। ସଗେୁଡ଼ିକୁ ସୁରକ୍ଷିତ ରଖିଥାଅ। ପରମେଶ୍ବରଙ୍କ ନିକଟକୁ ଆସି ନ ଥିବା ଅସାର କଥା କହୁଥିବା ଲୋକମାନଙ୍କଠାରୁ ଦୂର ରେ ରୁହ। ସତ୍ଯ ବିରୁଦ୍ଧ ରେ ୟୁକ୍ତିତର୍କ କରୁଥିବା ଲୋକମାନଙ୍କଠାରୁ ଦୂର ରେ ରୁହ। ଏହାକୁ ସମାନେେ ମିଛ ରେ ଜ୍ଞାନ ବୋଲି କହିଥାନ୍ତି। କିନ୍ତୁ ଏହା ପ୍ରକୃତ ଜ୍ଞାନ ନୁହେଁ।
21 କେତେ ଲୋକ କୁହନ୍ତି ଯେ ସମାନଙ୍କେର ସହେି ଜ୍ଞାନ ଅଛି। ସମାନେେ ସତ୍ଯ ବିଶ୍ବାସକୁ ତ୍ଯାଗ କରି ସାରିଛନ୍ତି।
11 But thou, O man of God, flee these things; and follow after righteousness, godliness, faith, love, patience, meekness.
12 Fight the good fight of faith, lay hold on eternal life, whereunto thou art also called, and hast professed a good profession before many witnesses.
13 I give thee charge in the sight of God, who quickeneth all things, and before Christ Jesus, who before Pontius Pilate witnessed a good confession;
14 That thou keep this commandment without spot, unrebukeable, until the appearing of our Lord Jesus Christ:
15 Which in his times he shall shew, who is the blessed and only Potentate, the King of kings, and Lord of lords;
16 Who only hath immortality, dwelling in the light which no man can approach unto; whom no man hath seen, nor can see: to whom be honour and power everlasting. Amen.
17 Charge them that are rich in this world, that they be not highminded, nor trust in uncertain riches, but in the living God, who giveth us richly all things to enjoy;
18 That they do good, that they be rich in good works, ready to distribute, willing to communicate;
19 Laying up in store for themselves a good foundation against the time to come, that they may lay hold on eternal life.
20 O Timothy, keep that which is committed to thy trust, avoiding profane and vain babblings, and oppositions of science falsely so called:
21 Which some professing have erred concerning the faith. Grace be with thee. Amen.
1 Timothy 6 in Tamil and English
11 କିନ୍ତୁ ତୁମ୍ଭେ ଜଣେ ପରମେଶ୍ବରଙ୍କର ଲୋକ। ଅତଏବ ତୁମ୍ଭେ ସହେି ସବୁ ବିଷୟଠାରୁ ଦୂର ରେ ରହିବା କଥା। ଧାର୍ମିକ ଭାବରେ ରହିବା ପାଇଁ ଚେଷ୍ଟା କର, ପରମେଶ୍ବରଙ୍କ ଉପାସନା କର। ତୁମ୍ଭ୍ ଜୀବନ ରେ ବିଶ୍ବାସ, ପ୍ ରମେ, ର୍ଧୈୟ୍ଯ, ଭଦ୍ର ଆଚରଣ କରିବା ପାଇଁ ଚେଷ୍ଟା କର।
But thou, O man of God, flee these things; and follow after righteousness, godliness, faith, love, patience, meekness.
12 ବିଶ୍ବାସକୁ ଧରି ରଖିବା ଗୋଟିଏ ଦୌଡ଼ ପ୍ରତିୟୋଗିତା ଭଳି। କୌଣସି ମତେ ସହେି ପ୍ରତିୟୋଗିତା ଜିତିବାକୁ ଚେଷ୍ଟା କର। ଅନନ୍ତଜୀବନ ଧାରଣ କର। ତୁମ୍ଭକୁ ସେଥିପାଇଁ ଡ଼କା ଯାଇଛି। ଅନକେ ଲୋକଙ୍କ ଆଗ ରେ ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ରେ ମହାନ୍ ସତ୍ଯକୁ ସ୍ବୀକାର କରିଛ।
Fight the good fight of faith, lay hold on eternal life, whereunto thou art also called, and hast professed a good profession before many witnesses.
13 ପରମେଶ୍ବର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗ ରେ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ପନ୍ତିୟ ପୀଲାତଙ୍କ ଆଗ ରେ ଠିଆ ହାଇେଥିବା ବେଳେ ଖ୍ରୀଷ୍ଟ ଯୀଶୁ ସହେି ଏକା ମହାନ୍ ସତ୍ଯଟିକୁ ସ୍ବୀକାର କରିଥିଲେ। ଏକମାତ୍ର ପରମେଶ୍ବର ପ୍ରେତ୍ୟକକ ବିଷୟକୁ ଜୀବନ ପ୍ରଦାନ କରନ୍ତି।
I give thee charge in the sight of God, who quickeneth all things, and before Christ Jesus, who before Pontius Pilate witnessed a good confession;
14 ଏବେ ମୁଁ ତୁମ୍ଭକୁ କହୁଛି : ତୁମ୍ଭକୁ ଦିଆ ଯାଇଥିବା ଆଦେଶଗୁଡ଼ିକ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କର ପୁନରାଗମନ ପର୍ୟ୍ଯନ୍ତ ସହେି କାମଗୁଡ଼ିକ ନିଭୁର୍ଲ ଭାବରେ ଓ ଅନିନ୍ଦନୀୟ ଭାବରେ କର।
That thou keep this commandment without spot, unrebukeable, until the appearing of our Lord Jesus Christ:
15 ପରମେଶ୍ବର ଉପୟୁକ୍ତ ସମୟ ଆସିଲେ, ତାହା ସାଧନ କରିବେ। ପରମେଶ୍ବର ଏକମାତ୍ର ପରମଧନ୍ଯ ସମ୍ରାଟ୍। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।
Which in his times he shall shew, who is the blessed and only Potentate, the King of kings, and Lord of lords;
16 ପରମେଶ୍ବର ଅମର ଅଟନ୍ତି। ପରମେଶ୍ବର ଏତେ ଉଜ୍ଜ୍ବଳ ପ୍ରକାଶ ମଧିଅରେ ବାସ କରନ୍ତି ଯେ ଲୋକେ ତାହା ପାଖକୁ ଯାଇ ପାରନ୍ତି ନାହିଁ। କହେି କବେେ ହେଲେ ପରମେଶ୍ବରଙ୍କୁ ଦେଖି ନାହିଁ। କହେି କବେେ ହେଲେ ପରମେଶ୍ବରଙ୍କୁ ଦେଖି ନାହିଁ। କହେି କବେେ ପରମେଶ୍ବରଙ୍କୁ ମଧ୍ଯ ଦେଖି ପାରିବେ ନାହିଁ। ପରମେଶ୍ବରଙ୍କ ଗୌରବ ଓ ଶକ୍ତି ଅନନ୍ତକାଳ ପର୍ୟ୍ଯନ୍ତ ପ୍ରକାଶ ପାଉ। ଆମେନ୍।
Who only hath immortality, dwelling in the light which no man can approach unto; whom no man hath seen, nor can see: to whom be honour and power everlasting. Amen.
17 ଏହି ଆଦେଶ ସହେିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀ ରେ ଧନୀ ଅଟନ୍ତି। ସମାନଙ୍କେୁ ଗର୍ବ ନ କରିବା ପାଇଁ କୁହ। ସମାନଙ୍କେୁ କୁହ ଯେ ସମାନେେ ନିଜ ଧନର ନୁହେଁ, ମାତ୍ର ପରମେଶ୍ବରଙ୍କର ଆଶ୍ରୟ ନବୋ ଉଚିତ। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ବର ପ୍ରେତ୍ୟକକ ବସ୍ତୁ ୟଥେଷ୍ଟ ପରିମାଣ ରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରେତ୍ୟକକ ଜିନିଷ ଦିଅନ୍ତି।
Charge them that are rich in this world, that they be not highminded, nor trust in uncertain riches, but in the living God, who giveth us richly all things to enjoy;
18 ଧନୀ ଲୋକମାନଙ୍କୁ କୁହ ଯେ ସମାନେେ ଭଲ କାମ କରନ୍ତୁ। ସମାନଙ୍କେୁ କୁହ ଯେ, ଭଲ କାମ କରିବା ରେ ସମାନେେ ଧନୀ ହୁଅନ୍ତୁ।
That they do good, that they be rich in good works, ready to distribute, willing to communicate;
19 ସପରେି କରି ସମାନେେ ସ୍ବର୍ଗ ରେ ନିଜ ପାଇଁ ସମ୍ପତ୍ତି ଜମା ରଖିବେ। ସହେି ସମ୍ପତ୍ତି ହେଉଛି ଦୃଢ଼ ମୂଳଦୁଆ ଯାହା ଉପରେ ସମାନଙ୍କେର ଭବିଷ୍ଯତ୍ ଜୀବନ ଠିଆ ହାଇପୋରିବ। ତା' ହେଲେ ସମାନେେ ପ୍ରକୃତ ଜୀବନର ଅଧିକାରୀ ହାଇେ ପାରିବେ।
Laying up in store for themselves a good foundation against the time to come, that they may lay hold on eternal life.
20 ତୀମଥି, ପରମେଶ୍ବର ତୁମ୍ଭ ଉପରେ ଅନକେ ବିଷୟର ଭାର ଦଇେଛନ୍ତି। ସଗେୁଡ଼ିକୁ ସୁରକ୍ଷିତ ରଖିଥାଅ। ପରମେଶ୍ବରଙ୍କ ନିକଟକୁ ଆସି ନ ଥିବା ଅସାର କଥା କହୁଥିବା ଲୋକମାନଙ୍କଠାରୁ ଦୂର ରେ ରୁହ। ସତ୍ଯ ବିରୁଦ୍ଧ ରେ ୟୁକ୍ତିତର୍କ କରୁଥିବା ଲୋକମାନଙ୍କଠାରୁ ଦୂର ରେ ରୁହ। ଏହାକୁ ସମାନେେ ମିଛ ରେ ଜ୍ଞାନ ବୋଲି କହିଥାନ୍ତି। କିନ୍ତୁ ଏହା ପ୍ରକୃତ ଜ୍ଞାନ ନୁହେଁ।
O Timothy, keep that which is committed to thy trust, avoiding profane and vain babblings, and oppositions of science falsely so called:
21 କେତେ ଲୋକ କୁହନ୍ତି ଯେ ସମାନଙ୍କେର ସହେି ଜ୍ଞାନ ଅଛି। ସମାନେେ ସତ୍ଯ ବିଶ୍ବାସକୁ ତ୍ଯାଗ କରି ସାରିଛନ୍ତି।
Which some professing have erred concerning the faith. Grace be with thee. Amen.