1 Timothy 5:7
ସଠାେରେ ଥିବା ସମସ୍ତ ବିଶ୍ବାସୀ ଲୋକଙ୍କୁ ଏହି କାମଗୁଡ଼ିକ କରିବା ପାଇଁ କୁହ, ତା' ହେଲେ କହେି କହିବେ ନାହିଁ ଯେ ସମାନେେ ଭୁଲ୍ କରୁଛନ୍ତି।
1 Timothy 5:7 in Other Translations
King James Version (KJV)
And these things give in charge, that they may be blameless.
American Standard Version (ASV)
These things also command, that they may be without reproach.
Bible in Basic English (BBE)
Give orders to this effect, so that no evil may be said of anyone.
Darby English Bible (DBY)
And these things enjoin, that they may be irreproachable.
World English Bible (WEB)
Also command these things, that they may be without reproach.
Young's Literal Translation (YLT)
and these things charge, that they may be blameless;
| And | καὶ | kai | kay |
| these things | ταῦτα | tauta | TAF-ta |
| charge, in give | παράγγελλε | parangelle | pa-RAHNG-gale-lay |
| that | ἵνα | hina | EE-na |
| they may be | ἀνεπίληπτοι | anepilēptoi | ah-nay-PEE-lay-ptoo |
| blameless. | ὦσιν | ōsin | OH-seen |
Cross Reference
1 Timothy 4:11
ଏହି କଥାଗୁଡ଼ିକ ଶିକ୍ଷା ଦିଅ।
Titus 2:15
ମାେ ସହିତ ଏଠିକାର ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଛନ୍ତି। ଯେଉଁମାନେ ବିଶ୍ବାସ ରେ ଆମ୍ଭକୁ ଭଲ ପାଆନ୍ତି, ସମାନଙ୍କେୁ ନମସ୍କାର ଜଣାଇବ।
1 Timothy 1:3
ମୁଁ ଚା ହେଁ ଯେ ତୁମ୍ଭେ ଏଫିସଠା ରେ ରୁହ। ମାକିଦନିଆ ୟିବା ବେଳେ ମୁଁ ତୁମ୍ଭକୁ ତାହା କରିବା ପାଇଁ ଅନୁ ରୋଧ କରି କହିଥିଲି। ଏଫିସଠା ରେ କେତେ ଲୋକ ଭ୍ରାନ୍ତ ଶିକ୍ଷାଗୁଡ଼ିକ ଦେଉଛନ୍ତି। ଏଫିସଠା ରେ ରହି ତୁମ୍ଭେ ସମାନଙ୍କେୁ ଭ୍ରାନ୍ତ ଶିକ୍ଷା ନ ଦବୋ ପାଇଁ ଆଦେଶ ଦଇେ ପାରିବ।
1 Timothy 6:17
ଏହି ଆଦେଶ ସହେିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀ ରେ ଧନୀ ଅଟନ୍ତି। ସମାନଙ୍କେୁ ଗର୍ବ ନ କରିବା ପାଇଁ କୁହ। ସମାନଙ୍କେୁ କୁହ ଯେ ସମାନେେ ନିଜ ଧନର ନୁହେଁ, ମାତ୍ର ପରମେଶ୍ବରଙ୍କର ଆଶ୍ରୟ ନବୋ ଉଚିତ। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ବର ପ୍ରେତ୍ୟକକ ବସ୍ତୁ ୟଥେଷ୍ଟ ପରିମାଣ ରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରେତ୍ୟକକ ଜିନିଷ ଦିଅନ୍ତି।
2 Timothy 4:1
ପରମେଶ୍ବର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗ ରେ ମୁଁ ତୁମ୍ଭକୁ ଗୋଟିଏ ଆଦେଶ ଦେଉଛି। ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତଉଭୟ ଲୋକମାନଙ୍କର ବିଚାର କରିବେ। ଯୀଶୁଙ୍କର ଗୋଟିଏ ରାଜ୍ଯ ଅଛି ଓ ସେ ଆଉଥରେ ଆସୁଛନ୍ତି। ଅତଏବ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି।
Titus 1:13
ସହେି ଭାବବାଦୀଙ୍କ କଥା ସତ। ଅତଏବ ସମାନଙ୍କେୁ କୁହ ଯେ ସମାନେେ ଭୁଲ କରୁଛନ୍ତି। ତୁମ୍ଭେ ତାହାଙ୍କ ପ୍ରତି କଠାେର ହବୋ ଉଚିତ। ତା' ହେଲେ ସମାନେେ ବିଶ୍ବାସ ରେ ଦୃଢ଼ ହବେେ।