1 Samuel 2:31 in Oriya

Oriya Oriya Bible 1 Samuel 1 Samuel 2 1 Samuel 2:31

1 Samuel 2:31
ସମୟ ଆସକ୍ସ୍ଟଅଛି, ଯେତବେେଳେ ମୁ ତୁମ୍ଭର ଶକ୍ତି ଓ ତୁମ୍ଭର ପିତୃଗୃହର ଶକ୍ତି କାଟି ପକାଇବି, ସହେିଦିନ ଆସକ୍ସ୍ଟଅଛି, ତହିଁରେ ତକ୍ସ୍ଟମ୍ଭ ବଂଶ ରେ ଜଣେ ବି ବୃଦ୍ଧ ଲୋକ ରହିବ ନାହିଁ।

1 Samuel 2:301 Samuel 21 Samuel 2:32

1 Samuel 2:31 in Other Translations

King James Version (KJV)
Behold, the days come, that I will cut off thine arm, and the arm of thy father's house, that there shall not be an old man in thine house.

American Standard Version (ASV)
Behold, the days come, that I will cut off thine arm, and the arm of thy father's house, that there shall not be an old man in thy house.

Bible in Basic English (BBE)
See, the days are coming when your arm and the arm of your father's people will be cut off;

Darby English Bible (DBY)
Behold, days come, that I will cut off thine arm, and the arm of thy father's house, that there shall not be an old man in thy house.

Webster's Bible (WBT)
Behold, the days come, that I will cut off thy arm, and the arm of thy father's house, that there shall not be an old man in thy house.

World English Bible (WEB)
Behold, the days come, that I will cut off your arm, and the arm of your father's house, that there shall not be an old man in your house.

Young's Literal Translation (YLT)
`Lo, days `are' coming, and I have cut off thine arm, and the arm of the house of thy father, that an old man is not in thy house;

Behold,
הִנֵּה֙hinnēhhee-NAY
the
days
יָמִ֣יםyāmîmya-MEEM
come,
בָּאִ֔יםbāʾîmba-EEM
off
cut
will
I
that
וְגָֽדַעְתִּי֙wĕgādaʿtiyveh-ɡa-da-TEE

אֶתʾetet
thine
arm,
זְרֹ֣עֲךָ֔zĕrōʿăkāzeh-ROH-uh-HA
and
the
arm
וְאֶתwĕʾetveh-ET
father's
thy
of
זְרֹ֖עַzĕrōaʿzeh-ROH-ah
house,
בֵּ֣יתbêtbate
be
not
shall
there
that
אָבִ֑יךָʾābîkāah-VEE-ha
an
old
man
מִֽהְי֥וֹתmihĕyôtmee-heh-YOTE
in
thine
house.
זָקֵ֖ןzāqēnza-KANE
בְּבֵיתֶֽךָ׃bĕbêtekābeh-vay-TEH-ha

Cross Reference

1 Samuel 22:17
ରାଜା ତାଙ୍କ ନିକଟରେ ଥିବା ଦହେ ରକ୍ଷୀକକ୍ସ୍ଟ ଆଦେଶ ଦେଲେ, ୟାଅ, ପ୍ରଭକ୍ସ୍ଟଙ୍କର ଯାଜକମାନଙ୍କୁ ହତ୍ଯା କର। ଏହିପରି କର କାରଣ ସମାନେେ ସମସ୍ତେ ଦାଉଦଙ୍କର ସପକ୍ଷ ରେ ଅଛନ୍ତି। ସମାନେେ ଜାଣିଲେ ଦାଉଦ ଏଠାରକ୍ସ୍ଟ ପଳାଯନ କରିଛି, କିନ୍ତୁ ସମାନେେ ମାେତେ ଜଣାଇଲେ ନାହିଁ।

Ezekiel 44:10
ଯେତବେେଳେ ଇଶ୍ରାୟେଲ ମାଠାରୁେ ବିପଥଗାମୀ ହେଲେ, ଲବେୀୟମାନେ ମାଠାରୁେ ଦୂ ରଇେ ଗଲେ ଏବଂ ୟିଏ ମୂର୍ତ୍ତି ପୂଜାର ପ୍ରଥା ଅନୁସରଣ କଲେ, ସମାନେେ ସମାନଙ୍କେର ପାପ ପାଇଁ ଦଣ୍ଡ ବହନ କରିବେ।

Ezekiel 30:21
ହେ ମନୁଷ୍ଯ ପୁତ୍ର, ମୁଁ ମିଶରର ରାଜା ଫାରୋର ବାହୁ ଭାଙ୍ଗିଅଛି। ତା'ର ଆରୋଗ୍ୟ ପାଇଁ ଔଷଧ ଲଗାଇ ପଟି ବାନ୍ଧିବାକୁ କହେି ନାହିଁ। ତେଣୁ ତାହାର ହସ୍ତ ଆଉ ଖଡ୍ଗ ଧାରଣ କରିବାକୁ ସବଳ ହବେ ନାହିଁ।

Psalm 37:17
କାରଣ ଦୁଷ୍ଟ ଲୋକମାନେ ଧ୍ବଂସ ପାଇବେ। କିନ୍ତୁ ସଦାପ୍ରଭୁ ଧାର୍ମିକ ବ୍ଯକ୍ତିମାନଙ୍କୁ ରକ୍ଷା କରିବେ।

Job 22:9
ଏହାବି ହାଇପୋ ରେ ତୁମ୍ଭେ ବିଧବାମାନଙ୍କୁ କିଛି ନ ଦଇେ ପଠାଇ ଦଇେଛ। ଆୟୁବ, ତୁମ୍ଭେ ଅନାଥମାନଙ୍କୁ ଠକିଛ।

1 Kings 2:35
ପୁଣି ରାଜା ତାହାର ସ୍ଥାନ ରେ ଯିହାୟୋଦାର ପୁତ୍ର ବନାଯକୁ ସନୋପତି ପଦ ରେ ନିୟୁକ୍ତ କଲେ ଓ ଅବିଯାଥର ପଦ ରେ ସାଦୋକକୁ ଯାଜକ କରି ନିୟୁକ୍ତ କଲେ।

1 Kings 2:26
ତା'ପରେ ରାଜା ଯାଜକ ଅବିଯାଥରକୁ କହିଲେ, ତୁମ୍ଭେ ଅନାେଥାତ ସ୍ଥିତ ତୁମ୍ଭର ଗୃହକୁ ୟାଅ। କାରଣ ତୁମ୍ଭେ ଯଦିଓ ମୃତ୍ଯୁ ଯୋଗ୍ଯ, ମୁଁ ତୁମ୍ଭକୁ ବର୍ତ୍ତମାନ ବଧ କରିବାକୁ ଯାଉନାହିଁ, କାରଣ ତୁମ୍ଭେ ମାରେ ପିତା ଦାଉଦଙ୍କ ସମ୍ମୁଖ ରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ବହନ କରିଥିଲ ଓ ତୁମ୍ଭେ ମାେ ପିତାଙ୍କର କଠିନ ସମୟରେ ସହେି ପ୍ରକାର ବିପଦଗୁଡିକରେ ଭାଗୀ ହାଇେଥିଲା।

1 Samuel 14:3
ଐକାବୋଦର ଭ୍ରାତା ଅହୀଟକ୍ସ୍ଟବର ପକ୍ସ୍ଟତ୍ର ଯାଜକ ଅହିଯ ଏଫୋଦ ପିନ୍ଧି ସଠାେରେ ଥିଲା। ଐକାବୋଦ ପୀନହସର ପକ୍ସ୍ଟତ୍ର, ପୀନହସ ଶୀଲୋର ଯାଜକ ଏଲିର ପକ୍ସ୍ଟତ୍ର।

1 Samuel 4:11
ପକ୍ସ୍ଟଣି ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଧରିଲେ। ଆଉ ଏଲିଙ୍କର ଦକ୍ସ୍ଟଇ ପକ୍ସ୍ଟତ୍ର ହଫନ ଓ ପୀନହସ୍ ହତ ହେଲେ।

1 Samuel 4:2
ଏହାପରେ ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ନିଜକକ୍ସ୍ଟ ପ୍ରସ୍ତକ୍ସ୍ଟତ କଲେ। ୟକ୍ସ୍ଟଦ୍ଧ ସମୟରେ ଇଶ୍ରାୟେଲୀୟଗଣ ପଲେଷ୍ଟୀୟମାନଙ୍କ ଦ୍ବାରା ପରାଜିତ ହେଲେ; ଓ 4 ,000 ସୈନ୍ଯ ୟକ୍ସ୍ଟଦ୍ଧ କ୍ଷେତ୍ର ରେ ମୃତକ୍ସ୍ଟ୍ଯବରଣ କଲେ।