1 Samuel 17
1 ପଲେଷ୍ଟୀୟ ସୈନ୍ଯସାମନ୍ତମାନେ ୟକ୍ସ୍ଟଦ୍ଧ ପାଇଁ ଏକତ୍ରୀତ ହେଲେ। ସମାନେେ ୟିହକ୍ସ୍ଟଦାର ଅଧିକାରସ୍ଥ ସୋଖୋର ସଂଗୃହିତ ହାଇେ ସୋଖୋ ଓ ଅ ସକୋ ମଧିଅରେ ଏଫସ୍-ଦମ୍ମୀମ ରେ ଛାଉଣୀ ସ୍ଥାପନ କଲେ।
2 ଶାଉଲ ଅଧିନ ରେ ଓ ଇଶ୍ରାୟେଲୀୟ ଲୋକମାନେ ଏଲା ତଳଭୂମିରେ ଏକତ୍ରୀତ ହାଇେ ଛାଉଣୀ ସ୍ଥାପନ କଲେ। ସମାନେେ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ସୈନ୍ଯ ସଜାଇଲେ।
3 ତହିଁରେ ପଲେଷ୍ଟୀୟମାନେ ପର୍ବତର ଏକ ଦିଗ ରେ ଓ ଇଶ୍ରାୟେଲ ପର୍ବତର ଅନ୍ୟ ଦିଗ ରେ ଠିଆ ହେଲେ। ଉଭୟଙ୍କ ମଧିଅରେ ଉପତ୍ୟକା ଥିଲା।
4 ଗାଥ ନିବାସୀ ଗଲିଯାତ ନାମକ ଏକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟମାନଙ୍କ ଛାଉଣୀରକ୍ସ୍ଟ ବାହାର ହେଲା, ସେ ସାଢେ ଛଅ ହାତ ଉଚ୍ଚ।
5 ତା'ର ମସ୍ତକରେ ପିତ୍ତଳର ଟୋପର ଥିଲା ଓ ସେ ମାଛକାତି ତକ୍ସ୍ଟଲ୍ଯ ସାଞ୍ଜକ୍ସ୍ଟଆ ରେ ସଜ୍ଜିତ ଥିଲା। ସହେି ସାଞ୍ଜକ୍ସ୍ଟଆଟି ପାଞ୍ଚ ସହସ୍ର ଶକେଲ ଓଜନ ପିତ୍ତଳର ଥିଲା।
6 ସେ ଗୋଡ ରେ ପିତ୍ତଳର ସ୍ତ୍ରାଣ ପିନ୍ଧି ଥିଲେ ଓ ସେ ପଛ ରେ ପିତ୍ତଳର ବର୍ଚ୍ଛା ବନ୍ଧା ହାଇେଥିଲା।
7 ତା'ର ବର୍ଚ୍ଛାର ଦଣ୍ତ ବକ୍ସ୍ଟଣାକାରର କାଠ ତକ୍ସ୍ଟଲ୍ଯ ଓ ଏହାର ପାତର ଓଜନ ଥିଲା, ଛଅ ଶହ ଶକେଲ ଲୌହ ଢାଳର ସମ୍ମକ୍ସ୍ଟଖ ରେ ଥିଲା। ତା'ର ଆଗେ ଆଗେ ତା'ର ଢାଲବାହକ ଗ୍ଭଲିଥିଲା।
8 ପ୍ରେତ୍ୟକକ ଦିନ ଗଲିଯାତ ବାହା ରେ ଛିଡା ହାଇେ ଇଶ୍ରାୟେଲର ସୈନ୍ଯ ଶ୍ ରଣେୀଙ୍କକ୍ସ୍ଟ ଚିତ୍କାର କରି କହକ୍ସ୍ଟଥିଲା, ତୁମ୍ଭମାନେେ କାହିଁକି ୟକ୍ସ୍ଟଦ୍ଧ ସାଜିବା ପାଇଁ ବାହାର ହାଇେ ଆସିଛ? ମୁ ଜଣେ ପଲେଷ୍ଟୀୟ ଲୋକ ନକ୍ସ୍ଟ ହେଁ? ତୁମ୍ଭମାନେେ ଶାଉଲର ଦାସ, ତୁମ୍ଭମାନେେ ନିଜମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମାେ ପାଖକକ୍ସ୍ଟ ଓହ୍ଲାଇ ଆସକ୍ସ୍ଟ।
9 ଯଦି ସେ ଲୋକଟି ମାେତେ ମାରିଦିଏ, ତବେେ ଆମ୍ଭେ ପଲେଷ୍ଟୀୟମାନେ ତୁମ୍ଭର ଦାସ ହବେକ୍ସ୍ଟ। ଯଦି ମୁ ତାକକ୍ସ୍ଟ ବଧ କରେ ତବେେ ତୁମ୍ଭମାନେେ ଆମ୍ଭର ଦାସ ହବେ ଓ ଆମ୍ଭମାନଙ୍କର ଦାସ କାର୍ୟ୍ଯ କରିବ।
10 ପଲେଷ୍ଟୀୟ ମଧ୍ଯ କହିଲେ, ଆଜି ମୁ ଇଶ୍ରାୟେଲର ସୈନ୍ଯ ବାହିନୀକକ୍ସ୍ଟ ତକ୍ସ୍ଟଛ କରୁଅଛି। ମୁ ସାହାସ କରି କହକ୍ସ୍ଟଛି ମାେତେ ଜଣେ ଲୋକ ଦିଅ, ତବେେ ଆମ୍ଭମାନେେ ପରସ୍ପର ୟକ୍ସ୍ଟଦ୍ଧ କରିପାରିବକ୍ସ୍ଟ।
11 ଯେତବେେଳେ ଶାଉଲ ଓ ଇଶ୍ରାୟେଲୀୟମାନେ ପଲେଷ୍ଟୀୟର ଏହି ସକଳ କଥା ଶକ୍ସ୍ଟଣନ୍ତେ। ସମାନେେ ହତାଶ ହେଲେ ଓ ଅତିଶଯ ଭୟ କଲେ।
12 ଦାଉଦ ୟିଶୀଙ୍କର ପକ୍ସ୍ଟତ୍ର ଥିଲେ, ୟିଶୀ ଥିଲେ ଇଫ୍ରାଥୀଯ ପରିବାରର ୟିଏ ବୈଥଲହମେ ଓ ୟିହକ୍ସ୍ଟଦା ରେ ବାସ କରୁଥିଲେ ଏବଂ ୟିଶୀଙ୍କର ଆଠପକ୍ସ୍ଟତ୍ର ଥିଲେ। ପକ୍ସ୍ଟଣି ଶାଉଲଙ୍କର ସମୟରେ ସେ ପୁରୁଷ ବୃଦ୍ଧ ଥିଲେ।
13 ୟିଶୀଙ୍କର ତିନି ବଡ ପକ୍ସ୍ଟତ୍ର ଶାଉଲଙ୍କକ୍ସ୍ଟ ପଶ୍ଚାତ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇଥିଲେ। ପ୍ରଥମ ପକ୍ସ୍ଟତ୍ର ଥିଲେ ଇଲୀଯାବ୍ ଓ ଦ୍ବିତୀୟ ପକ୍ସ୍ଟତ୍ରର ନାମ ଅବିନାଦବ୍ ଓ ତୃତୀୟର ନାମ ଶମ୍ମ।
14 ଦାଉଦ ଥିଲେ ସବୁଠାରକ୍ସ୍ଟ କନିଷ୍ଠ। ତିନିଜଣ ଜେଷ୍ଠ ପକ୍ସ୍ଟତ୍ର ଶାଉଲଙ୍କର ସୈନ୍ଯ ଛାଉଣୀ ରେ ଥିଲେ।
15 କିନ୍ତୁ ଦାଉଦ ଆପଣା ପିତାର ମଷେପଲ ଚରାଇବା ନିମନ୍ତେ ଶାଉଲଙ୍କ ନିକଟରକ୍ସ୍ଟ ବୈଥଲହମେକକ୍ସ୍ଟ ସମୟ ସମୟରେ ୟାଅ ଆସ କରୁଥାନ୍ତି।
16 ସହେି ପଲେଷ୍ଟୀୟ ରାକ୍ଷସଟି ଗ୍ଭଳିଶ ଦିନ ପର୍ୟ୍ଯନ୍ତ ପ୍ରାତଃକାଳ ରେ ଓ ସନ୍ଧ୍ଯା ସମୟରେ ଇଶ୍ରାୟେଲର ସୈନ୍ଯ ସମ୍ମକ୍ସ୍ଟଖକକ୍ସ୍ଟ ଆସକ୍ସ୍ଟଥାଏ।
17 ଦିନେ ୟିଶୀ ନିଜର ପକ୍ସ୍ଟତ୍ର ଦାଉଦଙ୍କକ୍ସ୍ଟ କହିଲା, ସୈନ୍ଯ ଛାଉଣୀ ରେ ଥିବା ନିଜ ଭାଇମାନଙ୍କ ପାଇଁ ଏହି ଭଜା ଶସ୍ଯରକ୍ସ୍ଟ ଏକ ଐଫା ଓ ଏହି ଦଶଟା ରୋଟୀ ନଇୟୋଅ।
18 ସେ ମଧ୍ଯ ତାଙ୍କୁ କହିଲେ, ଏହି ଦଶଖଣ୍ତ ବଡ ଛନୋପୋଡ 1,000 ସୈନ୍ଯମାନଙ୍କର କଲ୍ଗାନମାନଙ୍କ ପାଇଁ ନଇୟୋଅ ଏବଂ ତୁମ୍ଭର ଭାଇମାନଙ୍କର କକ୍ସ୍ଟଶଳତାର ଖବର ଆଣିବା ସହିତ ସମାନେେ ଭଲ ଅଛନ୍ତି କିଛି ଗୋଟିଏ ଦ୍ରବ୍ଯ ଆଣିବ।
19 ତୁମ୍ଭର ଭାଇମାନେ ଶାଉଲଙ୍କ ସାଥି ରେ ଇଶ୍ରାୟେଲୀୟ ସୈନ୍ଯମାନଙ୍କ ସହିତ ଏଲା ତଳ ଭୂମିରେ ଥାଇ ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରୁଥିଲେ।
20 ଦାଉଦ ପ୍ରଭାତ ରେ ଉଠି ଜଣେ ରଖକ୍ସ୍ଟଆଳି ହସ୍ତ ରେ ମଷେପଲ ଛାଡି ୟିଶୀର ଆଜ୍ଞା ଅନକ୍ସ୍ଟସା ରେ ସେସବୁ ଦ୍ରବ୍ଯ ନଇଗେଲେ। ସୈନ୍ଯଗଣ ବାହାରି ୟକ୍ସ୍ଟଦ୍ଧ ନିମନ୍ତେ ମହାନାଦ କରିବା ସମୟରେ ସେ ଶଗଡ ବନ୍ଦୀ ଜାଗା ରେ ଉପସ୍ଥିତ ହେଲେ।
21 ଇଶ୍ରାୟେଲୀୟମାନେ ଓ ପଲେଷ୍ଟୀୟମାନେ ୟକ୍ସ୍ଟଦ୍ଧ ସଜାଇଲେ ଓ ସୈନ୍ଯଶ୍ ରଣେୀ ପରସ୍ପର ମକ୍ସ୍ଟହାଁ ମକ୍ସ୍ଟହିଁ ହେଲେ।
22 ଦାଉଦ ସାମଗ୍ରୀ ରକ୍ଷକ ହସ୍ତ ରେ, ନିଜର ସାମଗ୍ରୀ ରଖି ସୈନ୍ଯମାନଙ୍କ ମଝିକକ୍ସ୍ଟ ଆସି ନିଜର ଭାଇମାନଙ୍କୁ କକ୍ସ୍ଟଶଳବାର୍ତ୍ତା ପଚାରିଲେ।
23 ସେ ସମାନଙ୍କେ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ ଗାଥନିବାସୀ ପଲେଷ୍ଟୀୟ ଗଲିଯାତ ନାମକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟ ସୈନ୍ଯବାହୀନି ମଧ୍ଯରକ୍ସ୍ଟ ଉଠି ଆସି ପୂର୍ବପରି ପାଟିକଲା। ଦାଉଦ ତାହା ଶୁଣିଲେ।
24 ଇଶ୍ରାୟେଲର ସମସ୍ତ ସୈନ୍ଯଗଣ ସହେି ପୁରୁଷକକ୍ସ୍ଟ ଦେଖି ତାହା ସମ୍ମକ୍ସ୍ଟଖରକ୍ସ୍ଟ ପଳାଇଲେ ଓ ଅତି ଭୟଭୀତ ହେଲେ।
25 ଜଣେ ଇଶ୍ରାୟେଲର ଲୋକ କହିଲା, ତୁମ୍ଭମାନେେ ସହେି ବ୍ଯକ୍ତିକକ୍ସ୍ଟ ଦେଖିଲକି ୟିଏ ଇଶ୍ରାୟେଲକକ୍ସ୍ଟ ଅବମାନନା କରିବାକୁ ଆସିଥିଲା? ଏହାକକ୍ସ୍ଟ ଯେଉଁଲୋକ ହତ୍ଯା କରିବ, ରାଜା ତାହାଙ୍କକ୍ସ୍ଟ ବହକ୍ସ୍ଟତ ଧନ ରେ ଧନବାନ କରିବେ ଓ ତାହାକକ୍ସ୍ଟ ଆପଣା କନ୍ଯା ଦବେେ। ଆଉ ଇଶ୍ରାୟେଲ ମଧିଅରେ ତା'ର ପିତୃ ଗୃହକକ୍ସ୍ଟ ନିଷ୍କର କରିବେ।
26 ଦାଉଦ ସଠାେରେ ଠିଆ ହାଇେଥିବା ଲୋକମାନଙ୍କୁ ପଚାରିଲେ, ସେ କ'ଣ କହିଲା? ଯେଉଁଲୋକ ଏହି ପଲେଷ୍ଟୀୟକକ୍ସ୍ଟ ବଧ କରି ଏବଂ ଇଶ୍ରାୟେଲର ଏହି ଅପମାନ ଦୂର କରିବ, ତାହାପ୍ରତି କ'ଣ କରାୟିବ? କିଏ ଏହି ଅସକ୍ସ୍ଟନ୍ନତ ପଲେଷ୍ଟୀୟ ୟିଏ ଜୀବିତ ପରମେଶ୍ବରଙ୍କ ସୈନ୍ଯ ଛାଉଣୀକି ଅବମାନନା କରିବାକୁ ସାହାସ କରେ।
27 ଲୋକମାନେ ପୂର୍ବପରି ଉତ୍ତର ଦଇେ କହିଲେ, ଯେ ତାହାକକ୍ସ୍ଟ ବଧ କରିବ, ତାହାକକ୍ସ୍ଟ ପକ୍ସ୍ଟରସ୍କୃତ କରାୟିବ।
28 ଦାଉଦ ସହେି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ତା'ର ଜେଷ୍ଠଭ୍ରାତା ଇଲୀଯାବ ଶକ୍ସ୍ଟଣିଲା। ଇଲୀଯାବର କୋରଧ ଦାଉଦ ଉପରେ ପ୍ରଜ୍ବଳିତ ହେଲା, ଆଉ ସେ କହିଲା, ତକ୍ସ୍ଟ ଏଠାକକ୍ସ୍ଟ କାହିଁକି ଆସିଲକ୍ସ୍ଟ? ପ୍ରାନ୍ତର ରେ ତକ୍ସ୍ଟ ମେଣ୍ତାମାନଙ୍କୁ କାହା ପାଖ ରେ ଛାଡିଲକ୍ସ୍ଟ? ମୁ ତୋ ଗର୍ବ ଓ ତୋ ମନର ଦକ୍ସ୍ଟଷ୍ଟତା ଜାଣେ। କାରଣ ତକ୍ସ୍ଟ କବଳେ ୟକ୍ସ୍ଟଦ୍ଧ ଦେଖିବା ପାଇଁ ଆସିଛକ୍ସ୍ଟ।
29 ଦାଉଦ ଉତ୍ତର ଦେଲେ, ମୁ ଏବେ କ'ଣ କଲି, ଏମିତି ମୁ ଏହି ଲୋକମାନଙ୍କ ସହିତ କଥାବାର୍ତ୍ତା କରୁଥିଲି।
30 ଦାଉଦ ଅନ୍ୟ ଲୋକମାନଙ୍କ ପାଖକକ୍ସ୍ଟ ଗଲେ ଓ ପୂର୍ବପରି କହିଲେ, ତହିଁରେ ଲୋକମାନେ ପକ୍ସ୍ଟନର୍ବାର ପୂର୍ବପରି ଉତ୍ତର ଦେଲେ।
31 ଦାଉଦଙ୍କ ଏହିପରି କଥା ଯେତବେେଳେ ଲୋକମାନେ ଶୁଣିଲେ, ସମାନେେ ତାକକ୍ସ୍ଟ ଶାଉଲଙ୍କ ନିକଟକକ୍ସ୍ଟ ନଇଗେଲେ ଏବଂ ଦାଉଦ ଯାହା କହିଥିଲେ ତାହା କହିଲେ।
32 ଦାଉଦ ଶାଉଲଙ୍କକ୍ସ୍ଟ କହିଲେ, ଗଲିଯାତ ୟୋଗକ୍ସ୍ଟଁ ଲୋକମାନେ ହତାଶ ହବୋ ଉଚିତ୍ ନକ୍ସ୍ଟ ହେଁ। ଆପଣଙ୍କ ଦାସ ୟାଇ ସହେି ପଲେଷ୍ଟୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବ।
33 ଶାଉଲ ଉତ୍ତର ଦେଲେ, ତୁମ୍ଭେ ସହେି ପଲେଷ୍ଟୀୟ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିପାରିବ ନାହିଁ। କାରଣ ତୁମ୍ଭେ ତ ଜଣେ ସୈନିକ ନକ୍ସ୍ଟହଁ ଏବଂ ଗଲିଯାତ ବାଳକ ଅବସ୍ଥାରକ୍ସ୍ଟ ୟକ୍ସ୍ଟଦ୍ଧ କରି ଆସକ୍ସ୍ଟଅଛି।
34 କିନ୍ତୁ ଦାଉଦ ଶାଉଲଙ୍କକ୍ସ୍ଟ ଉତ୍ତର ଦେଲେ, ମୁ ତୁମ୍ଭର ଦାସ, ଆପଣା ପିତାର ମଷେ ଚରାଉ ଥାଏ। ଥରେ ଗୋଟିଏ ସିଂହ ଓ ଅନ୍ୟଥର ଗୋଟିଏ ଭାଲକ୍ସ୍ଟ ଆସି ପଲ ମଧ୍ଯରକ୍ସ୍ଟ ଗୋଟିଏ ମଷେକକ୍ସ୍ଟ ନଇଗେଲା।
35 ମୁ ତା' ପଛ ରେ ଗୋଡ଼ାଇଲି ଏବଂ ତାକକ୍ସ୍ଟ ଆଘାତ କରି, ତା' ପାଟିରକ୍ସ୍ଟ ମଷେକକ୍ସ୍ଟ ଛଡାଇ ଆଣିଲି। ବନ୍ଯ ପଶକ୍ସ୍ଟଟି ମାେ ଉପରକକ୍ସ୍ଟ କକ୍ସ୍ଟଦା ମାରିଲା ମୁ ତା'ର ଦାଢି ଧରି ତାହାକକ୍ସ୍ଟ ମାରିଦଲେି।
36 ମୁ ସିଂହ ଓ ଭାଲକ୍ସ୍ଟ ଉଭୟଙ୍କକ୍ସ୍ଟ ବଧ କରିଛି ଏବଂ ମୁ ମଧ୍ଯ ଗଲିଯାତକକ୍ସ୍ଟ ସହେିପରି ବଧ କରିବି। ଗଲିଯାତ ମରିବ କାରଣ ସେ ଜୀବିତ ପରମେଶ୍ବରଙ୍କର ସୈନ୍ଯକକ୍ସ୍ଟ ତକ୍ସ୍ଟଚ୍ଛ କରିଅଛି।
37 ସଦାପ୍ରଭୁ ମାେତେ ସିଂହ ଓ ଭାଲକ୍ସ୍ଟ ନିକଟରକ୍ସ୍ଟ ରକ୍ଷା କରିଛନ୍ତି। ସଦାପ୍ରଭୁ ମତେ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ରକ୍ଷା କରିବେ।
38 ଶାଉଲ ଦାଉଦଙ୍କକ୍ସ୍ଟ ଆପଣା ବସ୍ତ୍ର ପିନ୍ଧାଇ ତାଙ୍କ ମସ୍ତକରେ ପିତଳ ଟୋପର ଦଇେ ତାହାଙ୍କକ୍ସ୍ଟ ସାଞ୍ଜକ୍ସ୍ଟଆ ପିନ୍ଧାଇଲେ।
39 ଦାଉଦ ଆପଣା ବସ୍ତ୍ର ଉପରେ ଖଡ୍ଗ ବାନ୍ଧି ଗ୍ଭଲିବାକକ୍ସ୍ଟ ଚେଷ୍ଟା କଲେ, ସେ ଅକୃତକାର୍ୟ୍ଯ ହେଲେ, କାରଣ ଏହିପରି ଓଜନିଆଁ ସାମଗ୍ରି ପିନ୍ଧିବାର ଅଭ୍ଯାସ ନଥିଲା।
40 ଦାଉଦ ଆପଣା ୟଷ୍ଟି ହାତ ରେ ଧରି ନଦୀରକ୍ସ୍ଟ ପାଞ୍ଚ ଗୋଟି ଚିକ୍କଣ ପଥର ବାଛିଲେ ଓ ସେ ସଗେୁଡିକୁ ନିଜର ମଷେପାଳକ ଥଳି ମଧିଅରେ ରଖିଲେ। ନିଜ ହାତ ରେ ନିଜର ଛାଟିଣୀଟି ଧରି ପଲେଷ୍ଟୀୟ ନିକଟକକ୍ସ୍ଟ ଗଲେ।
41 ପଲେଷ୍ଟୀୟ ଧି ରେ ଧି ରେ ଅଗ୍ରସର ହାଇେ ଦାଉଦଙ୍କର ସନ୍ନିକଟି ହେଲା ଓ ତା'ର ଢାଲବାହକ ତା'ର ଆଗେ ଆଗେ ଗ୍ଭଲିଲା।
42 ପଲେଷ୍ଟୀୟମାନେ ଅନାଇ ଦାଉଦଙ୍କକ୍ସ୍ଟ ଦେଖିଲେ ଓ ତାକକ୍ସ୍ଟ ତକ୍ସ୍ଟଚ୍ଛ ଜ୍ଞାନ କଲେ କାରଣ ଦାଉଦ ୟକ୍ସ୍ଟବା ଓ ଇସତ୍ ରକ୍ତବର୍ଣ ଓ ସକ୍ସ୍ଟନ୍ଦର ବଦନ ଥିଲେ।
43 ଗଲିଯାତ ଦାଉଦଙ୍କକ୍ସ୍ଟ କହିଲେ, ମୁ କ'ଣ ଗୋଟିଏ କକ୍ସ୍ଟକକ୍ସ୍ଟର ତୁମ୍ଭେ ମାେ ପାଖକକ୍ସ୍ଟ ବାଡି ନଇେ ଆସିଛ। ତା'ପରେ ଗଲିଯାତ ଆପଣା ଦବେତାମାନଙ୍କ ନାମ ରେ ଦାଉଦଙ୍କକ୍ସ୍ଟ ଶାପ ଦଲୋ।
44 ଗଲିଯାତ ଦାଉଦଙ୍କକ୍ସ୍ଟ କହିଲା, ଏହିଠାକକ୍ସ୍ଟ ଆସ ମୁ ତୁମ୍ଭର ମାଂସକକ୍ସ୍ଟ ହିଂସ୍ରପଶକ୍ସ୍ଟ-ପକ୍ଷୀମାନଙ୍କୁ ଖକ୍ସ୍ଟଆଇବି।
45 ଦାଉଦ ଗଲିଯାତକକ୍ସ୍ଟ କହିଲା, ତୁମ୍ଭେ ଖଡ୍ଗ ବର୍ଚ୍ଛା ଓ ଶଲ୍ଯ ଘନେି ମାେ ପାଖକକ୍ସ୍ଟ ଆସିଛ। କିନ୍ତୁ ତୁମ୍ଭେ ଯାହାଙ୍କକ୍ସ୍ଟ ତକ୍ସ୍ଟଚ୍ଛ କରିଅଛ ସଗେି ଇଶ୍ରାୟେଲର ସୈନ୍ଯବାହିନୀର ପରମେଶ୍ବର, ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମ ରେ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ମଁ ଆସକ୍ସ୍ଟଅଛି।
46 ଆଜି ସଦାପ୍ରଭୁ ତୁମ୍ଭକୁ ମାେ ହସ୍ତ ରେ ସମର୍ପି ଦବେେ। ଏବଂ ମୁ ତୁମ୍ଭକୁ ଆଘାତ କରିବି ଏବଂ ତୁମ୍ଭର ଶିରଚ୍ଛଦନେ କରିବି। ମୁ ଆଜି ପଲେଷ୍ଟୀୟମାନଙ୍କ ସୈନ୍ଯଗଣର ଶରୀର ଆକାଶ ପକ୍ଷୀଗଣକକ୍ସ୍ଟ ଓ ପୃଥିବୀସ୍ଥ ବନ୍ଯପଶକ୍ସ୍ଟମାନଙ୍କୁ ଦବେି, ତହିଁରେ ଇଶ୍ରାୟେଲ ମଧିଅରେ ଏକ ପରମେଶ୍ବର ଅଛନ୍ତି ବୋଲି ସମକ୍ସ୍ଟଦାଯ ଜଗତ ଜାଣିବେ।
47 ଏଠା ରେ ରକ୍ସ୍ଟଣ୍ତ ହାଇେଥିବା ସବୁ ଲୋକମାନେ ଜାଣିବେ, ଯେ ସଦାପ୍ରଭୁ ଖଡ୍ଗ ଓ ବର୍ଚ୍ଛାଦ୍ବାରା ରକ୍ଷା କରନ୍ତି ନାହିଁ, କାରଣ ଏହି ୟକ୍ସ୍ଟଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମ୍ଭେ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବା ରେ ଆମ୍ଭମାନଙ୍କୁ ସାହାୟ୍ଯ କରିବେ।
48 ଏହାପରେ ସହେି ପଲେଷ୍ଟୀୟ ଦାଉଦକକ୍ସ୍ଟ ଆକ୍ରମଣ କରିବାକୁ ଉଠି ପଡିଲା ଏବଂ ଦାଉଦର ନିକଟରକ୍ସ୍ଟ ନିକଟତର ହେଲା। ଦାଉଦ ଶୀଘ୍ର ପଲେଷ୍ଟୀୟମାନଙ୍କ ସହିତ ଭଟେିବାକକ୍ସ୍ଟ ସୈନ୍ଯବାହିନୀ ଆଡେ ଦୌଡିଲେ।
49 ଦାଉଦ ଆପଣା ଥଳି ରେ ହାତ ପକ୍ସ୍ଟରାଇ ତହିଁରକ୍ସ୍ଟ ଗୋଟିଏ ପଥର କାଢି ଛାଟିଣି ରେ ମାରି ସହେି ପଲେଷ୍ଟୀୟର କପାଳକକ୍ସ୍ଟ ଆଘାତ କଲେ। ତହିଁରେ ସେ ପଥର ତା'ର କପାଳ ରେ ପଶିଯାନ୍ତେ ସେ ମକ୍ସ୍ଟହଁ ମାଡି ଭୂମିରେ ପଡିଲା।
50 ଏହିପରି ଭାବରେ ଦାଉଦ ବାଟକ୍ସ୍ଟଳି ଓ ପଥର ଦ୍ବାରା ସହେି ପଲେଷ୍ଟୀୟକକ୍ସ୍ଟ ପରାସ୍ତ କଲେ ଓ ଆଘାତକରି ବଧ କଲେ। ମାତ୍ର ଦାଉଦଙ୍କ ହସ୍ତ ରେ ଖଡ୍ଗ ନ ଥିଲା।
51 ଦାଉଦ ଦୌଡିୟାଇ ସହେି ପଲେଷ୍ଟୀୟ ଉପରେ ଠିଆ ହେଲେ ଓ ଗଲିଯାତର ଖଡ୍ଗ ଖାପରକ୍ସ୍ଟ କାଢି ତାହାର ମସ୍ତକ ଛଦନେ କଲେ।
52 ଇଶ୍ରାୟେଲର ଓ ୟିହକ୍ସ୍ଟଦାର ଲୋକମାନେ ଉଠି ଜଯଧ୍ବନି କଲେ ଓ ସନ୍ନିକଟ ଇକ୍ରୋଣ ଫାଟକ ପର୍ୟ୍ଯନ୍ତ ପଲେଷ୍ଟୀୟମାନଙ୍କ ପେଛ ପେଛ ଗୋଡ଼ାଇଲେ। ତା'ପରେ ସମାନେେ ପଲେଷ୍ଟୀୟମାନଙ୍କୁ ହତ୍ଯା କରି ଶାରଯିମ ପଥରେ ଗାଥ ଓ ଇକୋର୍ଣ ପର୍ୟ୍ଯନ୍ତ ପକାଇଲେ।
53 ଇଶ୍ରାୟେଲର ପଲେଷ୍ଟୀୟମାନଙ୍କ ପେଛ ପେଛ ଗୋଡ଼ାଇବାରକ୍ସ୍ଟ ଲେଉଟି ଆସି ସମାନଙ୍କେ ଛାଉଣୀ ଲକ୍ସ୍ଟଟ୍ କଲେ।
54 ଦାଉଦ ସହେି ପଲେଷ୍ଟୀୟର ମସ୍ତକ ନଇେ ଯିରୁଶାଲମକୁ ଆଣିଲେ କିନ୍ତୁ ତା'ର ଅସ୍ତ୍ର ଆପଣା ଗୃହ ରେ ରଖିଲେ।
55 ସହେି ପଲେଷ୍ଟୀୟ ବିରକ୍ସ୍ଟଦ୍ଧ ରେ ଦାଉଦଙ୍କକ୍ସ୍ଟ ବାହାରିବାର ଦେଖି ଶାଉଲ ସୈନ୍ଯର ସନୋପତି ଅବନ୍ରକକ୍ସ୍ଟ କହିଲେ, ଅବନର ଏ ୟକ୍ସ୍ଟବକ କାହାର ପକ୍ସ୍ଟତ୍ର?
56 ରାଜା କହିଲେ, ପଗ୍ଭର ଏ ୟକ୍ସ୍ଟବକ କାହାର ପକ୍ସ୍ଟଅ?
57 ଦାଉଦ ପଲେଷ୍ଟୀୟକକ୍ସ୍ଟ ହତ୍ଯାକରି ପଲେଷ୍ଟୀୟର ମସ୍ତକ ହସ୍ତ ରେ ଧରି ଫରେି ଆସିବା ବେଳେ ଅବନର ତାଙ୍କୁ ନଇେ ଶାଉଲଙ୍କ ନିକଟକକ୍ସ୍ଟ ଆସିଲା।
58 ଶାଉଲ ତାଙ୍କୁ ପଚାରିଲେ, ହେ ୟକ୍ସ୍ଟବକ ତୁମ୍ଭେ କାହାର ପକ୍ସ୍ଟଅ?
1 Now the Philistines gathered together their armies to battle, and were gathered together at Shochoh, which belongeth to Judah, and pitched between Shochoh and Azekah, in Ephes-dammim.
2 And Saul and the men of Israel were gathered together, and pitched by the valley of Elah, and set the battle in array against the Philistines.
3 And the Philistines stood on a mountain on the one side, and Israel stood on a mountain on the other side: and there was a valley between them.
4 And there went out a champion out of the camp of the Philistines, named Goliath, of Gath, whose height was six cubits and a span.
5 And he had an helmet of brass upon his head, and he was armed with a coat of mail; and the weight of the coat was five thousand shekels of brass.
6 And he had greaves of brass upon his legs, and a target of brass between his shoulders.
7 And the staff of his spear was like a weaver’s beam; and his spear’s head weighed six hundred shekels of iron: and one bearing a shield went before him.
8 And he stood and cried unto the armies of Israel, and said unto them, Why are ye come out to set your battle in array? am not I a Philistine, and ye servants to Saul? choose you a man for you, and let him come down to me.
9 If he be able to fight with me, and to kill me, then will we be your servants: but if I prevail against him, and kill him, then shall ye be our servants, and serve us.
10 And the Philistine said, I defy the armies of Israel this day; give me a man, that we may fight together.
11 When Saul and all Israel heard those words of the Philistine, they were dismayed, and greatly afraid.
12 Now David was the son of that Ephrathite of Bethlehem-judah, whose name was Jesse; and he had eight sons: and the man went among men for an old man in the days of Saul.
13 And the three eldest sons of Jesse went and followed Saul to the battle: and the names of his three sons that went to the battle were Eliab the firstborn, and next unto him Abinadab, and the third Shammah.
14 And David was the youngest: and the three eldest followed Saul.
15 But David went and returned from Saul to feed his father’s sheep at Bethlehem.
16 And the Philistine drew near morning and evening, and presented himself forty days.
17 And Jesse said unto David his son, Take now for thy brethren an ephah of this parched corn, and these ten loaves, and run to the camp to thy brethren;
18 And carry these ten cheeses unto the captain of their thousand, and look how thy brethren fare, and take their pledge.
19 Now Saul, and they, and all the men of Israel, were in the valley of Elah, fighting with the Philistines.
20 And David rose up early in the morning, and left the sheep with a keeper, and took, and went, as Jesse had commanded him; and he came to the trench, as the host was going forth to the fight, and shouted for the battle.
21 For Israel and the Philistines had put the battle in array, army against army.
22 And David left his carriage in the hand of the keeper of the carriage, and ran into the army, and came and saluted his brethren.
23 And as he talked with them, behold, there came up the champion, the Philistine of Gath, Goliath by name, out of the armies of the Philistines, and spake according to the same words: and David heard them.
24 And all the men of Israel, when they saw the man, fled from him, and were sore afraid.
25 And the men of Israel said, Have ye seen this man that is come up? surely to defy Israel is he come up: and it shall be, that the man who killeth him, the king will enrich him with great riches, and will give him his daughter, and make his father’s house free in Israel.
26 And David spake to the men that stood by him, saying, What shall be done to the man that killeth this Philistine, and taketh away the reproach from Israel? for who is this uncircumcised Philistine, that he should defy the armies of the living God?
27 And the people answered him after this manner, saying, So shall it be done to the man that killeth him.
28 And Eliab his eldest brother heard when he spake unto the men; and Eliab’s anger was kindled against David, and he said, Why camest thou down hither? and with whom hast thou left those few sheep in the wilderness? I know thy pride, and the naughtiness of thine heart; for thou art come down that thou mightest see the battle.
29 And David said, What have I now done? Is there not a cause?
30 And he turned from him toward another, and spake after the same manner: and the people answered him again after the former manner.
31 And when the words were heard which David spake, they rehearsed them before Saul: and he sent for him.
32 And David said to Saul, Let no man’s heart fail because of him; thy servant will go and fight with this Philistine.
33 And Saul said to David, Thou art not able to go against this Philistine to fight with him: for thou art but a youth, and he a man of war from his youth.
34 And David said unto Saul, Thy servant kept his father’s sheep, and there came a lion, and a bear, and took a lamb out of the flock:
35 And I went out after him, and smote him, and delivered it out of his mouth: and when he arose against me, I caught him by his beard, and smote him, and slew him.
36 Thy servant slew both the lion and the bear: and this uncircumcised Philistine shall be as one of them, seeing he hath defied the armies of the living God.
37 David said moreover, The Lord that delivered me out of the paw of the lion, and out of the paw of the bear, he will deliver me out of the hand of this Philistine. And Saul said unto David, Go, and the Lord be with thee.
38 And Saul armed David with his armour, and he put an helmet of brass upon his head; also he armed him with a coat of mail.
39 And David girded his sword upon his armour, and he assayed to go; for he had not proved it. And David said unto Saul, I cannot go with these; for I have not proved them. And David put them off him.
40 And he took his staff in his hand, and chose him five smooth stones out of the brook, and put them in a shepherd’s bag which he had, even in a scrip; and his sling was in his hand: and he drew near to the Philistine.
41 And the Philistine came on and drew near unto David; and the man that bare the shield went before him.
42 And when the Philistine looked about, and saw David, he disdained him: for he was but a youth, and ruddy, and of a fair countenance.
43 And the Philistine said unto David, Am I a dog, that thou comest to me with staves? And the Philistine cursed David by his gods.
44 And the Philistine said to David, Come to me, and I will give thy flesh unto the fowls of the air, and to the beasts of the field.
45 Then said David to the Philistine, Thou comest to me with a sword, and with a spear, and with a shield: but I come to thee in the name of the Lord of hosts, the God of the armies of Israel, whom thou hast defied.
46 This day will the Lord deliver thee into mine hand; and I will smite thee, and take thine head from thee; and I will give the carcases of the host of the Philistines this day unto the fowls of the air, and to the wild beasts of the earth; that all the earth may know that there is a God in Israel.
47 And all this assembly shall know that the Lord saveth not with sword and spear: for the battle is the Lord’s, and he will give you into our hands.
48 And it came to pass, when the Philistine arose, and came and drew nigh to meet David, that David hasted, and ran toward the army to meet the Philistine.
49 And David put his hand in his bag, and took thence a stone, and slang it, and smote the Philistine in his forehead, that the stone sunk into his forehead; and he fell upon his face to the earth.
50 So David prevailed over the Philistine with a sling and with a stone, and smote the Philistine, and slew him; but there was no sword in the hand of David.
51 Therefore David ran, and stood upon the Philistine, and took his sword, and drew it out of the sheath thereof, and slew him, and cut off his head therewith. And when the Philistines saw their champion was dead, they fled.
52 And the men of Israel and of Judah arose, and shouted, and pursued the Philistines, until thou come to the valley, and to the gates of Ekron. And the wounded of the Philistines fell down by the way to Shaaraim, even unto Gath, and unto Ekron.
53 And the children of Israel returned from chasing after the Philistines, and they spoiled their tents.
54 And David took the head of the Philistine, and brought it to Jerusalem; but he put his armour in his tent.
55 And when Saul saw David go forth against the Philistine, he said unto Abner, the captain of the host, Abner, whose son is this youth? And Abner said, As thy soul liveth, O king, I cannot tell.
56 And the king said, Inquire thou whose son the stripling is.
57 And as David returned from the slaughter of the Philistine, Abner took him, and brought him before Saul with the head of the Philistine in his hand.
58 And Saul said to him, Whose son art thou, thou young man? And David answered, I am the son of thy servant Jesse the Bethlehemite.
Hebrews 9 in Tamil and English
1 ঐ প্রথম চুক্তিতে উপাসনা করার নানা বিধিনিয়ম ছিল; আর মানুষের তৈরী এক উপাসনার স্থান ছিল৷
Then verily the first covenant had also ordinances of divine service, and a worldly sanctuary.
2 উপাসনার স্থানটি ছিল এক তাঁবুর ভেতরে৷ যার প্রথম অংশকে বলা হতো পবিত্র স্থান, য়েখানে ছিল বাতিদান,টেবিল ও ঈশ্বরকে উত্সর্গীকৃত বিশেষ রুটি৷
For there was a tabernacle made; the first, wherein was the candlestick, and the table, and the shewbread; which is called the sanctuary.
3 দ্বিতীয় পর্দার পেছনে আর একটি অংশ ছিল যাকে মহাপবিত্রস্থান বলা হত৷
And after the second veil, the tabernacle which is called the Holiest of all;
4 এই অংশে ছিল ধূপ জ্বালাবার জন্য সোনার বেদী ও চুক্তির সেই সিন্দুক, যার চারপাশ ছিল সোনার পাতে মোড়া৷ এর মধ্যে ছিল সোনার এক ঘটিতে মান্না ও হারোণের ছড়ি, য়ে ছড়ি মুকুলিত হয়েছিল; আর পাথরের সেই দুই ফলক যার ওপর নিয়ম চুক্তির শর্ত লেখা ছিল৷
Which had the golden censer, and the ark of the covenant overlaid round about with gold, wherein was the golden pot that had manna, and Aaron’s rod that budded, and the tables of the covenant;
5 সেই সিন্দুকের ওপর ছিল সোনার দুই করূব স্বর্গদূতযা ঈশ্বরের মহিমা প্রকাশ করত৷ তার দয়ার আসনটির ওপর ছায়া ফেলে থাকত৷ বর্তমানে আমরা এর খুঁটিনাটি বর্ণনা দিতে পারি না৷
And over it the cherubims of glory shadowing the mercyseat; of which we cannot now speak particularly.
6 যখন এইসব জিনিস পূর্বে বর্ণিত ব্যবস্থা অনুসারে প্রস্তুত হল, তখন যাজকরা প্রতিদিন উপাসনা করার জন্য প্রথম কক্ষে প্রবেশ করতেন৷
Now when these things were thus ordained, the priests went always into the first tabernacle, accomplishing the service of God.
7 কিন্তু মহাযাজক দ্বিতীয় কক্ষে কেবল একা বছরে একবার প্রবেশ করতেন; তিনি আবার রক্ত না নিয়ে প্রবেশ করতেন না৷ সেই রক্ত তিনি নিজের জন্য ও লোকদের দোষ-ত্রুটি ও অনিচ্ছাকৃত পাপের মার্জনার জন্য উত্সর্গ করতেন৷
But into the second went the high priest alone once every year, not without blood, which he offered for himself, and for the errors of the people:
8 পবিত্র আত্মা এর দ্বারা আমাদের জানাচ্ছেন য়ে, যতদিন পর্যন্ত প্রথম তাঁবু ছিল, ততদিন মহাপবিত্র স্থানে প্রবেশের পথ খুলে দেওয়া হয় নি৷
The Holy Ghost this signifying, that the way into the holiest of all was not yet made manifest, while as the first tabernacle was yet standing:
9 এটা আজকের জন্য একটা দৃষ্টান্তস্বরূপ৷ সেই দৃষ্টান্ত মতে ঈশ্বরের উদ্দেশ্যে উত্সর্গীকৃত ঐসব বলি ও উপহার উপাসনাকারীকে সম্পূর্ণভাবে শুদ্ধ করতে পারত না এবং উপাসনাকারীর হৃদয়কে সিদ্ধিলাভ করাতো না৷
Which was a figure for the time then present, in which were offered both gifts and sacrifices, that could not make him that did the service perfect, as pertaining to the conscience;
10 ঐ উপহারগুলি কেবল খাদ্য়, পানীয় ও নানা প্রকার বাহ্যিক শুচি স্নানের গণ্ডীতে বাঁধা ছিল৷ সে সব বিধি-ব্যবস্থাগুলি ছিল কেবল মানুষের দেহ সম্বন্ধীয়৷ সেগুলি ব্যক্তির হৃদয় সম্বন্ধীয় বিষয় ছিল না৷ নতুন আদেশ না আসা পর্যন্ত ঈশ্বর তাঁর লোকদের এইসব নিয়ম অনুসরণ করতে দিয়েছিলেন৷
Which stood only in meats and drinks, and divers washings, and carnal ordinances, imposed on them until the time of reformation.
11 কিন্তু এখন মহাযাজকরূপে খ্রীষ্ট এসেছেন৷ আমরা এখন য়ে সব উত্তম বিষয় পেয়েছি, তিনি সেসবের মহাযাজক৷ পূর্বে যাজকরা তাঁবুর মতো কোন স্থানে সেবা করতেন, কিন্তু খ্রীষ্ট তেমনি করেন না৷ সেই তাঁবু থেকেও এক উত্তমস্থানে খ্রীষ্ট মহাযাজকরূপে সেবা করতেন৷ সেই স্থান সিদ্ধ, সেই স্থান মানুষের হাতে গড়া নয়, তা এই জগতের নয়৷
But Christ being come an high priest of good things to come, by a greater and more perfect tabernacle, not made with hands, that is to say, not of this building;
12 খ্রীষ্ট একবার চিরতরে সেই মহাপবিত্রস্থানে প্রবেশ করেছেন৷ তিনি মহাপবিত্রস্থানে প্রবেশের জন্য ছাগ বা বাছুরের রক্ত ব্যবহার করেন নি, কিন্তু তিনি একবার চিরতরে নিজের রক্ত নিয়ে মহাপবিত্রস্থানে প্রবেশ করেছিলেন৷ খ্রীষ্ট সেখানে প্রবেশ করে আমাদের জন্য অনন্ত মুক্তি অর্জন করেছেন৷
Neither by the blood of goats and calves, but by his own blood he entered in once into the holy place, having obtained eternal redemption for us.
13 ছাগ বা বৃষের রক্ত ও বাছুরের ভস্ম সেই সব অশুচি মানুষের উপর ছিটিয়ে তাদের দেহকে পবিত্র করা হত, যাঁরা উপাসনা স্থলে প্রবেশের জন্য যথেষ্ট শুচি ছিল না৷
For if the blood of bulls and of goats, and the ashes of an heifer sprinkling the unclean, sanctifieth to the purifying of the flesh:
14 তবে এটা কি ঠিক নয় য়ে খ্রীষ্টের রক্ত আরও কত অধিক কার্য়করী হতে পারে? অনন্তজীবি আত্মার মাধ্যমে খ্রীষ্ট ঈশ্বরের উদ্দেশ্যে নিজেকে বলিদান করলেন পরিপূর্ণ উত্সর্গরূপে৷ তাই খ্রীষ্টের রক্ত আমাদের সমস্ত হৃদয়কে পাপ থেকে শুদ্ধ ও পবিত্র করবে, যাতে আমরা জীবন্ত ঈশ্বরের উপাসনা করতে পারি৷
How much more shall the blood of Christ, who through the eternal Spirit offered himself without spot to God, purge your conscience from dead works to serve the living God?
15 তাই খ্রীষ্ট তাঁর লোকদের জন্য ঈশ্বরের কাছে এক নতুন চুক্তি উপস্থিত করেছেন৷ খ্রীষ্ট এই নতুন চুক্তি এনেছেন য়েন ঈশ্বরের আহুত লোকেরা তাঁর প্রতিশ্রুত সব আশীর্বাদ পেতে পারে৷ ঈশ্বরের লোকরা সেই আশীর্বাদ অনন্তকাল ভোগ করবে৷ তারা সেসবের অধিকারী হবে কারণ প্রথম চুক্তির সময়ে তারা য়ে পাপ করেছে সেই পাপ থেকে তাদের উদ্ধার করতে খ্রীষ্ট মৃত্যুবরণ করলেন৷
And for this cause he is the mediator of the new testament, that by means of death, for the redemption of the transgressions that were under the first testament, they which are called might receive the promise of eternal inheritance.
16 মানুষ মৃত্যুর পূর্বে একটা নিয়ম পত্রকরে যায়; কিন্তু নিয়মকারী যদি জীবিত থাকে তবে সেই নিয়মপত্র বা চুক্তির কোন অর্থই হয় না৷
For where a testament is, there must also of necessity be the death of the testator.
17 কারণ নিয়মকারীর মৃত্যু হলে তবেই নিয়ম পত্র বলবত্ হয়৷
For a testament is of force after men are dead: otherwise it is of no strength at all while the testator liveth.
18 এইজন্য ঐ প্রথম চুক্তি যা ঈশ্বর ও তাঁর লোকদের মধ্যে সম্পন্ন হয়েছিল সেখানেও ঐ কথা প্রয়োজ্য৷ সেই চুক্তি বলবত্ করতে রক্তের প্রযোজন ছিল৷
Whereupon neither the first testament was dedicated without blood.
19 কারণ লোকদের কাছে মোশি বিধি-ব্যবস্থা থেকে সমস্ত আজ্ঞা পাঠ করে পরে তিনি জল ও রক্তবর্ণ মেষলোম আর একগোছা এসোবের ঘাস ব্যবহার করে গোবত্স ও ছাগদের রক্ত সেই পুস্তকটিতে ও লোকদের গায়ে ছিটিয়ে দিয়েছিলেন৷
For when Moses had spoken every precept to all the people according to the law, he took the blood of calves and of goats, with water, and scarlet wool, and hyssop, and sprinkled both the book, and all the people,
20 মোশি বলেছিলেন, ‘এই সেই রক্ত যা কার্য়কারী করছে সেই চুক্তি যার আজ্ঞাবহ হতে ঈশ্বর তোমাদের বলছেন৷’
Saying, This is the blood of the testament which God hath enjoined unto you.
21 আর সেইভাবে মোশি পবিত্র তাঁবু ও উপাসনা সংক্রান্ত সব জিনিসের ওপর রক্ত ছিটিয়ে দিয়েছিলেন৷
Moreover he sprinkled with blood both the tabernacle, and all the vessels of the ministry.
22 কারণ বিধি-ব্যবস্থা বলে য়ে প্রায় সব কিছুই রক্ত ছিটিয়ে শুচি করা প্রযোজন, আর রক্তপাত ব্যতিরেকে পাপের মোচন হয় না৷
And almost all things are by the law purged with blood; and without shedding of blood is no remission.
23 এই বিষয়গুলি ছিল আসল স্বর্গীয় বিষয়গুলির দৃষ্টান্ত, সেগুলিকে বলিদানের রক্তে শুচি করার প্রযোজন ছিল৷ কিন্তু যা প্রকৃত স্বর্গীয় বিষয় সেগুলি এর থেকে শ্রেষ্ঠতর বলিদানের দ্বারা শুচি হওয়া প্রযোজন৷
It was therefore necessary that the patterns of things in the heavens should be purified with these; but the heavenly things themselves with better sacrifices than these.
24 খ্রীষ্ট স্বর্গে মহাপবিত্র স্থানে প্রবেশ করেছেন৷ মানুষের তৈরী কোন মহাপবিত্র স্থানে খ্রীষ্ট প্রবেশ করেন নি৷ পৃথিবীর তাঁবুর মহাপবিত্র স্থানে স্বর্গীয় স্থানের প্রতিচ্ছবি মাত্র; কিন্তু খ্রীষ্ট স্বর্গে প্রবেশ করেছেন, আর এখন আমাদের হয়ে তিনি ঈশ্বরের সামনে দাঁড়িয়ে আছেন৷
For Christ is not entered into the holy places made with hands, which are the figures of the true; but into heaven itself, now to appear in the presence of God for us:
25 মহাযাজক বছরে একবার বলির য়ে রক্ত নিয়ে মহাপবিত্র স্থানে প্রবেশ করেন তা তার নিজের নয়৷ কিন্তু খ্রীষ্ট স্বর্গে প্রবেশ করেছেন মহাযাজকদের উত্সর্গের মতো বারবার নিজেকে উত্সর্গ করার জন্য নয়৷
Nor yet that he should offer himself often, as the high priest entereth into the holy place every year with blood of others;
26 খ্রীষ্ট যদি তাই করতেন তবে জগত্ সৃষ্টির সময় থেকে তাঁকে বারবার প্রাণ দিতে হত৷ খ্রীষ্ট এসে একবার নিজেকে উত্সর্গ করেছেন৷ সেই একবারই চিরন্তন কাজের সমাপ্তি হয়েছে৷ জগতের অন্তিম কালেই খ্রীষ্ট নিজেকে বলিরূপে উত্সর্গ করে লোকদের পাপনাশ করতে এলেন৷
For then must he often have suffered since the foundation of the world: but now once in the end of the world hath he appeared to put away sin by the sacrifice of himself.
27 মানুষের জন্য একবার মৃত্যু এবং মৃত্যুর পর তাঁর বিচার হয়৷
And as it is appointed unto men once to die, but after this the judgment:
28 বহুলোকের পাপের বোঝা তুলে নেবার জন্য খ্রীষ্ট একবার নিজেকে উত্সর্গ করলেন; তিনি দ্বিতীয়বার দর্শন দেবেন, তখন পাপের বোঝা তুলে নেবার জন্য নয়, কিন্তু যাঁরা তাঁর জন্য অপেক্ষা করছে তাদের পরিত্রাণ দিতে তিনি আসবেন৷
So Christ was once offered to bear the sins of many; and unto them that look for him shall he appear the second time without sin unto salvation.