1 Peter 3:8 in Oriya

Oriya Oriya Bible 1 Peter 1 Peter 3 1 Peter 3:8

1 Peter 3:8
ଅତଏବ ସମସ୍ତେ ମିଳିମିଶି ଶାନ୍ତି ରେ ରହିବା ଉଚିତ। ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କର। ପରସ୍ପରକୁ ଭାଇ ଭଉଣୀ ଭଳି ଭଲ ପାଅ। ସଦୟ ଓ ନମ୍ର ହୁଅ।

1 Peter 3:71 Peter 31 Peter 3:9

1 Peter 3:8 in Other Translations

King James Version (KJV)
Finally, be ye all of one mind, having compassion one of another, love as brethren, be pitiful, be courteous:

American Standard Version (ASV)
Finally, `be' ye all likeminded, compassionate, loving as brethren, tenderhearted, humbleminded:

Bible in Basic English (BBE)
Last of all, see that you are all in agreement; feeling for one another, loving one another like brothers, full of pity, without pride:

Darby English Bible (DBY)
Finally, [be] all of one mind, sympathising, full of brotherly love, tender hearted, humble minded;

World English Bible (WEB)
Finally, be all like-minded, compassionate, loving as brothers, tenderhearted, courteous,

Young's Literal Translation (YLT)
And finally, being all of one mind, having fellow-feeling, loving as brethren, compassionate, courteous,


Τὸtotoh
Finally,
δὲdethay
be
ye
all
τέλοςtelosTAY-lose
mind,
one
of
πάντεςpantesPAHN-tase
another,
of
one
compassion
having
ὁμόφρονεςhomophronesoh-MOH-froh-nase
love
as
brethren,
συμπαθεῖςsympatheissyoom-pa-THEES
be
pitiful,
φιλάδελφοιphiladelphoifeel-AH-thale-foo
be
courteous:
εὔσπλαγχνοιeusplanchnoiAFE-splahng-hnoo
φιλόφρονες·philophronesfeel-OH-froh-nase

Cross Reference

Romans 12:10
ଭଲ କାର୍ୟ୍ଯ ରେ ଜଡିତ ହୁଅ। ଭାଇ ଓ ଭଉଣୀଙ୍କ ଭଳି ସମର୍ପିତ ରହି ଜଣେ ଅନ୍ୟ ଜଣକୁ ଦୟାର ସହ ପ୍ ରମେ କରୁ। ତୁମ୍ଭେ ନିଜେ ଯେତିକି ସମ୍ମାନ ଚ୍ଭାହଁ, ତା'ଠାରୁ ଅଧିକ ସମ୍ମାନ ଏହି ଭାଇଭଉଣୀ ମାନଙ୍କୁ ଦିଅ।

Ephesians 4:31
କବେେ ହେଲ କଟୁ ହୁଅ ନାହିଁ, ରାଗ ନାହିଁ କୋର୍ଧ କର ନାହିଁ, ଉତ୍ତଜେିତ ହୁଅ ନାହିଁ। କୋରଧ ରେ ପାଟି କର ନାହିଁ, ବା ଅନ୍ୟମାନଙ୍କୁ ଆଘାତ ଦଲୋଭଳି କଥା କୁହ ନାହିଁ। କବେେ ହେଲ ମନ୍ଦ କାମ କର ନାହିଁ।

1 Peter 1:22
ଏବେ, ସତ୍ଯ ପାଳନ ଦ୍ବାରା ତୁମ୍ଭମାନେେ ନିଜ ନିଜକୁ ପବିତ୍ର କରିଛ। ତୁମ୍ଭମାନେେ ତୁମ୍ଭମାନଙ୍କର ଭାଇ ଓ ଭଉଣୀମାନଙ୍କ ପାଇଁ ସତ୍ଯ ପ୍ ରମେ ଦଖାଇେ ପାରିବ। ଅତଏବ, ପୂର୍ଣ୍ଣ ହୃଦୟ ସହିତ ଗଭୀର ଭାବରେ ପରସ୍ପରକୁ ପ୍ ରମେ କର।

Colossians 3:12
ପରମେଶ୍ବର ତୁମ୍ଭମାନଙ୍କୁ ବାଛିଛନ୍ତି ଓ ନିଜର ପବିତ୍ର ଲୋକ ବୋଲି ଗ୍ରହଣ କରିଛନ୍ତି। ସେ ତୁମ୍ଭମାନଙ୍କୁ ପ୍ ରମେ କରନ୍ତି। ଅତଏବ ତୁମ୍ଭମାନେେ ସର୍ବଦା ନିମ୍ନୋକ୍ତ କାର୍ୟ୍ଯମାନ କର : ଲୋକଙ୍କୁ ଦୟା କର, କରୁଣାମୟ ହୁଅ, ନମ୍ର ହୁଅ, ଭଦ୍ର ହୁଅ, ର୍ଧୈୟ୍ଯବାନ ହୁଅ।

Ephesians 4:2
ସବୁବେଳେ ନମ୍ର, ଭଦ୍ର, ର୍ଧୈୟ୍ଯବାନ ହୁଅ। ପରସ୍ପରକୁ ପ୍ ରମେ ରେ ଗ୍ରହଣ କର।

Zechariah 7:9
ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ, ଯଥାର୍ଥ ନ୍ଯାଯ ଆଚରଣ କର, ନିଜ ନିଜ ଭ୍ରାତୃଗଣଙ୍କ ପ୍ରତି ଦୟା ଓ କରୁଣା ପ୍ରକାଶ କର।

1 Corinthians 12:26
ଯଦି ଶରୀରର ଗୋଟିଏ ଅଙ୍ଗ କଷ୍ଟ ପାଏ, ତା'ସହିତ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ଯ କଷ୍ଟ ପା'ନ୍ତି। ଯଦି ଶରୀରର କୌଣସି ଅଙ୍ଗ ସମ୍ମାନ ପାଏ ଅନ୍ୟ ସମସ୍ତ ଅଙ୍ଗଗୁଡ଼ିକ ତାହା ସହିତ ଏକତ୍ର ହାଇେ ଆନନ୍ଦ କରନ୍ତି।

Acts 4:32
ବିଶ୍ବାସୀମାନଙ୍କର ଏକ ମନ, ଏକ ଆତ୍ମା ଥିଲା। ସମାନଙ୍କେ ମଧ୍ଯରୁ କହେି କୌଣସି ଜିନିଷକୁ ନିଜର ବୋଲି କହୁ ନଥିଲେ। ସମାନଙ୍କେ ପାଖ ରେ ଯାହା ଥିଲା, ସେଥି ରେ ସମସ୍ତେ ଭାଗୀଦାର ଥିଲେ।

Romans 12:15
ଯେତବେେଳେ ଅନ୍ୟମାନେ ପ୍ରସନ୍ନ, ତୁମ୍ଭମାନେେ ସମାନଙ୍କେ ସହିତ ପ୍ରସନ୍ନ ହୁଅ। ଅନ୍ୟମାନେ ଦୁଃଖିତ ଥିଲା ବେଳେ ତୁମ୍ଭମାନେେ ତାହାଙ୍କ ସହିତ ଦୁଃଖିତ ହୁଅ।

James 3:17
କିନ୍ତୁ ପରମେଶ୍ବରଙ୍କଠାରୁ ଆସିଥିବା ଜ୍ଞାନ ଏହିପରି : ପ୍ରଥମ ରେ ଏହା ପବିତ୍ର, ଶାନ୍ତିପୂର୍ଣ୍ଣ, ଭଦ୍ର ଓ ପ୍ରସନ୍ନ ଅଟେ। ଯେଉଁମାନେ ଅସୁବିଧା ବା କଷ୍ଟ ରେ ପଡ଼ିଛନ୍ତି, ଏହି ଜ୍ଞାନ ସମାନଙ୍କେୁ ସାହାୟ୍ଯ କରିବା ପାଇଁ ସର୍ବଦା ପ୍ରସ୍ତୁତ ଥାଏ ଓ ଏହା ଅନ୍ୟମାନଙ୍କର ମଙ୍ଗଳ କରେ। ଏହି ଜ୍ଞାନ ସର୍ବଦା ନିରପେକ୍ଷ ଓ ନିଷ୍ଠାପର ଅଟେ।

1 John 3:18
ପ୍ରିୟ ପିଲାମାନେ, ଆମ୍ଭର ପ୍ ରମେ କବଳେ ଶବ୍ଦ ଓ କଥା ମଧିଅରେ ସୀମିତ ରହିବା ଉଚିତ ନୁହେଁ।

Matthew 18:33
ମୁଁ ତୋତେ ଯେଉଁଭଳି ଦୟା ଦଖାଇେଥିଲି, ତୁ କ'ଣ ତୋର ସଙ୍ଗୀ ଚ଼ାକରକୁ ସହେିଭଳି ଦୟା ଦଖାଇେ ନଥାନ୍ତୁ?'

2 Peter 1:7
ପରମେଶ୍ବରଙ୍କ ସବୋ ରେ ଖ୍ରୀଷ୍ଟ ଭାଇ ଓ ଭଉଣୀମାନଙ୍କ ପ୍ରତି ଦୟାଭାବ, ଓ ଏହି ଦୟା ରେ ପ୍ ରମେକୁ ୟୋଗ କର।

1 John 3:14
ଆମ୍ଭେ ଜାଣୁ ଯେ, ଆମ୍ଭେ ମୃତ୍ଯୁର ସୀମା ପାରି ହାଇେ ଜୀବନ ରେ ପ୍ରବେଶ କରିଛୁ, କାରଣ ଆମ୍ଭେ ନିଜ ଭାଇ ଓ ଭଉଣୀମାନଙ୍କୁ ପ୍ ରମେ କରୁ। ଯେଉଁ ଲୋକ ପ୍ ରମେ କରେ ନାହିଁ, ସେ ମୃତ୍ଯୁ ସୀମା ମଧିଅରେ ଥାଏ।

James 5:11
ଆମ୍ଭେ କହୁଛୁ ଯେ, ଯେଉଁମାନେ ସମାନଙ୍କେର ଅସୁବିଧାଗୁଡ଼ିକୁ ର୍ଧୈୟ୍ଯର ସହିତ ଗ୍ରହଣ କଲେ, ସମାନେେ ବର୍ତ୍ତମାନ ଖୁସି ରେ ଅଛନ୍ତି। ତୁମ୍ଭମାନେେ ଆୟୁବଙ୍କର ର୍ଧୈୟ୍ଯ336 କଥା ଶୁଣିଛ। ତୁମ୍ଭେ ଜାଣିଛ ଯେ, ଆୟୁବ ସବୁ କଷ୍ଟରୁ ଉତ୍ତୀର୍ଣ୍ଣ ହାଇେ ସାରିଲା ପରେ ପରମେଶ୍ବର ତାହାଙ୍କୁ ସାହାୟ୍ଯ କରିଥିଲେ। ଏହା ଦର୍ଶାଏ ଯେ, ପ୍ରଭୁ କରୁଣା ରେ ପୂର୍ଣ୍ଣ ଓ ଦୟାଳୁ ଅଟନ୍ତି।

1 Peter 5:5
ୟୁବକଗଣ, ତୁମ୍ଭମାନଙ୍କୁ ମାରେ କିଛି କଥା ମଧ୍ଯ କହିବାକୁ ଅଛି। ତୁମ୍ଭେ ବଯୋଜେଷ୍ଠମାନଙ୍କ କଥା ମାନିବା ଉଚିତ। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ।

1 Peter 2:17
ସମସ୍ତଙ୍କୁ ସମ୍ମାନ ଦିଅ। ପରମେଶ୍ବରଙ୍କ ପରିବାରର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଭଲ ପାଅ। ପରମେଶ୍ବରଙ୍କୁ ଭୟ କର ଓ ରାଜାଙ୍କୁ ସମ୍ମାନ ଦିଅ।

Luke 10:33
ତା'ପରେ ଶମିରୋଣୀୟ ଦେଶର ଜଣେ ଲୋକ ସହେି ବାଟେ ଆସିଲେ। ଆହତ ଲୋକଟି ଯେଉଁଠା ରେ ପଡିଥିଲା, ସେ ସହେି ସ୍ଥାନକୁ ଆସିଲେ। ସେ ସହେି ଲୋକଟିକୁ ଦେଖି ବହୁତ ମନ ଦୁଃଖ କଲେ।

1 Corinthians 1:10
ହେ ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ମୁଁ ନିବଦନେ କରେ ଯେ, ତୁମ୍ଭମାନେେ ପରସ୍ପର ସହିତ ଏକମତ ହୁଅ। ଏହା ଦ୍ବାରା ତୁମ୍ଭମାନଙ୍କ ଭିତ ରେ କୌଣସି ବିଭାଜନ ହବେ ନାହିଁ। ତୁମ୍ଭମାନଙ୍କର ଚିନ୍ତାଧାରା ଓ ଲକ୍ଷ୍ଯ ସମାନ ହବୋ ଦ୍ବାରା ତୁମ୍ଭମାନେେ ସଂପୂର୍ଣ୍ଣ ସଂୟୁକ୍ତ ହୁଅ।

Philippians 4:8
ଭାଇ ଓ ଭଉଣୀମାନେ ! ଯାହା ସତ୍ଯ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍ ଗୁଣ ଓ ପ୍ରଶଂସାର ଥାଏ, ସହେି ବିଷୟଗୁଡ଼ିକରେ ମନୋୟୋଗ କର।

Hebrews 13:1
ଖ୍ରୀଷ୍ଟଙ୍କଠା ରେ ଥିବା ତୁମ୍ଭର ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ ରମେଭାବ ରଖିଥାଅ।

James 2:13
ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦଖାଇବୋ ଉଚିତ। ଯଦି ତୁମ୍ଭେ ଦୟା ନ ଦଖାଇବେ, ତା ହେଲେ ପରମେଶ୍ବର ବିଚାର କଲା ବେଳେ ତୁମ୍ଭ୍ ପ୍ରତି ମଧ୍ଯ ସେ ଦୟା ଦଖାଇବେେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦଖାଇେଥିବା ବ୍ଯକ୍ତି ତାହାର ବିଚାର ହେଲା ବେଳେ ନିର୍ଭୟ ରେ ଠିଆ ହବେ।

Psalm 103:13
ୟପରେି ଜଣେ ପିତା ତା'ର ସନ୍ତାନ ପ୍ରତି ପ୍ରମେ କରେ, ସଦାପ୍ରଭୁ ତାଙ୍କର ଅନୁସରଣକାରୀମାନଙ୍କ ପ୍ରତି ସପରେି ଦୟା କରନ୍ତି।

Philippians 3:16
କିନ୍ତୁ ଆମ୍ଭେ ଯେଉଁସବୁ ସତ୍ଯ ଜାଣିଛୁ, ସହେି ସତ୍ଯ ମାର୍ଗ ରେ ଅବିରତ ଚାଲିବା ଉଚିତ୍।

Romans 15:5
ର୍ଧୈୟ୍ଯ ଓ ଶକ୍ତି ପରମେଶ୍ବରଙ୍କ ଠାରୁ ପ୍ରାପ୍ତ ହୁଏ। ମୁଁ ପରମେଶ୍ବରଙ୍କ ଠା ରେ ପ୍ରାର୍ଥନା କରୁଛି ଯେ ତୁମ୍ଭେ ସମସ୍ତେ ଯୀଶୁଙ୍କ ମାର୍ଗ ରେ ମିଳିମିଶି ରୁହ।

Acts 28:7
ସହେି ଅଞ୍ଚଳ ନିକଟରେ ଦ୍ବୀପର ଜଣେ ମୁଖ୍ଯ ଲୋକଙ୍କର କେତେ ଖଣ୍ଡି ଜମି ଥିଲା। ତାହାଙ୍କର ନାମ ପୁବ୍ଲିୟ। ସେ ତାହାଙ୍କ ଘରକୁ ନଇେ ଆମ୍ଭକୁ ତିନି ଦିନ ପର୍ୟ୍ଯନ୍ତ ରଖି ଅତିଥି ସତ୍କାର କଲେ।

Acts 27:3
ତହିଁ ଆରଦିନ ଆମ୍ଭେ ସୀଦୋନ ରେ ପହଞ୍ଚିଲୁ। ୟୁଲିଅ ପାଉଲଙ୍କ ପ୍ରତି ଦୟା ଦେଖଇେ ତାହାଙ୍କୁ ତାହାଙ୍କର ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦେଲେ। ପାଉଲଙ୍କ ବନ୍ଧୁମାନେ ତାହାଙ୍କର ଆବଶ୍ଯକତା ପୂର୍ଣ୍ଣ କଲେ।

Acts 2:1
ଯେତବେେଳେ ପେଣ୍ଟିକଷ୍ଟ ଦିନ ଆସିଲା ସମାନେେ ସମସ୍ତେ ଗୋଟିଏ ସ୍ଥାନ ରେ ଏକାଠି ଜମା ହାଇେଥିଲେ।

Proverbs 28:8
ଯେଉଁମାନେ ସୁଧ ଓ ବୁଦ୍ଧିଦ୍ବାରା ଆପଣା ସମ୍ପତ୍ତି ବୃଦ୍ଧି କରନ୍ତି, ସମାନେେ ଦୀନହୀନ ପାଇଁ ଦୟା କରିବା ପାଇଁ ତାହା ସଞ୍ଚଯ କରନ୍ତି।