ଓଡ଼ିଆ
1 Kings 9:11 Image in Oriya
କୋଡିଏ ବର୍ଷ ପରେ ରାଜା ଶଲୋମନ ସୋରର ରାଜା ହୀରମଙ୍କୁ ଗୀଲୀଲି ଦେଶସ୍ଥ କୋଡିଏ ନଗର ଦେଲେ। ସେ ତାଙ୍କୁ ଏହି ନଗରଗୁଡିକ ଦେଲେ, କାରଣ ହୀରମ ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ ରେ ଶଲୋମନଙ୍କୁ ସାହାୟ୍ଯ କରିଥିଲେ। ସେ ଶଲୋମନଙ୍କୁ ଏରସ କାଠ, ଦବଦୋରୁ କାଠ ଓ ସୁବର୍ଣ ଯୋଗଇ ଥିଲେ।