1 Kings 7:29
ପୁଣି ବିଟର ମଧ୍ଯବର୍ତ୍ତିସସହିସବୁ ମଧ୍ଯଲଦଶସର ସିଂହ,ସଗାରୁ ଓ କିରୁବ ଦୂତମାଲନ ଥିଲଲ। ବିଟ ଉପଲର ଏକ ବଇଠି ଥିଲା। ପୁଣି ସିଂହ ଓସଗାରୁମାନଙ୍କ ତଲଳ ସୂକ୍ଷ୍ମ କାର୍ୟ୍ଯର ମାଳା ଥିଲା।
1 Kings 7:29 in Other Translations
King James Version (KJV)
And on the borders that were between the ledges were lions, oxen, and cherubim: and upon the ledges there was a base above: and beneath the lions and oxen were certain additions made of thin work.
American Standard Version (ASV)
and on the panels that were between the ledges were lions, oxen, and cherubim; and upon the ledges there was a pedestal above; and beneath the lions and oxen were wreaths of hanging work.
Bible in Basic English (BBE)
And on the square sides between the frames were lions, oxen, and winged ones; and the same on the frame; and over and under the lions and the oxen and the winged ones were steps.
Darby English Bible (DBY)
And on the panels that were between the fillets were lions, oxen and cherubim; and over the fillets there was a base above; and beneath the lions and oxen were garlands of festoon-work.
Webster's Bible (WBT)
And on the borders that were between the ledges were lions, oxen, and cherubim: and upon the ledges there was a base above: and beneath the lions and oxen were certain additions made of thin work.
World English Bible (WEB)
and on the panels that were between the ledges were lions, oxen, and cherubim; and on the ledges there was a pedestal above; and beneath the lions and oxen were wreaths of hanging work.
Young's Literal Translation (YLT)
and on the borders that `are' between the joinings `are' lions, oxen, and cherubs, and on the joinings a base above, and beneath the lions and the oxen `are' additions -- sloping work.
| And on | וְעַֽל | wĕʿal | veh-AL |
| the borders | הַמִּסְגְּר֞וֹת | hammisgĕrôt | ha-mees-ɡeh-ROTE |
| that | אֲשֶׁ֣ר׀ | ʾăšer | uh-SHER |
| between were | בֵּ֣ין | bên | bane |
| the ledges | הַשְׁלַבִּ֗ים | hašlabbîm | hahsh-la-BEEM |
| lions, were | אֲרָי֤וֹת׀ | ʾărāyôt | uh-ra-YOTE |
| oxen, | בָּקָר֙ | bāqār | ba-KAHR |
| and cherubims: | וּכְרוּבִ֔ים | ûkĕrûbîm | oo-heh-roo-VEEM |
| upon and | וְעַל | wĕʿal | veh-AL |
| the ledges | הַשְׁלַבִּ֖ים | hašlabbîm | hahsh-la-BEEM |
| base a was there | כֵּ֣ן | kēn | kane |
| above: | מִמָּ֑עַל | mimmāʿal | mee-MA-al |
| and beneath | וּמִתַּ֙חַת֙ | ûmittaḥat | oo-mee-TA-HAHT |
| the lions | לַֽאֲרָי֣וֹת | laʾărāyôt | la-uh-ra-YOTE |
| oxen and | וְלַבָּקָ֔ר | wĕlabbāqār | veh-la-ba-KAHR |
| were certain additions | לֹי֖וֹת | lōyôt | loh-YOTE |
| made of thin | מַֽעֲשֵׂ֥ה | maʿăśē | ma-uh-SAY |
| work. | מוֹרָֽד׃ | môrād | moh-RAHD |
Cross Reference
Genesis 3:24
ସଦାପ୍ରଭୁ ପରମେଶ୍ବର ଏହିପରି ମନୁଷ୍ଯକୁ ତଡ଼ି ଦେଲେ। ପୁଣି ଅମୃତ ବୃକ୍ଷର ପଥ ପହରା ଦବୋପାଇଁ ସେ କିରୁବଦୂତମାନଙ୍କୁ ଏବଂ ଗୋଟିଏ ଘୂର୍ଣ୍ଣଯମାନ ଖଡ୍ଗ ଏଦୋନ ଉଦ୍ୟାନର ପ୍ରବେଶ ସ୍ଥାନ ରେ ରଖିଲେ।
Revelation 4:6
ସହେି ସିଂହାସନ ସମ୍ମୁଖ ରେ କିଛି ଗୋଟିଏ କାଚର ସମୁଦ୍ର ଭଳି ଦଖାଯାେଉଥିଲା, ଯାହା ସ୍ଫଟିକପରି ସ୍ବଚ୍ଛ ଥିଲା। ସହେି ସିଂହାସନର ଚାରିପଟେ ଚା ରୋଟି ଜୀବିତ ପ୍ରାଣୀ ଥିଲେ।
1 Peter 2:5
ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭମାନେେ ମଧ୍ଯ ଜୀବନ୍ତ ପଥର ଭଳି। ପରମେଶ୍ବର ଗୋଟିଏ ଆଧ୍ଯାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସହେି ମନ୍ଦିର ରେ ପରମେଶ୍ବରଙ୍କ ଦ୍ବାରା ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ଗୃହୀତ ହବୋ ଭଳି ଆଧ୍ଯାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହବୋ ପାଇଁ, ନିଜକୁ ନିଯୋଜିତ କର।
Hebrews 9:5
ବାକ୍ସ ଉପରେ କିରୁବ ସ୍ବର୍ଗଦୂତଗଣ ପରମେଶ୍ବରଙ୍କ ମହିମା ପ୍ରଦର୍ଶିତ କରୁଥିଲେ। ଏମାନେ 'ଦୟାର ଆସନ'317 ରେ ଉପବିଷ୍ଟ ଥିଲେ। କିନ୍ତୁ ଆମ୍ଭେ ଏବେ ବିସ୍ତାର ପୂର୍ବକ ସେ ବିଷୟ ରେ କହି ପାରିବୁ ନାହିଁ।
Hosea 5:14
କାହିଁକି ସେ ଏହା ପାରିବେ ନାହିଁ? କାରଣ ଆମ୍ଭେ ସିଂହ ସଦୃଶ ଇଫ୍ରଯିମଙ୍କୁ ଆକ୍ରମଣ କରିବା। ୟୁବାସିଂହ ସଦୃଶ ଆମ୍ଭେ ଯିହୁଦା ରାଜ୍ଯକୁ ଆକ୍ରମଣ କରିବା। ହଁ ଆମ୍ଭେ ସଦାପ୍ରଭୁ, ସମାନଙ୍କେୁ ଖଣ୍ତ ଖଣ୍ତ କରି ଚିରିଦବୋ। ଆମ୍ଭେ ସମାନଙ୍କେୁ ବହୁଦୂରକୁ ନଇୟିବୋ ଏବଂ କହେି ସମାନଙ୍କେୁ ରକ୍ଷା କରିପାରିବେ ନାହିଁ।
Ezekiel 41:18
ପୁଣି ତହିଁରେ କିରୂବ ଓ ଖଜୁର୍ର ବୃକ୍ଷର ଶିଳ୍ପକାର୍ୟ୍ଯ ଥିଲା ଓ ଦୁଇ କିରୂବ ମଧିଅରେ ଏକ ଖଜୁର ବୃକ୍ଷ ଥିଲା। ଆଉ ପ୍ରେତ୍ୟକକ କିରୂବର ଦୁଇ ଦୁଇ ମୁଖ ଥିଲା।
Ezekiel 10:14
ପ୍ରେତ୍ୟକକ କିରୂବର ଚାରିମୁଖ ଥିଲା : ପ୍ରଥମ ମୁଖ କିରୁବ ଦୂତର ମୁଖ, ଦ୍ବିତୀୟ ମୁଖ ମନୁଷ୍ଯର ମୁଖ, ତୃତୀୟଟି ସିଂହର ମୁଖ ଓ ଚତୁର୍ଥଟି ଉତକ୍ରୋଷ ପକ୍ଷୀର ମୁଖ ଥିଲା।
Ezekiel 1:10
ପ୍ରତି ପ୍ରାଣୀର ଚାରି ମୁଖ ମଧ୍ଯରୁ ସମ୍ମୁଖ ଭାଗ ରେ ମନୁଷ୍ଯର ମୁଖ, ଦକ୍ଷିଣ ପାଶର୍ବ ରେ ସିଂହର ମୁଖ, ବାମ ପାଶର୍ବ ରେ ଗୋରୁର ମୁଖ ଓ ପଛ ଭାଗ ରେ ଉତ୍କ୍ରୋଶ ପକ୍ଷୀର ମୁଖ ଥିଲା।
1 Kings 7:25
ଏହି କୁଣ୍ତ ବାରସଗାଟି ଷଣ୍ତ ଉପଲର ସ୍ଥାପିତସହାଇଥିଲା।ସସହି ଷଣ୍ତଗୁଡିକ ତିନିଦଳସର ସଜାସହାଇଥିଲଲ ଏବଂ ମୁହଁ ଗ୍ଭରିଦିଗ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ କରିଥିଲା। ଷଣ୍ତମାନଙ୍କର ପଶ୍ଚାତ୍ଭାଗ କୁଣ୍ତ ମଝି ଆଡକୁ ଥିଲା। କୁଣ୍ତସସମାନଙ୍କ ଉପଲର ରଖାୟାଇଥିଲା।
1 Kings 6:27
ସହେି କିରୁବଦ୍ବଯ ଗର୍ଭାଗାର ମଧିଅରେ ରଖାୟାଇଥିଲା। ସହେି କିରୁବଦ୍ବଯର ପକ୍ଷ ଏପରି ବିସ୍ତୀର୍ଣ୍ଣ ହାଇେଥିଲା ଯେ ଗୋଟିଏର ପକ୍ଷ ଏକ କାନ୍ଥକୁ ଓ ଅନ୍ୟଟିର ପକ୍ଷ ଅନ୍ୟ କାନ୍ଥକୁ ସ୍ପର୍ଶ କରୁଥିଲା। ପୁଣି ଗୃହ ମଧିଅରେ ସମାନଙ୍କେର ପକ୍ଷ ପରସ୍ପରକୁ ସ୍ପର୍ଶ କରୁଥିଲା।
Exodus 37:7
ଏହାପରେ ବତ୍ସଲଲେ ପିଟାସୁବର୍ଣ୍ଣ ରେ ଦୁଇ କିରୂବ ଦୂତଗଣ ନିର୍ମାଣ କରି ପାପାଚ୍ଛାଦନ ଦୁଇ ମୁଣ୍ଡ ରେ ରଖିଲେ।
Exodus 25:18
ଏହାପରେ ତୁମ୍ଭମାନେେ ପିଟା ସୁବର୍ଣ୍ଣରୁ ଦୁଇଟି କିରୁବ ଦୂତ କରିବ। ଏବଂ ସଗେୁଡିକୁ ସହେି ପାପାଚ୍ଛାଦନର ଦୁଇ ମୁଣ୍ଡ ରେ ଦବେ।
Revelation 5:5
କିନ୍ତୁ ସହେି ପ୍ରାଚୀନମାନଙ୍କ ମଧ୍ଯରୁ ଜଣେ ମାେତେ କହିଲେ, କାନ୍ଦ ନାହିଁ ! ୟିହୂଦା ବଂଶଜାତ ସିଂହ (ଖ୍ରୀଷ୍ଟ) ଏହି କାର୍ୟ୍ଯ କରିବାକୁ ବିଜଯୀ ହାଇେଛନ୍ତି। ସେ ଦାଉଦଙ୍କ ବଂଶଧର। ସେ ଏହି ଚର୍ମପତ୍ର ଓ ଏହାର ସାତାଟେି ମୁଦ୍ରା ଫିଟାଇବାକୁ ସକ୍ଷମ ଅଟନ୍ତି।