1 Kings 4:1 in Oriya

Oriya Oriya Bible 1 Kings 1 Kings 4 1 Kings 4:1

1 Kings 4:1
ଏହିପରି ଶଲୋମନ ରାଜା ସମଗ୍ର ଇଶ୍ରାୟେଲ ଉପରେ ରାଜତ୍ବ କଲେ।

1 Kings 41 Kings 4:2

1 Kings 4:1 in Other Translations

King James Version (KJV)
So king Solomon was king over all Israel.

American Standard Version (ASV)
And king Solomon was king over all Israel.

Bible in Basic English (BBE)
Now Solomon was king over all Israel.

Darby English Bible (DBY)
And king Solomon was king over all Israel.

Webster's Bible (WBT)
So king Solomon was king over all Israel.

World English Bible (WEB)
King Solomon was king over all Israel.

Young's Literal Translation (YLT)
And king Solomon is king over all Israel,

So
king
וַֽיְהִי֙wayhiyva-HEE
Solomon
הַמֶּ֣לֶךְhammelekha-MEH-lek
was
שְׁלֹמֹ֔הšĕlōmōsheh-loh-MOH
king
מֶ֖לֶךְmelekMEH-lek
over
עַלʿalal
all
כָּלkālkahl
Israel.
יִשְׂרָאֵֽל׃yiśrāʾēlyees-ra-ALE

Cross Reference

2 Samuel 5:5
ହିବ୍ରୋଣ ରେ, ସେ ୟିହକ୍ସ୍ଟଦା ଉପରେ ସାତ ବର୍ଷ ଓ ଛଅ ମାସ ରାଜତ୍ବ କଲେ; ପକ୍ସ୍ଟଣି ସେ ୟିରକ୍ସ୍ଟଶାଲମ ରେ ସମସ୍ତ ଇଶ୍ରାୟେଲ ଓ ୟିହକ୍ସ୍ଟଦା ଉପରେ ତତେିଶ ବର୍ଷ ରାଜତ୍ବ କଲେ।

1 Kings 11:13
ତଥାପି ସମୁଦାଯ ରାଜ୍ଯ ତୁମ୍ଭ ପୁତ୍ରଠାରୁ ଆମ୍ଭେ ଛଡଇେ ନବୋକୁ ଯାଉ ନାହୁଁ। ତୁମ୍ଭର ପୁତ୍ରକୁ ଏକ ପରିବାରବର୍ଗକୁ ଶାସନ କରିବାକୁ ଦବୋ। ଆମ୍ଭେ ଏପରି କରିବା କାରଣ ଆମ୍ଭେ ଆପଣା ଦାସ ଦାଉଦଙ୍କୁ ଭଲ ପାଉ ଓ ୟିରୁଶାଲମ ଆମ୍ଭର ମନୋନୀତ ନଗର ଅଟେ।

1 Kings 11:35
ମାତ୍ର ଆମ୍ଭେ ତାହାର ପୁତ୍ର ହସ୍ତରୁ ରାଜ୍ଯ କାଢି ନବୋ ଆଉ ୟାରବିଯାମ, ତୁମ୍ଭେ ଦଶ ଗୋଷ୍ଠୀର ଶାସନ ଭାର ନବେ।

1 Kings 12:19
ତେଣୁ ଇଶ୍ରାୟେଲର ଲୋକମାନେ ଦାଉଦ ବଂଶ ବିପକ୍ଷ ରେ ବିଦ୍ରୋହ କଲେ ଓ ଏବେ ମଧ୍ଯ ସମାନେେ ଦାଉଦ ବଂଶର ବିଦ୍ରୋହୀ ହାଇେ ରହିଛନ୍ତି।

1 Chronicles 12:38
ସହେି ସମସ୍ତ ଲୋକମାନେ ସାହସୀ ସୈନ୍ଯ ଥିଲେ। ସମାନେେ ସମ୍ପୂର୍ଣ୍ଣ ଏକମତ ହାଇେ ଦାଉଦଙ୍କୁ ଇଶ୍ରାୟେଲର ରାଜା କରିବା ନିମନ୍ତେ ହିବ୍ରୋଣ ସହରକୁ ଆସିଥିଲେ। ଇଶ୍ରାୟେଲର ଅବଶିଷ୍ଟ ସମସ୍ତ ଲୋକ ମଧ୍ଯ ଦାଉଦଙ୍କୁ ରାଜା କରିବା ନିମନ୍ତେ ସମ୍ମତ ହାଇେଥିଲେ।

2 Chronicles 9:30
ଶଲୋମନ ସମଗ୍ର ଇଶ୍ରାୟେଲ ଉପରେ ୟିରୁଶାଲମ ରେ ଚାଳିଶ ବର୍ଷ ପର୍ୟ୍ଯନ୍ତ ରାଜା ହାଇେ ରହିଲେ।

Ecclesiastes 1:12
ମୁଁ ଉପଦେଶକ ୟିରୁଶାଲମ ରେ ଇଶ୍ରାୟେଲର ଉପ ରେ ରାଜା ଥିଲି।