1 Kings 21
1 ଶମରିଯା ନଗରସ୍ଥ ରାଜା ଆହାବଙ୍କ ପ୍ରାସାଦ ନିକଟରେ ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ୟିଷ୍ରିଯଲେୀଯ ନିବାସୀ ନାବୋତ ଏହି ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଥିଲେ।
2 ଦିନେ ନାବୋତକୁ ରାଜା ଆହାବ୍ ଡାକି କହିଲେ, ମାେତେ ତୁମ୍ଭର ଏହି ଦ୍ରାକ୍ଷାକ୍ଷେତ୍ରଟି ଦିଅ, ମୁଁ ସେଥି ରେ ପନିପରିବା କରିବି। କାରଣ ଏହା ମାେ ପ୍ରାସାଦ ନିକଟରେ ଅଛି। ଏହି କ୍ଷେତ୍ର ବଦଳ ରେ ମୁଁ ତୁମ୍ଭକୁ ଏକ ଭଲ ଦ୍ରାକ୍ଷାକ୍ଷେତ୍ର ଦବେି। ନଚେତ୍ ତୁମ୍ଭେ ଯଦି ଇଚ୍ଛା କରିବ, ତବେେ ମୁଁ ଏହାର ମୂଲ୍ଯ ରେ ୗପ୍ୟ-ମୁଦ୍ରା ଆକାର ରେ ଦବେି।
3 ନାବୋତ ଆହାବ୍ଙ୍କୁ କହିଲେ, ମୁଁ କବେେ ହେଲେ ମାରେ ପୈତୃକ ଭୂମିକୁ ତୁମ୍ଭକୁ ଦବେି ନାହିଁ, ଏହା ପରମେଶ୍ବର ମନା ନକରନ୍ତୁ।
4 ନାବୋତଙ୍କ କଥା ଆହାବ୍ଙ୍କୁ ବହୁତ ବାଧିଲା। ସେ ଅସନ୍ତୁଷ୍ଟ ହେଲେ ଓ ରାଗିଗଲେ। କାରଣ ନାବୋତ ତାଙ୍କର, ପୈତୃକ ସମ୍ପତ୍ତି ଦବେେ ନାହିଁ ବୋଲି ମନା କଲେ। ତେଣୁ ଏପରି ଖରାପ ମିଜାସ ରେ ସେ ଘରକୁ ଫରେିଲେ। ଏଣୁ ଆହାବ୍ ନ ଖାଇ ନ ପିଇ ଶୟ୍ଯା ରେ ପଡି ରହିଲେ।
5 ଆହାବ୍ଙ୍କ ପତ୍ନୀ ଈଷବଲେ ତାଙ୍କ ନିକଟକୁ ୟାଇ ତାଙ୍କୁ କହିଲେ, ତୁମ୍ଭେ କାହିଁକି ଏତେ ଦୁଃଖିତ ଓ କାହିଁକି ଭୋଜନ କରୁନାହିଁ?
6 ଆହାବ୍ ଉତ୍ତର ରେ କହିଲେ, ମୁଁ ୟିଷ୍ରିଯଲେୀଯ ନାବୋତକୁ କହିଲି, ତୁମ୍ଭ ଦ୍ରାକ୍ଷାକ୍ଷେତ୍ରଟି ମାେତେ ଦିଅ ଓ ତା' ବଦଳ ରେ ରେ ୗପ୍ୟମୁଦ୍ରା ନିଅ ନଚେତ୍ ତୁମ୍ଭର ପସନ୍ଦ ମୁତାବକ ତା'ରି ଅନୁରୂପ ଏକ ଦ୍ରାକ୍ଷାକ୍ଷେତ୍ର ନିଅ। ମାତ୍ର ସେ କହିଲା, ମୁଁ ତୁମ୍ଭକୁ ମାରେ ଦ୍ରାକ୍ଷାକ୍ଷେତ୍ର ଦବୋକୁ ଯାଉନାହିଁ।
7 ତାଙ୍କର ପତ୍ନୀ ଈଷବଲେ ତାଙ୍କୁ କହିଲେ, ତୁମ୍ଭେ କ'ଣ ଇଶ୍ରାୟେଲର ରାଜା ନୁହଁ? ଉଠ, ଭୋଜନ କର ଓ ତୁମ୍ଭର ମନ ଓ ଶରୀର ପୁଲକିତ ହେଉ। ମୁଁ ତୁମ୍ଭକୁ ୟିଷ୍ରିଯଲେୀଯ ନାବୋତର ଦ୍ରାକ୍ଷାକ୍ଷେତ୍ର ଦବେି।
8 ତହୁଁ ଈଷବଲେ ଆହାବ୍ଙ୍କ ନାମ ରେ ପତ୍ର ଲେଖି ତାଙ୍କର ମାହେର ମାରି ନାବୋତ ନଗରସ୍ଥ ଓ ତାହାର ପ୍ରାଚୀନଗଣଙ୍କ ପାଖରୁ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସହେି ପତ୍ର ପଠାଇଲେ।
9 ସହେି ପତ୍ର ରେ ସେ ଏହା ଲେଖିଥିଲେ:
10 ଦୁଇଜଣ ପାପଧମ ଲୋକଙ୍କୁ ଖାଜେ ଓ ସମାନଙ୍କେୁ ନାବୋତ ବିରୁଦ୍ଧ ରେ ମିଥ୍ଯା ସାକ୍ଷ୍ଯ ଦବୋକୁ କୁହ। ସମାନେେ କହିବେ ଯେ, ସମାନେେ ଶୁଣିଲେ, ନାବୋତ ପରମେଶ୍ବର ଓ ରାଜାଙ୍କୁ ଅଭିଶାପ ଦଇେଛନ୍ତି। ତା'ପରେ ତାକୁ ନଗର ବାହାରକୁ ନଇେ ପଥରମାରି ବଧ କର।
11 ତେଣୁ ନାବୋତର ନଗରସ୍ଥ ପ୍ରାଚୀନ ଓ ପ୍ରଧାନବର୍ଗ ଈଷବଲଙ୍କେ ପ୍ ରରେିତ ପତ୍ର ଅନୁସାରେ କାର୍ୟ୍ଯ କଲେ।
12 ସମାନେେ ଗୋଟିଏ ଉପବାସର ଦିନ ଘୋଷଣା କଲେ। ସମସ୍ତ ଲୋକଙ୍କୁ ଏକତ୍ରୀତ ଡକାଇଲେ ଓ ଲୋକମାନଙ୍କ ସମ୍ମୁଖ ରେ ନାବୋତକୁ ଏକ ବିଶଷେ ଉଚ୍ଚ ସ୍ଥାନ ରେ ବସାଇଲେ।
13 ତା'ପରେ ଦୁଇଟି ପାପାଧମ ଲୋକ ଆସି ସମାନଙ୍କେ ସମ୍ମୁଖ ରେ ସାକ୍ଷୀ ଦବୋକୁ ବସିଲେ। ସମାନେେ ମିଥ୍ଯା ସାକ୍ଷ୍ଯ ଦଇେ କହିଲେ ଯେ, ନାବୋତ ପରମେଶ୍ବରଙ୍କୁ ଓ ରାଜାଙ୍କୁ ଅଭିଶାପ ଦଇେଛି। ତହୁଁ ସମାନେେ ନାବୋତକୁ ନଗର ବାହାରକୁ ନଇେ ପଥର ମାରି ବଧ କଲେ।
14 ତତ୍ପରେ ସମାନେେ ଈଷବଲେ ନିକଟକୁ ବାର୍ତ୍ତା ପ୍ ରରଣେ କରି କହିଲେ, ନାବୋତ ପ୍ରସ୍ତରାଘାତ ରେ ମୃତ୍ଯୁବରଣ କରିଛି।
15 ଯେତବେେଳେ ଈଷବଲେ ନାବୋତର ମୃତ୍ଯୁ ସମ୍ବାଦ ଶୁଣିଲେ, ସେ ଆହାବ୍ଙ୍କୁ କହିଲେ, ୟିଷ୍ରିଯଲେୀଯ ନାବୋତ ଯେ କି ରେ ୗପ୍ୟ ମୁଦ୍ରା ଦଇେ ଦ୍ରାକ୍ଷାକ୍ଷେତ୍ର ଦବୋକୁ ନାସ୍ତି କରିଥିଲା ସେ ବର୍ତ୍ତମାନ ମୃତ। ଏଣିକି ତୁମ୍ଭେ ତା'ର ଦ୍ରାକ୍ଷାକ୍ଷେତ୍ର ଅଧିକାର କର।
16 ତେଣୁ ଆହାବ୍ ଦ୍ରାକ୍ଷାକ୍ଷେତ୍ରକୁ ଗଲେ ଓ ସେ କ୍ଷତକେୁ ଅଧିକାର କଲେ।
17 ଏହି ସମୟରେ ତିଶ୍ବୀଯ ଏଲିଯଙ୍କ ନିକଟରେ ସଦାପ୍ରଭୁଙ୍କର ବାର୍ତ୍ତା ଉପସ୍ଥିତ ହେଲା, ଯଥା:
18 ଶମରିଯାର ବାସିନ୍ଦା ଇଶ୍ରାୟେଲର ରାଜା ଆହାବ୍ ନିକଟକୁ ୟାଅ, ସେ ବର୍ତ୍ତମାନ ନାବୋତର ଦ୍ରାକ୍ଷାକ୍ଷେତ୍ର ରେ ଅଛି; ସେ ତା'ର ଦ୍ରାକ୍ଷାକ୍ଷେତ୍ରକୁ ନିଜ ଅଧିକାରକୁ ଆଣିବାକୁ ୟାଇଛି।
19 ଆହାବକୁ କୁହ, ମୁଁ ସଦାପ୍ରଭୁ କହୁଅଛି, 'ତୁମ୍ଭେ ନାବୋତକୁ ହତ୍ଯା କରିଛ ଓ ତା'ର ଦ୍ରାକ୍ଷାକ୍ଷେତ୍ରକୁ ଅଧିକାର କରିଅଛ, ମୁଁ ସଦାପ୍ରଭୁ କହୁଛି, ଯେଉଁ ସ୍ଥାନ ରେ ନାବୋତର ମୃତ୍ଯୁ ହାଇେଛି, ସହେି ସ୍ଥାନ ରେ ତୁମ୍ଭର ମୃତ୍ଯୁ ହବେ। କୁକୁରମାନେ ନାବୋତର ରକ୍ତକୁ ଯେଉଁ ସ୍ଥାନ ରେ ଗ୍ଭଟି ଖାଇଥିଲେ, ସହେି ସ୍ଥାନ ରେ ତୁମ୍ଭର ରକ୍ତ ମଧ୍ଯ ଗ୍ଭଟିବେ।'
20 ଏଲିଯ ଆହାବ୍ଙ୍କ ନିକଟକୁ ଗଲେ, ଆହାବ୍ ଏଲିଯଙ୍କୁ କହିଲେ, ତୁମ୍ଭେ ପୁଣି ମାେତେ ଦଖାେ ଦଲେ, ତୁମ୍ଭେ ସର୍ବଦା ମାରେ ବିରୁଦ୍ଧ ରେ ରହିଛ।
21 ତେଣୁ ସଦାପ୍ରଭୁ କହନ୍ତି, 'ମୁଁ ତୁମ୍ଭକୁ ଓ ତୁମ୍ଭ ପରିବାରର ଫୁ ସନ୍ତାନମାନଙ୍କୁ ନିଃଶଷେ କରିବି।
22 ତୁମ୍ଭର ପରିବାର ଭାଗ୍ଯ ସହେିଭଳି ହବେ, ନବାଟର ପୁତ୍ର ୟାରବିଯାମର ବଂଶ ତୁଲ୍ଯ ଓ ଅହିଯ ପୁତ୍ର ବାଶାର ବଂଶ ତୁଲ୍ଯ ସମ୍ପୂର୍ଣ୍ଣ ଧ୍ବଂସ କରିବି। କାରଣ ତୁମ୍ଭେ ତୁମ୍ଭର ପାପକର୍ମଦ୍ବାରା ମାେତେ ବିରକ୍ତ କରିଅଛ ଓ ଇଶ୍ରାୟେଲର ଲୋକମାନଙ୍କୁ ପାପ କରାଇଅଛ।'
23 ଆଉ ସଦାପ୍ରଭୁ କହିଲେ, 'ତୁମ୍ଭର ପତ୍ନୀ ଈଷବଲରେ ମୃତ ଶରୀରକୁ ନଗରର କାନ୍ଥ ନିକଟରେ ଗୋଟିଏ ଭୂମି ୟିଷ୍ରିଯଲେ ନଗରର କୁକୁରମାନେ ଖାଇବେ।
24 ଆହାବ୍ର ଯେଉଁ ଲୋକ ନଗର ରେ ମରିବ, କୁକୁରମାନେ ତାକୁ ଖାଇବେ ଓ ଯେଉଁ ଲୋକ କ୍ଷେତ୍ର ରେ ମରିବ, ଆକାଶର ପକ୍ଷୀମାନେ ତାକୁ ଖାଇବେ।'
25 ଆହାବ୍ ନିଜର ପତ୍ନୀ ଈଷବଲେ ଦ୍ବାରା ପ୍ରବର୍ତ୍ତିତ ହାଇେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ଯେତେ ମନ୍ଦକର୍ମ କଲେ, ସପରେି ଆଉ କହେି କରି ନଥିଲେ।
26 ଆହାବ୍ ପ୍ରତିମାଗଣଙ୍କୁ ଉପାସନା କରି ଇ ମାରେୀଯମାନଙ୍କ ପରି ଅତିଶଯ ପାପ କଲେ। ତେଣୁ ସଦାପ୍ରଭୁ ସମାନଙ୍କେର ସମସ୍ତ ଭୂମି ନଇେ ଇଶ୍ରାୟେଲୀୟମାନଙ୍କୁ ଦଇେ ଦେଲେ।
27 ଆହାବ୍ ଏହିକଥା ଶୁଣି ଅତ୍ଯନ୍ତ ମର୍ମାହତ ହେଲେ। ସେ ନିଜର ବସ୍ତ୍ର ଚିରିଲେ ଓ ଦୁଃଖର ଚିହ୍ନ ସ୍ବରୂପ ଅଖା ପିନ୍ଧି ଉପବାସ କରି ଅଖା ରେ ଶାଇେଲେ, ସେ ଅତି ଦୁଃଖିତ ଓ ବିବ୍ରତ ହେଲେ।
28 ସଦାପ୍ରଭୁଙ୍କର ଏହି ବାକ୍ଯ ତିଶ୍ବୀଯ ଏଲିଯଙ୍କ ନିକଟରେ ଉପସ୍ଥିତ ହେଲା,
29 ଆହାବ୍ ତା'ର କୁକର୍ମ ବିଷଯ ରେ ଅନୁତାପ କରି ମାେ ସମ୍ମୁଖ ରେ ନିଜକୁ ନମ୍ର କଲା। ତୁମ୍ଭେ ଏହା ଦେଖୁଅଛ। ଏହି ହତେୁ ମୁଁ ବର୍ତ୍ତମାନ ତା'ର ଜୀବନ ରେ କିଛି ଅମଙ୍ଗଳ ଘଟାଇବାକୁ ଯାଉ ନାହିଁ। ତା'ର ପୁତ୍ର ରାଜା ହବୋ ପର୍ୟ୍ଯନ୍ତ ଅପେକ୍ଷା କରିବି ଏବଂ ତା'ପରେ ତା'ର ପରିବାର ପ୍ରତି ବିପର୍ୟ୍ଯଯ ଆଣିବି।
1 And it came to pass after these things, that Naboth the Jezreelite had a vineyard, which was in Jezreel, hard by the palace of Ahab king of Samaria.
2 And Ahab spake unto Naboth, saying, Give me thy vineyard, that I may have it for a garden of herbs, because it is near unto my house: and I will give thee for it a better vineyard than it; or, if it seem good to thee, I will give thee the worth of it in money.
3 And Naboth said to Ahab, The Lord forbid it me, that I should give the inheritance of my fathers unto thee.
4 And Ahab came into his house heavy and displeased because of the word which Naboth the Jezreelite had spoken to him: for he had said, I will not give thee the inheritance of my fathers. And he laid him down upon his bed, and turned away his face, and would eat no bread.
5 But Jezebel his wife came to him, and said unto him, Why is thy spirit so sad, that thou eatest no bread?
6 And he said unto her, Because I spake unto Naboth the Jezreelite, and said unto him, Give me thy vineyard for money; or else, if it please thee, I will give thee another vineyard for it: and he answered, I will not give thee my vineyard.
7 And Jezebel his wife said unto him, Dost thou now govern the kingdom of Israel? arise, and eat bread, and let thine heart be merry: I will give thee the vineyard of Naboth the Jezreelite.
8 So she wrote letters in Ahab’s name, and sealed them with his seal, and sent the letters unto the elders and to the nobles that were in his city, dwelling with Naboth.
9 And she wrote in the letters, saying, Proclaim a fast, and set Naboth on high among the people:
10 And set two men, sons of Belial, before him, to bear witness against him, saying, Thou didst blaspheme God and the king. And then carry him out, and stone him, that he may die.
11 And the men of his city, even the elders and the nobles who were the inhabitants in his city, did as Jezebel had sent unto them, and as it was written in the letters which she had sent unto them.
12 They proclaimed a fast, and set Naboth on high among the people.
13 And there came in two men, children of Belial, and sat before him: and the men of Belial witnessed against him, even against Naboth, in the presence of the people, saying, Naboth did blaspheme God and the king. Then they carried him forth out of the city, and stoned him with stones, that he died.
14 Then they sent to Jezebel, saying, Naboth is stoned, and is dead.
15 And it came to pass, when Jezebel heard that Naboth was stoned, and was dead, that Jezebel said to Ahab, Arise, take possession of the vineyard of Naboth the Jezreelite, which he refused to give thee for money: for Naboth is not alive, but dead.
16 And it came to pass, when Ahab heard that Naboth was dead, that Ahab rose up to go down to the vineyard of Naboth the Jezreelite, to take possession of it.
17 And the word of the Lord came to Elijah the Tishbite, saying,
18 Arise, go down to meet Ahab king of Israel, which is in Samaria: behold, he is in the vineyard of Naboth, whither he is gone down to possess it.
19 And thou shalt speak unto him, saying, Thus saith the Lord, Hast thou killed, and also taken possession? And thou shalt speak unto him, saying, Thus saith the Lord, In the place where dogs licked the blood of Naboth shall dogs lick thy blood, even thine.
20 And Ahab said to Elijah, Hast thou found me, O mine enemy? And he answered, I have found thee: because thou hast sold thyself to work evil in the sight of the Lord.
21 Behold, I will bring evil upon thee, and will take away thy posterity, and will cut off from Ahab him that pisseth against the wall, and him that is shut up and left in Israel,
22 And will make thine house like the house of Jeroboam the son of Nebat, and like the house of Baasha the son of Ahijah, for the provocation wherewith thou hast provoked me to anger, and made Israel to sin.
23 And of Jezebel also spake the Lord, saying, The dogs shall eat Jezebel by the wall of Jezreel.
24 Him that dieth of Ahab in the city the dogs shall eat; and him that dieth in the field shall the fowls of the air eat.
25 But there was none like unto Ahab, which did sell himself to work wickedness in the sight of the Lord, whom Jezebel his wife stirred up.
26 And he did very abominably in following idols, according to all things as did the Amorites, whom the Lord cast out before the children of Israel.
27 And it came to pass, when Ahab heard those words, that he rent his clothes, and put sackcloth upon his flesh, and fasted, and lay in sackcloth, and went softly.
28 And the word of the Lord came to Elijah the Tishbite, saying,
29 Seest thou how Ahab humbleth himself before me? because he humbleth himself before me, I will not bring the evil in his days: but in his son’s days will I bring the evil upon his house.