1 Kings 20
1 ଅରାମର ରାଜା ବିନ୍ହଦଦ୍ ଆପଣାର ସମସ୍ତ ସୈନ୍ଯ ଏକତ୍ରୀତ କଲେ। ପୁଣି ତାଙ୍କର ସଙ୍ଗ ରେ ବତିଶ ଜଣ ରାଜା ଆଉ ଅଶ୍ବଗଣ ଓ ରଥମାନ ସଙ୍ଗ ରେ ଥିଲେ। ପୁଣି ସେ ୟାଇ ଶମରିଯା ଅବରୋଧ କରି ତହିଁ ବିରୁଦ୍ଧ ରେ ୟୁଦ୍ଧ କଲେ।
2 ତା'ପରେ ଇଶ୍ରାୟେଲର ରାଜା ଆହାବ୍ ନଗର ଭିତରକୁ ଦୂତଗଣ ପ୍ ରରଣେ କଲେ।
3 ସହେି ବାର୍ତ୍ତା ଥିଲା, ବିନ୍ହଦଦ୍ କହନ୍ତି, 'ତୁମ୍ଭମାନେେ ତୁମ୍ଭର ସମସ୍ତ ରୂପା, ସୁନା ମାେତେ ଦବେ। ଆଉ ମଧ୍ଯ ତୁମ୍ଭର ଭାର୍ୟ୍ଯା ଓ ସନ୍ତାନମାନଙ୍କୁ ମାେତେ ଦଇଦେବେ।'
4 ଇଶ୍ରାୟେଲ ରାଜା ଉତ୍ତର ଦେଲେ, ହେ ମାରେ ପ୍ରଭୁ, ମହାରାଜ, ଆପଣଙ୍କ ବାକ୍ଯାନୁସା ରେ ମୁଁ ଓ ମାରେ ସର୍ବସ୍ବ ଆପଣଙ୍କର।
5 ତା'ପରେ ଦୂତମାନେ ଆହାବ୍ଙ୍କ ନିକଟକୁ ଫରେିଆସି କହିଲେ, ବିନହଦଦ୍ କହନ୍ତି, 'ତୁମ୍ଭେ ଆପଣା ରୂପା, ସୁନା, ଭାର୍ୟ୍ଯା ଓ ସନ୍ତାନମାନଙ୍କୁ ମାେ ହସ୍ତ ରେ ସମର୍ପଣ କର ବୋଲି ମୁଁ କହି ପଠାଇଲି।
6 ଆସନ୍ତାକାଲି ପ୍ରାଯ ଏହି ସମୟରେ ମୁଁ ତୁମ୍ଭ ନିକଟକୁ ମାରେ ଦାସମାନଙ୍କୁ ପଠାଇବି, ସମାନେେ ତୁମ୍ଭର ଗୃହ ଓ ତୁମ୍ଭ ଅଧିକାରୀମାନଙ୍କର ଗୃହ ଅନୁସନ୍ଧାନ କରିବେ। ଯାହା କିଛି ମୂଲ୍ଯବାନ ଜିନିଷ ପାଇବେ ସମାନେେ ନଇେଯିବେ।'
7 ତେଣୁ ରାଜା ଆହାବ୍ ଦେଶର ସମସ୍ତ ପ୍ରାଚୀନବର୍ଗଙ୍କୁ ଡକାଇଲେ ଏବଂ କହିଲେ, ମୁଁ ବିନଯ କରି କହୁଛି, ବିଗ୍ଭର କର, ବିନ୍ହଦଦ୍ ଅସୁବିଧା ସୃଷ୍ଟି କରୁଛି। ପ୍ରଥମେ ସେ ମାରେ ଭାର୍ୟ୍ଯା, ମାରେ ସନ୍ତାନଗଣ, ମାରେ ସୂନା, ରୂପା ନବୋକୁ ଲୋକ ପଠାଇଲା ଓ ସେ ସବୁ ଦବୋକୁ ମୁଁ ସମ୍ମତ ହଲିେ। ମାତ୍ର ସେ ବର୍ତ୍ତମାନ ସବୁକିଛି ନବୋକୁ ଗ୍ଭହୁଁଛି।
8 ଏଥି ରେ ସମସ୍ତ ପ୍ରାଚୀନବର୍ଗ ଓ ସମସ୍ତ ଲୋକ ରାଜାଙ୍କୁ କହିଲେ, ଆପଣ ତାଙ୍କ କଥା ରେ କର୍ଣ୍ଣପାତ କରନ୍ତୁ ନାହିଁ କିମ୍ବା ସେଥି ରେ ସମ୍ମତ ହୁଅନ୍ତୁ ନାହିଁ।
9 ବର୍ତ୍ତମାନ ଆହାବ୍ ବିନହଦଦ୍ଙ୍କ ନିକଟକୁ ସମ୍ବାଦ ପଠାଇ କହିଲେ, ପ୍ରଥମେ ଆପଣ ଯାହା କହିଥିଲେ ମୁଁ ତାହା କରିବି ମାତ୍ର ଦ୍ବିତୀୟ ରେ ଯେଉଁ ଆଜ୍ଞା ଦେଲେ ତାହା ପାଳନ କରିବି ନାହିଁ।
10 ତା'ପରେ ସହେି ଦୂତମାନେ ଅନ୍ୟ ଏକ ବାର୍ତ୍ତା ନଇେ ବନ୍ହଦଦ୍ଠାରୁ ଫରେି ଆସିଲେ ଓ କହିଲେ, ମୁଁ ପ୍ରତିଜ୍ଞା କରୁଛି ଯେ, ଶମରିଯାକୁ ସମ୍ପର୍ଣ୍ଣ ଧୂଳିସାତ୍ କରିବି। ସେ ନଗର ରେ କିଛି ରହିବ ନାହିଁ। ଏପରି ମାରେ ଲୋକମାନଙ୍କ ପାଇଁ ମୁଠାଏ ଧୂଳି ମଧ୍ଯ ଆଣିବାକୁ ରହିବ ନାହିଁ। ଯଦି ମୁଁ ଏହା ନ କରେ ତବେେ ଦବେତାମାନଙ୍କ ଦ୍ବାରା ମୁଁ ଅଧିକ ଦଣ୍ତିତ ହାଇପୋ ରେ।
11 ରାଜା ଆହାବ୍ ଉତ୍ତର ଦେଲେ, ବିନ୍ହଦଦ୍ଙ୍କୁ କୁହ ସାଞ୍ଜୁ ପରିଧାନ କରିଥିବା ଲୋକ ସାଞ୍ଜୁ କାଢିବା ପାଇଁ ଜୀବିତ ଥିବା ଲୋକପରି ଦର୍ପ ନ କରୁ।
12 ରାଜା ବିନହଦଦ୍ ଅନ୍ୟ ରାଜାମାନଙ୍କ ସହିତ ପାନ କରୁଥିବା ସମୟରେ ଦୂତମାନେ ଏ ସମ୍ବାଦ ଦେଲେ। ରାଜା ତାଙ୍କର ଲୋକମାନଙ୍କୁ ପ୍ରସ୍ତୁତ ହବୋକୁ ଆଦେଶ ଦେଲେ। ତେଣୁ ସମାନେେ ପ୍ରସ୍ତୁତ ହାଇେ ନଗର ବିରୁଦ୍ଧ ରେ ଆକ୍ରମଣ କରିବାକୁ ବାହାରିଲେ।
13 ସହେି ସମୟରେ ଜଣେ ଭବିଷ୍ଯଦ୍ବକ୍ତା ଇଶ୍ରାୟେଲ ରାଜାଙ୍କ ନିକଟକୁ ଆସି କହିଲେ, ହେ ରାଜା ଆହାବ୍ ସଦାପ୍ରଭୁ ଏହା କୁହନ୍ତି, 'ତୁମ୍ଭେ ଏହି ବିପୁଳ ସୈନ୍ଯବାହିନୀ ଦେଖୁଛ? ମୁଁ ସଦାପ୍ରଭୁ, ତୁମ୍ଭରି ଦ୍ବାରା ଏହାକୁ ପରାଜିତ କରାଇବି, ତାହା ହେଲେ ତୁମ୍ଭେ ମାେତେ ସଦାପ୍ରଭୁ ବୋଲି ଜାଣିବ।
14 ତହୁଁ ଆହାବ୍ କହିଲେ, କାହାଦ୍ବାରା ପରାଜିତ କରାଇବେ?
15 ତେଣୁ ଆହାବ୍ ପ୍ରଦେଶର ୟୁବା ଅଧିପତିମାନଙ୍କୁ ଏକତ୍ରୀତ କରି ଗଣିଲେ। ସମାନଙ୍କେ ସଂଖ୍ଯା 232 ହେଲା। ତା'ପରେ ଇଶ୍ରାୟେଲର ସୈନ୍ଯମାନଙ୍କୁ ଏକତ୍ରୀତ କରି ଗଣି ଦେଖିଲେ, ସମାନଙ୍କେ ସଂଖ୍ଯା 7,000 ହେଲା।
16 ମଧ୍ଯାହ୍ନ ରେ ଯେତବେେଳେ ରାଜା ବିନ୍ହଦଦ୍ ଓ ବତିଶ ଜଣ ଅନ୍ୟ ରାଜା ନିଜ ଶିବିର ରେ ପାନ କରୁଥିଲେ ଓ ମତ୍ତ ହାଇେଥିଲେ, ସହେି ସମୟରେ ଆହାବ୍ ଆକ୍ରମଣ ଆରମ୍ଭ କରି ଦେଲେ।
17 ପ୍ରଦେଶର ୟୁବା ଅଧିପତିମାନେ ପ୍ରଥମେ ଆକ୍ରମଣ କଲେ। ବିନହଦଦ୍ର ଲୋକମାନେ ତାକୁ ସମ୍ବାଦ ଦେଲେ: ଶମରିଯାର ଲୋକମାନେ ଅଗ୍ରସର କରୁଛନ୍ତି ଆକ୍ରମଣ କରିବା ପାଇଁ।
18 ତେଣୁ ବିନ୍ହଦଦ୍ କହିଲେ, ସମାନେେ ସନ୍ଧି ପାଇଁ ଆସିଥିଲେ ତାଙ୍କୁ ଜୀବିତ ଧର ଓ ଯଦି ସମାନେେ ୟୁଦ୍ଧପାଇଁ ଆସିଥିଲେ ସମାନଙ୍କେୁ ଜୀବିତ ଧର।
19 ଏହା ମଧିଅରେ ପ୍ରଦେଶର ୟୁବା ଅଧିପତିମାନେ ସେ ଆକ୍ରମଣର ନତେୃତ୍ବ ନେଲେ ଓ ଇଶ୍ରାୟେଲର ସୈନ୍ଯମାନେ ତାଙ୍କର ଅନୁସରଣ କଲେ।
20 ଇଶ୍ରାୟେଲର ପ୍ରେତ୍ୟକକ ଯୋଦ୍ଧା ତାଙ୍କ ବିରୁଦ୍ଧ ରେ ଆସିଥିବା ଶତୃମାନଙ୍କୁ ବଧ କଲେ, ତା'ପରେ ଇଶ୍ରାୟେଲୀୟମାନେ ଅରାମୀଯମାନେ ପଳାଯନକାରୀମାନଙ୍କ ପଛ ରେ ଗୋଡଇଲେ। ଅରାମର ରାଜା ବିନହଦଦ୍ ଅଶ୍ବାରୋହୀମାନଙ୍କ ସହିତ ଏକ ଅଶ୍ବ ପୃଷ୍ଠ ରେ ପଳାଇୟାଇ ନିଜକୁ ରକ୍ଷା କଲେ।
21 ରାଜା ଆହାବ୍ ଅରାମର ସମସ୍ତ ଅଶ୍ବ ଓ ରଥକୁ ଅଧିକାର କରିବାର ନତେୃତ୍ବ ନେଲେ ଓ ଅରାମୀଯମାନଙ୍କୁ ସମୂଳେ ପରାଜିତ କଲେ।
22 ତା'ପରେ ଭବିଷ୍ଯଦ୍ବକ୍ତା ଆହାବ୍ଙ୍କ ନିକଟକୁ ୟାଇ କହିଲେ, ଅରାମର ରାଜା ବିନହଦଦ୍ ପୁନର୍ବାର ୟୁଦ୍ଧ କରିବାକୁ ଆସନ୍ତା ବସନ୍ତ ରେ ଆସିବ। ତୁମ୍ଭେ ଘରକୁ ୟାଇ ନିଜର ସୈନ୍ଯବାହିନୀକୁ ସବଳ କର ଓ ଚିହ୍ନ। ସାବଧାନ ଭାବରେ ତାଙ୍କୁ ପ୍ରତିରକ୍ଷା ଦବୋକୁ ସୁଚିନ୍ତିତ ଯୋଜନା କର।
23 ବିନ୍ହଦଦ୍ର ଅଧିକାରୀମାନେ ତାଙ୍କୁ କହିଲେ, ଇଶ୍ରାୟେଲର ଦବେତାଗଣ ପର୍ବତଗଣର ଦବେତାଗଣ ଅଟନ୍ତି। ତେଣୁ ଇଶ୍ରାୟେଲୀମାନେ ବିଜଯୀ ହେଲେ। ଆମ୍ଭମାନେେ ପର୍ବତ ରେ ୟୁଦ୍ଧକରି ହାରିଲୁ। ମାତ୍ର ଆମ୍ଭମାନେେ ଯଦି ପଦା ରେ ୟୁଦ୍ଧ କରୁ, ତବେେ ଆମ୍ଭେ ସମାନଙ୍କେ ଅପେକ୍ଷା ଅଧିକ ଶକ୍ତିଶାଳୀ ହବେୁ।
24 ଏହା ହିଁ ତୁମ୍ଭର କରିବା ଉଚିତ୍। ଆଉ ସୈନ୍ଯଗ୍ଭଳନା ଦାଯିତ୍ବ ବତିଶ ରାଜାମାନଙ୍କ ବଦଳ ରେ ସନୋପତିମାନଙ୍କ ହସ୍ତ ରେ ଦିଅନ୍ତୁ।
25 ଆଉ ଆପଣ ହରାଇଥିବା ସୈନ୍ଯ ବଦଳ ରେ ସୈନ୍ଯ, ଅଶ୍ବ ବଦଳ ରେ ଅଶ୍ବ ଓ ରଥ ବଦଳ ରେ ରଥ ସଂଗ୍ରହ କରନ୍ତୁ। ଆମ୍ଭମାନେେ ପଦା ରେ ଲଢିବା। ପୁଣି ଆମ୍ଭମାନେେ ନିଶ୍ଚଯ ସମାନଙ୍କେ ଅପେକ୍ଷା ବଳବାନ୍ ହବୋ ଓ ଜିତିବା। ରାଜା ସମାନଙ୍କେର ପ୍ରସ୍ଥାବ ଗ୍ରହଣ କଲେ ଓ ସହେିରୂପେ କାର୍ୟ୍ଯ କଲେ।
26 ଅନନ୍ତର ପରବର୍ଷ ବସନ୍ତ ରେ ବିନ୍ହଦଦ୍ ଅରାମୀଯମାନଙ୍କୁ ଏକତ୍ରୀତ କରି ଇଶ୍ରାୟେଲ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଅଫକେକୁ ଗଲେ।
27 ଇଶ୍ରାୟେଲୀୟ ସୈନ୍ଯ ୟୁଦ୍ଧ ପାଇଁ ପ୍ରସ୍ତୁତ ହେଲେ ଓ ଅରାମୀଯ ସୈନ୍ଯଗଣ ଆଡକୁ ମାଡି ଗ୍ଭଲି ରେ। ସମାନେେ ଅରାମୀଯମାନଙ୍କ ବିପରୀତ ପାଶର୍ବ ରେ ଶିବିର ସ୍ଥାପନ କଲେ। ମାତ୍ର ଇଶ୍ରାୟେଲର ସୈନ୍ଯଗଣ ଦୁଇଟି କ୍ଷୁଦ୍ର ଛାଗପଲ ସଦୃଶ ଦଖାେ ଯାଉଥିଲା ବେଳେ ଅରାମୀଯମାନେ ସମଗ୍ର ଦେଶ ରେ ବ୍ଯାପି ୟାଇଥିଲେ।
28 ଏହି ସମୟରେ ପରମେଶ୍ବରଙ୍କ ପ୍ ରରେିତ ଜଣେ ଲୋକ ଆହାବ୍ଙ୍କୁ ଆସି କହିଲେ, ସଦାପ୍ରଭୁ କୁହନ୍ତୁ, 'ଅରାମୀଯ ଲୋକମାନେ କହିଛନ୍ତି ସଦାପ୍ରଭୁ ପ୍ରର୍ବତଗଣ ପରମେଶ୍ବର ଅଟନ୍ତି କିନ୍ତୁ ତଳଭୂମିର ପରମେଶ୍ବର ନୁହଁନ୍ତି। ତେଣୁ ମୁଁ ତୁମ୍ଭକୁ ଏହି ବିଶାଳ ସୈନ୍ଯବାହିନୀକୁ ପରାସ୍ତ କରିବାକୁ ଦବେି। ଯାହା ଫଳ ରେ ମୁଁ ଯେ ପରମେଶ୍ବର ତୁମ୍ଭେ ଜାଣି ପାରିବ।'
29 ଦୁଇ ସୈନ୍ଯବାହିନୀ ସାତଦିନ ଧରି ସମ୍ମଖାସମ୍ମୁଖୀ ହାଇେ ଶିବିର ସ୍ଥାପନ କରି ରହିଲେ। ସପ୍ତମ ଦିନ ରେ ୟୁଦ୍ଧ ଆରମ୍ଭ ହେଲା ଓ ଇଶ୍ରାୟେଲୀୟ ସୈନ୍ଯମାନେ ଗୋଟିଏ ଦିନ ରେ ଅରାମୀଯ ସୈନ୍ଯମାନଙ୍କ ମଧ୍ଯରୁ 1,00,000 ପଦାତିକ ସୈନ୍ଯ ବଧ କଲେ।
30 ମାତ୍ର ଅବଶିଷ୍ଟ ସମସ୍ତ ଲୋକ ଅଫକେକୁ ପଳାଇ ନଗର ରେ ପ୍ରବେଶ କଲେ। ଆଉ 27,000 ସୈନ୍ଯମାନଙ୍କ ଉପରେ ପାଚରେୀ ପଡିଲା। ବିନ୍ହଦଦ୍ ନଗର ମଧ୍ଯକୁ ପଳାଇ ୟାଇ ଏକ କଠାେରୀ ରେ ଲୁଚି ରହିଲେ।
31 ତାଙ୍କର ଦାସମାନେ ସମାନଙ୍କେୁ କହିଲ, ଆମ୍ଭେ ଶୁଣିଅଛୁ ଯେ ଇଶ୍ରାୟେଲୀୟ ରାଜଗଣ ଦୟାଳୁ ଅଟନ୍ତି। ଆମ୍ଭେ ଆପଣଙ୍କୁ ବିନଯ କରୁଛୁ, ଆମ୍ଭମାନଙ୍କୁ କଟି ରେ ଅଖା ପିନ୍ଧିବାକୁ ଓ ମୁଣ୍ତ ରେ ରଜ୍ଜୁ ବିନ୍ଧିବାକୁ ଦିଅନ୍ତୁ ଓ ଇଶ୍ରାୟେଲ ରାଜାଙ୍କ ନିକଟକୁ ୟିବାକୁ ଦିଅନ୍ତୁ। ହୁଏତ୍ ସେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦବେେ।
32 ତହୁଁ ସମାନେେ କଟି ରେ ଅଖା ପିନ୍ଧି ଓ ମୁଣ୍ତ ରେ ରଜ୍ଜୁ ବାନ୍ଧି ଇଶ୍ରାୟେଲର ରାଜା ନିକଟକୁ ୟାଇ ବିନଯର ସହିତ କହିଲେ, ତୁମ୍ଭର ଦାସ ବିନ୍ହଦଦ୍ କହୁଛି, 'ଦୟାକରି ମାେତେ ବଞ୍ଚାନ୍ତୁ।'
33 ବିନ୍ହଦଦ୍ର ଲୋକମାନେ ଜାଣିବାକୁ ଚାହିଁଲେ, ରାଜା ଆହାବ୍ ବିନ୍ହଦଦ୍ଙ୍କୁ ଦୟା ଦଖାଇବେେ କି ନା, ସମାନେେ ଆଶାକଲେ, ଗୋଟିଏ ସୂଚନା ତାଙ୍କ ବାକ୍ଯକୁ ନିଶ୍ଚିତ କରିବାକୁ, ତେଣୁ ଏହି କଥାର ସତ୍ଯତା ଜାଣିବା ପାଇଁ ଆହାବ୍ ଯେତବେେଳେ ବିନ୍ହଦଦ୍ଙ୍କୁ ଭାଇ ବୋଲି ଡାକିଲା, ସମାନେେ ସଙ୍ଗେ ସଙ୍ଗେ କହିଲେ, ହିଁ! ବିନ୍ହଦଦ୍ ତୁମ୍ଭର ଭାଇ।
34 ସେତବେେଳେ ବିନ୍ହଦଦ୍ ଆହାବ୍ଙ୍କୁ କହିଲେ, ମାରେ ପିତା ଯେଉଁ ନଗରଗୁଡିକ ତୁମ୍ଭ ପିତାଙ୍କଠାରୁ ନଇେ ଥିଲେ ମୁଁ ତୁମ୍ଭକୁ ସଗେୁଡିକ ଫରୋଇ ଦବୋକୁ ଯାଉଛି। ଯେ ହତେୁ ମାରେ ପିତା ଯେପରି ଶମରିଯା ରେ ବଜାର ଓ ଦୋକାନମାନ କରିଥିଲେ ଆପଣ ଦମ୍ମେଶକରେ ସହେିପରି କରିବେ।
35 ଭବିଷ୍ଯଦ୍ବକ୍ତାଗଣଙ୍କ ମଧ୍ଯରୁ ଜଣେ ବକ୍ତା ନିଜର ସାଥୀକୁ କହିଲା, ମାେତେ ମାର! ସେ ଏକଥା ସଦାପ୍ରଭୁଙ୍କ ଆଜ୍ଞା ରେ କହିଲା। ମାତ୍ର ସେ ଲୋକ ମାରିବା ପାଇଁ ମନା କଲା।
36 ତେଣୁ ପ୍ରଥମ ଭବିଷ୍ଯଦ୍ବକ୍ତା କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ପାଳନ କଲ ନାହିଁ। ତେଣୁ ତୁମ୍ଭେ ଏସ୍ଥାନ ତ୍ଯାଗ କଲା ବେଳେ ଗୋଟିଏ ସିଂହ ତୁମ୍ଭକୁ ବଧ କରିବ। ଯେତବେେଳେ ଦ୍ବିତୀୟ ଭବିଷ୍ଯଦ୍ବକ୍ତା ସେ ସ୍ଥାନରୁ ଗଲା, ଗୋଟିଏ ସିଂହ ତାକୁ ବଧ କଲା।
37 ପ୍ରଥମ ଭବିଷ୍ଯଦ୍ବକ୍ତା ଅନ୍ୟ ଜଣେ ଲୋକକୁ କହିଲା, ମୁଁ ବିନଯ କରୁଅଛି, ତୁମ୍ଭେ ମାେତେ ମାର!
38 ତେଣୁ ଭବିଷ୍ଯଦ୍ବକ୍ତା ଆପଣା ମୁଖ ରେ ବସ୍ତ୍ର ଆବୃତ କରି ଛଦ୍ମ ବେଶ ରେ ରହିଲା ଓ ତାକୁ କହେି ଜାଣିପାରିଲେ ନାହିଁ। ସେ ପଥ ମଧିଅରେ ସହେି ଦେଶ ରେ ରାଜାଙ୍କୁ ଅପେକ୍ଷା କରି ରହିଲା।
39 ରାଜା ତା'ବାଟ ଦଇେ ଗଲା ବେଳେ ସେ ରାଜାଙ୍କୁ କହିଲା, ମୁଁ ୟୁଦ୍ଧ ଭୂମିକୁ ୟାଇଥିଲି। ଆମ୍ଭର ଜଣେ ଲୋକ ଜଣେ ଶତୃ ସୈନ୍ଯକୁ ଆଣି ମାେତେ କହିଲେ, 'ଏହି ଲୋକଟିକୁ ଜଗ, ଯଦି ସେ ପଳାଯନ କରେ ତବେେ ତୁମ୍ଭେ ତା' ବଦଳ ରେ ତୁମ୍ଭର ଜୀବନ ଦବେ। ନଚେତ୍ ଏକତାଳନ୍ତ ରୂପା ଦବେ।'
40 ମୁଁ ଏଣେ ତଣେେ କାର୍ୟ୍ଯରତ ଥିଲା ବେଳେ ସେ ଖସିଗଲା।
41 ଏହାପରେ ସହେି ଭବିଷ୍ଯତ ବକ୍ତା ତା'ର ମୁହଁରୁ ବସ୍ତ୍ର କାଢିନଲୋ। ଇଶ୍ରାୟେଲର ରାଜା ତାକୁ ଜାଣିଲେ ଯେ ସେ ଭବିଷ୍ଯଦ୍ବକ୍ତାମାନଙ୍କ ମଧ୍ଯରୁ ଅନ୍ୟତମ।
42 ତତ୍ପରେ ସେ ଭବିଷ୍ଯଦ୍ବକ୍ତା ରାଜାଙ୍କୁ କହିଲେ, ସଦାପ୍ରଭୁ ଏହିକଥା କହନ୍ତି, 'ଆମ୍ଭେ ଯେଉଁ ଲୋକକୁ ବିନାଶାର୍ଥେ ଦଇେଥିଲୁ, ତୁମ୍ଭେ ତାକୁ ଆପଣା ହସ୍ତ ରେ ଛାଡିଅଛ। ଏଣୁ ତା'ର ପ୍ରାଣ ବଦଳ ରେ ତୁମ୍ଭର ପ୍ରାଣ ୟିବ। ଆଉ ତାହାର ଲୋକମାନଙ୍କ ବଦଳ ରେ ତୁମ୍ଭର ଲୋକମାନେ ଯିବେ।'
43 ତା'ପରେ ଇଶ୍ରାୟେଲର ରାଜା ବିଦୀର୍ଣ୍ଣ ଓ ବ୍ଯସ୍ତତା ହାଇେ ଶମରିଯା ରେ ପହନ୍ଚିଲେ।
1 And Ben-hadad the king of Syria gathered all his host together: and there were thirty and two kings with him, and horses, and chariots: and he went up and besieged Samaria, and warred against it.
2 And he sent messengers to Ahab king of Israel into the city, and said unto him, Thus saith Ben-hadad,
3 Thy silver and thy gold is mine; thy wives also and thy children, even the goodliest, are mine.
4 And the king of Israel answered and said, My lord, O king, according to thy saying, I am thine, and all that I have.
5 And the messengers came again, and said, Thus speaketh Ben-hadad, saying, Although I have sent unto thee, saying, Thou shalt deliver me thy silver, and thy gold, and thy wives, and thy children;
6 Yet I will send my servants unto thee to morrow about this time, and they shall search thine house, and the houses of thy servants; and it shall be, that whatsoever is pleasant in thine eyes, they shall put it in their hand, and take it away.
7 Then the king of Israel called all the elders of the land, and said, Mark, I pray you, and see how this man seeketh mischief: for he sent unto me for my wives, and for my children, and for my silver, and for my gold; and I denied him not.
8 And all the elders and all the people said unto him, Hearken not unto him, nor consent.
9 Wherefore he said unto the messengers of Ben-hadad, Tell my lord the king, All that thou didst send for to thy servant at the first I will do: but this thing I may not do. And the messengers departed, and brought him word again.
10 And Ben-hadad sent unto him, and said, The gods do so unto me, and more also, if the dust of Samaria shall suffice for handfuls for all the people that follow me.
11 And the king of Israel answered and said, Tell him, Let not him that girdeth on his harness boast himself as he that putteth it off.
12 And it came to pass, when Ben-hadad heard this message, as he was drinking, he and the kings in the pavilions, that he said unto his servants, Set yourselves in array. And they set themselves in array against the city.
13 And, behold, there came a prophet unto Ahab king of Israel, saying, Thus saith the Lord, Hast thou seen all this great multitude? behold, I will deliver it into thine hand this day; and thou shalt know that I am the Lord.
14 And Ahab said, By whom? And he said, Thus saith the Lord, Even by the young men of the princes of the provinces. Then he said, Who shall order the battle? And he answered, Thou.
15 Then he numbered the young men of the princes of the provinces, and they were two hundred and thirty two: and after them he numbered all the people, even all the children of Israel, being seven thousand.
16 And they went out at noon. But Ben-hadad was drinking himself drunk in the pavilions, he and the kings, the thirty and two kings that helped him.
17 And the young men of the princes of the provinces went out first; and Ben-hadad sent out, and they told him, saying, There are men come out of Samaria.
18 And he said, Whether they be come out for peace, take them alive; or whether they be come out for war, take them alive.
19 So these young men of the princes of the provinces came out of the city, and the army which followed them.
20 And they slew every one his man: and the Syrians fled; and Israel pursued them: and Ben-hadad the king of Syria escaped on an horse with the horsemen.
21 And the king of Israel went out, and smote the horses and chariots, and slew the Syrians with a great slaughter.
22 And the prophet came to the king of Israel, and said unto him, Go, strengthen thyself, and mark, and see what thou doest: for at the return of the year the king of Syria will come up against thee.
23 And the servants of the king of Syria said unto him, Their gods are gods of the hills; therefore they were stronger than we; but let us fight against them in the plain, and surely we shall be stronger than they.
24 And do this thing, Take the kings away, every man out of his place, and put captains in their rooms:
25 And number thee an army, like the army that thou hast lost, horse for horse, and chariot for chariot: and we will fight against them in the plain, and surely we shall be stronger than they. And he hearkened unto their voice, and did so.
26 And it came to pass at the return of the year, that Ben-hadad numbered the Syrians, and went up to Aphek, to fight against Israel.
27 And the children of Israel were numbered, and were all present, and went against them: and the children of Israel pitched before them like two little flocks of kids; but the Syrians filled the country.
28 And there came a man of God, and spake unto the king of Israel, and said, Thus saith the Lord, Because the Syrians have said, The Lord is God of the hills, but he is not God of the valleys, therefore will I deliver all this great multitude into thine hand, and ye shall know that I am the Lord.
29 And they pitched one over against the other seven days. And so it was, that in the seventh day the battle was joined: and the children of Israel slew of the Syrians an hundred thousand footmen in one day.
30 But the rest fled to Aphek, into the city; and there a wall fell upon twenty and seven thousand of the men that were left. And Ben-hadad fled, and came into the city, into an inner chamber.
31 And his servants said unto him, Behold now, we have heard that the kings of the house of Israel are merciful kings: let us, I pray thee, put sackcloth on our loins, and ropes upon our heads, and go out to the king of Israel: peradventure he will save thy life.
32 So they girded sackcloth on their loins, and put ropes on their heads, and came to the king of Israel, and said, Thy servant Ben-hadad saith, I pray thee, let me live. And he said, Is he yet alive? he is my brother.
33 Now the men did diligently observe whether any thing would come from him, and did hastily catch it: and they said, Thy brother Ben-hadad. Then he said, Go ye, bring him. Then Ben-hadad came forth to him; and he caused him to come up into the chariot.
34 And Ben-hadad said unto him, The cities, which my father took from thy father, I will restore; and thou shalt make streets for thee in Damascus, as my father made in Samaria. Then said Ahab, I will send thee away with this covenant. So he made a covenant with him, and sent him away.
35 And a certain man of the sons of the prophets said unto his neighbour in the word of the Lord, Smite me, I pray thee. And the man refused to smite him.
36 Then said he unto him, Because thou hast not obeyed the voice of the Lord, behold, as soon as thou art departed from me, a lion shall slay thee. And as soon as he was departed from him, a lion found him, and slew him.
37 Then he found another man, and said, Smite me, I pray thee. And the man smote him, so that in smiting he wounded him.
38 So the prophet departed, and waited for the king by the way, and disguised himself with ashes upon his face.
39 And as the king passed by, he cried unto the king: and he said, Thy servant went out into the midst of the battle; and, behold, a man turned aside, and brought a man unto me, and said, Keep this man: if by any means he be missing, then shall thy life be for his life, or else thou shalt pay a talent of silver.
40 And as thy servant was busy here and there, he was gone. And the king of Israel said unto him, So shall thy judgment be; thyself hast decided it.
41 And he hasted, and took the ashes away from his face; and the king of Israel discerned him that he was of the prophets.
42 And he said unto him, Thus saith the Lord, Because thou hast let go out of thy hand a man whom I appointed to utter destruction, therefore thy life shall go for his life, and thy people for his people.
43 And the king of Israel went to his house heavy and displeased, and came to Samaria.
Numbers 29 in Tamil and English
1 ஏழாம் மாதம் முதல்தேதி பரிசுத்த சபைகூடும் நாளாயிருக்கக்கடவது; அதில் சாதாரணமான யாதொரு வேலையும் செய்யலாகாது; அது உங்களுக்கு எக்காளமூதும் நாளாயிருக்கவேண்டும்.
And in the seventh month, on the first day of the month, ye shall have an holy convocation; ye shall do no servile work: it is a day of blowing the trumpets unto you.
2 அப்பொழுது நீங்கள் கர்த்தருக்குச் சுகந்த வாசனையான சர்வாங்க தகனபலியாக ஒரு காளையையும், ஒரு ஆட்டுக்கடாவையும், ஒரு வயதான பழுதற்ற ஏழு ஆட்டுக்குட்டிகளையும்,
And ye shall offer a burnt offering for a sweet savour unto the Lord; one young bullock, one ram, and seven lambs of the first year without blemish:
3 அவைகளுக்கு அடுத்த போஜனபலியாக எண்ணெயிலே பிசைந்த மெல்லிய மாவிலே காளைக்காகப் பத்தில் மூன்று பங்கையும், ஆட்டுக்கடாவுக்காக இரண்டு பங்கையும்,
And their meat offering shall be of flour mingled with oil, three tenth deals for a bullock, and two tenth deals for a ram,
4 ஏழு ஆட்டுக்குட்டிகளில் ஒவ்வொன்றிற்காக ஒரு பங்கையும்,
And one tenth deal for one lamb, throughout the seven lambs:
5 உங்கள் பாவநிவர்த்திக்கான பலியாக ஒரு வெள்ளாட்டுக்கடாவையும் செலுத்தி,
And one kid of the goats for a sin offering, to make an atonement for you:
6 மாதப்பிறப்பின் சர்வாங்க தகனபலியையும் அதின் போஜனபலியையும் தினந்தோறும் இடும் சர்வாங்க தகன பலியையும் அதன் போஜனபலியையும், அவைகளின் முறைமைக்கேற்ற பானபலிகளையும் அன்றி, இவைகளையும் கர்த்தருக்குச் சுகந்த வாசனையான சர்வாங்க தகனபலியாகச் செலுத்தக்கடவீர்கள்.
Beside the burnt offering of the month, and his meat offering, and the daily burnt offering, and his meat offering, and their drink offerings, according unto their manner, for a sweet savour, a sacrifice made by fire unto the Lord.
7 இந்த ஏழாம் மாதம் பத்தாம் தேதி உங்களுக்குப் பரிசுத்த சபைகூடும் நாளாயிருக்கக்கடவது; அதிலே நீங்கள் யாதொரு வேலையும் செய்யாமல், உங்கள் ஆத்துமாக்களைத் தாழ்மைப்படுத்தο,
And ye shall have on the tenth day of this seventh month an holy convocation; and ye shall afflict your souls: ye shall not do any work therein:
8 ர்த்தக்க`் சுகந்த சனையான சர்வξங்க தகனபலியாக ஒரு காளையையும், ஒரு ஆட்டுக்கடாவையும், ஒரு வயதான பழுதற்ற ஏழு ஆட்டுக்குட்டிகளையும்,
But ye shall offer a burnt offering unto the Lord for a sweet savour; one young bullock, one ram, and seven lambs of the first year; they shall be unto you without blemish:
9 அவைகளின் போஜனபலியாக எண்ணெயிலே பிசைந்த மெல்லிய மாவிலே காளைக்காகப் பத்தில் மூன்று பங்கையும், அந்த ஒரு ஆட்டுக்கடாவுக்காக இரண்டு பங்கையும்,
And their meat offering shall be of flour mingled with oil, three tenth deals to a bullock, and two tenth deals to one ram,
10 ஏழு ஆட்டுக்குட்டிகளில் ஒவ்வொன்றிற்காகப் பத்தில் ஒரு பங்கையும்,
A several tenth deal for one lamb, throughout the seven lambs:
11 பாவநிவாரணபலியாக ஒரு வெள்ளாட்டுக்கடாவையும் செலுத்தி, பாவநிவாரனபலியையும், நித்திய சர்வாங்க தகனபலியையும், அதின் போஜனபலியையும், அவைகளின் பானபலிகளையும் அன்றி, இவைகளையும் செலுத்தக்கடவீர்கள்.
One kid of the goats for a sin offering; beside the sin offering of atonement, and the continual burnt offering, and the meat offering of it, and their drink offerings.
12 ஏழாம் மாதம் பதினைந்தாம் தேதி உங்களுக்குப் பரிசுத்த சபைகூடும் நாளாயிருக்கக்கடவது; அதில் சாதாரணமான யாதொரு வேலையும் செய்யலாகாது; ஏழுநாள் கர்த்தருக்குப் பண்டிகை ஆசரிக்கக்கடவீர்கள்.
And on the fifteenth day of the seventh month ye shall have an holy convocation; ye shall do no servile work, and ye shall keep a feast unto the Lord seven days:
13 நீங்கள் கர்த்தருக்குச் சுகந்த வாசனையுள்ள சர்வாங்க தகனபலியாக பதின்மூன்று காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And ye shall offer a burnt offering, a sacrifice made by fire, of a sweet savour unto the Lord; thirteen young bullocks, two rams, and fourteen lambs of the first year; they shall be without blemish:
14 அவைகளின் போஜனபலியாக எண்ணெயிலே பிசைந்த மெல்லிய மாவிலே அந்தப் பதின்மூன்று காளைகளில் ஒவ்வொன்றிற்காகப் பத்தில் மூன்று பங்கையும், அந்த இரண்டு ஆட்டுக்கடாக்களில் ஒவ்வொன்றிற்காக இரண்டு பங்கையும்,
And their meat offering shall be of flour mingled with oil, three tenth deals unto every bullock of the thirteen bullocks, two tenth deals to each ram of the two rams,
15 பதினான்கு ஆட்டுக்குட்டிகளின் ஒவ்வொன்றிற்காக ஒரு பங்கையும்.
And a several tenth deal to each lamb of the fourteen lambs:
16 நித்திய தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரணபலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one kid of the goats for a sin offering; beside the continual burnt offering, his meat offering, and his drink offering.
17 இரண்டாம் நாளிலே பன்னிரண்டு காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the second day ye shall offer twelve young bullocks, two rams, fourteen lambs of the first year without spot:
18 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத் தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:
19 நித்திய சர்வாங்க தகனபலியையும், அதின் போஜனபலியையும், அவைகளின் பானபலிகளையும் அன்றி, பாவநிவாரணபலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one kid of the goats for a sin offering; beside the continual burnt offering, and the meat offering thereof, and their drink offerings.
20 மூன்றாம் நாளிலே பதினொரு காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the third day eleven bullocks, two rams, fourteen lambs of the first year without blemish;
21 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:
22 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரணபலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, and his meat offering, and his drink offering.
23 நான்காம் நாளிலே பத்துக் காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the fourth day ten bullocks, two rams, and fourteen lambs of the first year without blemish:
24 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
Their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:
25 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one kid of the goats for a sin offering; beside the continual burnt offering, his meat offering, and his drink offering.
26 ஐந்தாம் நாளிலே ஒன்பது காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the fifth day nine bullocks, two rams, and fourteen lambs of the first year without spot:
27 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:
28 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, and his meat offering, and his drink offering.
29 ஆறாம் நாளிலே எட்டுக் காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the sixth day eight bullocks, two rams, and fourteen lambs of the first year without blemish:
30 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:
31 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலிகளையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, his meat offering, and his drink offering.
32 ஏழாம் நாளிலே ஏழு காளைகளையும், இரண்டு ஆட்டுக்கடாக்களையும், ஒரு வயதான பழுதற்ற பதினான்கு ஆட்டுக்குட்டிகளையும்,
And on the seventh day seven bullocks, two rams, and fourteen lambs of the first year without blemish:
33 காளைகளும் ஆட்டுக்கடாக்களும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
And their meat offering and their drink offerings for the bullocks, for the rams, and for the lambs, shall be according to their number, after the manner:
34 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, his meat offering, and his drink offering.
35 எட்டாம் நாள் உங்களுக்கு விசேஷித்த ஆசரிப்பு நாளாயிருக்கக்கடவது; அதில் சாதாரணமான யாதொரு வேலையும் செய்யலாகாது.
On the eighth day ye shall have a solemn assembly: ye shall do no servile work therein:
36 அப்பொழுது நீங்கள் கர்த்தருக்குச் சுகந்த வாசனையுள்ள தகனமான சர்வாங்க தகனபலியாக ஒரு காளையையும், ஒரு ஆட்டுக்கடாவையும், ஒரு வயதான பழுதற்ற ஏழு ஆட்டுக்குட்டிகளையும்,
But ye shall offer a burnt offering, a sacrifice made by fire, of a sweet savour unto the Lord: one bullock, one ram, seven lambs of the first year without blemish:
37 காளையும் ஆட்டுக்கடாவும் ஆட்டுக்குட்டிகளும் இருக்கிற இலக்கத்திற்குத்தக்கதாக முறைமையின்படி அவைகளின் போஜனபலியையும், அவைகளின் பானபலிகளையும்,
Their meat offering and their drink offerings for the bullock, for the ram, and for the lambs, shall be according to their number, after the manner:
38 நித்திய சர்வாங்க தகனபலியையும், அதின் போஜனபலியையும், அதின் பானபலியையும் அன்றி, பாவநிவாரண பலியாக ஒரு வெள்ளாட்டுக்கடாவையும் செலுத்தக்கடவீர்கள்.
And one goat for a sin offering; beside the continual burnt offering, and his meat offering, and his drink offering.
39 உங்கள் பொருத்தனைகளையும், உங்கள் உற்சாகபலிகளையும், உங்கள் சர்வாங்க தகனபலிகளையும், உங்கள் போஜனபலிகளையும், உங்கள் பானபலிகளையும், உங்கள் சமாதானபலிகளையும் அன்றி, நீங்கள் உங்கள் பண்டிகைகளிலே கர்த்தருக்குச் செலுத்தவேண்டியவைகள் இவைகளே என்று சொல் என்றார்.
These things ye shall do unto the Lord in your set feasts, beside your vows, and your freewill offerings, for your burnt offerings, and for your meat offerings, and for your drink offerings, and for your peace offerings.
40 கர்த்தர் மோசேக்குக் கட்டளையிட்டபடியெல்லாம் மோசே இஸ்ரவேல் புத்திரருக்குச் சொன்னான்.
And Moses told the children of Israel according to all that the Lord commanded Moses.