1 Kings 2:36 in Oriya

Oriya Oriya Bible 1 Kings 1 Kings 2 1 Kings 2:36

1 Kings 2:36
ତା'ପରେ ରାଜା ଲୋକ ପଠାଇ ଶିମିଯିକି ଡକାଇ କହିଲେ, ୟିରୁଶାଲମ ରେ ନିଜ ପାଇଁ ଏକ ଗୃହ ନିର୍ମାଣ କର। ଆଉ ଏହି ନଗର ଛାଡି କୁଆଡେ ୟାଅ ନାହିଁ।

1 Kings 2:351 Kings 21 Kings 2:37

1 Kings 2:36 in Other Translations

King James Version (KJV)
And the king sent and called for Shimei, and said unto him, Build thee an house in Jerusalem, and dwell there, and go not forth thence any whither.

American Standard Version (ASV)
And the king sent and called for Shimei, and said unto him, Build thee a house in Jerusalem, and dwell there, and go not forth thence any whither.

Bible in Basic English (BBE)
Then the king sent for Shimei, and said to him, Make a house for yourself in Jerusalem and keep there and go to no other place.

Darby English Bible (DBY)
And the king sent and called for Shimei, and said to him, Build thee a house in Jerusalem, and abide there, and go not forth thence anywhere.

Webster's Bible (WBT)
And the king sent and called for Shimei, and said to him, Build thee a house in Jerusalem, and dwell there, and go not forth thence to any place whatever.

World English Bible (WEB)
The king sent and called for Shimei, and said to him, Build yourself a house in Jerusalem, and dwell there, and don't go forth from there any where.

Young's Literal Translation (YLT)
And the king sendeth and calleth for Shimei, and saith to him, `Build for thee a house in Jerusalem, and thou hast dwelt there, and dost not go out thence any where;

And
the
king
וַיִּשְׁלַ֤חwayyišlaḥva-yeesh-LAHK
sent
הַמֶּ֙לֶךְ֙hammelekha-MEH-lek
and
called
וַיִּקְרָ֣אwayyiqrāʾva-yeek-RA
Shimei,
for
לְשִׁמְעִ֔יlĕšimʿîleh-sheem-EE
and
said
וַיֹּ֣אמֶרwayyōʾmerva-YOH-mer
unto
him,
Build
ל֗וֹloh
house
an
thee
בְּֽנֵהbĕnēBEH-nay
in
Jerusalem,
לְךָ֥lĕkāleh-HA
and
dwell
בַ֙יִת֙bayitVA-YEET
there,
בִּיר֣וּשָׁלִַ֔םbîrûšālaimbee-ROO-sha-la-EEM
forth
not
go
and
וְיָֽשַׁבְתָּ֖wĕyāšabtāveh-ya-shahv-TA

שָׁ֑םšāmshahm
thence
וְלֹֽאwĕlōʾveh-LOH
any
תֵצֵ֥אtēṣēʾtay-TSAY
whither.
מִשָּׁ֖םmiššāmmee-SHAHM
אָ֥נֶהʾāneAH-neh
וָאָֽנָה׃wāʾānâva-AH-na

Cross Reference

2 Samuel 14:24
କିନ୍ତୁ ଦାଉଦ ରାଜା କହିଲେ, ଅବଶା ଲୋମ ତା' ନିଜ ଘରକକ୍ସ୍ଟ ଫରେିୟାଇ ପାରିବ। ସେ ଆସିପାରିବ ନାହିଁ ଓ ଦେଖିପାରିବ ନାହିଁ। ତେଣୁ ଅବଶା ଲୋମ ତା'ର ନିଜ ଗୃହକକ୍ସ୍ଟ ଫରେିଗଲା। ଅବଶା ଲୋମ ରାଜାଙ୍କକ୍ସ୍ଟ ସାକ୍ଷାତ କରିପାରିଲା ନାହିଁ।

2 Samuel 14:28
ଅବଶାଲୋମ ୟିରକ୍ସ୍ଟଶାଲମ ରେ ଦକ୍ସ୍ଟଇ ବର୍ଷ ଧରି ରହିଲେ। କିନ୍ତୁ ସେ ରାଜାଙ୍କକ୍ସ୍ଟ ଦଖାେ କରିପାରକ୍ସ୍ଟ ନ ଥିଲେ। କାରଣ ତାଙ୍କୁ ଏପରି ଅନକ୍ସ୍ଟମତି ଦିଆୟାଇ ନଥିଲା।

2 Samuel 16:5
ଦାଉଦ ବହକ୍ସ୍ଟରୀମକକ୍ସ୍ଟ ଗଲେ, ସଠାେରେ ଦେଖିଲେ ଶାଉଲ ବଂଶର ଏକ ବ୍ଯକ୍ତି ସଠାେରକ୍ସ୍ଟ ବାହାରି ଆସିଲା, ତା'ର ନାମ ଥିଲା ଶିମିଯି। ସେ ଥିଲା ଗରୋର ପକ୍ସ୍ଟତ୍ର, ସେ ବାହାରି ଆସିବା ସମୟରେ ଦାଉଦଙ୍କକ୍ସ୍ଟ ଗାଳି ଦେଉଥିଲା। ଏବଂ ଦାଉଦଙ୍କ ବିଷଯ ରେ ଗାଳି କରି କରି ବାହାରକ୍ସ୍ଟ ଥିଲା।

1 Kings 1:53
ତା'ପରେ ରାଜା ଶଲୋମନ କେତକେ ଲୋକଙ୍କୁ ଅଦୋନିଯ ନିକଟକୁ ପଠାଇଲେ। ସମାନେେ ଅଦୋନିଯକୁ ଶ ଲୋମନ ନିକଟକୁ ଆଣିଲେ। ଅଦୋନିଯ ରାଜା ଶଲୋମନଙ୍କୁ ପ୍ରମାଣ କଲା। ଶଲୋମନ ତାହାକୁ କହିଲେ, ନିଜ ଘରକୁ ୟାଅ।

1 Kings 2:8
ସ୍ମରଣ କର, ବିନ୍ଯାମୀନୀଯ ଗରୋର ପୁତ୍ର ବହୁରୀମ ନିବାସୀ ଶିମିଯି ତୁମ୍ଭ ସହିତ ଅଛି। ମୁଁ ମହନଯିମକୁ ପଳାଯନ କଲା ଦିନ ସେ ମାେତେ ଏକ ଜଘନ୍ଯ ଅଭିଶାପ ଦଲୋ। ସେ ୟର୍ଦ୍ଦନ ନିକଟରେ ମାେତେ ଦେଖିବାକୁ ଆସିଥିଲା, କିନ୍ତୁ ମୁଁ ତାକୁ ହତ୍ଯା ନ କରିବା ପାଇଁ ସଦାପ୍ରଭୁଙ୍କ ନାମ ରେ ପ୍ରତିଜ୍ଞା କରିଥିଲି।

Proverbs 20:8
ଯେଉଁ ରାଜା ବିଚାର ସ୍ଥାନ ରେ ବ ସେ, ସେ ନିଜର ସ୍ବଚକ୍ଷୁ ରେ ଅସତ୍ଯ ବିଷଯସବୁକୁ ପୁଙ୍ଖାନୁପୁଙ୍ଖ ରୂପେ ପରୀକ୍ଷା କରନ୍ତି।

Proverbs 20:26
ଜ୍ଞାନୀ ରାଜା ଦୁଷ୍ଟମାନଙ୍କୁ ଅଲଗା କରେ, ଶସ୍ଯରୁ ଅଗାଡ଼ି ଅଲଗା କଲାପରି ତା' ଉପ ରେ ସେ ଚକ୍ର ବୁଲାଏ।