ଓଡ଼ିଆ
1 Kings 2:3 Image in Oriya
ବର୍ତ୍ତମାନ ତୁମ୍ଭେ ସାବଧାନତାର ସହ ଓ ବିଶ୍ବସ୍ତତାର ସହ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ସମସ୍ତ ଆଦେଶ ପାଳନ କରିବାର ସମୟ। ତାଙ୍କର ସମସ୍ତ ବ୍ଯବସ୍ଥା ସମସ୍ତ ଆଜ୍ଞା, ନିଷ୍ପତ୍ତି ଓ ନିଯମକୁ ମାନି ଚଳ। ମାଶାଙ୍କେ ଲିଖିତ ସମସ୍ତ ନିଯମକୁ ପାଳନ କର। ତାହାହେଲତେୁମ୍ଭେ ସବୁ କ୍ଷେତ୍ର ରେ ସଫଳ ହବେ ଓ ଯେଉଁ ସ୍ଥାନକୁ ୟିବ କୁଶଳପ୍ରାପ୍ତ ହବେ।