1 Kings 19

1 ଆହାବ୍ ଏଲିଯଙ୍କର ସମସ୍ତ କୃତ କର୍ମର ବୃତ୍ତାନ୍ତ ଓ ସେ କିପରି ଖଡ୍ଗ ରେ ସମସ୍ତ ଭବିଷ୍ଯଦ୍ବକ୍ତାଗଣଙ୍କୁ ହତ୍ଯା କରିଥିଲେ, ସେ ସମସ୍ତ ଈଷବଲକେୁ ଜଣାଇଲେ।

2 ତେଣୁ ଈଷବଲେ ଏଲିଯଙ୍କ ନିକଟକୁ ଦୁତ ପଠାଇଲେ, ମୁଁ ପ୍ରତିଜ୍ଞା କରୁଛି, ଆସନ୍ତା କାଲି ଠିକ୍ ଏହି ସମୟରେ ମୁଁ ତୁମ୍ଭଙ୍କୁ ହତ୍ଯା କରିବି, ଠିକ୍ ତୁମ୍ଭେ ସହେି ଭବିଷ୍ଯଦ୍ବକ୍ତାଙ୍କୁ ହତ୍ଯା କଲାପରି। ଯଦି ମୁଁ ତୁମ୍ଭକୁ ହତ୍ଯା ନ କରେ, ତବେେ ଦବେତାଗଣ ମାେତେ ଅଧିକ ଦଣ୍ତ ଦଇପୋରନ୍ତି।

3 ଯେତବେେଳେ ଏଲିଯ ଏ ସମ୍ବାଦ ଶୁଣିଲେ, ସେ ଭୟଭୀତ ହେଲେ। ତେଣୁ ସେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ନିଜର ସବେକ ସହିତ ଯିହୁଦାର ବରେଶବୋକୁ ଗ୍ଭଲିଗଲେ ଓ ତାକୁ ସେ ସଠାେରେ ଛାଡିଲେ।

4 ଏଲିଯ ପ୍ରାନ୍ତର ଭିତ ରେ ଦିନସାରା ଗ୍ଭଲି ଏକ ରୋତମ ବୃକ୍ଷମୂଳ ରେ ବସି ପଡିଲେ ଓ ନିଜର ମୃତ୍ଯୁ ପାଇଁ ପ୍ରାର୍ଥନା କରି କହିଲେ, ଏହା ୟଥେଷ୍ଟ ହେଲାଣି, ହେ ସଦାପ୍ରଭୁ, ମାରେ ପ୍ରାଣ ନିଅ, କାରଣ ମୁଁ ମାରେ ପୂର୍ବପୁରୁଷଙ୍କଠାରୁ ଭଲ ନୁହେଁ।

5 ତା'ପରେ ଏଲିଯ ସେ ରୋତମ ଗଛମୂଳ ରେ ନିଦ୍ରା ଗଲେ। ଏହାପରେ ଜଣେ ସ୍ବର୍ଗଦୂତ ଆସିଲେ ଓ ତାକୁ ସ୍ପର୍ଶ କରି କହିଲେ, ଉଠ! ଭୋଜନ କର।

6 ଅନନ୍ତର ଏଲିଯ ଦେଖିଲେ ତାଙ୍କର ମୁଣ୍ତ ପାଖ ରେ ଅଙ୍ଗାର ରେ ପକ୍ବ ଏକ ପିଠା ଓ ଏକ ଜଳପାତ୍ର ଅଛି। ସେ ଭୋଜନ ଓ ପାନକରି ପୁନର୍ବାର ଶଯନ କଲେ।

7 ଏହାପରେ ସଦାପ୍ରଭୁଙ୍କ ଦୃତ ପୁନର୍ବାର ଦ୍ବିତୀୟଥର ଆସି ସ୍ପର୍ଶ କଲେ ଓ କହିଲେ, ଉଠ! ଭୋଜନ କର। କାରଣ ତୁମ୍ଭେ ଦୀର୍ଘ ୟାତ୍ରା ପାଇଁ ଶକ୍ତିଶାଳୀ ହବୋ ଦରକାର।

8 ତେଣୁ ଏଲିଯ ଉଠି ଭୋଜନ ପାନ କଲେ। ସେ ଖାଦ୍ୟ ରେ ଏତେ ଶକ୍ତି ଲାଭ କଲେ ଯେ ସେ ଗ୍ଭଳିଶ ଦିନ ଓ ଗ୍ଭଳିଶ ରାତି ପରମେଶ୍ବରଙ୍କ ପର୍ବତ ହାରେବେ ପହଞ୍ଚିଲା ପର୍ୟ୍ଯନ୍ତ ଗ୍ଭଲି ଗ୍ଭଲି ଗଲେ।

9 ସଠାେରେ ଏଲିଯ ଏକ ଗହ୍ବର ରେ ରାତ୍ରି ୟାପନ କଲେ।

10 ଏଲିଯ ଉତ୍ତର କଲେ, ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ମୁଁ ମାରେ ସମସ୍ତ ଶକ୍ତି ସାମର୍ଥ୍ଯ ଦଇେ ତୁମ୍ଭର ସବୋ କଲି। ମାତ୍ର ଇଶ୍ରାୟେଲ ଲୋକମାନେ ତୁମ୍ଭର ନିଯମ ଭଂଗ କଲେ ଓ ତୁମ୍ଭର ୟଜ୍ଞବଦେୀକୁ ଧ୍ବଂସ କଲେ। ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଗଣଙ୍କୁ ବଧ କଲେ। ମୁଁ କବଳେ ଅବଶିଷ୍ଟ ରହିଲି। ସମାନେେ ମାେ ପ୍ରାଣ ନବୋକୁ ମଧ୍ଯ ଅନ୍ବଷେଣ କରୁଛନ୍ତି।

11 ତା'ପରେ ସଦାପ୍ରଭୁ ଏଲିଯକୁ କହିଲେ, ୟାଅ, ପର୍ବତ ଉପରେ ମାେ ସମ୍ମୁଖ ରେ ଛିଡା ହୁଅ। ମୁଁ ତୁମ୍ଭ ପାଖ ଦଇେ ଅତିକ୍ରମ କରିବି। ତା'ପରେ ପ୍ରବଳ ଓ ପ୍ରଚଣ୍ତ ବାଯୁ ସଦାପ୍ରଭୁଙ୍କ ସମ୍ମୁଖ ରେ ପର୍ବତଗଣଙ୍କୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ତ ବିଖଣ୍ତିତ ହେଲା। ମାତ୍ର ସଦାପ୍ରଭୁ ସହେି ବାଯୁ ରେ ନଥିଲେ। ପୁଣି ପ୍ରବଳ ପବନ ପରେ ଭୂମିକମ୍ପ ହେଲା, ମାତ୍ର ସଦାପ୍ରଭୁ ସହେି ଭୂମିକମ୍ପରେ ନଥିଲେ।

12 ଭୂମିକମ୍ପ ପରେ ସଠାେରେ ଅଗ୍ନି ବ୍ଯାପିଲା, ମାତ୍ର ସଦାପ୍ରଭୁ ସହେି ଅଗ୍ନି ରେ ନ ଥିଲେ। ଅଗ୍ନି ପରେ ଏକ ଶାନ୍ତ କ୍ଷୁଦ୍ର ରବ ହେଲା।

13 ଯେତବେେଳେ ଏଲିଯ ସହେି ରବ ଶୁଣିଲେ, ସେ ନିଜ ବସ୍ତ୍ର ରେ ନିଜର ମୁଖକୁ ଆଚ୍ଛାଦନ କଲେ ଓ ଗହ୍ବରର ପ୍ରବେଶ ପଥ ନିକଟରେ ୟାଇ ଛିଡା ହେଲେ। ସହେିସ୍ବର କହିଲା, ହେ ଏଲିଯ, ତୁମ୍ଭେ ଏଠା ରେ କ'ଣ କରୁଛ?

14 ଏଲିଯ କହିଲେ, ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ମୁଁ ମାରେ ସମସ୍ତ ଶକ୍ତି ଦଇେ ତୁମ୍ଭକୁ ସବୋ କଲି ମାତ୍ର ଇଶ୍ରାୟେଲ ଲୋକମାନେ ତୁମ୍ଭ ସହିତ ଯେଉଁ ନିଯମ ଥିଲା ତାକୁ ଭଙ୍ଗ କଲେ। ସମାନେେ ତୁମ୍ଭର ୟଜ୍ଞବଦେୀକୁ ଧ୍ବଂସ କଲେ। ସମାନେେ ତୁମ୍ଭର ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ବଧ କଲେ। ମୁଁ ଏକମାତ୍ର ଭବିଷ୍ଯଦ୍ବକ୍ତା ୟିଏ କି ଏ ପର୍ୟ୍ଯନ୍ତ ବଞ୍ଚିଛି। ବର୍ତ୍ତମାନ ସମାନେେ ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଛନ୍ତି।

15 ତହୁଁ ସଦାପ୍ରଭୁ କହିଲେ, ତୁମ୍ଭେ ଦମ୍ମେଶକ ପ୍ରାନ୍ତରକୁ ୟାଇଥିବା ପଥରେ ଫରେିୟାଅ। ଦମ୍ମେଶକକୁ ୟାଅ ଓ ସଠାେରେ ହସାଯଲକେୁ ଅରାମର ସିଂହାସନ ରେ ଅଭିଷିକ୍ତ କର।

16 ଆଉ ନିମ୍ଶିର ପୁତ୍ର ଯହେୂକୁ ଇଶ୍ରାୟେଲ ଉପରେ ରାଜାଭିଷିକ୍ତ କର। ଆଉ ଆବଲହେୋଲା ନିବାସୀ ଶାଫଟର ପୁତ୍ର ଇଲୀଶାୟକୁ ତୁମ୍ଭ ସ୍ଥାନ ରେ ଭବିଷ୍ଯଦ୍ବକ୍ତା ରୂପେ ଅଭିଷକେ କର।

17 ତହିଁରେ ଯେଉଁ ଲୋକ ହସାଯଲରେ ଖଡ୍ଗରୁ ବଞ୍ଚିବ ଯହେୂ ତାକୁ ବଧ କରିବ ଓ ଯେ ଯହେୂର ଖଡ୍ଗରୁ ବଞ୍ଚିବ ତାହାକୁ ଇଲୀଶାୟ ବଧ କରିବ।

18 ମୁଁ ଇଶ୍ରାୟେଲ ରେ 7,000 ଜଣଙ୍କୁ ଛାଡି ଦବେି, ଯେଉଁମାନେ କବେେ ବାଲ୍ ଦବେତାଙ୍କୁ ପ୍ରଣାମ କରି ନାହାନ୍ତି। ଏପରିକି ସମାନେେ କବେେ ବାଲ୍ ପ୍ରତିମାକୁ ଚୁମ୍ବନ କରି ନାହାନ୍ତି।

19 ସଠାରୁେ ଏଲିଯ ପ୍ରସ୍ଥାନ କରି ଶାଫଟଙ୍କ ପୁତ୍ର ଇଲୀଶାୟଙ୍କୁ ଖାଜେିବାକୁ ଗଲେ। ଇଲିଶାଯ ବାରହଳ ବଳଦ ଆଗ ରେ ରଖି ହଳ ବୁଲାଉଥିଲେ ଓ ସେ ଦ୍ବାଦଶ ହଳ ରେ ଥିଲେ। ଏଲିଯ ତାଙ୍କ ନିକଟକୁ ଗଲେ ଓ ଆପଣା କୋଟ୍କୁ ତା' ଉପରେ ପକାଇଲେ।

20 ତହିଁରେ ଇଲୀଶାୟ ବଳଦ ଛାଡି ଏଲିଯଙ୍କ ପେଛ ପେଛ ଦୌଡି କହିଲେ, ମୁଁ ତୁମ୍ଭକୁ ବିନଯ କରୁଛି, ମାେ ପିତା ମାତାଙ୍କୁ ଚୁମ୍ବନ କରିବାକୁ ମାେତେ ଅନୁମତି ଦିଅନ୍ତୁ। ତା'ପରେ ମୁଁ ବିଦାଯ ନଇେ ତୁମ୍ଭ ପେଛ ପେଛ ୟିବି।

21 ତା'ପରେ ଇଲୀଶାୟ ତାଙ୍କ ପରିବାର ସହିତ ଉତ୍ତମ ଭୋଜନ କଲେ। ସେ ବଳଦ ହଳକ ନଇେ ବଧ କଲେ ଓ ୟୁଆଳି କାଠ ରେ ମାଂସ ରାନ୍ଧି ଲୋକମାନଙ୍କୁ ଭୋଜନ ଦେଲେ। ତା'ପରେ ସେ ଏଲିଯଙ୍କ ପଶ୍ଚାଦ୍ଗମନ କରି ତାଙ୍କର ସାହାୟ୍ଯ କାରୀ ହେଲେ।

1 And Ahab told Jezebel all that Elijah had done, and withal how he had slain all the prophets with the sword.

2 Then Jezebel sent a messenger unto Elijah, saying, So let the gods do to me, and more also, if I make not thy life as the life of one of them by to morrow about this time.

3 And when he saw that, he arose, and went for his life, and came to Beer-sheba, which belongeth to Judah, and left his servant there.

4 But he himself went a day’s journey into the wilderness, and came and sat down under a juniper tree: and he requested for himself that he might die; and said, It is enough; now, O Lord, take away my life; for I am not better than my fathers.

5 And as he lay and slept under a juniper tree, behold, then an angel touched him, and said unto him, Arise and eat.

6 And he looked, and, behold, there was a cake baken on the coals, and a cruse of water at his head. And he did eat and drink, and laid him down again.

7 And the angel of the Lord came again the second time, and touched him, and said, Arise and eat; because the journey is too great for thee.

8 And he arose, and did eat and drink, and went in the strength of that meat forty days and forty nights unto Horeb the mount of God.

9 And he came thither unto a cave, and lodged there; and, behold, the word of the Lord came to him, and he said unto him, What doest thou here, Elijah?

10 And he said, I have been very jealous for the Lord God of hosts: for the children of Israel have forsaken thy covenant, thrown down thine altars, and slain thy prophets with the sword; and I, even I only, am left; and they seek my life, to take it away.

11 And he said, Go forth, and stand upon the mount before the Lord. And, behold, the Lord passed by, and a great and strong wind rent the mountains, and brake in pieces the rocks before the Lord; but the Lord was not in the wind: and after the wind an earthquake; but the Lord was not in the earthquake:

12 And after the earthquake a fire; but the Lord was not in the fire: and after the fire a still small voice.

13 And it was so, when Elijah heard it, that he wrapped his face in his mantle, and went out, and stood in the entering in of the cave. And, behold, there came a voice unto him, and said, What doest thou here, Elijah?

14 And he said, I have been very jealous for the Lord God of hosts: because the children of Israel have forsaken thy covenant, thrown down thine altars, and slain thy prophets with the sword; and I, even I only, am left; and they seek my life, to take it away.

15 And the Lord said unto him, Go, return on thy way to the wilderness of Damascus: and when thou comest, anoint Hazael to be king over Syria:

16 And Jehu the son of Nimshi shalt thou anoint to be king over Israel: and Elisha the son of Shaphat of Abel-meholah shalt thou anoint to be prophet in thy room.

17 And it shall come to pass, that him that escapeth the sword of Hazael shall Jehu slay: and him that escapeth from the sword of Jehu shall Elisha slay.

18 Yet I have left me seven thousand in Israel, all the knees which have not bowed unto Baal, and every mouth which hath not kissed him.

19 So he departed thence, and found Elisha the son of Shaphat, who was plowing with twelve yoke of oxen before him, and he with the twelfth: and Elijah passed by him, and cast his mantle upon him.

20 And he left the oxen, and ran after Elijah, and said, Let me, I pray thee, kiss my father and my mother, and then I will follow thee. And he said unto him, Go back again: for what have I done to thee?

21 And he returned back from him, and took a yoke of oxen, and slew them, and boiled their flesh with the instruments of the oxen, and gave unto the people, and they did eat. Then he arose, and went after Elijah, and ministered unto him.

Tamil Indian Revised Version
இஸ்ரவேல் பலனற்ற திராட்சைச்செடி, அது தனக்குத்தானே பழங்களைக் கொடுக்கிறது; அவன் தன் பழங்களின் பெருக்கத்திற்குச் சரியாகப் பலிபீடங்களை அதிகமாக்குகிறான்; தங்கள் தேசத்தின் செழிப்பிற்குச் சரியாகச் சிறப்பான சிலைகளைச் செய்கிறார்கள்.

Tamil Easy Reading Version
இஸ்ரவேல் ஏராளமாகக் கனிகளைக் கொடுக்கிற திராட்சைக்கொடியைப் போன்றவன். ஆனால் இஸ்ரவேல் மேலும் மேலும் மிகுதியாகப் பொருட்களைப் பெற்றதும் அந்நிய தெய்வங்களைக் கௌரவிக்க மென்மேலும் பலிபீடங்களைக் கட்டினான். அவனுடைய நாடு மேலும் மேலும் வளம் பெற்றது. ஆகவே அவன் மேலும் மேலும் அந்நிய தெய்வத்தை கௌரவிக்கக் கற்களை அமைத்தான்.

Thiru Viviliam
⁽இஸ்ரயேல் தழைத்து வளர்ந்த␢ திராட்சைக்கொடி, அது மிகுதியான␢ கனிகளைத்␢ தனக்கே தாங்கி நிற்கின்றது;␢ எவ்வளவு மிகுதியாகக்␢ கனிகளைக் கொடுத்ததோ,␢ அவ்வளவு மிகுதியாய்ப்␢ பலிபீடங்களை அமைத்தது;␢ எத்தகைய சிறப்புடன்␢ நாடு செழிப்புற்றதோ,␢ அதற்கு இணையாய்ச்␢ சிலைத் தூண்கள்␢ சிறப்புப் பெற்றன.⁾

Title
இஸ்ரவேலின் செல்வமே, விக்கிரகத் தொழுகைக்கு வழி நடத்தியது

Other Title
இஸ்ரயேலின் உண்மையற்ற இதயம்

ஓசியா 10ஓசியா 10:2

King James Version (KJV)
Israel is an empty vine, he bringeth forth fruit unto himself: according to the multitude of his fruit he hath increased the altars; according to the goodness of his land they have made goodly images.

American Standard Version (ASV)
Israel is a luxuriant vine, that putteth forth his fruit: according to the abundance of his fruit he hath multiplied his altars; according to the goodness of their land they have made goodly pillars.

Bible in Basic English (BBE)
Israel is a branching vine, full of fruit; as his fruit is increased, so the number of his altars is increased; as the land is fair, so they have made fair pillars.

Darby English Bible (DBY)
Israel is an unpruned vine, he bringeth forth fruit unto himself: according to the abundance of his fruit he hath multiplied altars; according to the goodness of his land they have made goodly statues.

World English Bible (WEB)
Israel is a luxuriant vine that puts forth his fruit. According to the abundance of his fruit he has multiplied his altars. As their land has prospered, they have adorned their sacred stones.

Young’s Literal Translation (YLT)
`An empty vine `is’ Israel, Fruit he maketh like to himself, According to the abundance of his fruit, He hath multiplied for the altars, According to the goodness of his land, They have made goodly standing-pillars.

ஓசியா Hosea 10:1
இஸ்ரவேல் பலனற்ற திராட்சச்செடி, அது தனக்குத்தானே கனிகொடுக்கிறது; அவன் தன் கனியின் திரளுக்குச் சரியாய்ப் பலிபீடங்களைத் திரளாக்குகிறான்; தங்கள் தேசத்தின் செழிப்புக்குச் சரியாய்ச் சிறப்பான படங்களைச் சிலைகளைச் செய்கிறார்கள்.
Israel is an empty vine, he bringeth forth fruit unto himself: according to the multitude of his fruit he hath increased the altars; according to the goodness of his land they have made goodly images.

Israel
גֶּ֤פֶןgepenɡEH-fen
is
an
empty
בּוֹקֵק֙bôqēqboh-KAKE
vine,
יִשְׂרָאֵ֔לyiśrāʾēlyees-ra-ALE
he
bringeth
forth
פְּרִ֖יpĕrîpeh-REE
fruit
יְשַׁוֶּהyĕšawweyeh-sha-WEH
unto
himself:
according
to
the
multitude
לּ֑וֹloh
fruit
his
of
כְּרֹ֣בkĕrōbkeh-ROVE
he
hath
increased
לְפִרְי֗וֹlĕpiryôleh-feer-YOH
the
altars;
הִרְבָּה֙hirbāhheer-BA
goodness
the
to
according
לַֽמִּזְבְּח֔וֹתlammizbĕḥôtla-meez-beh-HOTE
of
his
land
כְּט֣וֹבkĕṭôbkeh-TOVE
goodly
made
have
they
לְאַרְצ֔וֹlĕʾarṣôleh-ar-TSOH
images.
הֵיטִ֖יבוּhêṭîbûhay-TEE-voo
מַצֵּבֽוֹת׃maṣṣēbôtma-tsay-VOTE