1 Kings 18:38
ସେତବେେଳେ ସଦାପ୍ରଭୁଙ୍କ ପ୍ ରରେିତ ଅଗ୍ନି ପ୍ରଜ୍ଜଳିତ ହେଲା ଓ ସହେି ଅଗ୍ନି ହାମାେର୍ଥକ ବଳି, କାଠ, ପ୍ରସ୍ତର, ଧୂଳି ଗ୍ରାସ କରି ୟଜ୍ଞବଦେୀର ଗ୍ଭରିପାଖ ରେ ଥିବା ଖାଇର ଜଳକୁ ଶୁଷ୍କ କରି ଦଲୋ।
Then the fire | וַתִּפֹּ֣ל | wattippōl | va-tee-POLE |
of the Lord | אֵשׁ | ʾēš | aysh |
fell, | יְהוָ֗ה | yĕhwâ | yeh-VA |
consumed and | וַתֹּ֤אכַל | wattōʾkal | va-TOH-hahl |
אֶת | ʾet | et | |
the burnt sacrifice, | הָֽעֹלָה֙ | hāʿōlāh | ha-oh-LA |
and the wood, | וְאֶת | wĕʾet | veh-ET |
stones, the and | הָֽעֵצִ֔ים | hāʿēṣîm | ha-ay-TSEEM |
and the dust, | וְאֶת | wĕʾet | veh-ET |
and licked up | הָֽאֲבָנִ֖ים | hāʾăbānîm | ha-uh-va-NEEM |
water the | וְאֶת | wĕʾet | veh-ET |
that | הֶֽעָפָ֑ר | heʿāpār | heh-ah-FAHR |
was in the trench. | וְאֶת | wĕʾet | veh-ET |
הַמַּ֥יִם | hammayim | ha-MA-yeem | |
אֲשֶׁר | ʾăšer | uh-SHER | |
בַּתְּעָלָ֖ה | battĕʿālâ | ba-teh-ah-LA | |
לִחֵֽכָה׃ | liḥēkâ | lee-HAY-ha |
Cross Reference
Leviticus 9:24
ପୁଣି ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହାଇେ ୟଜ୍ଞବଦେୀ ଉପରିସ୍ଥ ହାମବେଳି ଓ ମଦକେୁ ଭସ୍ମ କଲା। ସେତବେେଳେ ସମସ୍ତ ଲୋକ ତାହା ଦେଖି ଉଚ୍ଚଧ୍ବନି କରି ଭୂମିରେ ମଥାନତ କରି ପଡିଲେ।
Job 1:16
ସେ କଥା କହୁଥିବା ବେଳେ, ଆଉ ଜଣେ ବାର୍ତ୍ତାବହ ଆସିଲା ଏବଂ କହିଲା, ଆକାଶରୁ ବିଜୁଳି ପଡ଼ି ତୁମ୍ଭର ମେଣ୍ଢା ଓ ଛଳେି ଓ ତୁମ୍ଭର ଦାସମାନଙ୍କୁ ପୋଡ଼ି ଦଲୋ। ମୁଁ କବଳେ ଏକମାତ୍ର ୟିଏ ରକ୍ଷା ପାଇଛି ତୁମ୍ଭକୁ ଏହି ବିଷଯ ରେ କହିବା ପାଇଁ।
2 Chronicles 7:1
ଶଲୋମନ ପ୍ରାର୍ଥନା କରିସାରିବା ପରେ ଆକାଶରୁ ଅଗ୍ନି ଆସି ହାମବେଳି ଓ ବଳିଦାନକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କ ଗୌରବ ମନ୍ଦିରକୁ ପୂର୍ଣ୍ଣ କଲା।
1 Chronicles 21:26
ସଦାପ୍ରଭୁଙ୍କର ଉପାସନା କରିବା ନିମନ୍ତେ ଦାଉଦ ଏକ ୟଜ୍ଞବଦେୀ ନିର୍ମାଣ କଲେ। ଦାଉଦ ହାମବେଳି ଏବଂ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ଦାଉଦ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସଦାପ୍ରଭୁ ସ୍ବର୍ଗରୁ ଅଗ୍ନି ପଠାଇ ଦାଉଦଙ୍କୁ ପ୍ରାର୍ଥନାର ଉତ୍ତର ଦେଲେ। ହାମବେଳି, ନବୈେଦ୍ଯ ଉପରେ ସହେି ଅଗ୍ନି ଅବତରଣ କଲା।
Judges 6:21
ଏହାପରେ ସଦାପ୍ରଭୁଙ୍କର ଦୂତ ତାଙ୍କ ହସ୍ତ ରେ ଥିବା ୟଷ୍ଟିର ଅଗ୍ର ବଢାଇ ସହେି ମାଂସ ଓ ତାଡିଶୂନ୍ଯ ରୋଟୀକକ୍ସ୍ଟ ସ୍ପର୍ଶ କଲେ। ଏହାପରେ ପଥରରକ୍ସ୍ଟ ଅଗ୍ନି ବାହାରିଲା ଏବଂ ତା ଉପରେ ଥିବା ମାଂସ ଓ ପିଠା ସଂପୂର୍ଣ୍ଣ ପୋଡି଼ଗଲା। ତା'ପରେ ସଦାପ୍ରଭୁଙ୍କର ଦୂତ ଅଦୃଶ୍ଯ ହାଇଗେଲେ।
2 Kings 1:12
ଏଲିଯ ସେ ଅଧିନାଯକଙ୍କୁ କହିଲେ, ଯବେେ ମୁଁ ପରମେଶ୍ବରଙ୍କ ଲୋକ, ତବେେ ଆକାଶରୁ ଅଗ୍ନି ଆସୁ ଏବଂ ତୁମ୍ଭକୁ ଓ ତୁମ୍ଭର ପଗ୍ଭଶ ଲୋକଙ୍କୁ ଗ୍ରାସ କରୁ।
1 Kings 18:24
ତୁମ୍ଭେ ବାଲ୍ ଭବିଷ୍ଯଦ୍ବକ୍ତାଗଣ ତୁମ୍ଭ ଦବେତାକୁ ତୁମ୍ଭର ପ୍ରାର୍ଥନା କରିବ ଓ ମୁଁ ମାରେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି। ତହିଁରେ ଯେଉଁ ପରମେଶ୍ବର ଅଗ୍ନିଦ୍ବାରା ଉତ୍ତର ଦବେେ ସହେି ପ୍ରକୃତ ପରମେଶ୍ବର। ତା'ପରେ ସମସ୍ତ ଲୋକମାନେ ତାଙ୍କ ସହିତ ଏକମତ ହେଲେ ଏବଂ କହିଲେ, ଯାହା ତୁମ୍ଭେ କୁହ ଉତ୍ତମ ଅଟେ।
Leviticus 10:2
ତେଣୁ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହାଇେ ସମାନଙ୍କେୁ ଗ୍ରାସ କଲା ଓ ସମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ମଲେ।
Genesis 15:17
ସୂର୍ୟ୍ଯାସ୍ତ ପରେ, ଯେତବେେଳେ ଏହା ଘାରେ ଅନ୍ଧକାର ହେଲା, ଏକ ଧୂଆଁ ବାହାରୁଥିବା ପାତ୍ର ଏବଂ ଜ୍ଯଳନ୍ତ ମଶାଲ ହଠାତ୍ ଦଖାଗେଲା ଏବଂ ତାହା ଦୁଇ ଧାଡ଼ି ରେ ଥିବା ମୃତ ପଶୁଗୁଡ଼ିକର ଖଣ୍ଡସବୁ ମଧ୍ଯ ଦଇେ ଗଲା।
Isaiah 31:9
ଆଉ ତା'ର ଶୈଳ ଅନ୍ତର୍ହିତ ହବେ। ତା'ର ଅଧିପତିମାନେ ଧ୍ବଜା ଛାଡ଼ି ପଳାଯନ କରିବେ।