1 Kings 17:1 in Oriya

Oriya Oriya Bible 1 Kings 1 Kings 17 1 Kings 17:1

1 Kings 17:1
ଏଲିଯ ତିସ୍ବୀଯର ଭବିଷ୍ଯତ ବକ୍ତା ଗିଲିଯଦ ରେ ରାଜା ଆହାବ୍ଙ୍କୁ କହିଲେ, ଗିଲିଯଦର ପ୍ରବାସୀ ତିସ୍ବୀଯ ଏଲିଯ ଭବିଷ୍ଯଦ୍ବକ୍ତା ରାଜା ଆହାବ୍ଙ୍କୁ କହିଲେ, ମୁଁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ସବୋ କରେ। ତାଙ୍କର ଶକ୍ତି ଅନୁସାରେ ମୁଁ ପ୍ରତିଜ୍ଞା କରୁଛି ଆସନ୍ତା କିଛି ବର୍ଷ ଦେଶ ରେ କାକର କି ବୃଷ୍ଟିପାତ ହବେନାହିଁ। ଯଦି ମୁଁ ଆଦେଶ ଦିଏ ତବେେ ବର୍ଷା ହବେ।

1 Kings 171 Kings 17:2

1 Kings 17:1 in Other Translations

King James Version (KJV)
And Elijah the Tishbite, who was of the inhabitants of Gilead, said unto Ahab, As the LORD God of Israel liveth, before whom I stand, there shall not be dew nor rain these years, but according to my word.

American Standard Version (ASV)
And Elijah the Tishbite, who was of the sojourners of Gilead, said unto Ahab, As Jehovah, the God of Israel, liveth, before whom I stand, there shall not be dew nor rain these years, but according to my word.

Bible in Basic English (BBE)
And Elijah the Tishbite, of Tishbe in Gilead, said to Ahab, By the living Lord, the God of Israel, whose servant I am, there will be no dew or rain in these years, but only at my word.

Darby English Bible (DBY)
And Elijah the Tishbite, of the inhabitants of Gilead, said to Ahab, As Jehovah the God of Israel liveth, before whom I stand, there shall not be dew nor rain these years, except by my word.

Webster's Bible (WBT)
And Elijah the Tishbite who was of the inhabitants of Gilead, said to Ahab, As the LORD God of Israel liveth, before whom I stand, there shall not be dew nor rain these years, but according to my word.

World English Bible (WEB)
Elijah the Tishbite, who was of the foreigners of Gilead, said to Ahab, As Yahweh, the God of Israel, lives, before whom I stand, there shall not be dew nor rain these years, but according to my word.

Young's Literal Translation (YLT)
And Elijah the Tishbite, of the inhabitants of Gilead, saith unto Ahab, `Jehovah, God of Israel, liveth, before whom I have stood, there is not these years dew and rain, except according to my word.'

who
was
וַיֹּאמֶר֩wayyōʾmerva-yoh-MER
As
said
אֵֽלִיָּ֨הוּʾēliyyāhûay-lee-YA-hoo
And
Elijah
the
Tishbite,
inhabitants
הַתִּשְׁבִּ֜יhattišbîha-teesh-BEE
the
of
מִתֹּֽשָׁבֵ֣יmittōšābêmee-toh-sha-VAY
of
גִלְעָד֮gilʿādɡeel-AD
Gilead,
אֶלʾelel
unto
אַחְאָב֒ʾaḥʾābak-AV
Ahab,
liveth,
Lord
חַיḥayhai
the
יְהוָ֞הyĕhwâyeh-VA
God
of
אֱלֹהֵ֤יʾĕlōhêay-loh-HAY
Israel
יִשְׂרָאֵל֙yiśrāʾēlyees-ra-ALE
whom
אֲשֶׁ֣רʾăšeruh-SHER
I
עָמַ֣דְתִּיʿāmadtîah-MAHD-tee
stand,
before
לְפָנָ֔יוlĕpānāywleh-fa-NAV
there
shall
not
אִםʾimeem
be
יִֽהְיֶ֛הyihĕyeyee-heh-YEH
years,
הַשָּׁנִ֥יםhaššānîmha-sha-NEEM
these
dew
הָאֵ֖לֶּהhāʾēlleha-A-leh
nor
טַ֣לṭaltahl
rain
וּמָטָ֑רûmāṭāroo-ma-TAHR
but
כִּ֖יkee

אִםʾimeem
according
לְפִ֥יlĕpîleh-FEE
to
my
word.
דְבָרִֽי׃dĕbārîdeh-va-REE

Cross Reference

James 5:17
ଏଲୀୟ ଆମ୍ଭ ଭଳି ଜଣେ ସାଧାରଣ ଲୋକ ଥିଲେ। ସେ ବର୍ଷା ନ ହବୋ ପାଇଁ ପ୍ରାର୍ଥନା କଲେ। ଏବଂ ଭୂମି ଉପରେ ତିନି ବର୍ଷ ଛଅମାସ ଧରି ବର୍ଷା ହେଲା ନାହିଁ

Luke 1:17
ଯୋହନ ନିଜେ ଅଗ୍ରଗାମୀ ରୂପେ ପ୍ରଭୁଙ୍କ ପୂର୍ବରୁ ଯିବେ। ସେ ଏଲିୟଙ୍କ ପରି ଶକ୍ତିଶାଳୀ ହବେେ। ସେ ଏଲିୟଙ୍କ ଆତ୍ମା ଲାଭ କରିବେ। ସେ ପିତାଗଣ ଓ ସନ୍ତାନମାନଙ୍କ ମଧିଅରେ ଶାନ୍ତି ସ୍ଥାପନ କରିବେ। ପରମେଶ୍ବରଙ୍କୁ ଅବଜ୍ଞା କରୁଥିବା ଅନକେ ଲୋକମାନଙ୍କୁ ଧାର୍ମିକମାନଙ୍କ ଦୃଷ୍ଟିର ଠିକ୍ ମାର୍ଗକୁ ସେ ନଇେ ଆସିବେ। ପ୍ରଭୁଙ୍କ ଆଗମନ ପାଇଁ ସେ ଲୋକମାନଙ୍କୁ ପ୍ରସ୍ତୁତ କରିବେ।

Luke 4:25
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ଏଲିୟଙ୍କ ସମୟରେ ଇସ୍ରାଯଲେ ରେ ଯେତବେେଳେ ତିନି ବର୍ଷ ଛଅ ମାସ ପର୍ୟ୍ଯନ୍ତ ବର୍ଷା ହେଲା ନାହିଁ ଓ ସାରା ଦେଶ ରେ ଭୀଷଣ ଦୁର୍ଭିକ୍ଷ ପଡିଲା, ସେତବେେଳେ ଇଶ୍ରାୟେଲ ରେ ବହୁ ସଂଖ୍ଯା ରେ ବିଧବା ଥିଲେ।

2 Kings 3:14
ପୁଣି ଇଲୀଶାୟ କହିଲେ, ମୁଁ ଯିହୁଦାର ରାଜା ଯିହାଶାଫେଟ୍ଙ୍କୁ ସମ୍ମାନ କରେ ଓ ମୁଁ, ସଦାପ୍ରଭୁ ସର୍ବଶକ୍ତିମଯଙ୍କର ସବୋ କରେ। ମୁଁ ସଦାପ୍ରଭୁଙ୍କ ଜୀବିତ ପ୍ରମାଣେ ପ୍ରତିଜ୍ଞା କରୁଛି, କବଳେ ୟିହୋଶାଫଟ୍ଙ୍କ ସକାେଶ ମୁଁ ଏଠାକୁ ଆସିଲି। ଯଦି ଯିହାଶାଫେଟ୍ ଏଠି ନଥାନ୍ତେ ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ଅବଜ୍ଞା କରିଥାନ୍ତି। ମୁଁ ତୁମ୍ଭ ଆଡେ ସମ୍ପୁର୍ଣ୍ଣ ଦୃଷ୍ଟି ପକାଇ ନଥାନ୍ତି।

1 Kings 22:14
ତହୁଁ ମୀଖାଯ କହିଲେ, ଯେ ପର୍ୟ୍ଯନ୍ତ ସଦାପ୍ରଭୁ ଅଛନ୍ତି, ମୁଁ ଶପଥ କରୁଛି ସଦାପ୍ରଭୁ ଯାହା କହିବେ ମୁଁ ତାହା ହିଁ କହିବି।

Deuteronomy 10:8
ସେ ସମୟରେ ସଦାପ୍ରଭୁଙ୍କ ନିଯମ ସିନ୍ଦକ୍ସ୍ଟକ ବହିବା ପାଇଁ ଓ ସଦାପ୍ରଭୁଙ୍କ ସବୋକର୍ମ ପାଇଁ ତାହାଙ୍କ ଛାମକ୍ସ୍ଟ ରେ ଠିଆ ହବୋକକ୍ସ୍ଟ ଓ ତାହାଙ୍କ ନାମ ରେ ଆଶୀର୍ବାଦ କରିବାକୁ ସଦାପ୍ରଭୁ ଆଜି ପର୍ୟ୍ଯନ୍ତ ଲବେୀ ପରିବାରବର୍ଗଙ୍କକ୍ସ୍ଟ ପୃଥକ କରିଛନ୍ତି।

Judges 12:4
ଏହାପରେ ୟିଲ୍ଗହ ଗିଲିଯାଦର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରାଇଲେ। ଏବଂ ଇଫ୍ରଯିମ, ଇଫ୍ରଯିମ ପରିବାରବର୍ଗ ବିରକ୍ସ୍ଟଦ୍ଦ ରେ ୟକ୍ସ୍ଟଦ୍ଧ କଲେ। ସମାନେେ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ, କାରଣ ସମାନେେ ଗିଲିଯଦର ଲୋକମାନଙ୍କୁ ଅପମାନିତ କରିଥିଲେ। ସମାନେେ କହିଲେ, ହେ ଗିଲିଯଦର ଲୋକମାନେ, ତୁମ୍ଭମାନେେ ଇଫ୍ରଯିମ ଓ ମନଃଶିର ମଧିଅରେ ବାସ କରୁଥିବା ଇଫ୍ରଯିମର ଶରଣାସ୍ଥି। ଗିଲିଯାଦର ଲୋକମାନେ ଇଫ୍ରଯିମର ଲୋକମାନଙ୍କୁ ପରାସ୍ତ କଲେ।

1 Kings 18:1
ଅନାବୃଷ୍ଟିର ତୃତୀୟ ବର୍ଷ ରେ ସଦାପ୍ରଭୁ ଏଲିଯଙ୍କୁ କହିଲେ, ତୁମ୍ଭେ ୟାଇ ରାଜା ଆହାବ୍ଙ୍କୁ ସାକ୍ଷାତ କର। ଆମ୍ଭେ ଭୂମିକୁ ଶୀଘ୍ର ବୃଷ୍ଟି ପଠାଇବୁ।

Romans 11:2
ସମାନେେ ଜନ୍ମ ହବୋ ପୂର୍ବରୁ ପରମେଶ୍ବର ଇଶ୍ରାୟେଲୀୟମାନଙ୍କୁ ବାଛିଥିଲେ। ପରମେଶ୍ବର ସମାନଙ୍କେୁ ତ୍ଯାଗ କରି ନାହାଁନ୍ତି। ଏଲିୟ ଯେତବେେଳେ ପରମେଶ୍ବରଙ୍କ ଠା ରେ ଇଶ୍ରାୟଲ ଲୋକମାନଙ୍କ ବିରୁଦ୍ଧ ରେ ପ୍ରାର୍ଥନା କରୁଥିଲେ, ତାହାଙ୍କ ବିଷୟ ରେ ଶାସ୍ତ୍ର ଯାହା କୁ ହେ, ତୁମ୍ଭେ ଜାଣିଛ?

Revelation 11:6
ଏହି ଦୁଇଜଣ ଭବିଷ୍ଯଦ୍ ବାଣୀ କହିବା ବେଳେ ଯେପରି ବର୍ଷା ନ ହୁଏ, ସେଥିନିମନ୍ତେ ଆକାଶକୁ ରୁଦ୍ଧ କରିବା ନିମନ୍ତେ ସମାନଙ୍କେର କ୍ଷମତା ଅଛି। ଜଳକୁ ରକ୍ତ ରେ ପରିଣତ କରିବାର କ୍ଷମତା ସମାନଙ୍କେର ଅଛି। ପୃଥିବୀକୁ ପ୍ରେତ୍ୟକକ ପ୍ରକାରର ମହାମାରୀ ଦ୍ବାରା କଷ୍ଟ ଦବୋର କ୍ଷମତା ସମାନଙ୍କେର ଅଛି। ସମାନେେ ସମାନଙ୍କେର ନିଜ ଇଚ୍ଛା ଅନୁସାରେ ଯେତେଥର ଚାହିଁବେ, ସତେଥର ଏହା କରି ପାରିବେ।

Acts 27:23
ମୁଁ ଯେଉଁ ପରମେଶ୍ବରଙ୍କର ସବୋ କରେ, ତାହାଙ୍କର ଜଣେ ଦୂତ ଗତକାଲି ରାତି ରେ ମାେ ପାଖ ରେ ଠିଆ ହାଇେ କହିଲେ,

John 1:25
ଏହି ଲୋକମାନେ ଯୋହନଙ୍କୁ କହିଲେ, ତୁମ୍ଭେ କହୁଛ ଯେ ତୁମ୍ଭେ ଖ୍ରୀଷ୍ଟ ନୁହଁ। ତୁମ୍ଭେ କହୁଛ ଯେ ତୁମ୍ଭେ ଏଲିୟ ନୁହଁ କିମ୍ବା ସହେି ଭବିଷ୍ଯଦ୍ବକ୍ତା ନୁହଁ, ତବେେ ତୁମ୍ଭେ କାହିଁକି ଲୋକମାନଙ୍କୁ ବାପ୍ତିଜିତ ଦେଉଛ?

John 1:21
ଯିହୂଦୀମାନେ ଯୋହନଙ୍କୁ ପଚାରିଲେ, ତାହାହେଲେ ତୁମ୍ଭେ କିଏ? ତୁମ୍ଭେ କ'ଣ ଏଲିୟ?

Luke 21:36
ତେଣୁ ସଦା ବେଳେ ପ୍ରସ୍ତୁତ ଥାଅ। ଯେଉଁସବୁ ଘଟଣା ଘଟିବାକୁ ଯାଉଅଛି, ସଗେୁଡିକ ମଧ୍ଯଦଇେ ନିରାପଦ ରେ ଗତି କରିବାକୁ ଶକ୍ତିଲାଭ ପାଇଁ ପ୍ରାର୍ଥନା କର। ତୁମ୍ଭମାନେେ ଆତ୍ମାବିଶ୍ବାସର ସହିତ ମନୁଷ୍ଯପୁତ୍ରଙ୍କ ଆଗ ରେ ଠିଆ ହାଇେ ପାରିବା ପାଇଁ ପ୍ରାର୍ଥନା କରା

Luke 9:54
ଯୀଶୁଙ୍କ ଶିଷ୍ଯ ଯାକୁବ ଓ ଯୋହନ ଏହା ଦେଖିଲେ। ସମାନେେ କହିଲେ, ପ୍ରଭୁ ସ୍ବର୍ଗରୁ ଅଗ୍ନି ବର୍ଷା କରି ସମାନଙ୍କେୁ ଧ୍ବଂସ କରିଦବୋପାଇଁ ଆମ୍ଭେ ଆଦେଶ ଦବେୁ ବୋଲି କ'ଣ ଆପଣ ଚାହୁଁଛନ୍ତି?

1 Kings 18:15
ଏଲିଯ ଉତ୍ତର କଲେ, ସର୍ବଶକ୍ତିମଯ ସଦାପ୍ରଭୁଙ୍କ ଜୀବିତ ଥିବା ପର୍ୟ୍ଯନ୍ତ ମୁଁ ପ୍ରତିଜ୍ଞା କରୁଛି, ମୁଁ ନିଶ୍ଚଯ ରାଜାଙ୍କୁ ଆଜି ଦଖାେ କରିବି।

2 Kings 5:16
ମାତ୍ର ଇଲୀଶାୟ କହିଲେ, ମୁଁ ସଦାପ୍ରଭୁଙ୍କ ସବୋ କରୁଛି। ମୁଁ ଶପଥ କରି କହୁଛି ସଦାପ୍ରଭୁଙ୍କ ଜୀବିତ ଥିବା ପ୍ରମାଣେ ମୁଁ କୌଣସି ଉପହାର ଗ୍ରହଣ କରିବି ନାହିଁ।

Isaiah 49:18
ତୁମ୍ଭର ଚକ୍ଷୁ ମଲୋଇ ଚତୁର୍ଦ୍ଦିଗକୁ ଦେଖ। ସମାନେେ ସମସ୍ତେ ଏକତ୍ରୀତ ହାଇେ ତୁମ୍ଭ ଆଡ଼କୁ ଆସୁଛନ୍ତି। ସଦାପ୍ରଭୁ କୁହନ୍ତି, ମାରେ ଜୀବନ ରେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରୁଛି, ତୁମ୍ଭେ ସମସ୍ତ ପରିଧାନ ଭୂଷଣ କରିବ। ପୁଣି ସମସ୍ତେ ଗୋଟିଏ କନ୍ଯା ପରି ପରିଧାନ କରିବେ।

Jeremiah 15:19
ଏହାପ ରେ ସଦାପ୍ରଭୁ କହିଲେ, ହେ ଯିରିମିୟ, ତୁମ୍ଭେ ଯଦି ଫରେିବ ଓ ଆମ୍ଭର ସବୋ କରିବ, ତବେେ ଆମ୍ଭେ ତୁମ୍ଭକୁ ପୁନର୍ବାର ଫରୋଇ ଆଣିବା। ପୁଣି ତୁମ୍ଭେ ଯଦି ମୂଲ୍ଯହୀନ କଥା ନ କହି ମୂଲ୍ଯବାନ୍ କଥା କହିବ, ତବେେ ତୁମ୍ଭେ ଆମ୍ଭର ମୁଖ ସ୍ବରୂପ ହବେ। ସମାନେେ ତୁମ୍ଭ ପାଖକୁ ଫରେିଆସିବେ। ମାତ୍ର ତୁମ୍ଭେ ସମାନଙ୍କେ ପାଖକୁ ଫରେିୟିବ ନାହିଁ।

Matthew 7:29
କାରଣ ସେ ସମାନଙ୍କେୁ ସମାନଙ୍କେର ଧର୍ମ-ଶାସ୍ତ୍ରୀଙ୍କ ଭଳି ଉପଦେଶ ନଦଇେ ଅଧିକାର ଥିବା ଜଣେ ଲୋକ ଭଳି ଉପଦେଶ ଦେଉଥିଲେ।

Matthew 11:14
ଯଦି ତୁମ୍ଭେ ସମାନଙ୍କେ ଭବିଷ୍ଯଦ୍ବାଣୀ ବିଶ୍ବାସ କରିବାକୁ ଇଚ୍ଛା କରୁଛ ତବେେ ଶୁଣ: ଯେଉଁ ଏଲିୟ ଆସିବେ ବୋଲି ସମାନେେ ଭବିଷ୍ଯଦ୍ବାଣୀ କରିଥିଲେ, ସେ ହେଉଛନ୍ତି ଏହି ଯୋହନ।

Matthew 16:14
ଶିଷ୍ଯମାନେ ଉତ୍ତର ଦେଲେ, କେତକେ ଆପଣଙ୍କୁ ବାପ୍ତିଜକ ଯୋହନ ବୋଲି କହୁଛନ୍ତି ତ କେତକେ ଏଲିୟ ବୋଲି କହୁଛନ୍ତି। ଅନ୍ୟମାନେ ଆପଣଙ୍କୁ ୟିରିମିୟ ବା ଭବିଷ୍ଯଦ୍ବକ୍ତା ମାନଙ୍କ ମଧ୍ଯରୁ ଜଣେ ବୋଲି କହୁଛନ୍ତି।

Matthew 27:47
ସଠାେରେ ଠିଆହାଇେଥିବା କେତକେ ଲୋକ ଏକଥା ଶୁଣିଲେ ଓ କହିଲେ, ସେ ଏଲିୟଙ୍କୁ ଡ଼ାକୁଛି।

Matthew 27:49
କିନ୍ତୁ ଅନ୍ୟମାନେ କହିଲେ, ରୁହ, ଏଲିୟ ଆସି ତାହାଙ୍କୁ ରକ୍ଷା କରୁଛନ୍ତି କି ନାହିଁ ଏବେ ଦେଖିବା।

Luke 1:19
ସ୍ବର୍ଗଦୂତ ଉତ୍ତର ଦେଲେ, ମୁଁ ଗାବ୍ରୀଯଲେ। ମୁଁ ପରମେଶ୍ବରଙ୍କ ସାମନା ରେ ଠିଆ ହାଇେଥାଏ। ତୁମ୍ଭ ସହିତ କଥାବାର୍ତ୍ତା କରିବାକୁ ଓ ଏ ସୁସମାଚାର ଦବୋକୁ ପରମେଶ୍ବର ମାେତେ ପଠାଇଛନ୍ତି।

Luke 9:30
ତା'ପରେ ସଠାେରେ ଦୁଇ ଜଣ ପୁରୁଷ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁଥିଲେ। ସମାନେେ ମାଶାେ ଓ ଏଲିୟ ଥିଲେ।

Luke 9:33
ମାଶାେ ଓ ଏଲିୟ ୟିବାକୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିଲେ, ଗୁରୁ, ଭଲ ହେଲା ଯେ ଆମ୍ଭମାନେେ ଏଠା ରେ ଅଛୁ। ଆମ୍ଭମାନେେ ଏଠା ରେ ତିନୋଟି ତମ୍ବୁ ଟାଣି ଦବେୁ। ଗୋଟିଏ ତୁମ୍ଭ ପାଇଁ ଆଉ ଗୋଟିଏ ମାଶାଙ୍କେ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ। ପିତର ଜାଣି ପାରୁ ନଥିଲେ ଯେ, ସେ କ'ଣ କହୁଛନ୍ତି।

1 Kings 18:10
ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ଅଛନ୍ତି। ମୁଁ ପରମେଶ୍ବରଙ୍କ ନାମ ରେ ପ୍ରତିଜ୍ଞା କରି କହୁଛି, ଦେଶ ମଧିଅରେ ଏପରି କୌଣସି ଗୋଷ୍ଠୀ ବା ରାଜ୍ଯ ନାହିଁ ଯେଉଁସ୍ଥାନକୁ ମାରେ ପ୍ରଭୁ ତୁମ୍ଭକୁ ଅନ୍ବଷେଣ କରିବାକୁ ପଠାଇ ନାହାଁନ୍ତି। ତୁମ୍ଭକୁ ଖାଜେିବାକୁ ରାଜା ପ୍ରେତ୍ୟକକ ଦେଶକୁ ଲୋକ ପଠାଇ ଅଛନ୍ତି। ସହେି ଦେଶର ଶାସକମାନଙ୍କୁ ଶପଥ କରିବା ପାଇଁ ବାଧ୍ଯ କରିଛନ୍ତି ଯେ, ସମାନେେ ତୁମ୍ଭକୁ ସମାନଙ୍କେ ଦେଶ ରେ ପାଇ ନାହାନ୍ତି।