1 Kings 13:30
ସେ ପ୍ରାଚୀନ ଭବିଷ୍ଯଦ୍ବକ୍ତା ସହେି ଶବକୁ ନିଜ ପିତୃଲୋକଙ୍କ କବର ରେ କବର ଦେଲେ ଓ ତାଙ୍କପାଇଁ ବିଳାପ କରି କହିଲେ, ହେ ମାରେ ଭାଇ, ମୁଁ ତୁମ୍ଭ ପାଇଁ ବିଶଷେ ଦୁଃଖିତ।
1 Kings 13:30 in Other Translations
King James Version (KJV)
And he laid his carcass in his own grave; and they mourned over him, saying, Alas, my brother!
American Standard Version (ASV)
And he laid his body in his own grave; and they mourned over him, `saying', Alas, my brother!
Bible in Basic English (BBE)
And he put the body in the resting-place made ready for himself, weeping and sorrowing over it, saying, O my brother!
Darby English Bible (DBY)
And he laid his corpse in his own sepulchre; and they mourned over him [saying], Alas, my brother!
Webster's Bible (WBT)
And he laid his carcass in his own grave; and they mourned over him, saying, Alas, my brother!
World English Bible (WEB)
He laid his body in his own grave; and they mourned over him, [saying], Alas, my brother!
Young's Literal Translation (YLT)
and he placeth his carcase in his own grave, and they mourn for him, `Oh, my brother!'
| And he laid | וַיַּנַּ֥ח | wayyannaḥ | va-ya-NAHK |
| אֶת | ʾet | et | |
| his carcase | נִבְלָת֖וֹ | niblātô | neev-la-TOH |
| grave; own his in | בְּקִבְר֑וֹ | bĕqibrô | beh-keev-ROH |
| and they mourned | וַיִּסְפְּד֥וּ | wayyispĕdû | va-yees-peh-DOO |
| over | עָלָ֖יו | ʿālāyw | ah-LAV |
| him, saying, Alas, | ה֥וֹי | hôy | hoy |
| my brother! | אָחִֽי׃ | ʾāḥî | ah-HEE |
Cross Reference
Jeremiah 22:18
ଏଣୁ ଯୋଶିୟର ପୁତ୍ର ଯିହୁଦାର ରାଜା ୟିହୋଯାକୀମ ବିଷଯ ରେ ସଦାପ୍ରଭୁ ଏହି କଥା କହନ୍ତି, ଯିହୁଦାର ଲୋକମାନେ, 'ହାୟ, ଆମ୍ଭର ଭାଇ ! ଅବା ହାୟ, ଆମ୍ଭ ଭଉଣୀ ବୋଲି ଡ଼ାକି ତାଙ୍କ ପାଇଁ ବିଳାପ କରିବେ ନାହିଁ।ହାୟ ପ୍ରଭୁ, ହାୟ ତାଙ୍କର ମହିମା ! ଏହା କହି ଲୋକେ ତାହା ପାଇଁବିଳାପ କରିବେ ନାହିଁ।
1 Kings 14:13
ପୁଣି ସମଗ୍ର ଇଶ୍ରାୟେଲ ତା'ର ମୃତ୍ଯୁ ରେ ଶାେକ କରିବ ଓ ତାକୁ ନଇେ କବର ଦବେ। ସେ ହେଉଛି ୟାରବିଯାମ ବଂଶର ଏକମାତ୍ର ପୁରୁଷ ଯେ କି କବର ପାଇବ, କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ୟାରବିଯାମର ପରିବାର ରେ କବଳେ ମହତ ଆତ୍ମା ରୂପେ ତାଙ୍କୁ ପାଇଲେ।
Acts 8:2
କେତକେ ନିଷ୍ଠାପର ଲୋକ ସ୍ତିଫାନଙ୍କୁ କବର ଦେଲେ ଓ ତାହାଙ୍କ ପାଇଁ ବହୁତ କାନ୍ଦିଲେ। ସହେିଦିନ ୟିରୂଶାଲମ ରେ ଥିବା ବିଶ୍ବାସୀମାନଙ୍କ ବିରୁଦ୍ଧ ରେ ଗୋଟିଏ ଭୀଷଣ ତାଡ଼ନା ହେଲା। ପ୍ ରରେିତମାନଙ୍କ ବ୍ଯତୀତ ଅନ୍ୟ ସମସ୍ତ ବିଶ୍ବାସୀ ୟିହୂଦା ଓ ଶମିରୋଣ ଦେଶର ବିଭିନ୍ନ ସ୍ଥାନ ରେ ଛିନ୍ନଭିନ୍ନ ହାଇଗେଲେ।