Index
Full Screen ?
 

1 Kings 12:19 in Oriya

1 இராஜாக்கள் 12:19 Oriya Bible 1 Kings 1 Kings 12

1 Kings 12:19
ତେଣୁ ଇଶ୍ରାୟେଲର ଲୋକମାନେ ଦାଉଦ ବଂଶ ବିପକ୍ଷ ରେ ବିଦ୍ରୋହ କଲେ ଓ ଏବେ ମଧ୍ଯ ସମାନେେ ଦାଉଦ ବଂଶର ବିଦ୍ରୋହୀ ହାଇେ ରହିଛନ୍ତି।

So
Israel
וַיִּפְשְׁע֤וּwayyipšĕʿûva-yeef-sheh-OO
rebelled
יִשְׂרָאֵל֙yiśrāʾēlyees-ra-ALE
house
the
against
בְּבֵ֣יתbĕbêtbeh-VATE
of
David
דָּוִ֔דdāwidda-VEED
unto
עַ֖דʿadad
this
הַיּ֥וֹםhayyômHA-yome
day.
הַזֶּֽה׃hazzeha-ZEH

Cross Reference

2 Kings 17:21
ପୁଣି ସଦାପ୍ରଭୁ ଦାଉଦ ବଂଶରୁ ଇଶ୍ରାୟେଲକୁ ଛିନ୍ନ କଲେ। ଆଉ ସମାନେେ ନବାଟର ପୁତ୍ର ୟାରବିଯାମଙ୍କୁ ସମାନଙ୍କେର ରାଜା କଲେ। ୟାରବିଯାମ ଇଶ୍ରାୟେଲୀୟମାନଙ୍କୁ ସଦାପ୍ରଭୁଙ୍କୁ ଅନୁଗାମୀ ହବୋରୁ ନିବୃତ୍ତ କଲେ ଓ ସମାନଙ୍କେୁ ମହାପାପ କରାଇଲେ।

Joshua 4:9
ଯିହାଶୂେୟ ୟର୍ଦ୍ଦନ ନଦୀର ମଝି ରେ ବାର ଖଣ୍ତ ପଥର ବସାଇଲେ। ଯେଉଁଠା ରେ ବାର ଜଣ ଯାଜକ ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ଧରି ଠିଆ ହାଇେଥିଲେ। ଯାହାକି ଆଜି ପର୍ୟ୍ଯନ୍ତ ପଥରଖଣ୍ତଗକ୍ସ୍ଟଡିକ ସହେି ସ୍ଥାନ ରେ ଅଛି।

1 Samuel 10:19
କିନ୍ତୁ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ଆଜି ପରିତ୍ଯାଗ କଲ। ପରମେଶ୍ବର ତୁମ୍ଭମାନଙ୍କୁ ସବୁ ଅସକ୍ସ୍ଟବିଧାରକ୍ସ୍ଟ ଓ ସମସ୍ଯାରକ୍ସ୍ଟ ରକ୍ଷା କରନ୍ତି। କିନ୍ତୁ ତୁମ୍ଭମାନେେ କହିଲ, 'ଆମ୍ଭମାନଙ୍କୁ ଶାସନ କରିବାକୁ ଆମ୍ଭେ ଜଣେ ରାଜା ଗ୍ଭହକ୍ସ୍ଟଁ।' ସେଥିପାଇଁ ତୁମ୍ଭମାନଙ୍କର ଜାତି ଓ ପରିବାରବର୍ଗ ଅନକ୍ସ୍ଟସା ରେ ସଦାପ୍ରଭୁଙ୍କ ନିକଟରେ ଉପସ୍ଥିତ ହକ୍ସ୍ଟଅ।

2 Chronicles 10:19
ସହେି ସମୟଠାରୁ ଆଜି ପର୍ୟ୍ଯନ୍ତ ଇଶ୍ରାୟେଲର ଲୋକମାନେ ଦାଉଦଙ୍କ ବଂଶର ବିରୋଧୀ ହାଇେଅଛନ୍ତି।

2 Chronicles 13:5
ତୁମ୍ଭମାନେେ ଜାଣିବା ଉଚିତ ଯେ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ଦାଉଦ ଓ ତାଙ୍କର ପୁତ୍ରମାନଙ୍କୁ ଚିରକାଳ ନିମନ୍ତେ ଇଶ୍ରାୟେଲର ରାଜା ହବୋ ନିମନ୍ତେ ଅଧିକାର ଦଇେଥିଲେ। ପରମେଶ୍ବର ଦାଉଦଙ୍କୁ ଲବଣ ଚୁକ୍ତି ସହିତ ଏହି ଅଧିକାର ପ୍ରଦାନ କରିଥିଲେ।

2 Chronicles 13:17
ଅବିଯଙ୍କ ସୈନ୍ଯଦଳ ଇଶ୍ରାୟେଲର ସୈନ୍ଯଦଳକୁ ଅତି ଗୁରୁତର ଭାବରେ ପରାସ୍ତ କଲେ ଓ ଇଶ୍ରାୟେଲର 5,00,000 ଜଣ ସର୍ବଶ୍ ରେଷ୍ଠ ବ୍ଯକ୍ତିମାନେ ନିହତ ହେଲେ।

Isaiah 7:17
ମାତ୍ର ତୁମ୍ଲଭମାଲନ ସଦାପ୍ରଭୁଙ୍କୁ ଭୟ କରିବ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ଏକ ଦୁଃଖ ସମୟ ଆଣିଲବ।ସସହି ଦୁଃସମୟ ତୁମ୍ଭସଲାକମାନଙ୍କ ପାଇଁ ଆସିବ ଓ ତୁମ୍ଭ ପିତୃବଂଶ ପାଇଁ ଆସିବ। ପରଲମଶ୍ବର କ'ଣ କରିଲବ ?ସସ ଅଶୂରର ରାଜାଙ୍କୁ ତୁମ୍ଭ ବିରୁଦ୍ଧସର ଲଢ଼ିବାକୁ ଆଣିଲବ।

Hebrews 6:6
ସମାନେେ ଯୀଶୁଙ୍କୁ ପୁନର୍ବାର କୃଶ ରେ ଚଢ଼ାଇ କଣ୍ଟା ମାରୁଛନ୍ତି। ସମାନେେ ସମସ୍ତଙ୍କ ଆଗ ରେ ଯୀଶୁଖ୍ରୀଷ୍ଟଙ୍କୁ ଅପମାନିତ କରୁଛନ୍ତି।

Chords Index for Keyboard Guitar