1 Kings 12
1 ଏଥିମଧିଅରେ ନବାଟର ପୁତ୍ର ୟାରବିଯାମ ଯେ କି ଶ ଲୋମନଙ୍କ ଛାମୁରୁ ପଳାଇ ୟାଇଥିଲେ ଓ ମିଶର ରେ ଏୟାଏ ଥିଲେ,
2 ସେ ଶ ଲୋମନର ମୃତ୍ଯୁ ସମ୍ବାଦ ପାଇଲେ ଓ ନିଜ ନଗର ଇଫ୍ରଯିମ ପର୍ବତସ୍ଥ ସି ରଦୋକୁ ପ୍ରତ୍ଯାବର୍ତ୍ତନ କଲେ।
3 ଇଶ୍ରାୟେଲର ସମସ୍ତ ଲୋକ ଶିଖିମକୁ ଗଲେ ଓ ରିହବିଯାମକୁ ସମାନଙ୍କେର ରାଜା କଲେ। ରିହବିଯାମ ମଧ୍ଯ ରାଜା ହବୋକୁ ଶିଖିମ ଗଲେ। ଲୋକମାନେ ତାଙ୍କୁ କହିଲେ,
4 ତୁମ୍ଭର ପିତା ଆମ୍ଭମାନଙ୍କୁ କଠିନ କାର୍ୟ୍ଯ କରାଇଲେ। କାର୍ୟ୍ଯରୁ ଗୁରୁଭାର ଓ ଭାରୀ ୟୁଆଳି ଆମ୍ଭ ଉପରେ ଦଇେଥିଲେ, ତାହା ତୁମ୍ଭେ ହାଲୁକା କର। ତାହା ହେଲ ଆମ୍ଭେ ତୁମ୍ଭର ସବୋ କରିବୁ।
5 ରିହବିଯାମ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏବେ ୟାଅ, ତିନିଦିନ ପରେ ମାେ ନିକଟକୁ ଆସ, ମୁଁ କହିବି। ତେଣୁ ଲୋକମାନେ ଗ୍ଭଲିଗଲେ।
6 ଶ ଲୋମନଙ୍କ ଜୀବନ କାଳ ରେ ଯେଉଁ ପ୍ରାଚୀନମାନେ ତାଙ୍କୁ ମନ୍ତ୍ରଣା ଦେଉଥିଲେ, ରିହବିଯାମ ସହେି ପ୍ରାଚୀନମାନଙ୍କୁ ପରାମର୍ଶ ଦବୋକୁ କହିଲେ, ସହେି ଲୋକମାନଙ୍କୁ କି ଉତ୍ତର ଦବେି ମାେତେ ମନ୍ତ୍ରଣା ଦିଅ।
7 ପ୍ରାଚୀନମାନେ ତାଙ୍କୁ କହିଲେ, ତୁମ୍ଭେ ଯଦି ଆଜି ଲୋକମାନଙ୍କର ଇଚ୍ଛା ପୂରଣ କର ଏବଂ ସମାନଙ୍କେୁ ଗୋଟିଏ ସଂକ୍ଷପେପୂର୍ଣ ଉତ୍ତର ଦିଅ। ତବେେ ସମାନେେ ସର୍ବଦା ତୁମ୍ଭର ଦାସ ହାଇେ ରହିବେ।
8 କିନ୍ତୁ ରିହବିଯାମ ସହେି ପ୍ରାଚୀନମାନଙ୍କ ମନ୍ତ୍ରଣା ଗ୍ରହଣ କଲେ ନାହିଁ। ଅପରନ୍ତୁ ୟୁବକମାନଙ୍କ ସହିତ ମନ୍ତ୍ରଣା କଲେ ଯେଉଁମାନେ ତାଙ୍କ ସହିତ ବଢିଥିଲେ ଓ ତାଙ୍କର ସାଂଗ ଓ ଉପଦେଷ୍ଟା ଥିଲେ। ସେ ସମାନଙ୍କେର ମନ୍ତ୍ରଣା ଗ୍ରହଣ କଲେ।
9 ରିହବିଯାମ ସମାନଙ୍କେୁ କହିଲେ, ସହେି ଲୋକମାନେ ମାେତେ କହିଲେ, 'ତୁମ୍ଭର ପିତା ଆମ୍ଭମାନଙ୍କ ଉପରେ ଯେଉଁ ୟୁଆଳି ରଖିଛନ୍ତି,' ଦୟାକରି ତାହା ହାଲୁକା କର। ସମାନଙ୍କେୁ ଉତ୍ତର ଦବୋକୁ ତୁମ୍ଭମାନେେ ଆମ୍ଭକୁ କି ମନ୍ତ୍ରଣା ଦେଉଛ?
10 ରାଜାଙ୍କୁ ସହେି ୟୁବ ବନ୍ଧୁମାନେ କହିଲେ, ସହେି ଲୋକମାନେ ତୁମ୍ଭକୁ ଆସି କହିଲେ, 'ତୁମ୍ଭର ପିତା ଆମ୍ଭମାନଙ୍କ ୟୁଆଳି ଭାରୀ କରିଅଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର।' ତୁମ୍ଭେ ସମାନଙ୍କେୁ କୁହ, ' ମାରେ କନିଷ୍ଠ ଅଙ୍ଗୁଳି ମାରେ ପିତାଙ୍କ କଟିଠାରୁ ମାଟେ।
11 ମାରେ ପିତା ତୁମ୍ଭମାନଙ୍କ ଉପରେ ଯେଉଁ ଭରୀ ୟୁଆଳି ରଖିଥିଲେ, ମୁଁ ତାହାକୁ ଆହୁରି ଭାରୀ କରିବି। ମାରେ ପିତା କୋରଡା ରେ ତୁମ୍ଭମାନଙ୍କୁ ଶାସ୍ତି ଦେଉଥିଲେ ମାତ୍ର ମୁଁ ବିଛା କାମୁଡିଲା ୟନ୍ତ୍ରଣା ପରି ତୁମ୍ଭକୁ ତିକ୍ଷ୍ଣ କୋରଡା ବ୍ଯବହାର କରିବି, ଯାହାଦ୍ବାରା ତୁମ୍ଭମାନଙ୍କ ଶରୀର କ୍ଷତବିକ୍ଷତ ହବେ।'
12 ରିହବିଯାମଙ୍କ କହିବାନୁସା ରେ, ତିନିଦିନ ପରେ ୟାରବିଯାମ ଓ ଇଶ୍ରାୟେଲର ସମସ୍ତ ଲୋକ ତାଙ୍କ ନିକଟରେ ପହନ୍ଚିଲେ।
13 ସେତବେେଳେ ପ୍ରାଚୀନମାନଙ୍କ ଉପଦେଶକୁ ଉପେକ୍ଷା କରି ରାଜା ସମାନଙ୍କେୁ କଟୁ ଭାଷା ପ୍ରଯୋଗ କଲେ।
14 ପୁଣି ୟୁବ ବନ୍ଧୁମାନଙ୍କ ମନ୍ତ୍ରଣାନୁସା ରେ ସେ ଲୋକମାନଙ୍କୁ କହିଲେ, ମାରେ ପିତା ଯେତିକି କାର୍ୟ୍ଯ ଦେଉଥିଲେ ମୁଁ ତା' ଅପେକ୍ଷା ଆହୁରି ଅଧିକ କାର୍ୟ୍ଯ ଦବେି। ସେ ତୁମ୍ଭମାନଙ୍କୁ କୋରଡା ରେ ଶାସ୍ତି ଦେଉଥିଲେ, ମାତ୍ର ମୁଁ ତୁମ୍ଭମାନଙ୍କୁ ତିକ୍ଷ୍ଣ କୋରଡା ରେ ଶାସ୍ତି ଦବେି, ଯାହାର ଆଘାତ ବିଛା କାମୁଡିଲା ପରି ୟନ୍ତ୍ରଣା ଦାୟକ ଏବଂ ତୁମ୍ଭମାନେେ ଆଘାତ ରେ କ୍ଷତାକ୍ତ ହବେ।
15 ରାଜା ଲୋକମାନଙ୍କ ଅନୁରୋଧ ପୁରଣ କରିବାକୁ ମନା କରି ଦେଲେ। ସଦାପ୍ରଭୁ ଏହିସବୁ ଘଟାଇବାର କାରଣ ହେଲ, ସେ ଚାହିଁଲେ ତାଙ୍କର ପ୍ରତିଜ୍ଞା ପୂରଣ କରିବା ପାଇଁ। ନବାଟର ପୁତ୍ର ୟାରବିଯାମ୍ ଯାହା ଅହିଯ ଶୀଲୋନୀଯଙ୍କ ଦ୍ବାରା କୁହା ହାଇେଥିଲା।
16 ସେତବେେଳେ ସମଗ୍ର ଇଶ୍ରାୟେଲ ଦେଖିଲେ ଯେ ନୂଆରାଜା ସମାନଙ୍କେ କଥା ଶୁଣିଲେ ନାହିଁ। ତେଣୁ ସମାନେେ ରାଜାଙ୍କୁ ଉତ୍ତର କରି କହିଲେ, ଆମ୍ଭମାନେେ କ'ଣ ଦାଉଦ ସାମ୍ରାଜ୍ଯର ଏକ ଅଂଶ? ଆମ୍ଭେ ୟିଶୀର କିଛି ଭୂମି ପାଉ କି? ନା, ତେଣୁ ଇଶ୍ରାୟେଲ ଲୋକମାନେ ନିଜ ନିଜ ଘରକୁ ଫରେି ୟାଅ। ଦାଉଦଙ୍କ ପୁତ୍ରଙ୍କୁ ତାଙ୍କ ଲୋକମାନଙ୍କୁ ଶାସନ କରିବାକୁ ଦିଅ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଘରକୁ ଫରେି ଗଲେ।
17 ତଥାପି ଇଶ୍ରାୟେଲ ଯେଉଁ ଲୋକମାନେ ଯିହୁଦାର ନଗରମାନଙ୍କ ରେ ବାସ କରୁଥିଲେ ରିହବିଯାମ ସମାନଙ୍କେ ଉପରେ ଶାସନ କଲେ।
18 ଏହାପରେ ରିହବିଯାମ ରାଜା ବେଠିକର୍ମାଧ୍ଯକ୍ଷ ଅଦୋରାମକୁ ଲୋକମାନଙ୍କ ନିକଟକୁ ପଠାଇଲେ। ମାତ୍ର ସମସ୍ତ ଇଶ୍ରାୟେଲ ତାଙ୍କୁ ପ୍ରସ୍ତରାଘାତ କରି ମାରି ଦେଲେ। ତା'ପରେ ରିହବିଯାମ ଶୀଘ୍ର ନିଜ ରଥରେ ଆରୋହଣ କରି ୟିରୁଶାଲମକୁ ପଳାଯନ କଲେ।
19 ତେଣୁ ଇଶ୍ରାୟେଲର ଲୋକମାନେ ଦାଉଦ ବଂଶ ବିପକ୍ଷ ରେ ବିଦ୍ରୋହ କଲେ ଓ ଏବେ ମଧ୍ଯ ସମାନେେ ଦାଉଦ ବଂଶର ବିଦ୍ରୋହୀ ହାଇେ ରହିଛନ୍ତି।
20 ଇଶ୍ରାୟେଲର ସମସ୍ତ ଲୋକ ଜାଣିବାକୁ ପାଇଲେ ଯେ ୟାରବିଯାମ ଫରେି ଆସିଛନ୍ତି। ସମାନେେ ଲୋକ ପଠାଇ ତାଙ୍କୁ ଡକାଇଲେ ଓ ସମୁଦାଯ ଇଶ୍ରାୟେଲ ଉପରେ ତାହାଙ୍କୁ ରାଜା କଲେ। କବଳେ ଯିହୁଦା ପରିବାରବର୍ଗ ଗୋଟିଏ ପରିବାର ଦାଉଦ ପରିବାରର ଅନୁଗାମୀ ହେଲ।
21 ରିହବିଯାମ ୟିରୁଶାଲମ ରେ ପହନ୍ଚିଲେ ଓ ୟିହୁଦୀଯ ବିନ୍ଯାମୀନ ବଂଶକୁ ଏକତ୍ରୀତ କଲେ। ସେ 1,80,000 ବଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ। ଶଲୋମନଙ୍କ ପୁତ୍ର ରିହବିଯାମଙ୍କ ଅଧୀନକୁ ରାଜ୍ଯ ଫରୋଇ ଆଣିବା ନିମନ୍ତେ ଇଶ୍ରାୟେଲ ବଂଶ ସହିତ ୟୁଦ୍ଧ ହେଲା।
22 ସଦାପ୍ରଭୁ ପରମେଶ୍ବରଙ୍କ ଲୋକ ଶମଯିଯକୁ ଏହା କହିଲେ।
23 ଯିହୁଦାର ରାଜା ଶଲୋମନର ପୁତ୍ର ରିହବିଯାମକୁ ପୁଣି ଯିହୁଦାର ଓ ବିନ୍ଯାମୀନର ସମସ୍ତ ଲୋକମାନଙ୍କୁ ଓ ଅବଶିଷ୍ଟ ସମସ୍ତ ଲୋକଙ୍କୁ ଏହା କୁହ।
24 ସଦାପ୍ରଭୁ ଏହିକଥା କହନ୍ତି, 'ତୁମ୍ଭେ ନିଶ୍ଚଯ ତୁମ୍ଭମାନଙ୍କ ଭ୍ରାତା ଇଶ୍ରାୟେଲ ଲୋକମାନଙ୍କ ବିପକ୍ଷ ରେ ୟୁଦ୍ଧ କରିବ ନାହିଁ। ତୁମ୍ଭମାନେେ ସମସ୍ତେ ନିଜ ନିଜ ଗୃହକୁ ଫରେିୟାଅ। କାରଣ ଏହିକାର୍ୟ୍ଯ ମାେ ଦ୍ବାରା ହାଇେଅଛି।' ତେଣୁ ରିହବିଯାମଙ୍କ ସୈନ୍ଯମାନେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ନିଜ ନିଜ ଗୃହକୁ ଫରେିଗଲେ।
25 ଏହି ସମୟରେ ୟାରବିଯାମ ଇଫ୍ରଯିମର ପର୍ବତମଯ ଦେଶ ଶିଖିମକୁ ଦୃଢ କରି ସଠାେରେ ବାସ କଲେ। ପରେ ସେ ପିନୂଯଲେ ନଗରକୁ ୟାଇ ଏହାକୁ ସୁଦୃଢ କଲେ।
26 ୟାରବିଯାମ ନିଜକୁ ନିଜେ ଚିନ୍ତା କଲେ, ଯଦି ଲୋକମାନେ ୟିରୁଶାଲମକୁ ସଦାପ୍ରଭୁଙ୍କ ମନ୍ଦିର ରେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ବଳିଦାନ କରିବାକୁ ୟାଆନ୍ତି, ତବେେ ସମାନେେ ପୁନର୍ବାର ଦାଉଦ ପରିବାର ଦ୍ବାରା ଶାସିତ ହବୋକୁ ଗ୍ଭହାନ୍ତି।
27 ସମାନେେ ଯିହୁଦାର ରାଜା ରିହବିଯାମଙ୍କ ଅନୁଗାମୀ ହବେେ ଓ ମାେତେ ବଧ କରିବେ।
28 ତହୁଁ ରାଜା ତାଙ୍କର ଉପଦେଷ୍ଟାମାନଙ୍କ ସହିତ ବିଗ୍ଭର ବିମର୍ଷ କଲେ ଓ ସମାନେେ ତାଙ୍କୁ ଦୁଇଟି ସୁବର୍ଣ୍ଣର ଗୋବତ୍ସ ନିର୍ମାଣ କରିବାକୁ କହିଲେ। ପୁଣି ସେ ଲୋକମାନଙ୍କୁ କହିଲେ, ତୁମ୍ଭର ୟିରୁଶାଲମକୁ ଉପାସନା କରିବା ପାଇଁ ୟିବା ଦରକାର ନାହିଁ। ହେ ଇଶ୍ରାୟେଲର ସନ୍ତାନଗଣ, ତୁମ୍ଭ ଦବେତାମାନଙ୍କୁ ଦେଖ, ସମାନେେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ।
29 ରାଜା ୟାରବିଯାମ ଗୋଟିକୁ ବୈଥଲେ ରେ ଓ ଅନ୍ୟଟିକୁ ଦାନ ରେ ସ୍ଥାପନ କଲେ।
30 ଏହା ଏକ ଭୟଙ୍କର ପାପ, କାରଣ ଇଶ୍ରାୟେଲର ଲୋକମାନେ ବୈଥଲେ ଓ ଦାନ ନଗରକୁ ଉପାସନା କରିବାକୁ ଗଲେ।
31 ଏହାପରେ ୟାରବିଯାମ ଉଚ୍ଚସ୍ଥଳୀ ରେ ସଦାପ୍ରଭୁଙ୍କ ଗୃହମାନ ନିର୍ମାଣ କଲେ। ସେ ଲବେୀକୁ ଛାଡି ଇଶ୍ରାୟେଲର ସମସ୍ତ ଗୋଷ୍ଠୀରୁ ଯାଜକ ମନୋନୀତ କଲେ।
32 ରାଜା ୟାରବିଯାମ, ଯିହୁଦା ରେ ପର୍ବ ପରି ଅଷ୍ଟମ ମାସର ପନ୍ଦର ତାରିଖ ରେ ଏକ ନୂତନ ପର୍ବ ଆରମ୍ଭ କଲେ। ସେ ବୈଥଲେ ସ୍ଥିତ ହାମବଦେେି ନିକଟକୁ ଗଲେ ଏବଂ ଏହିପରି ଭାବରେ ସେ ବୈଥଲଠାେ ରେ ଗୋବତ୍ସର ସମ୍ମାନାର୍ଥେ ନବୈେଦ୍ଯ ଉତ୍ସର୍ଗ କଲେ ଏବଂ ସେ ମଧ୍ଯ ଉଚ୍ଚସ୍ଥଳୀ ରେ ସବୋ କରିବା ପାଇଁ ଯାଜକମାନଙ୍କୁ ବାଛିଲେ।
33 ତେଣୁ ରାଜା ୟାରବିଯାମ ନିଜ ମନୋନୀତ ଅଷ୍ଟମ ମାସର ପଞ୍ଚଦଶ ଦିନ ରେ ବୈଥଲେସ୍ଥିତ ସ୍ବନିର୍ମିତ ୟଜ୍ଞବଦେୀକି ଗଲେ। ଆଉ ମଧ୍ଯ ସେ ଇଶ୍ରାୟେଲ ସନ୍ତାନଗଣ ନିମନ୍ତେ ପର୍ବ ନିରୂପଣ କରି ଧୂପ ଜଳାଇବା ପାଇଁ ବୈଥଲରେ ୟଜ୍ଞବଦେୀକି ଗଲେ।
1 And Rehoboam went to Shechem: for all Israel were come to Shechem to make him king.
2 And it came to pass, when Jeroboam the son of Nebat, who was yet in Egypt, heard of it, (for he was fled from the presence of king Solomon, and Jeroboam dwelt in Egypt;)
3 That they sent and called him. And Jeroboam and all the congregation of Israel came, and spake unto Rehoboam, saying,
4 Thy father made our yoke grievous: now therefore make thou the grievous service of thy father, and his heavy yoke which he put upon us, lighter, and we will serve thee.
5 And he said unto them, Depart yet for three days, then come again to me. And the people departed.
6 And king Rehoboam consulted with the old men, that stood before Solomon his father while he yet lived, and said, How do ye advise that I may answer this people?
7 And they spake unto him, saying, If thou wilt be a servant unto this people this day, and wilt serve them, and answer them, and speak good words to them, then they will be thy servants for ever.
8 But he forsook the counsel of the old men, which they had given him, and consulted with the young men that were grown up with him, and which stood before him:
9 And he said unto them, What counsel give ye that we may answer this people, who have spoken to me, saying, Make the yoke which thy father did put upon us lighter?
10 And the young men that were grown up with him spake unto him, saying, Thus shalt thou speak unto this people that spake unto thee, saying, Thy father made our yoke heavy, but make thou it lighter unto us; thus shalt thou say unto them, My little finger shall be thicker than my father’s loins.
11 And now whereas my father did lade you with a heavy yoke, I will add to your yoke: my father hath chastised you with whips, but I will chastise you with scorpions.
12 So Jeroboam and all the people came to Rehoboam the third day, as the king had appointed, saying, Come to me again the third day.
13 And the king answered the people roughly, and forsook the old men’s counsel that they gave him;
14 And spake to them after the counsel of the young men, saying, My father made your yoke heavy, and I will add to your yoke: my father also chastised you with whips, but I will chastise you with scorpions.
15 Wherefore the king hearkened not unto the people; for the cause was from the Lord, that he might perform his saying, which the Lord spake by Ahijah the Shilonite unto Jeroboam the son of Nebat.
16 So when all Israel saw that the king hearkened not unto them, the people answered the king, saying, What portion have we in David? neither have we inheritance in the son of Jesse: to your tents, O Israel: now see to thine own house, David. So Israel departed unto their tents.
17 But as for the children of Israel which dwelt in the cities of Judah, Rehoboam reigned over them.
18 Then king Rehoboam sent Adoram, who was over the tribute; and all Israel stoned him with stones, that he died. Therefore king Rehoboam made speed to get him up to his chariot, to flee to Jerusalem.
19 So Israel rebelled against the house of David unto this day.
20 And it came to pass, when all Israel heard that Jeroboam was come again, that they sent and called him unto the congregation, and made him king over all Israel: there was none that followed the house of David, but the tribe of Judah only.
21 And when Rehoboam was come to Jerusalem, he assembled all the house of Judah, with the tribe of Benjamin, an hundred and fourscore thousand chosen men, which were warriors, to fight against the house of Israel, to bring the kingdom again to Rehoboam the son of Solomon.
22 But the word of God came unto Shemaiah the man of God, saying,
23 Speak unto Rehoboam, the son of Solomon, king of Judah, and unto all the house of Judah and Benjamin, and to the remnant of the people, saying,
24 Thus saith the Lord, Ye shall not go up, nor fight against your brethren the children of Israel: return every man to his house; for this thing is from me. They hearkened therefore to the word of the Lord, and returned to depart, according to the word of the Lord.
25 Then Jeroboam built Shechem in mount Ephraim, and dwelt therein; and went out from thence, and built Penuel.
26 And Jeroboam said in his heart, Now shall the kingdom return to the house of David:
27 If this people go up to do sacrifice in the house of the Lord at Jerusalem, then shall the heart of this people turn again unto their lord, even unto Rehoboam king of Judah, and they shall kill me, and go again to Rehoboam king of Judah.
28 Whereupon the king took counsel, and made two calves of gold, and said unto them, It is too much for you to go up to Jerusalem: behold thy gods, O Israel, which brought thee up out of the land of Egypt.
29 And he set the one in Beth-el, and the other put he in Dan.
30 And this thing became a sin: for the people went to worship before the one, even unto Dan.
31 And he made an house of high places, and made priests of the lowest of the people, which were not of the sons of Levi.
32 And Jeroboam ordained a feast in the eighth month, on the fifteenth day of the month, like unto the feast that is in Judah, and he offered upon the altar. So did he in Beth-el, sacrificing unto the calves that he had made: and he placed in Beth-el the priests of the high places which he had made.
33 So he offered upon the altar which he had made in Beth-el the fifteenth day of the eighth month, even in the month which he had devised of his own heart; and ordained a feast unto the children of Israel: and he offered upon the altar, and burnt incense.
Luke 19 in Tamil and English
1 ଯୀଶୁ ଯିରୀହାେ ନଗର ଦଇେ ଯାଉଥିଲେ।
And Jesus entered and passed through Jericho.
2 ଯୀରୀହୋ ରେ ଜଖିୟ ବୋଲି ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କରଆଦାୟକାରୀ ଥିଲେ ଓ ସେ ବହୁତ ଧନୀ ଥିଲେ।
And, behold, there was a man named Zacchaeus, which was the chief among the publicans, and he was rich.
3 ସେ ଯୀଶୁଙ୍କୁ ଦେଖିବାକୁ ଚାହୁଁଥିଲେ। ଆହୁରି ମଧ୍ଯ ଅନକେ ଲୋକ ଯୀଶୁଙ୍କୁ ଦେଖିବାକୁ ଚାହୁଁଥିଲେ। ଜଖିୟ ଏତେ ବାଙ୍ଗରା ଥିଲେ ଯେ, ଲୋକଙ୍କ ଭିତ ରେ ଥାଇ ଯୀଶୁଙ୍କୁ ଦେଖି ପାରିବା ସମ୍ଭବ ନଥିଲା।
And he sought to see Jesus who he was; and could not for the press, because he was little of stature.
4 ତେଣୁ ଯେଉଁବାଟେ ଯୀଶୁ ଆସିବେ ବୋଲି ସେ ଜାଣିଥିଲେ, ସଭେଳି ଗୋଟିଏ ସ୍ଥାନକୁ ସେ ଦୌଡିଗଲେ। ଯୀଶୁଙ୍କୁ ଦେଖି ପାରିବା ପାଇଁ ସେ ଗୋଟିଏ ଡିମ୍ବିରି ଗଛ ରେ ଚଢିଗଲେ।
And he ran before, and climbed up into a sycomore tree to see him: for he was to pass that way.
5 ଯୀଶୁ ସହେି ସ୍ଥାନକୁ ଆସିଲେ। ସେ ଉପରକୁ ଚାହିଁଲେ, ସେ ଜଖିୟଙ୍କୁ ଗଛ ଉପରେ ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, ଜଖିୟ! ଶୀଘ୍ର ତଳକୁ ଆସ, ମୁଁ ଆଜି ନିଶ୍ଚୟ ତୁମ୍ଭ ଘ ରେ ରହିବି।
And when Jesus came to the place, he looked up, and saw him, and said unto him, Zacchaeus, make haste, and come down; for to day I must abide at thy house.
6 ତା'ପରେ ଜଖିୟ ଖୁବ୍ ଶୀଘ୍ର ତଳକୁ ଓହ୍ଲାଇ ଆସିଲେ। ଅତ୍ଯନ୍ତ ଖୁସି ରେ ସେ ଯୀଶୁଙ୍କୁ ନିଜ ଘ ରେ ସ୍ବାଗତ କଲେ।
And he made haste, and came down, and received him joyfully.
7 ସମସ୍ତେ ଏକଥା ଦେଖିଲେ। ସମାନେେ ଅଭିଯୋଗ କରିବାକୁ ଆରମ୍ଭ କଲେ, ଦେଖ, କେଉଁ ଭଳି ଲୋକ ସହିତ ଯୀଶୁ ରହୁଛନ୍ତି। ଜଖିୟ ଗୋଟିଏ ପାପୀ।
And when they saw it, they all murmured, saying, That he was gone to be guest with a man that is a sinner.
8 ଜଖିୟ ପ୍ରଭୁଙ୍କୁ କହିଲେ, ମୁଁ ଭଲ କାମ କରିବାକୁ ଇଚ୍ଛା କରୁଛି। ମୁଁ ମାେ ଧନର ଅଧା ଗରିବଙ୍କୁ ବାଣ୍ଟି ଦବେି। ମୁଁ ଯଦି କାହାରିକୁ ଠକିଥାଏ, ତବେେ ସହେି ଲୋକକୁ ଚାରିଗୁଣ ଧନ ଫରୋଇ ଦବେି।
And Zacchaeus stood, and said unto the Lord; Behold, Lord, the half of my goods I give to the poor; and if I have taken any thing from any man by false accusation, I restore him fourfold.
9 ଯୀଶୁ କହିଲେ, ଏ ଲୋକଟି ପ୍ରକୃତ ରେ ଜଣେ ଭଲ ମଣିଷ। ସେ ଅବ୍ରହାମଙ୍କର ଉପୟୁକ୍ତ ସନ୍ତାନ। ତେଣୁ ଆଜି ସେ ନିଜ ପାପରୁ ଉଦ୍ଧାର ପାଇଗଲେ।
And Jesus said unto him, This day is salvation come to this house, forsomuch as he also is a son of Abraham.
10 ମନୁଷ୍ଯପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖାଜେିବାକୁ ଓ ସମାନଙ୍କେୁ ରକ୍ଷା କରିବାକୁ ଆସିଛନ୍ତି।
For the Son of man is come to seek and to save that which was lost.
11 ଯୀଶୁ ୟିରୂଶାଲମର ପାଖାପାଖି ଆସିଗଲେ। କେତକେ ଲୋକ ଭବିଲେ ଯେ ପରମେଶ୍ବରଙ୍କ ରାଜ୍ଯ ଶୀଘ୍ର ଆସିୟିବ।
And as they heard these things, he added and spake a parable, because he was nigh to Jerusalem, and because they thought that the kingdom of God should immediately appear.
12 ଲୋକମାନେ ଏହି କଥା ଭାବୁଥିବା ଯୀଶୁ ଜାଣି ପାରିଲେ। ତେଣୁ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ: ଜଣେ ଅତି ମାନ୍ଯଗଣ୍ଯ ବ୍ଯକ୍ତି ରାଜା ହବୋ ପାଇଁ କୌଣସି ଏକ ଦ୍ବର ରାଜ୍ଯକୁ ୟିବାକୁ ପ୍ରସ୍ତୁତ ହେଉଥିଲେ। ତା'ପରେ ସେ ଫରେିଆସି ନିଜ ଲୋକମାନଙ୍କ ଉପରେ ଶାସନ କରିବାକୁ ଯୋଜନା କଲେ।
He said therefore, A certain nobleman went into a far country to receive for himself a kingdom, and to return.
13 ସେ ନିଜର ଦଶ ଜଣ ଚାକରଙ୍କୁ ଡାକିଲେ। ସେ ପ୍ରେତ୍ୟକକ ଚାକରଙ୍କୁ ଗୋଟିଏ ଗୋଟିଏ ଟଙ୍କା ଥଳି ଦେଲେ। ସେ କହିଲେ, 'ମୁଁ ଫରେିବା ପର୍ୟ୍ଯନ୍ତ ଏହି ଟଙ୍କା ରେ ବ୍ଯବସାୟ କର।'
And he called his ten servants, and delivered them ten pounds, and said unto them, Occupy till I come.
14 ସହେି ବ୍ଯକ୍ତିଙ୍କୁ ସେ ରାଜ୍ଯର ନାଗରିକମାନେ ଘୃଣା କରୁଥିଲେ। ତେଣୁ ସମାନେେ ତାହାଙ୍କ ପଛ ରେ ଦଳେ ଲୋକଙ୍କୁ ସଠାେକୁ ପଠାଇଲେ। ସଠାେକୁ ଯାଇ ଏହି ଦଳର ଲୋକମାନେ କହିଲେ, 'ଆମ୍ଭେ ଚାହୁଁନା ଯେ, ସହେି ବ୍ଯକ୍ତି ଆମ୍ଭମାନଙ୍କର ରାଜା ହୁଅନ୍ତୁ।'
But his citizens hated him, and sent a message after him, saying, We will not have this man to reign over us.
15 ତଥାପି ସେ ରାଜା ହାଇଗେଲେ। ତା'ପରେ ସେ ଘରକୁ ଫରେି ଆସିଲେ। ତା'ପରେ ସେ କହିଲେ, ' ଯେଉଁ ଚାକରମାନଙ୍କୁ ମୁଁ ମାରେଟଙ୍କା ଦଇେଥିଲି ସମାନଙ୍କେୁ ଡାକ, ମୁଁ ଜାଣିବାକୁ ଚାହୁଁଛି ଯେ, ସହେି ଟଙ୍କା ରେ ସମାନେେ ଆଉ କେତେ ଅଧିକ ଲାଭ କରିଛନ୍ତି।'
And it came to pass, that when he was returned, having received the kingdom, then he commanded these servants to be called unto him, to whom he had given the money, that he might know how much every man had gained by trading.
16 ପ୍ରଥମେ ଚାକର ଜଣକ ଆସି କହିଲା, 'ଆଜ୍ଞା, ଆପଣ ମାେତେ ଦଇେଥିବା ଟଙ୍କା ଥଳିଟିକୁ ବ୍ଯବହାର କରି ମୁଁ ଦଶ ଥଳି ଅଧିକ ଟଙ୍କା ଅର୍ଜନ କରିଛି।'
Then came the first, saying, Lord, thy pound hath gained ten pounds.
17 ରାଜା ଚାକରମାନଙ୍କୁ କହିଲେ, ବହୁତ ଭଲ କଥା। ତୁମ୍ଭେ ଜଣେ ଭଲ ଚାକର। ତୁମ୍ଭକୁ େଛାଟ େଛାଟ ବିଷୟ ରେ ବିଶ୍ବାସ କରାଯାଇ ପାରିବ ବୋଲି ମୁଁ ଜାଣୁଛି। ତେଣୁ ମୁଁ ତୁମ୍ଭକୁ ମାରେ ଦଶଟି ନଗର ଶାସନକରିବାକୁ ଦବେି।'
And he said unto him, Well, thou good servant: because thou hast been faithful in a very little, have thou authority over ten cities.
18 ଦ୍ବିତୀୟ ଚାକରଟି ଆସିଲା ଓ କହିଲା, 'ଆଜ୍ଞା, ଆପଣ ଦଇେଥିବା ଟଙ୍କାଥଳିକୁ ବ୍ଯବହାର କରି ପାଞ୍ଚଥଳି ଟଙ୍କା ଅର୍ଜ୍ବନ କରିଛି।'
And the second came, saying, Lord, thy pound hath gained five pounds.
19 ରାଜା ସହେି ଚାକରଟିକୁ କହିଲେ, 'ତୁମ୍ଭେ ପାଞ୍ଚଟି ନଗର ଉପରେ ଶାସନ କରିବ।'
And he said likewise to him, Be thou also over five cities.
20 ତା'ପରେ ଅନ୍ୟ ଚାକରଟି ଭିତରକୁ ଆସିଲା। ସେ ରାଜାଙ୍କୁ କହିଲା, 'ଆଜ୍ଞା, ଏହି ଆପଣଙ୍କ ଟଙ୍କା ଥଳି। ମୁଁ ଖଣ୍ଡେ କନା ରେ ଏହାକୁ ଗୁଡାଇ ରଖିଥିଲି।
And another came, saying, Lord, behold, here is thy pound, which I have kept laid up in a napkin:
21 ଆପଣ ଜଣେ କଠାେର ବ୍ଯକ୍ତି ହାଇେଥିବାରୁ ମୁଁ ଆପଣଙ୍କୁ ଭୟ କରିଥିଲି। ଏପରିକି ଆପଣ ନିଜେ ଅର୍ଜ୍ବନ କରି ନଥିବା ଟଙ୍କା ନଇେଥା'ନ୍ତି ଓ ନିଜେ ଉତ୍ପନ୍ନ କରି ନଥିବା ଖାଦ୍ୟଶସ୍ଯ ସଂଗ୍ରହ କରିଥା'ନ୍ତି।'
For I feared thee, because thou art an austere man: thou takest up that thou layedst not down, and reapest that thou didst not sow.
22 ତା'ପରେ ରାଜା ସହେି ଚାକରକୁ କହିଲେ, 'ତୁମ୍ଭେ ଜଣେ ଦୁଷ୍ଟ ଚାକର। ତୁମ୍ଭେ ମାେ ପ୍ରତି ବ୍ଯବହାର କରିଥିବା ଭାଷା ରେ ମୁଁ ତୁମ୍ଭରି ବିଚାର କରିବି। ତୁମ୍ଭେ କହିଛ ଯେ, ମୁଁ ଜଣେ କଠାେର ବ୍ଯକ୍ତି। ପୁଣି କହିଛ ଯେ ମୁଁ ଅର୍ଜ୍ବନ ନକରି ଟଙ୍କା ନିଏ ଓ ଉତ୍ପନ୍ନ ନକରି ମଧ୍ଯ ଖାଦ୍ୟଶସ୍ଯ ସଂଗ୍ରହ କରେ।'
And he saith unto him, Out of thine own mouth will I judge thee, thou wicked servant. Thou knewest that I was an austere man, taking up that I laid not down, and reaping that I did not sow:
23 ଯଦି ଏକଥା ସତ୍ଯ, ତବେେ ତୁମ୍ଭେ ମାେ ଟଙ୍କା ବ୍ଯାଙ୍କ ରେ ଜମା ରଖିପାରିଥା'ନ୍ତତା' ହେଲେ ମୁଁ ଫରେି ଆସିଲା ବଳକେୁ ମାେ ଟଙ୍କା ରେ କିଛି ସୁଧ ଅର୍ଜ୍ଜନ କରାଯାଇ ପାରିଥାଆନ୍ତା ା
Wherefore then gavest not thou my money into the bank, that at my coming I might have required mine own with usury?
24 ସଠାେରେ ରହି ଏସବୁ ଦେଖୁଥିବା ଲୋକମାନଙ୍କୁ ରାଜା କହିଲେ, 'ଏ ଚାକର ପାଖରୁ ଟଙ୍କା ଥଳିଟି ନଇେ ଯାଇ ଦଶ ଥଳି ଟଙ୍କା ଅର୍ଜନ କରିଥିବା ଚାକରକୁ ଦଇଦେିଅ।
And he said unto them that stood by, Take from him the pound, and give it to him that hath ten pounds.
25 ଲୋକମାନେ ରାଜାଙ୍କୁ କହିଲେ, କିନ୍ତୁ ଆଜ୍ଞା, ସେ ଚାକରଟି ପାଖ ରେ ତ ଆଗରୁ ଦଶଥଳି ଟଙ୍କା ଅଛି।'
(And they said unto him, Lord, he hath ten pounds.)
26 ରାଜା କହିଲେ, 'ଯଦି ଜଣେ ବ୍ଯକ୍ତି ତା' ପାଖ ରେ ଯାହା ଅଛି ତାହାର ବ୍ଯବହାର କରେ ତବେେ ସେ ଆହୁରି ଅଧିକ ପାଇବ। କିନ୍ତୁ ଯେଉଁ ବ୍ଯକ୍ତି ତା ପାଖ ରେ ଯେତିକି ଅଛି, ତାହା ବ୍ଯବହାର କରନେି ତା'ଠାରୁ ତାହା ମଧ୍ଯ ଛଡଇେ ନିଆୟିବ।
For I say unto you, That unto every one which hath shall be given; and from him that hath not, even that he hath shall be taken away from him.
27 ବର୍ତ୍ତମାନ ମାରେଶତୃମାନେ କାହାଁନ୍ତି? ମୁଁ ସମାନଙ୍କେର ରାଜା ନହୁଏ ବୋଲି ଯେଉଁମାନେ ଚାହୁଁଥିଲେ। ସମାନେେ କାହାଁନ୍ତି? ମାେ ଶତୃମାନଙ୍କୁ ଏଠାକୁ ଆଣ। ସମାନଙ୍କେୁ ମାେ ଆଖି ଆଗ ରେ ମାରିଦିଅ।'
But those mine enemies, which would not that I should reign over them, bring hither, and slay them before me.
28 ଯୀଶୁ ଏସବୁ କହିସାରିବା ପରେ ୟିରୂଶାଲମ ଆଡକୁ ଯାତ୍ରା ଆରମ୍ଭ କଲେ।
And when he had thus spoken, he went before, ascending up to Jerusalem.
29 ଜୀତ ପର୍ବତ ପାଖ ବେଥ୍ଫାଗୀ ଓ ବେଥନିଆ ନଗର ପାଖକୁ ଯୀଶୁ ଆସିଗଲେ। ଯୀଶୁ ନିଜର ଦୁଇ ଜଣ ଶିଷ୍ଯଙ୍କୁ ଏହା କହି ପଠାଇଲେ,
And it came to pass, when he was come nigh to Bethphage and Bethany, at the mount called the mount of Olives, he sent two of his disciples,
30 ଆଗ ରେ ଯେଉଁ ଗାଁ ଦଖାଯାେଉଛି, ସଠାେକୁ ଯାଅ। ତୁମ୍ଭମାନେେ ଗାଁ ରେ ପଶିବା ମାତ୍ ରେ ସଠାେରେ ଗୋଟିଏ ଗଧଛୁଆ ବନ୍ଧା ହାଇେଥିବାର ଦେଖିବ। ସହେି ଗଧ ଉପରେ କହେି କବେେ ହେଲେ ଚଢି ନଥିବେ। ତାକୁ ଖାଲିେ ଦଇେ ମାେ ପାଖକୁ ଆଣିବ।
Saying, Go ye into the village over against you; in the which at your entering ye shall find a colt tied, whereon yet never man sat: loose him, and bring him hither.
31 ଯଦି କଣସି ଲୋକ ତୁମ୍ଭକୁ ପଚା ରେ ଯେ ତୁମ୍ଭମାନେେ ଗଧଟିକୁ କାହିଁକି ନଇେ ଯାଉଛ, ତବେେ ତୁମ୍ଭମାନେେ କହିବ ଯେ ପ୍ରଭୁଙ୍କର ଏଇଟି ଦରକାର ଅଛି।'
And if any man ask you, Why do ye loose him? thus shall ye say unto him, Because the Lord hath need of him.
32 ଦୁଇ ଜଣ ଶିଷ୍ଯ ସହେି ଗାଁକୁ ଗଲେ, ଯୀଶୁ ସମାନଙ୍କେୁ ଯଭେଳି କହିଥିଲେ, ଠିକ୍ ସହେି ଅନୁସାରେ ସମାନେେ ଗଧଟିକୁ ପାଇଗଲେ।
And they that were sent went their way, and found even as he had said unto them.
33 ଶିଷ୍ଯମାନେ ଗଧଟିକୁ ଫିଟାଉଥିବା ସମୟରେ ଗଧଟିର ମାଲିକମାନେ ବାହାରି ଆସିଲେ। ସମାନେେ ଶିଷ୍ଯମାନଙ୍କୁ ପଚାରିଲେ, ତୁମ୍ଭମାନେେ ଗଧଟିକୁ କାହିଁକି ଫିଟାଉଛ?
And as they were loosing the colt, the owners thereof said unto them, Why loose ye the colt?
34 ଶିଷ୍ଯମାନେ କହିଲେ, ଏହାଠା ରେ ପ୍ରଭୁଙ୍କର ଦରକାର ଅଛି।
And they said, The Lord hath need of him.
35 ତା'ପରେ ଶିଷ୍ଯମାନେ ଗଧଟିକୁ ଯୀଶୁଙ୍କ ପାଖକୁ ଆଣିଲେ। ସମାନେେ ଗଧ ପିଠି ଉପରେ ସମାନଙ୍କେର ଲୁଗା ପକଇେଲେ। ତା'ପରେ ସମାନେେ ଯୀଶୁଙ୍କୁ ଗଧ ଉପରେ ବସାଇଲେ।
And they brought him to Jesus: and they cast their garments upon the colt, and they set Jesus thereon.
36 ଯୀଶୁ ଗଧ ଉପରେ ବସି ୟିରୂଶାଲମ ଆଡକୁ ଯାତ୍ରା କଲେ। ଲୋକମାନେ ଯୀଶୁଙ୍କ ଆଗ ରେ ରାସ୍ତା ଉପରେ ନିଜ ନିଜ ଲୁଗା ବିଛାଇ ଦେଲେ।
And as he went, they spread their clothes in the way.
37 ଯୀଶୁ ୟିରୂଶାଲମର ପାଖ ହାଇେ ଆସୁଥିଲେ, ସେ ଜୀତପର୍ବତର ପାଦ ଦେଶ ନିକଟରେ ପହନ୍ଚିଲେ। ଯୀଶୁଙ୍କର ସମୁଦାୟ ଶିଷ୍ଯଦଳ ଖୁସି ଥିଲେ। ସମାନେେ ଉଚ୍ଚସ୍ବର ରେ ପରମେଶ୍ବରଙ୍କ ପ୍ରଶଂସା ଗାନ କରିବାକୁ ଲାଗିଲେ। ସମାନେେ ଯେଉଁ ସବୁ ଶକ୍ତିର କାର୍ୟ୍ଯମାନ ଦେଖୁଥିଲେ, ସେଥିପାଇଁ ପରମେଶ୍ବରଙ୍କ ସ୍ତୁତିଗାନ କଲେ। ସମାନେେ କହିଲେ,
And when he was come nigh, even now at the descent of the mount of Olives, the whole multitude of the disciples began to rejoice and praise God with a loud voice for all the mighty works that they had seen;
38 ସ୍ବାଗତ କରି କହିଲେ:
Saying, Blessed be the King that cometh in the name of the Lord: peace in heaven, and glory in the highest.
39 ଜନଗହଳି ରେ କେତେ ଜଣ ରହିଥିବା ଫାରୂଶୀ ଯୀଶୁଙ୍କୁ କହିଲେ, ଗୁରୁ, ତୁମ୍ଭର ଶିଷ୍ଯମାନଙ୍କୁ ଏ ସବୁ କଥା ନ କହିବାକୁ କୁହ।
And some of the Pharisees from among the multitude said unto him, Master, rebuke thy disciples.
40 କିନ୍ତୁ ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ କହୁଛି, ଏସବୁ କଥା ନିଶ୍ଚୟ କୁହାୟିବ। ଯଦି ମାରେ ଶିଷ୍ଯମାନେ ଏସବୁ କଥା ନକୁହନ୍ତି। ତାହା ହେଲେ ଏ ପଥର ସବୁ ପାଟି କରି ତାହାସବୁ କହିବେ।
And he answered and said unto them, I tell you that, if these should hold their peace, the stones would immediately cry out.
41 ଯୀଶୁ ୟିରୁଶାଲମ ପାଖ ରେ ପହନ୍ଚିଲେ। ଯୀଶୁ ୟିରୁଶାଲମ ନଗରକୁ ଦେଖି ତା'ପାଇଁ କାନ୍ଦି ପକାଇଲେ।
And when he was come near, he beheld the city, and wept over it,
42 ଯୀଶୁ ୟିରୁଶାଲମକୁ କହିଲେ, ତୁମ୍ଭକୁ କିପରି ଶାନ୍ତି ମିଳିପାରିବ, ତାହା ତୁମ୍ଭମାନେେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭମାନେେ ଜାଣି ପାରିବନାହିଁ। କାରଣ ତାାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି।
Saying, If thou hadst known, even thou, at least in this thy day, the things which belong unto thy peace! but now they are hid from thine eyes.
43 ତୁମ୍ଭ ସକାେଶ ଏପରି ସମୟ ଆସୁଛି। ଯେତବେେଳେ କି ତୁମ୍ଭର ଶତୃମାନେ ତୁମ୍ଭ ଚାରିପଟେ ଗୋଟିଏ ପାଚରେୀ ତିଆରି କରି ଦବେେ। ତୁମ୍ଭ ଶତୃମାନେ ତୁମ୍ଭକୁ ଫରେିଯାଇ ଅବ ରୋଧ କରିବେ।
For the days shall come upon thee, that thine enemies shall cast a trench about thee, and compass thee round, and keep thee in on every side,
44 ସମାନେେ ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ନଷ୍ଟ କରି ଦବେେ। ତୁମ୍ଭ କୋଠଗୁଡିକର ଗୋଟିଏ ହେଲେ ପଥର ଅନ୍ୟ ପଥରଟି ଉପରେ ସମାନେେ ରେଖଇ ଦବେେ ନାହିଁ। ଏସବୁ ଘଟିବ। କାରଣ ତୁମ୍ଭକୁ ଉଦ୍ଧାର କରିବା ପାଇଁ ପରମେଶ୍ବର ଯେତବେେଳେ ଆସିଥିଲେ, ସେ ସମୟଟିକୁ ତୁମ୍ଭେ ଚିହ୍ନି ପାରିଲ ନାହିଁ।
And shall lay thee even with the ground, and thy children within thee; and they shall not leave in thee one stone upon another; because thou knewest not the time of thy visitation.
45 ଯୀଶୁ ମନ୍ଦିର ଭିତରକୁ ଗଲେ। ସେ ମନ୍ଦିର ପରିସର ଭିତ ରେ କିଣା ବିକା କରୁଥିବା ଲୋକମାନଙ୍କୁ ବାହାର କରିବାକୁ ଲାଗିଲେ।
And he went into the temple, and began to cast out them that sold therein, and them that bought;
46 ଯୀଶୁ କହିଲେ, ଶାସ୍ତ୍ର ରେ ଲଖାେଅଛି: 'ମାେ ଗୃହ ପ୍ରାର୍ଥନାଗୃହ ହବେ।' କିନ୍ତୁ ତୁମ୍ଭମାନେେ ଏହାକୁ ଚୋରମାନଙ୍କ ଆଡ୍ଡାସ୍ଥଳି କରି ଦଇେଛ।'
Saying unto them, It is written, My house is the house of prayer: but ye have made it a den of thieves.
47 ଯୀଶୁ ପ୍ରତିଦିନ ମନ୍ଦିର ରେ ଉପଦେଶ ଦେଉଥିଲେ। ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ଜୀବନ ରେ ମାରି ଦବୋକୁ ଚାହୁଁଥିଲେ।
And he taught daily in the temple. But the chief priests and the scribes and the chief of the people sought to destroy him,
48 କିନ୍ତୁ ସବୁ ଲୋକ ଯୀଶୁଙ୍କ ଉପଦେଶ ମନଧ୍ଯାନ ଦଇେ ଶୁଣୁଥିଲେ। ସମାନେେ ଯୀଶୁଙ୍କ କଥାପ୍ରତି ପ୍ରବଳ ଆଗ୍ରହ ପ୍ରକାଶ କରୁଥିଲେ। ତେଣୁ ପ୍ରଧାନ ଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ କ'ଣ କରିବେ ବୋଲି କିଛି ସ୍ଥିର କରିପାରୁ ନଥିଲେ।
And could not find what they might do: for all the people were very attentive to hear him.