1 John 5:10 ପରମେଶ୍ବଙ୍କର ପୁତ୍ରଙ୍କୁ ବିଶ୍ବାସ କରୁଥିବା ବ୍ଯକ୍ତି ନିଜ ହୃଦୟ ରେ ସହେି ବାକ୍ଯ ସାକ୍ଷ୍ଯ ପାଇଅଛି। ପରମେଶ୍ବରଙ୍କଠା ରେ ବିଶ୍ବାସ କରୁ ନ ଥିବା ବ୍ଯକ୍ତି ପରମେଶ୍ବରଙ୍କୁ ମିଥ୍ଯାବାଦୀ କରିଦିଏ, କାରଣ ଈଶ୍ବର ଆପଣା ପୁତ୍ରଙ୍କ ସମ୍ବନ୍ଧ ରେ ଯାହା କହିଛନ୍ତି, ସେ ତାହା ବିଶ୍ବାସ କରେ ନାହିଁ।
1 John 5:10 in Other Translations
King James Version (KJV) He that believeth on the Son of God hath the witness in himself: he that believeth not God hath made him a liar; because he believeth not the record that God gave of his Son.
American Standard Version (ASV) He that believeth on the Son of God hath the witness in him: he that believeth not God hath made him a liar; because he hath not believed in the witness that God hath borne concerning his Son.
Bible in Basic English (BBE) He who has faith in the Son of God has the witness in himself: he who has not faith in God makes him false, because he has not faith in the witness which God has given about his Son.
Darby English Bible (DBY) He that believes on the Son of God has the witness in himself; he that does not believe God has made him a liar, because he has not believed in the witness which God has witnessed concerning his Son.
World English Bible (WEB) He who believes in the Son of God has the testimony in himself. He who doesn't believe God has made him a liar, because he has not believed in the testimony that God has given concerning his Son.
Young's Literal Translation (YLT) He who is believing in the Son of God, hath the testimony in himself; he who is not believing God, a liar hath made Him, because he hath not believed in the testimony that God hath testified concerning His Son;
He
ὁ
ho
oh
that believeth
πιστεύων
pisteuō
pee-STAVE-oh
on
εἰς
eis
ees
the
τὸν
ho
oh
Son
υἱὸν
huios
yoo-OSE
τοῦ
ho
oh
of God
Θεοῦ
theos
thay-OSE
hath
ἔχει
echō
A-hoh
the
τὴν
ho
oh
witness
μαρτυρίαν
martyria
mahr-tyoo-REE-ah
in
ἐν
en
ane
himself:
ἑαυτῷ
heautou
ay-af-TOO
ὁ
ho
oh
not
μὴ
mē
may
he that believeth
πιστεύων
pisteuō
pee-STAVE-oh
τῷ
ho
oh
God hath
θεῷ
theos
thay-OSE
a liar;
ψεύστην
pseustēs
PSAYF-stase
made
πεποίηκεν
poieō
poo-A-oh
him
αὐτόν,
autos
af-TOSE
because
ὅτι
hoti
OH-tee
not
οὐ
ou
oo
he believeth
πεπίστευκεν
pisteuō
pee-STAVE-oh
εἰς
eis
ees
the
τὴν
ho
oh
record
μαρτυρίαν
martyria
mahr-tyoo-REE-ah
that
ἣν
hos
ose
gave
μεμαρτύρηκεν
martyreō
mahr-tyoo-RAY-oh
ὁ
ho
oh
God
Θεὸς
theos
thay-OSE
of
περὶ
peri
pay-REE
τοῦ
ho
oh
Son.
υἱοῦ
huios
yoo-OSE
his
αὐτοῦ
autos
af-TOSE
Read Full Chapter :
1 John 5
Cross Reference
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 8:16
ଆମ୍ଭେ ପରମେଶ୍ବରଙ୍କର ସନ୍ତାନ ବଲେି କହିବା ଲାଗି ସହେି ଆତ୍ମା ଆମ୍ଭ ଆତ୍ମା ସହିତ ଯଡେି ହୁଅନ୍ତି।
ଯୋହନଲିଖିତ ସୁସମାଚାର 3:33
ସେ କହୁଥିବା କଥା ଗୁଡିକୁ ଯେଉଁ ଲୋକ ଗ୍ରହଣ କରେ, ସେ ପ୍ରମାଣ ଦିଏ ଯେ ପରମେଶ୍ବର ଯାହା କହନ୍ତି ତାହା ସତ୍ଯ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:6
ତୁମ୍ଭମାନେେ ପରମେଶ୍ବରଙ୍କ ସନ୍ତାନ, ସେଥିପାଇଁ ସେ ତୁମ୍ଭମାନଙ୍କ ହୃଦୟ ଭିତ ରେ ନିଜ ପୁତ୍ରଙ୍କ ଆତ୍ମାକୁ ସ୍ଥାପିତ କଲେ। ସହେି ଆତ୍ମା ଆବବା, ପ୍ରିୟ ପିତା ବୋଲି ଡ଼ାକନ୍ତି।
ଯୋହନଙ୍କ ପ୍ରଥମ ପତ୍ର 1:10
ଆମ୍ଭେ ଯଦି କହୁ ଯେ ଆମ୍ଭେ କିଛି ପାପ କରି ନାହୁଁ, ତବେେ ଆମ୍ଭେ ପରମେଶ୍ବରଙ୍କୁ ମିଥ୍ଯାବାଦୀ କରୁ ଏବଂ ତାହାଙ୍କ ସତ୍ଯଶିକ୍ଷା ଆମ୍ଭମାନେେ ଗ୍ରହଣ କରି ନାହୁଁ।
ଯୋହନଲିଖିତ ସୁସମାଚାର 5:38
ପରମପିତାଙ୍କର ଉପଦେଶ ତୁମ୍ଭଠା ରେ ବାସ କରିନାହିଁ। ଏହାର କାରଣ, ସେ ପଠାଇଥିବା ବ୍ଯକ୍ତିଠା ରେ ତୁମ୍ଭମାନେେ ବିଶ୍ବାସ ରଖିନାହଁ।
ଯିଶାଇୟ 53:1
ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ବାସ କରିଅଛି ? ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହାଇେଅଛି ?
ଯିରିମିୟ 15:18
ମାରେ ବଦନୋ ଚିରନ୍ତନ, ମାରେ କ୍ଷତ ଦୁରା ରୋଗ୍ଯ। ହେ ସଦାପ୍ରଭୁ, ତୁମ୍ଭେ ମାେ ପ୍ରତି ଅତ୍ଯନ୍ତ ପ୍ରବଞ୍ଚନା କରିଅଛ। ତେଣୁ ତୁମ୍ଭେ ଶୁଷ୍କ ଅସ୍ଥାଯୀ ନଦୀ ତୁଲ୍ଯ ହାଇେଅଛ।
ଯୋହନଲିଖିତ ସୁସମାଚାର 3:16
ହଁ, ପରମେଶ୍ବର ଏ ପୃଥିବୀକୁ ଏତେ ପ୍ ରମେ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ଦାନ କଲେ ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ବାସ କରୁଥିବା ପ୍ରେତ୍ୟକକ ବ୍ଯକ୍ତି, ବିନାଶ ହବେେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:3
ତୁମ୍ଭମାନଙ୍କର ପୁରାତନ ପାପପୂର୍ଣ୍ଣ ସ୍ବଭାବର ମୃତ୍ଯୁ ହାଇଯୋଇଛି ଓ ପରମେଶ୍ବରଙ୍କଠା ରେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ନୂତନ ଜୀବନ ସୁରକ୍ଷିତ ଅଛି।
ପିତରଙ୍କ ଦିତୀୟ ପତ୍ର 1:19
ଭବିଷ୍ଯଦ୍ ବକ୍ତା କହିଥିବା କଥାଗୁଡ଼ିକ ବିଷୟ ରେ ସୁନିଶ୍ଚିତ ହବୋ ପାଇଁ ଏହା ଅଧିକ ସାହାୟ୍ଯ କରେ। ଭବିଷ୍ଯଦ୍ ବକ୍ତାମାନେ ଯାହା ଯାହା କହିଛନ୍ତି, ସଗେୁଡ଼ିକୁ ଯଥାସମ୍ଭବ କାର୍ୟ୍ଯକାରୀ କରିବା ତୁମ୍ଭ ପାଇଁ ଭଲ। ସମାନେେ ଯାହା କହିଛନ୍ତି ତାହା ଅନ୍ଧକାର ରେ ଜ୍ଯୋତିଃ ତୁଲ୍ଯ ପ୍ରକାଶିତ ହେଲା। ସକାଳ ହବୋ ପର୍ୟ୍ଯନ୍ତ ଓ ପ୍ରଭାତୀ ତାରା ତୁମ୍ଭ ମନ ରେ ନୂତନ ଜ୍ଯୋତିଃ ନ ଆଣିବା ପର୍ୟ୍ଯନ୍ତ, ତୁମ୍ଭ ପାଖ ରେ ସହେି ଜ୍ଯୋତିଃ ଅଛି।
ଯୋହନଙ୍କ ପ୍ରଥମ ପତ୍ର 5:1
ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ବୋଲି ଯେଉଁମାନେ ବିଶ୍ବାସ କରନ୍ତି, ସମାନେେ ପରମେଶ୍ବରଙ୍କର ସନ୍ତାନ ଅଟନ୍ତି। ପରମ ପିତାଙ୍କୁ ପ୍ ରମେ କରୁଥିବା ବ୍ଯକ୍ତି ତାହାଙ୍କର ସନ୍ତାନମାନଙ୍କୁ ମଧ୍ଯ ପ୍ ରମେ କରେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:17
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 12:17
ତେଣୁ ସାପ ସହେି ନାରୀ ଉପରେ ଭୀଷଣ ରାଗିଗଲା। ସେ ତା'ର ଅନ୍ୟ ପିଲାମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ବାହାରିଲା। ଯେଉଁମାନେ ପରମେଶ୍ବରଙ୍କର ଆଜ୍ଞାଗୁଡ଼ିକ ପାଳନ କରନ୍ତି ଓ ଯୀଶୁଙ୍କ ବିଷୟ ରେ ସାକ୍ଷ୍ଯ ଦିଅନ୍ତି ସହେିମାନେ ତାହାଙ୍କର ସନ୍ତାନ। [18] ସହେି ବିଶାଳ ସାପ ଯାଇ ସମୁଦ୍ର କୂଳ ରେ ଠିଆ ହେଲା।
ଏବ୍ରୀମାନଙ୍କ ନିକଟକୁ ପତ୍ର 3:12
ଅତଏବ ଭାଇ ଓ ଭଉଣୀମାନେ, ତୁମ୍ଭ ମଧିଅରେ କହେି ପାପ ନ କର, ଅବିଶ୍ବାସୀ ନ ହୁଅ, ଓ ଜୀବିତ ପରମେଶ୍ବରଙ୍କ ପ୍ରତି ବିମୁଖ ନ ହୁଅ, ଏଥିପାଇଁ ସାବଧନା ରୁହ।
ଗଣନା ପୁସ୍ତକ 23:19
ପରମେଶ୍ବର ମନୁଷ୍ଯ ନୁହଁନ୍ତି, ସେ ମିଥ୍ଯା କହିବେ ନାହିଁ। ସେ ମଧ୍ଯ ମନୁଷ୍ଯ ନୁହଁନ୍ତି। ସେ ତାଙ୍କର ସିଦ୍ଧାନ୍ତ ବଦଳାଇବେ ନାହିଁ। ସେ କହିବେ କି ଯାହା ସେ କରିବେ ନାହିଁ? ନା! ସେ କହିବେ କି ଏବଂ ତାହା ହବେ ନାହିଁ? ନା!
ଆୟୁବ ପୁସ୍ତକ 24:25
ମୁଁ ଶପଥ କରି କହିପା ରେ। ଏସବୁ ସତ୍ଯ ଅଟେ। କିଏ ପ୍ରମାଣ କରିବ ଯେ ମୁଁ ମିଥ୍ଯା କହୁଛି ? କିଏ ଦଖାଇେ ଦଇେ ପାରିବ ମୁଁ ଭୁଲ୍ କରୁଛି ବୋଲି ?
ଗୀତସଂହିତା 25:14
ସଦାପ୍ରଭୁ ସର୍ବଦା ଗୁପ୍ତ ବିଷଯ ସବୁ ତାଙ୍କର ଅନୁୟୋଗୀମାନଙ୍କୁ କୁହନ୍ତି। ସେ ତାଙ୍କର ବ୍ଯବସ୍ଥା ସବୁ ସମାନଙ୍କେୁ ନିଯମ ପ୍ରଦାନ କରନ୍ତି।
ହିତୋପଦେଶ 3:32
କାହିଁକି ? କାରଣ ସଦାପ୍ରଭୁ ଉତ୍ତମ ସରଳ ଧାର୍ମିକ ଲୋକମାନଙ୍କୁ ପ୍ ରମେ କରନ୍ତି କିନ୍ତୁ କୁକର୍ମ ଲୋକମାନଙ୍କୁ ଘୃଣା କରନ୍ତି।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:28
ମୁଁ ମାରେପରମପିତାଙ୍କଠାରୁ ଏହି କ୍ଷମତା ପାଇଥିଲି। ମୁଁ ସହେି ଲୋକଙ୍କୁ ପ୍ରଭାତୀତାରା ମଧ୍ଯ ଦବେି।