1 Corinthians 15
1 ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କୁ ପୂର୍ବରୁ ମନେ ପକାଇ ଦବୋକୁ ଇଚ୍ଛା କରେ। ତୁମ୍ଭମାନେେ ଏହାକୁ ଗ୍ରହଣ କରିଥିଲ, ଓ ଏବେ ସୁଦ୍ଧା ଦୃଢ଼ ଭାବରେ ଧରି ରଖିଛ।
2 ତୁମ୍ଭମାନେେ ଏହି ସୁସମାଚାର ଦ୍ବାରା ପରିତ୍ରାଣ ପାଇଛ। କିନ୍ତୁ ମାେ କହିଥିବା କଥାଗୁଡ଼ିକୁ ତୁମ୍ଭମାନେେ ବିଶ୍ବାସ କରି ଚାଲିବା ଉଚିତ୍। ନଚେତ୍ ତୁମ୍ଭେ ବ୍ଯର୍ଥ ରେ ବିଶ୍ବାସୀ ହାଇେଥିଲ।
3 ମୁଁ ପାଇଥିବା ଶିକ୍ଷା ତୁମ୍ଭମାନଙ୍କୁ ଦଲେି। ଏହି ପ୍ରଧାନ ଶିକ୍ଷା ମୁଁ ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯେ, ଯୀଶୁ ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭର ପାପ ପାଇଁ ମଲେ।
4 ଯୀଶୁ ଖ୍ରୀଷ୍ଟଙ୍କୁ କବର ଦିଆ ହେଲା ଓ ତୃତୀୟ ଦିନ ରେ ସେ ମୃତ୍ଯୁରୁ ଉଠିଲେ।
5 ସେ କଫୋଙ୍କୁ ଓ ତା'ପରେ ବାରଜଣ ପ୍ ରରେିତଙ୍କୁ ଦଖାେ ଦେଲେ।
6 ତା'ପରେ ସେ ଏକା ଥରକେ 500ରୁ ଅଧିକ ଭାଇମାନଙ୍କୁ ଦଖାଦେଇେଥିଲେ। ତାହାଙ୍କ ମଧ୍ଯରୁ ଅଧିକାଂଶ ଲୋକ ଆଜି ମଧ୍ଯ ଜୀବିତ। କିନ୍ତୁ କେତକେ ମରି ଯାଇଛନ୍ତି।
7 ତା'ପରେ ଖ୍ରୀଷ୍ଟ ଯାକୁବ ଓ ପରେ ସମସ୍ତ ପ୍ ରରେିତମାନଙ୍କୁ ଆଉଥରେ ଦଖାେ ଦେଲେ।
8 ଯଥା ସମୟ ପୂର୍ବରୁ ଜନ୍ମ ହାଇେଥିବା ଶିଶୁଟିଏ ଭଳି ଯେ ମୁଁ, ସେ ମାେତେ ସର୍ବ ଶଷେ ରେ ଦଖାେ ଦେଲେ।
9 ମୁଁ ସମସ୍ତ ପ୍ ରରେିତମାନଙ୍କ ମଧିଅରେ ସବୁଠାରୁ କ୍ଷୁଦ୍ରତମ। ଏପରିକି ମାରେ ପ୍ ରରେିତ ବୋଲି ଡ଼କା ୟିବାର ୟୋଗ୍ଯତା ମଧ୍ଯ ନାହିଁ, କାରଣ ମୁଁ ପୂର୍ବରୁ ପରମେଶ୍ବରଙ୍କ ମଣ୍ଡଳୀକୁ ତାଡ଼ନା କରିଛି।
10 କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ମୁଁ ଆଜି ଏହା ହାଇପୋରିଛି। ମାେ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହାଇେ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ ରରେିତଙ୍କ ତୁଳନା ରେ କଠାେର ପରିଶ୍ରମ କରିଛି। ମୁଁ ପ୍ରକୃତ ରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ଏହା କରିପାରିଛି।
11 ମୁଁ ତୁମ୍ଭକୁ ପ୍ରଚାର କରେ ବା ଅନ୍ୟମାନେ ପ୍ରଚାର କରନ୍ତି, ସେଥି ରେ କିଛି ଯାଏ ଆ ସେ ନାହିଁ, କାରଣ ଆମ୍ଭେ ସମସ୍ତେ ସମାନ ବିଷୟ ପ୍ରଚାର କରିଥାଉ। ଆଉ ଏହି ପ୍ରକା ରେ ତୁମ୍ଭମାନେେ ବିଶ୍ବାସୀ ହାଇେଅଛ।
1 Moreover, brethren, I declare unto you the gospel which I preached unto you, which also ye have received, and wherein ye stand;
2 By which also ye are saved, if ye keep in memory what I preached unto you, unless ye have believed in vain.
3 For I delivered unto you first of all that which I also received, how that Christ died for our sins according to the scriptures;
4 And that he was buried, and that he rose again the third day according to the scriptures:
5 And that he was seen of Cephas, then of the twelve:
6 After that, he was seen of above five hundred brethren at once; of whom the greater part remain unto this present, but some are fallen asleep.
7 After that, he was seen of James; then of all the apostles.
8 And last of all he was seen of me also, as of one born out of due time.
9 For I am the least of the apostles, that am not meet to be called an apostle, because I persecuted the church of God.
10 But by the grace of God I am what I am: and his grace which was bestowed upon me was not in vain; but I laboured more abundantly than they all: yet not I, but the grace of God which was with me.
11 Therefore whether it were I or they, so we preach, and so ye believed.
1 Corinthians 15 in Tamil and English
1 ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କୁ ପୂର୍ବରୁ ମନେ ପକାଇ ଦବୋକୁ ଇଚ୍ଛା କରେ। ତୁମ୍ଭମାନେେ ଏହାକୁ ଗ୍ରହଣ କରିଥିଲ, ଓ ଏବେ ସୁଦ୍ଧା ଦୃଢ଼ ଭାବରେ ଧରି ରଖିଛ।
Moreover, brethren, I declare unto you the gospel which I preached unto you, which also ye have received, and wherein ye stand;
2 ତୁମ୍ଭମାନେେ ଏହି ସୁସମାଚାର ଦ୍ବାରା ପରିତ୍ରାଣ ପାଇଛ। କିନ୍ତୁ ମାେ କହିଥିବା କଥାଗୁଡ଼ିକୁ ତୁମ୍ଭମାନେେ ବିଶ୍ବାସ କରି ଚାଲିବା ଉଚିତ୍। ନଚେତ୍ ତୁମ୍ଭେ ବ୍ଯର୍ଥ ରେ ବିଶ୍ବାସୀ ହାଇେଥିଲ।
By which also ye are saved, if ye keep in memory what I preached unto you, unless ye have believed in vain.
3 ମୁଁ ପାଇଥିବା ଶିକ୍ଷା ତୁମ୍ଭମାନଙ୍କୁ ଦଲେି। ଏହି ପ୍ରଧାନ ଶିକ୍ଷା ମୁଁ ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯେ, ଯୀଶୁ ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭର ପାପ ପାଇଁ ମଲେ।
For I delivered unto you first of all that which I also received, how that Christ died for our sins according to the scriptures;
4 ଯୀଶୁ ଖ୍ରୀଷ୍ଟଙ୍କୁ କବର ଦିଆ ହେଲା ଓ ତୃତୀୟ ଦିନ ରେ ସେ ମୃତ୍ଯୁରୁ ଉଠିଲେ।
And that he was buried, and that he rose again the third day according to the scriptures:
5 ସେ କଫୋଙ୍କୁ ଓ ତା'ପରେ ବାରଜଣ ପ୍ ରରେିତଙ୍କୁ ଦଖାେ ଦେଲେ।
And that he was seen of Cephas, then of the twelve:
6 ତା'ପରେ ସେ ଏକା ଥରକେ 500ରୁ ଅଧିକ ଭାଇମାନଙ୍କୁ ଦଖାଦେଇେଥିଲେ। ତାହାଙ୍କ ମଧ୍ଯରୁ ଅଧିକାଂଶ ଲୋକ ଆଜି ମଧ୍ଯ ଜୀବିତ। କିନ୍ତୁ କେତକେ ମରି ଯାଇଛନ୍ତି।
After that, he was seen of above five hundred brethren at once; of whom the greater part remain unto this present, but some are fallen asleep.
7 ତା'ପରେ ଖ୍ରୀଷ୍ଟ ଯାକୁବ ଓ ପରେ ସମସ୍ତ ପ୍ ରରେିତମାନଙ୍କୁ ଆଉଥରେ ଦଖାେ ଦେଲେ।
After that, he was seen of James; then of all the apostles.
8 ଯଥା ସମୟ ପୂର୍ବରୁ ଜନ୍ମ ହାଇେଥିବା ଶିଶୁଟିଏ ଭଳି ଯେ ମୁଁ, ସେ ମାେତେ ସର୍ବ ଶଷେ ରେ ଦଖାେ ଦେଲେ।
And last of all he was seen of me also, as of one born out of due time.
9 ମୁଁ ସମସ୍ତ ପ୍ ରରେିତମାନଙ୍କ ମଧିଅରେ ସବୁଠାରୁ କ୍ଷୁଦ୍ରତମ। ଏପରିକି ମାରେ ପ୍ ରରେିତ ବୋଲି ଡ଼କା ୟିବାର ୟୋଗ୍ଯତା ମଧ୍ଯ ନାହିଁ, କାରଣ ମୁଁ ପୂର୍ବରୁ ପରମେଶ୍ବରଙ୍କ ମଣ୍ଡଳୀକୁ ତାଡ଼ନା କରିଛି।
For I am the least of the apostles, that am not meet to be called an apostle, because I persecuted the church of God.
10 କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ମୁଁ ଆଜି ଏହା ହାଇପୋରିଛି। ମାେ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହାଇେ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ ରରେିତଙ୍କ ତୁଳନା ରେ କଠାେର ପରିଶ୍ରମ କରିଛି। ମୁଁ ପ୍ରକୃତ ରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ବରଙ୍କ ଅନୁଗ୍ରହ ହତେୁ ଏହା କରିପାରିଛି।
But by the grace of God I am what I am: and his grace which was bestowed upon me was not in vain; but I laboured more abundantly than they all: yet not I, but the grace of God which was with me.
11 ମୁଁ ତୁମ୍ଭକୁ ପ୍ରଚାର କରେ ବା ଅନ୍ୟମାନେ ପ୍ରଚାର କରନ୍ତି, ସେଥି ରେ କିଛି ଯାଏ ଆ ସେ ନାହିଁ, କାରଣ ଆମ୍ଭେ ସମସ୍ତେ ସମାନ ବିଷୟ ପ୍ରଚାର କରିଥାଉ। ଆଉ ଏହି ପ୍ରକା ରେ ତୁମ୍ଭମାନେେ ବିଶ୍ବାସୀ ହାଇେଅଛ।
Therefore whether it were I or they, so we preach, and so ye believed.