1 Corinthians 14:30 in Oriya

Oriya Oriya Bible 1 Corinthians 1 Corinthians 14 1 Corinthians 14:30

1 Corinthians 14:30
ଯଦି ସଠାେରେ ବସିଥିବା ଜଣେ ଲୋକ ପରମେଶ୍ବରଙ୍କଠାରୁ ଏକ ନୂତନ ସତ୍ଯ ପାଏ, ତା' ହେଲେ ପ୍ରଥମ ବକ୍ତା ଚୁପ୍ ହାଇଯେିବା ଉଚିତ୍।

1 Corinthians 14:291 Corinthians 141 Corinthians 14:31

1 Corinthians 14:30 in Other Translations

King James Version (KJV)
If any thing be revealed to another that sitteth by, let the first hold his peace.

American Standard Version (ASV)
But if a revelation be made to another sitting by, let the first keep silence.

Bible in Basic English (BBE)
But if a revelation is given to another who is seated near, let the first be quiet.

Darby English Bible (DBY)
But if there be a revelation to another sitting [there], let the first be silent.

World English Bible (WEB)
But if a revelation is made to another sitting by, let the first keep silent.

Young's Literal Translation (YLT)
and if to another sitting `anything' may be revealed, let the first be silent;


ἐὰνeanay-AN
If
δὲdethay
any
thing
be
revealed
ἄλλῳallōAL-loh
to
another
ἀποκαλυφθῇapokalyphthēah-poh-ka-lyoo-FTHAY
by,
sitteth
that
καθημένῳkathēmenōka-thay-MAY-noh
let
the
hold
his
hooh
first
πρῶτοςprōtosPROH-tose
peace.
σιγάτωsigatōsee-GA-toh

Cross Reference

1 Thessalonians 5:19
କଦାପି ପବିତ୍ର ଆତ୍ମାର କାର୍ୟ୍ଯ ବନ୍ଦ କର ନାହିଁ।

Job 32:11
ଆପଣମାନେ ଯାହା କଥାବାର୍ତ୍ତା ହେଉଥିଲେ ତାହା ମୁଁ ର୍ଧୈୟ୍ଯର ସହ ଶୁଣିଲି। ଆପଣ ଆୟୁବକୁ ଯେଉଁ ଉତ୍ତର ଦେଲେ ତାହା ଶୁଣିଲି।

Job 32:15
ଆୟୁବ, ଏହି ଲୋକମାନେ ୟୁକ୍ତି ରେ ହାରିଗଲେ। ସମାନଙ୍କେର ଅଧିକ କିଛି କହିବାର ନାହିଁ। ସମାନଙ୍କେର କୌଣସି ଅତିରିକ୍ତ ଉତ୍ତର ମଧ୍ଯ ନାହିଁ।

Job 33:31
ଆୟୁବ, ମାେ କଥାକୁ ଧ୍ଯାନ ଦିଅ। ମାେ କଥା ଶୁଣ। ନିରବ ରୁହ ଏବଂ ମାେତେ କହିବାକୁ ଦିଅ।

1 Corinthians 14:6
ଭାଇ ଓ ଭଉଣୀମାନେ! ଯଦି ମୁଁ ତୁମ୍ଭମାନଙ୍କ ପାଖ ରେ ଅନ୍ୟଭାଷା ରେ କଥା କ ହେ, ତା' ହେଲେ ତୁମ୍ଭର ବା କଣ ଲାଭ ହବେ? କବଳେ ଯଦି ମୁଁ କୌଣସି ନିଗୂଢ଼ କଥା ବା କାର୍ୟ୍ଯ ବା କିଛି ଭବିଷ୍ଯତ୍ ବାଣୀ ବା କିଛି ଉପଦେଶର କଥା କୁ ହେ ତବେେ ତୁମ୍ଭମାନଙ୍କର ପ୍ରକୃତ ରେ ଲାଭ ହବେ।

1 Corinthians 14:26
ତା' ହେଲେ, ଭାଇ (ଓ ଭଉଣୀ)ମାନେ, ତୁମ୍ଭେ କ'ଣ କରିବା ଉଚିତ୍ ? ତୁମ୍ଭେ ଯେତବେେଳେ ଏକାଠି ହେଉଛି, ତୁମ୍ଭମାନଙ୍କ ମଧିଅରେ କହେି ଗୀତ ବା ଶିକ୍ଷା ବା ପରମେଶ୍ବରଙ୍କ ନୂତନ ସତ୍ଯ, ଅନ୍ୟଭାଷା ବା ଭାଷାର ଅର୍ଥ କହିଥାଏ। ସମସ୍ତ ବିଷୟ ମଣ୍ଡଳୀର ନିଷ୍ଠା ନିମନ୍ତେ କରାଯାଉ।