1 Corinthians 10:1
ଭାଇ ଓ ଭଉଣୀମାନେ! ମୁଁ ଇଚ୍ଛା କରେ ଯେ, ଆମ୍ଭର ପିତୃପୁରୁଷମାନଙ୍କ ପ୍ରତି ( ଯେଉଁମାନେ ମାଶାଙ୍କେୁ ଅନୁସରଣ କରିଥିଲେ) କ'ଣ ହେଲା ତାହା ତୁମ୍ଭମାନେେ ଜାଣି ରଖ। ପରମେଶ୍ବର ସମାନଙ୍କେୁ ମେଘ ସ୍ତମ୍ଭ ଦ୍ବାରା ସୁଫ ସାଗରକୁ ପାର କରାଇଥିଲେ।
1 Corinthians 10:1 in Other Translations
King James Version (KJV)
Moreover, brethren, I would not that ye should be ignorant, how that all our fathers were under the cloud, and all passed through the sea;
American Standard Version (ASV)
For I would not, brethren, have you ignorant, that our fathers were all under the cloud, and all passed through the sea;
Bible in Basic English (BBE)
For it is my desire, my brothers, that you may keep in mind how all our fathers were under the cloud, and they all went through the sea;
Darby English Bible (DBY)
For I would not have you ignorant, brethren, that all our fathers were under the cloud, and all passed through the sea;
World English Bible (WEB)
Now I would not have you ignorant, brothers, that our fathers were all under the cloud, and all passed through the sea;
Young's Literal Translation (YLT)
And I do not wish you to be ignorant, brethren, that all our fathers were under the cloud, and all passed through the sea,
| Moreover, | Οὐ | ou | oo |
| brethren, | θέλω | thelō | THAY-loh |
| I would | δὲ | de | thay |
| not that | ὑμᾶς | hymas | yoo-MAHS |
| ye | ἀγνοεῖν | agnoein | ah-gnoh-EEN |
| should be ignorant, | ἀδελφοί | adelphoi | ah-thale-FOO |
| how that | ὅτι | hoti | OH-tee |
| all | οἱ | hoi | oo |
| our | πατέρες | pateres | pa-TAY-rase |
| ἡμῶν | hēmōn | ay-MONE | |
| fathers | πάντες | pantes | PAHN-tase |
| were | ὑπὸ | hypo | yoo-POH |
| under | τὴν | tēn | tane |
| the | νεφέλην | nephelēn | nay-FAY-lane |
| cloud, | ἦσαν | ēsan | A-sahn |
| and | καὶ | kai | kay |
| all | πάντες | pantes | PAHN-tase |
| passed | διὰ | dia | thee-AH |
| through | τῆς | tēs | tase |
| the | θαλάσσης | thalassēs | tha-LAHS-sase |
| sea; | διῆλθον | diēlthon | thee-ALE-thone |
Cross Reference
Exodus 14:29
ମାତ୍ର ଇଶ୍ରାୟେଲର ଲୋକମାନେ ଶୁଷ୍କ ଭୂମିରେ ଗମନ କଲେ। ସମୁଦ୍ରର ଜଳ ସମାନଙ୍କେର ବାମ ଓ ଡାହାଣ ପାଶର୍ବ ରେ କାନ୍ଥପରି ଛିଡା ହାଇେ ରହିଲା।
Nehemiah 9:11
ତୁମ୍ଭେ ସମାନଙ୍କେ ସାକ୍ଷାତ ରେ ସମୁଦ୍ରକୁ ଭାଗ କଲ। ସମାନେେ ଶୁଷ୍କ ଭୂମି ଦଇେ ୟିବାପରି ସମୁଦ୍ର ମଧିଅରେ ଗଲେ। ମାତ୍ର ଗଭୀର ଜଳ ରେ ପ୍ରସ୍ତର ତୁଲ୍ଯ ତୁମ୍ଭେ ସମାନଙ୍କେ ପେଛ ଗୋଡଇବା ଲୋକମାନଙ୍କୁ ଅଗାଧ ସମୁଦ୍ର ରେ ନିକ୍ଷପେ କଲ।
Psalm 105:39
ପରମେଶ୍ବର କମ୍ବଳ ସ୍ବରୂପ ବାଦଲକୁ ମଲେି ଦେଲେ। ପରମେଶ୍ବର ନିଜ ଲୋକମାନଙ୍କୁ ରାତିରେ ଦଖାଇବୋ ପାଇଁ ଏକ ଅଗ୍ନିସ୍ତମ୍ବ ପ୍ରଜ୍ବଳନ କଲେ।
Psalm 78:13
ପରମେଶ୍ବର ଲୋହିତ ସମୁଦ୍ରକୁ ବିଦୀର୍ଣ୍ଣ କରି ଲୋକମାନଙ୍କୁ ପାର କରାଇଥିଲେ ଏବଂ ସେ ଦୁଇପାଶର୍ବର ଜଳରାଶିକୁ କଠିନ କାନ୍ଥ ରୂପେ ବିଦ୍ଯମାନ କରାଇଲେ।
Psalm 66:6
ପରମେଶ୍ବର ପର୍ୟ୍ଯାଯକ୍ରମେ ସମୁଦ୍ରକୁ ଶୁଖାଇ ଥିଲେ। ତାଙ୍କର ଲୋକ ନଦୀକୁ ଅତିକ୍ରମ କରି ଚାଲିଲେ।
John 4:20
ଆମ୍ଭର ପିତୃପୁରୁଷମାନେ ଏହି ପର୍ବତ ରେ ଉପାସନା କରୁଥିଲେ। କିନ୍ତୁ ଯିହୂଦୀମାନେ କୁହନ୍ତି ଯେ ୟିରୁଶାଲମ ହେଉଛି ଉପାସନା କରିବା ନିମନ୍ତି ଯଥାର୍ଥ ସ୍ଥାନ।
Romans 4:11
ପରମେଶ୍ବର ଗ୍ରହଣ କରି ନଇେଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରାହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା। ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହବୋ ପୂର୍ବରୁ ପରମେଶ୍ବରଙ୍କ ପ୍ରତି ସେ ଧାର୍ମିକ ଥିଲେ। ସେଥିପାଇଁ, ଯେଉଁମାନେ ପରମେଶ୍ବରଙ୍କୁ ବିଶ୍ବାସ କରନ୍ତି ଓ ସୁନ୍ନତ ହାଇେ ନାହାଁନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରାହାମ ଅଟନ୍ତି। ସମାନେେ ବିଶ୍ବାସ କରନ୍ତି ଓ ଏହି କାରଣରୁ ସମାନେେ ପରମେଶ୍ବରଙ୍କ ପାଇଁ ଧାର୍ମିକ ବୋଲି ନିରୁପିତ ହୁଅନ୍ତି।
Romans 11:21
ବିଶ୍ବାସ ନ କରିବା ହତେୁ ଯଦି ପରମେଶ୍ବର ପ୍ରଥମ ଗଛର ଶାଖାଗୁଡିକୁ ଭାଙ୍ଗି ଦେଲେ, ତା ହେଲେ ତୁମ୍ଭେ ମାନେ ମଧ୍ଯ ବିଶ୍ବାସ ନ ରଖି ପାରିଲେ ପରମେଶ୍ବର ତୁମ୍ଭମାନଙ୍କୁ ବିଛିନ୍ନ କରି ଦବେେ।
1 Corinthians 12:1
ଭାଇ ଓ ଭଉଣୀମାନେ ! ଆତ୍ମିକ ଦାନଗୁଡ଼ିକ ବିଷୟ ରେ ମୁଁ ତୁମ୍ଭମାନଙ୍କୁ ବୁଝାଇବାକୁ ଇଚ୍ଛା କରୁଛି।
1 Corinthians 14:38
ଯଦି ସେ ଏହା ଜାଣେ ନାହିଁ, ତାହାହେଲେ ସେ ପରମେଶ୍ବରଙ୍କ ଦ୍ବାରା ଅଜଣା ଅଟେ।
Galatians 3:29
ଯଦି ତୁମ୍ଭମାନେେ ସମସ୍ତେ ଖ୍ରୀଷ୍ଟଙ୍କର ଅଟ, ତବେେ ସ୍ବଭାବତଃ ତୁମ୍ଭେ ଅବ୍ରହାମଙ୍କ ବଂଶଜ ମଧ୍ଯ ଅଟ, ଓ ପରମେଶ୍ବର ଅବ୍ରହାମଙ୍କୁ ଯେଉଁ ପ୍ରତିଶୃତି ଦଇେଥିଲେ, ସହେି ପ୍ରତିଶୃତିର ମଧ୍ଯ ତୁମ୍ଭେ ଉତ୍ତରାଧିକାରୀ ଅଟ।
Hebrews 11:29
ବିଶ୍ବାସଥିବା ହତେୁ ହିଁ ମାଶାଙ୍କେ ନତେୃତ୍ବ ରେ ସମସ୍ତେ ସୁଫସାଗର ମଧ୍ଯ ଦଇେ ଶୁଖିଲା ଭୂଇଁ ଥିଲା ଭଳି ଚାଲିଚାଲି ପାର ହାଇଗେଲେ। ଯେତବେେଳେ ମିଶରଦେଶର ଲୋକେ ସୁଫସାଗର ଦଇେ ୟିବାପାଇଁ ଚେଷ୍ଟା କଲେ ସମାନେେ ବୁଡ଼ି ଗଲେ।
Revelation 15:2
ମୁଁ ମାେ ସାମନା ରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସହେି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ଯା ଉପରେ ଜୟଲାଭ କରିଥିଲେ, ସମାନଙ୍କେୁ ସହେି ସମୁଦ୍ର କୂଳ ରେ ଠିଆ ହବୋର ଦେଖିଲି। ସମାନଙ୍କେ ହାତ ରେ ପରମେଶ୍ବର ଦଇେଥିବା ବୀଣା ଥିଲା।
Isaiah 58:11
ଆଉ ମଧ୍ଯ ସଦାପ୍ରଭୁ ତୁମ୍ଭକୁ ସର୍ବଦା ବାଟ କଢ଼ାଇ ନବେେ। ମରୁଭୂମିରେ ତୁମ୍ଭର ଅଭାବ ତୃପ୍ତ କରିବେ। ସେ ତୁମ୍ଭର ଅସ୍ଥିଗୁଡ଼ିକୁ ବଳିଷ୍ଠ କରିବେ। ତହିଁରେ ତୁମ୍ଭେ ଜଳସିକ୍ତ ଉଦ୍ୟାନତୁଲ୍ଯ କିମ୍ବା ଜଳପୂର୍ଣ୍ଣ ଝରଣା ସଦୃଶ ହବେ।
Psalm 136:13
ପରମେଶ୍ବର ସୁଫସାଗରକୁ ଦୁଇ ଭାଗରେ ବିଭକ୍ତ କଲେ। ତାଙ୍କର ବିଶ୍ବସ୍ତ ପ୍ରମେ ଅନନ୍ତକାଳସ୍ଥାଯୀ।
Exodus 14:19
ଏହାପରେ ସଦାପ୍ରଭୁଙ୍କର ଦୂତ ୟିଏକି ଇଶ୍ରାୟେଲୀୟ ସୈନ୍ଯମାନଙ୍କ ଆଗ ରେ ଥିଲେ, ସମାନଙ୍କେ ପଛକୁ ଗଲେ। ତେଣୁ ଘନମେଘ ସହେି ଲୋକମାନଙ୍କ ସମ୍ମୁଖ ରେ ଗତିକରି ପଛ ପଟକୁ ଗଲା।
Exodus 40:34
ଏହାପରେ ସହେି ମେଘ ସମାଗମ ତମ୍ବୁକୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ମହିମା ପବିତ୍ର ତମ୍ବୁକୁ ପରିପୂର୍ଣ୍ଣ କଲା।
Numbers 9:15
ଯେଉଁଦିନ ପବିତ୍ର ତମ୍ବୁ ସ୍ଥାପିତ ହେଲା, ସହେିଦିନ ମେଘ ନିଯମ ତମ୍ବୁ ଆଚ୍ଛାଦନ କଲା। ପୁଣି ତାହା ସନ୍ଧ୍ଯା ସମୟରୁ ପ୍ରଭାତ ପର୍ୟ୍ଯନ୍ତ ପବିତ୍ର ତମ୍ବୁ ଉପରେ ଅଗ୍ନିତୁଲ୍ଯ ଦଖାଗେଲା।
Numbers 14:14
ପୁଣି ସମାନେେ ଏ ଦେଶ ନିବାସିମାନଙ୍କୁ ତାହା କହିବେ, ସମାନେେ ଶୁଣିଛନ୍ତି ଯେ ତୁମ୍ଭେ ସଦାପ୍ରଭୁ ଏହି ଲୋକମାନଙ୍କ ମଧିଅରେ ଅଛନ୍ତି, କାରଣ ତୁମ୍ଭେ ସମାନଙ୍କେୁ ପ୍ରତ୍ଯକ୍ଷ ଦର୍ଶନ ଦେଉଅଛ ଓ ତୁମ୍ଭ ମେଘ ସମାନଙ୍କେ ଉପରେ ଅବସ୍ଥାନ କରୁଅଛି। ତୁମ୍ଭେ ଦିନ ବେଳେ ମେଘସ୍ତମ୍ଭ ରେ ଓ ରାତ୍ରି ବେଳେ ଅଗ୍ନି ସ୍ତମ୍ଭ ରେ ସମାନଙ୍କେ ଆଗେ ଆଗେ ଗମନ କରୁଅଛ।
Numbers 33:8
ଏହାପରେ ସମାନେେ ପୀହହୀରୋତ୍ର ସମ୍ମୁଖରୁ ୟାତା୍ର କରି ସମୁଦ୍ର ମଧ୍ଯ ଦଇେ ମରୁଭୂମିରେ ପ୍ରବେଶ କଲେ। ଆଉ ଏଥମ ମରୁଭୂମିରେ ତିନି ଦିନ ୟାତ୍ରା କରି ମାରା ରେ ଛାଉଣୀ ସ୍ଥାପନ କଲେ।
Deuteronomy 1:33
ଯେତବେେଳେ ତୁମ୍ଭମାନେେ ୟାତ୍ରା କରୁଥିଲ, ସେ ତୁମ୍ଭର ଆଗେ ଆଗେ ୟାଇ ତୁମ୍ଭମାନଙ୍କର ତମ୍ବୁ ପକାଇବା ନିମନ୍ତେ, ସ୍ଥାନ ନରକ୍ସ୍ଟପଣ କରୁଥିଲେ। ଏବଂ ତୁମ୍ଭମାନଙ୍କୁ ପଥ ଦଖାଇବୋ ପାଇଁ ସେ ରାତ୍ର ରେ ଅଗ୍ନିଶିଖା, ଦିନ ରେ ମେଘସ୍ତମ୍ଭଦ୍ବାରା ଗମନ କଲେ।
Joshua 4:23
ଆମ୍ଭମାନେେ ପାର ହବୋୟାଏ, ଯେପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତାଙ୍କର ଶକ୍ତିବଳ ରେ ସୂଫ ସମକ୍ସ୍ଟଦ୍ର ଶିଷ୍କ କରିଥିଲେ, ସହେିପରି ତୁମ୍ଭମାନେେ ପାର ହବୋ ପର୍ୟ୍ଯନ୍ତ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ୟର୍ଦ୍ଦନ ନଦୀ ଶକ୍ସ୍ଟଷ୍କ କଲେ।'
Nehemiah 9:19
ସେତବେେଳେ ତୁମ୍ଭେ ତୁମ୍ଭର ମହାନ କରୁଣା ଯୋଗୁଁ ସମାନଙ୍କେୁ ପ୍ରାନ୍ତର ରେ ପରିତ୍ଯାଗ କଲ ନାହିଁ। ପଥ ପଢାଇବା ନିମନ୍ତେ ଦିବସ ରେ ମେଘସ୍ତମ୍ଭ ଓ ରାତ୍ରି ରେ ଅଗ୍ନି ମଶାଲକୁ ସମାନଙ୍କେଠାରୁ ଛଡାଇ ନଇେ ନାହିଁ।
Psalm 77:16
ହେ ପରମେଶ୍ବର, ତୁମ୍ଭକୁ ଦେଖି ଜଳରାଶି ଡ଼ରିଗଲା। ଗଭୀର ସମୁଦ୍ର ଭୟରେ ଥରି ଉଠିଲା।
Psalm 78:53
ପରମେଶ୍ବର ନିଜ ଲୋକମାନଙ୍କୁ ନିରାପଦରେ ଚଳାଇଲେ। ତଣେୁ ସମାନେେ ଭୟଭୀତ ହେଲେ ନାହିଁ। କିନ୍ତୁ ଶତ୍ରୁମାନଙ୍କୁ ପରମେଶ୍ବର ଲୋହିତ ସମୁଦ୍ରରେ ବୁଡ଼ାଇଲେ।
Psalm 106:7
ହେ ସଦାପ୍ରଭୁ, ମିଶରରେ ଯେଉଁ ଆଶ୍ଚର୍ୟ୍ଯ କ୍ରିଯାମାନ ଦଖାଇେଥିଲା ଆମ୍ଭର ପୂର୍ବପୁରୁଷ ସେଥିରୁ କିଛି ଶିଖି ନାହାଁନ୍ତି। ତୁମ୍ଭର ବହୁତ ଦୟାର କାମକୁ ସମାନେେ ମନେ ରଖିଲେ ନାହିଁ। ଲୋହିତ ସମୁଦ୍ର ନିକଟରେ ଆମ୍ଭର ପୂର୍ବପୁରୁଷ ତୁମ୍ଭର ବିଦ୍ରୋହାଚରଣ କଲେ।
Psalm 114:3
ସୁଫ ସମୁଦ୍ର ତାହା ଦେଖି ଘୁଞ୍ଚି ଗଲା। ୟର୍ଦ୍ଦନ ନଦୀ ଉଜାଣି ବହିଲା।
Exodus 13:21
ସଦାପ୍ରଭୁ ସମାନଙ୍କେୁ ଆଗକୁ ପଥ କଢାଇ ନେଲେ, ଦିନ ବେଳେ ସଦାପ୍ରଭୁ ସମାନଙ୍କେୁ ମେଘସ୍ତମ୍ଭ ଦ୍ବାରା ରାସ୍ତା ଦଖାଇେଲେ ଏବଂ ରାତି ରେ ସେ ସମାନଙ୍କେୁ ଅଗ୍ନିସ୍ତମ୍ଭ ସାହାୟ୍ଯ ରେ ଆଗଇେ ନେଲେ।